Excuse Me Odisha

ଯାହା କହିବୁ ସତ କହିବୁ

ତିନି ଦିନ ପର୍ଯ୍ୟନ୍ତ ସକାଳୁ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର,ଆଉ ପାଆନ୍ତୁ ୩୦ଟି ଆଶ୍ଚର୍ଯ୍ୟଜଣକ ଫାଇଦା

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାତ୍ର ୩ ଦିନ ସକାଳେ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର। ଏବଂ ଦେଖନ୍ତୁ ତାର ଉପକାରିତା ବିଷୟରେ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ୩ ଦିନ ସକାଳେ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର। ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ। ଏତେ ଫାଇଦା ମିଳିବ କି ଭାବିନଥିବେ ଆପଣ ମାନେ ତେବେ ଆସନ୍ତୁ ଜାଣିବା କଣ ରହିଛି ପିଜୁଳି ପତ୍ରର ରହସ୍ୟ। ୩ ଦିନ ଖାଇବା ପରେ କଣ ଆପଣଙ୍କ ୧୦ ଟି ଏହି ଭୟଙ୍କର ରୋଗ ଭଲ ହୋଇଯିବ। ତେବେ ଆସନ୍ତୁ ଜାଣିବା କେଉଁ ଭୟଙ୍କର ରୋଗ ଆପଣଙ୍କର ଭଲ ହୋଇଯିବ। ତେବେ ଆସନ୍ତୁ ଜାଣିବା ପିଜୁଳିପତ୍ରରେ ଏମିତି କଣ ରହିଛି ମାହାତ୍ମ୍ୟ ଯାହା ଦ୍ୱାରା କି ଆମର ୧୦ ଟି ଏଭଳି ଭୟଙ୍କର ରୋଗ ମଧ୍ୟ ଭଲ ହୋଇଯାଇପାରେ। ତେବେ ଆସନ୍ତୁ ଜାଣିବା।

ଆଜି ଆମେ ଜାଣିବା ପିଜୁଳିପତ୍ର ଖାଇବା ଦ୍ୱାରା କେଉଁ ସବୁ ରୋଗ ଭଲ ହୋଇଯାଏ। ଆପଣମାନେ ଯଦି ସବୁଦିନ ସକାଳେ ପିଜୁଳିପତ୍ରର ସେବନ କରିବେ ତେବେ ଭୟଙ୍କର ରୁ ଭୟଙ୍କର ରୋଗ ମଧ୍ୟ ଭଲ ହୋଇଯିବ। ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବି ବଢିଥାଏ। ପିଜୁଳିପତ୍ରରେ ପ୍ରଚୁର ପରିମାଣରେ ସୟାବର ଥାଏ। ଯାହା ଆପଣଙ୍କ ପେଟକୁ ଭଲ ଭାବରେ ସଫା ରଖିଥାଏ। ଯାହା ଦ୍ୱାରା କି କବ୍ଜ ଭଳି ରୋଗ ମଧ୍ୟ ହୋଇନଥାଏ ବା ଏହି ରୋଗରୁ ମୁକ୍ତି ମିଳିଯାଇଥାଏ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଯଦି ଆପଣ ସବୁଦିନ ଗୋଟିଏ ଲେଖାଏଁ ପିଜୁଳିପତ୍ରର ସେବନ କରିବେ ତାହେଲେ ଆପଣଙ୍କ ପାଚନତନ୍ତ୍ର ସଠିକ ଭାବେ କାମ କରିବ। ଯାହା ଦ୍ୱାରା କିଛି ରୋଗ ଆପଣଙ୍କୁ ହେବ ନାହିଁ। ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ଇମ୍ପ୍ଲମେଶନ କମ ହୋଇଯିବ। ଏବେ ଆସନ୍ତୁ ଜାଣିବା ଇମ୍ପ୍ଲମେଶନ ଅର୍ଥ ଶରୀରର ବିଭିନ୍ନ ଅଂଶ ଫୁଲିଯାଇଥାଏ। ତେଣୁ ଏହି ପିଜୁଳିପତ୍ରକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଫୁଲିବା ଅଂଶ କମିଯାଏ। ପୁଣି ଏହି ପତ୍ରରେ ଆଣ୍ଟିବ୍ୟାକ୍ଟେରିୟାଲ ଅଛି ଯାହା ଦ୍ୱାରା ୩ ଟି ଲାଭ ମିଳିବ। ପ୍ରଥମତଃ ଯଦି ଆପଣଙ୍କୁ ଛୋଟ ଛୋଟ ଇମ୍ପେକସନ ହେଉଛି ତାହେଲେ ଠିକ ହୋଇଯିବ। ଯଦି ବଡ଼ ଇମ୍ପେକସନ ଅଛି ତାହେଲେ ଆପଣଙ୍କୁ ଔଷଧ ଖାଇବାକୁ ପଡିପାରେ। ଯଦି ଆପଣଙ୍କ ପେଟରେ କୌଣସି ସମସ୍ୟା ଅଛି ତେବେ ପିଜୁଳିପତ୍ରକୁ ମଧ୍ୟ ପାଣିରେ ଫୁଟାଇ ପିଇବା ଉଚିତ ହୋଇଥାଏ। ପୁଣି ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ନିଜର ସୁଗାରର ଲେବୁଲ ବି ମଧ୍ୟ କମ ହୋଇଥାଏ ଯାହା ଦ୍ୱାରା ଆପଣ ନିଜର ଓଜନକୁ ମଧ୍ୟ ଠିକ ମାତ୍ରାରେ ରଖିପାରିବେ। ଯଦି ପେଟ ଖରାପ ହୋଇଯାଉଛି ତେବେ ଦୁଇଟି ପିଜୁଳିପତ୍ର ଖାଇବା ଦ୍ୱାରା ଆପଣଙ୍କ ପେଟ ଠିକ ହୋଇଯିବ। ଏହାକୁ ଆପଣ କେବଳ ଚୋବାଇ ଖାଇବେ। ଆପଣ ପିଜୁଳିପତ୍ରକୁ ଚାହା କରି ମଧ୍ୟ ପିଇପାରିବେ। ଯଦି ଆପଣ ସବୁଦିନ ଏହି ପତ୍ର ଖାଉଛନ୍ତି ତେବେ କ୍ୟାନ୍ସର ଭଳି ଭୟାନକ ରୋଗରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ। ଏହି ପତ୍ରରେ ଆଇକୋପିନ ଭଳି ରୋଗ ପ୍ରୟୋଶୋଧକ ଭଳି ଶକ୍ତି ଥାଏ। ଏହା ବିଭିନ୍ନ ପ୍ରକାରର କ୍ୟାନ୍ସର ରୋଗ ଭଲ ହୋଇଥାଏ। ଏହି ପତ୍ରକୁ ଚାହା କରି ପିଇଲେ ଡାଇବେଟିସ ରୋଗୀଙ୍କୁ ମୁକ୍ତି ମିଳିଥାଏ। ଡେଙ୍ଗୁ ସମୟରେ ଏହି ପତ୍ରକୁ ଖାଇଲେ ଏହି ରୋଗ ଭଲ ହୋଇଥାଏ। ଏହି ପତ୍ର ଖାଇଲେ କାଶ ଛିଙ୍କ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହି ପତ୍ରରେ ଭିଟାମିନ-C ମଧ୍ୟ ଥାଏ।ଯାହା ରୋଗପ୍ରତିଶୋଧକ ଶକ୍ତି ବଢିଥାଏ। ଯାହା ଆମେ କହିପାରିବା କରୋନା ଭଳି ସମସ୍ୟାରୁ ମଧ୍ୟ ଆମେ ଏଠି ଯେଉଁ କାଢ଼ା କରିକି ପିଉଛୁ ଆମେ ତା ସହିତ ଏହା ମଧ୍ୟ ଆମେ ପିଇ ପାରିବା। ଏହି ପତ୍ର ଗଳାର ଇମ୍ପେକସନକୁ ମଧ୍ୟ ଯଦି ଆପଣ ଗରମ କରି ତାକୁ ଗ୍ଲଗଲିଙ୍ଗ କରୁଛନ୍ତି ବା ଯେକୌଣସି ବା ପିଉଛନ୍ତି ଆପଣଙ୍କ ତଣ୍ଟି ସମସ୍ୟା ମଧ୍ୟ ଭଲ ହୋଇଯିବ। ଏହି ପତ୍ରରେ ହୃଦରୋଗ ମଧ୍ୟ ଭଲ ହୋଇଯିବ। ଏହି ପତ୍ର ଦ୍ୱାରା କଲେଷ୍ଟ୍ରରାଲ ଓ ବ୍ଲଡ଼ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହି ପତ୍ରରେ ଭିଟାମିନ-A ପ୍ରଚୁର ପରିମାଣରେ ଥାଏ। ଏହି ପତ୍ର ଖାଇଲେ ଆଖି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ଏଥିରେ ମଧ୍ୟ ଭିଟାମିନ-E ଥାଏ। ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ମାଢି ଶକ୍ତ ହୋଇଥାଏ। ଏହା ଦ୍ବାରା ମୁହଁର ଗନ୍ଧ ମଧ୍ୟ ହୋଇନଥାଏ। ଦାନ୍ତରେ ପୋକ ମଧ୍ୟ ଲାଗିନଥାଏ। ସବୁଦିନ ସକାଳୁ ଗୋଟିଏ ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ ପାଣି ପିଅନ୍ତୁ। ଏହା ଫଳରେ ଭୟାନକ ରୋଗ ମଧ୍ୟ ଭଲ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *