Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗାପୂଜାରେ ଏହି ୮ଟି ରାଶିର ଭାଗ୍ୟ ବଦଳିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁର୍ଗା ପୂଜାରେ ଏହି ୮ ଟି ରାଶିର ଭାଗ୍ୟ ବଦଳିଯିବ।

ବନ୍ଧୁଗଣ ଏହି ପବିତ୍ର ଦୁର୍ଗା ପୂଜାରେ ଏହି ୮ ଗୋଟି ରାଶିର ଭାଗ୍ୟ ସୁନା ଭଳି ଚମକିବ। ବନ୍ଧୁଗଣ ଯେତେବେଳେ ଭଗବାନ ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମଣିଷର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ତେବେ ଦୀର୍ଘ ୫୦୦ ବର୍ଷ ପରେପବିତ୍ର ଦୁର୍ଗା ପୂଜାରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତି ବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେମିତିକି ଆପଣମାନେ ଜାଣିଥିବେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ରାଶି ଚକ୍ରର ୧୨ ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହି ମହା ସଂଯୋଗ ପବିତ୍ର ଦୁର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତ ଜନନୀ ମା ଦୁର୍ଗା ଏହି ୮ ଗୋଟି ରାଶି ମାନଙ୍କ ଉପରେ ଆଶୀର୍ବାଦ କରିବାକୁ ଯାଉଛନ୍ତି। ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଏହି ପବିତ୍ର ଦଶହରା ପର୍ବ ପର ଠାରୁ ସୁନା ଭଳି ଚମକିବାକୁ ଲାଗିବ। ତେବେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ରାଶି ମାନଙ୍କ ଭାଗ୍ୟରେ ମା ଦୁର୍ଗାଙ୍କ ଆଶୀର୍ବାଦରୁ କଣ ସବୁ ଘଟିବାକୁ ଯାଉଅଛି। ମା ଦୁର୍ଗାଙ୍କ ଆଶୀର୍ବାଦରୁ ଆପଣ ମାନଙ୍କର ସବୁଦିନ ହସ ଖୁସିରେ ବିତିବ। କୌଣସି ବି ସମସ୍ୟା ରହିବ ନାହିଁ। ଆପଣ କାହା କଥାରେ ମୁଣ୍ଡ ପୁରାଇବା ଠିକ ହେବନାହିଁ। ନହେଲେ ଅଯଥା ଏହା ଆପଣ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ହୋଇପାରେ। ବ୍ୟାପାର ବାଣିଜ୍ୟରେ ଭଲ ଲାଭ ହେବ। କାରବାର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିବ। କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ। ଆୟରେ ବୃଦ୍ଧି ହେବ। ବୁଡି ଯାଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି। ଚାକିରିରେ ପଦନ୍ନତି ହୋଇପାରେ। ଯଦି ଭଲ ଜୀବନ ସାଥୀର ସନ୍ଧାନରେ ଅଛନ୍ତି ତେବେ ତାହା ଆପଣ ମାନଙ୍କ ପୁରା ହେବ। ତା ସହିତ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଜୀବନସାଥୀଟିଏ ନିଶ୍ଚୟ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ସମ୍ପର୍କ ଅଧିକ ମଧୁର ହେବ। ଏବେ ଆପଣଙ୍କର ଆୟ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ। ଆପଣଙ୍କର ପରିବାର ପାଇଁ ଆପଣଙ୍କ କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ। ଏବଂ ଧନ ସମ୍ପତ୍ତି ଭରପୁର ରହିବ। ଘର ଏବଂ ପରିବାରରେ ସମସ୍ତେ ହସ ଖୁସିରେ ରହିବେ। ଅଧିକ ଭାବୁକ ହୁଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ଏବଂ ଏଥିପାଇଁ ଆପଣ ଦୁଃଖୀ ମଧ୍ୟ ହୋଇପାରନ୍ତି। ମା ଦୁର୍ଗାଙ୍କର କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କୁ ନିଜର କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ ଏବଂ ଉନ୍ନତି ହାସଲ ହେବ। ଏହି ରାଶିର ବ୍ୟକ୍ତି ଅପାର ଧନ ସମ୍ପତ୍ତିର ଅଧିକାରୀ ହେବେ ଏବଂ ଏମାନଙ୍କର ଉପରେ ଧନର ବର୍ଷା ହେବ। ଏହି ରାଶି ମାନଙ୍କୁ ସନ୍ତାନ ତରଫରୁ ଖୁସି ଖବର ମିଳିବ। ପାରିବାରିକ ଜୀବନ ମଧୁର ହେବ ଏବଂ ଏହି ରାଶିର ବ୍ୟକ୍ତି ମାନେ ନିଜର ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିବେ ଏବଂ ସେମାନଙ୍କର ଦାମ୍ଫତ୍ୟ ଜୀବନ ହସ ଖୁସିରେ ବ୍ୟତୀତ ହେବ। ଏହା ସହିତ ଏହି ରାଶି ଥିବା ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ମାନ ସମ୍ମାନ ହାସଲ କରିବେ। ଏହି ରାଶିଥିବା ବ୍ୟକ୍ତି ମାନଙ୍କ ଜୀବନରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରକାରର ସୁଯୋଗ ପ୍ରାପ୍ତ ହେବ। ଏବଂ ଏଥିନିମନ୍ତେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପରିବାର ଏବଂ ମିତ୍ରଙ୍କ ସହଯୋଗ ମଧ୍ୟ ମିଳିବ। ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନରେ ଆସନ୍ତା ସମୟରେ କୌଣସି ବାଧା ବିଘ୍ନ ସୃଷ୍ଟି ହେବ ନାହିଁ ଏବଂ ଏହି ରାଶିର ବ୍ୟକ୍ତିମାନେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଯୋଗୁ ପ୍ରଚୁର ଧନ ଲାଭ କରିବେ। ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ସମାଜରେ ମାନ ସମ୍ମାନର ଅଧିକାରୀ ହେବେ ଏବଂ ଏମାନେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେବେ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ହସ ଖୁସିର ଆଗମନ ହେବ। ବିଦ୍ୟାର୍ଥୀ ମାନେ ପରୀକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିବେ। ତେଣେ ବନ୍ଧୁଗଣ ଏହିସବୁ ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ଧନୁ ରାଶି, ବୃଷ ରାଶି, ତୁଳା ରାଶି, କନ୍ୟା ରାଶି, ସିଂହ ରାଶି, ମେଷ ରାଶି, ମୀନ ରାଶି, କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *