Excuse Me Odisha

ଯାହା କହିବୁ ସତ କହିବୁ

୫୦୦ ବର୍ଷ ପରେ ଦୁର୍ଗାପୂଜାରେ ପଡୁଛି ମହାସଂଯୋଗ,ଏହି ୫ଟି ରାଶି ହେବେ ଧନବାନ

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ବନ୍ଧୁଗଣ ଦୀର୍ଘ ପାଞ୍ଚ ଶହ ବର୍ଷ ପରେ ଏହି ଦୁର୍ଗାପୂଜାରେ ମହାସଂଯୋଗ ହେବାକୁ ଯାଉଛି। ଯାହାଫଳରେ କିଛି ରାଶିର ଲୋକଙ୍କ ଉପରେ ଏହି ମହାସଂଯୋଗର ପ୍ରଭାବ ପଡିପାରେ। ଯାହାଦ୍ଵାରା ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଥାଏ। କୁଣ୍ଡଳୀରେ ଗ୍ରହ ନକ୍ଷତ୍ର ମାନଙ୍କ ପରିବର୍ତ୍ତନ ହେଲେ ରାଶି ମାନଙ୍କ ମଧ୍ୟରେ ପରିବର୍ତ୍ତନ ମଧ୍ୟ ହୋଇଥାଏ।

ଆପଣମାନଙ୍କୁ ଆଜି ଆମେ ଏଠାରେ କିଛି ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ।ଯାହା ୨୦୨୧ ଦୁର୍ଗାପୂଜାରେ ଏହି ମହାସଂଯୋଗ ବନିବାକୁ ଯାଉଛି, ଯାହା ପ୍ରାୟ ୫୦୦ ବର୍ଷ ପରେ ପଡ଼ିଥିବାରୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଜଯୋଗ ବନୁଥିବା ସମୟରେ କିଛି ରାଶିର ଲୋକଙ୍କୁ ଅଧିକ ସଫଳତା ମିଳିବ। ଆସନ୍ତୁ ସେହି ବିଷୟରେ ଜାଣିବା।

ଏହି ରାଶିର ଲୋକ ମାନଙ୍କ ପାଇଁ ଏବର୍ଷ ଅଧିକ ଶୁଭ ରହିବ। ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ଏହି ମାସରେ ହିଁ ମିଳିବାର ସମ୍ଭାବନା ରହିଛି। ପ୍ରତିଷ୍ଠିତ ଲୋକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ।ଆପଣଙ୍କର ସମାଜରେ ଖ୍ୟାତି, ମାନସମ୍ମାନ, ପ୍ରତିଷ୍ଠା ଆଦି ବୃଦ୍ଧି ପାଇବ। ଆପଣଙ୍କର ନିଜର ବୁଦ୍ଧି ବିବେକ ଦ୍ଵାରା ଆପଣଙ୍କୁ ଧନଲାଭ ହୋଇପାରେ।

ଆପଣ ମାନଙ୍କୁ ଯେଉଁ ସବୁ ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡ଼ିକ ହେଉଛି ସିଂହ ରାଶି, କନ୍ୟା ରାଶି, ମକର ରାଶି, କୁମ୍ଭ ରାଶି, ମେଷ ରାଶି। ଆପଣଙ୍କୁ ଜଣାଇ ଦେଉଛୁ କି ମହିଳା ମାନେ ଅଧିକ ସକ୍ରିୟ ହେବେ। ଏବର୍ଷ ବିଛା ରାଶିର ଲୋକଙ୍କ ଉପରେ ଧନର ବର୍ଷା ହେବ। ଦୁର୍ଗାପୂଜା ଠାରୁ ଆପଣ ମାନଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ।

ଏହି ଅକ୍ଟୋବର ମାସର ଦୁର୍ଗା ପୂଜା ଠାରୁ ଆପଣ ସବୁ କାର୍ଯ୍ୟକୁ ଉତ୍ତମ ଭାବରେ କରିବାର କ୍ଷମତା ରଖିବେ। ବ୍ୟବସାୟ କରୁଥିବା ଲୋକଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଶିଳ୍ପ ବାଣିଜ୍ୟ, ରାଜନୀତି ପ୍ରଶାସନ କ୍ଷେତ୍ରରେ ଆପଣ ସବୁ ସମସ୍ୟାର ସମାଧାନ ବାହାର କରିବେ। ଏହି ରାଶି ଥିବା ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମହିଳା ମାନଙ୍କର ସ୍ୱଜନ ଓ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ଏଭଳି ପୋଷ୍ଟକୁ ପଢ଼ିବା ପାଇଁ ଏବେ ହିଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *