Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଥିବା ଅଟାରେ କରନ୍ତୁ ଏହି ଗୁ-ପ୍ତ ଉପାୟ,ଏତେ ପଇସା ଆସିବଯେ ଆପଣ ସମ୍ଭାଳି ପାରିବେ ନାହିଁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଅଟାରେ କରନ୍ତୁ ଏହି ଗୁ-ପ୍ତ ଉପାୟ। ଏତେ ପଇସା ଆସିବ କି ଆପଣ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ କେତେ ଲୋକ ଜବରେ ବା ବିଜନେସରେ ଲାଭ ନମିଳିବାରୁ ଚିନ୍ତିତ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ଗୋଟେ ଛୋଟ ପ୍ରୟୋଗ କହିବୁ ଯାହା ଧନର ଅଭା-ବକୁ ଦୂର କରିବ। ସେମିତିରେ ଅଟାର ଡ଼ବା ମା ଲକ୍ଷ୍ମୀଙ୍କର ନିବାସ ସ୍ଥଳୀ ଅଟେ। ସେମିତି ଆପଣ ଭାବିକେ ଏହା ଅନ୍ଧବି-ଶ୍ୱାସ ଅଟେ। ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ତେବେ କିଛି ଉପାୟ ତୁଟକା ନିଶ୍ଚୟ ଲାଭ କରେ ବୋଲି ଏହା ଜାଣିଥିବେ। ତେବେ ଏବେ ଆସନ୍ତୁ ସହଜ ଉପାୟରେ କିଛି ତୁଟକା ଜଣାଇବୁ ଯାହାକୁ ଆପଣ କରିବେ। ଯଦି ଆପଣ ରବିବାର ଦିନ ଗୁଡ଼ ଏବଂ ଅଟା ମିଶେଇ ପୁରି କରିକି ଗାଈକୁ ଖୁଆନ୍ତି କିମ୍ବା ରୁଟିରେ ଗୁଡ଼ ରଖିକି ଗାଈକୁ ଖୁଆନ୍ତି ତେବେ ଜବ ବିଜନେସ ସମସ୍ୟା ନିଶ୍ଚୟ ଦୂର ହୋଇଯିବ ଏବଂ ଜୀବନରେ ଯେଉଁ ସମସ୍ୟା ତାହା ଦୂର ହେବାକୁ ଲାଗେ। ତ-ନ୍ତ୍ରଶା-ସ୍ତ୍ର ଅନୁସାରେ ସୌଭାଗ୍ୟ ପାଇଁ ଅଟାରେ ଅଳ୍ପ ଚିନି ମିଶେଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଜୀବନରେ ସୁଖ ଏବଂ ସୌଭାଗ୍ୟ ବଢିଥାଏ। ଧନ ସମ୍ବଦ୍ଧିୟ ସମସ୍ୟା ଦୂର ହୋଇଥାଏ ଏବଂ ଭାଗ୍ୟ ଖୋଲି ଥାଏ। ଏହା ସହିତ ଶନି ରାହୁ କେତୁଙ୍କର ଅଶ୍ୱ ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ। ଯଦି ଆମେ ଜ୍ୟୋତିଷକୁ ମାନୁ ତାହେଲେ ଆପଣ ଗୋଟେ ଛୋଟ କାମ କରନ୍ତୁ ଯଦି ଆପଣ ଗହମ ପେଶୀକି ଖାଉଛନ୍ତି କିମ୍ବା କିଣିକି ଆଣୁଛନ୍ତି ତାହେଲେ ଶନିବାର ଦିନ ଆଣିବେ। ଏହା ଦ୍ୱାରା ଘରେ ଆୟର ସ୍ରୋ-ତ ବଢିଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଅଟା ପେଷିଲା ବେଳେ ଅଳ୍ପ ଚଣା ଡାଲିକି ମିଶେଇ ଦିଅନ୍ତୁ ଏହା ଦ୍ୱାରା ଗୁରୁ ଆକ୍ଟିଭ ହୋଇଯିବ। ଧନ ରହିବାକୁ ଲାଗିବ ସୁଖ ସୌଭାଗ୍ୟ ବଢିବାକୁ ଲାଗିବ। ଯଦି ଧନର ସମସ୍ୟା ବହୁତ ହଇ-ରାଣ କରୁଛି ଧନ ରହୁନାହିଁ ତାହେଲେ ଅଟା ଡ଼ବାରେ କେଶର ପକେଇ ଦିଅନ୍ତୁ। ଏହା ଦ୍ୱାରା ଘରେ ସଞ୍ଚୟ ବଢିଥାଏ। ଯଦି କେଶର ନାହିଁ ତାହେଲେ ଶୁଖିଲା ତୁଳସୀ ପତ୍ର ପକେଇ ଦିଅନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ। ଧନ ଆସିବାର ରାସ୍ତା ଖୋଲିବ ନକା-ରାତ୍ମକ ଉର୍ଜା ଦୂର ହୋଇଯିବ। ଅଟକି ରହିଥିବା ପଇସା ବି ମିଳିଯିବ। ଯଦି ଦୁଇଟି ଯାକ ଜିନିଷ ନାହିଁ ତେବେ ହଳଦୀ ପକେଇ ଦିଅନ୍ତୁ। ଯଦି ଅଟା ଓ ହଳଦୀ ଗୋଟେ ସହ ରହିବେ ତେବେ ଧନର ସମସ୍ୟା ଦୂର ହେବାକୁ ଲାଗିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *