Excuse Me Odisha

ଯାହା କହିବୁ ସତ କହିବୁ

ଯାହାର ନିଦ ଭୋର ୩ ରୁ ୫ ଟା ଭିତରେ ଭାଙ୍ଗି ଯାଉଛି,ସେଇମାନେ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ପଢନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଯାହାର ନିଦ ୩ ରୁ ୫ ଟା ଭିତରେ ଖୋଲିଥାଏ କି ତା ଭିତରେ ଖୋଲି ଥାଏ ସେମାନେ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର ମାଧ୍ୟମ ଦିଆଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ବ୍ୟବହାରିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଏକ ଏମିତି କଥା ବିଷୟରେ ପରିଚୟ କରାଇବୁ ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବିଷ୍ୟୟଟି ଆପଣଙ୍କ ନିଦ ସହ ଜଡିତ ଅଟେ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏମିତି କୁହାଯାଇ ଥାଏ କି ଯଦି କୌଣସି ବ୍ୟକ୍ତିର ନିଦ ସକାଳ ୩ ରୁ ୫ ଟା ସମୟ ଭିତରେ ଭାଙ୍ଗିଯାଇଥାଏ ତ ଏହାର ପଛରେ କୌଣସି ନାଁ କୌଣସି ଦୈବଶକ୍ତିର ଇଶାରା ଲୁଚିକି ରହିଥାଏ। ବନ୍ଧୁଗଣ ଏବେ ଏହି କଥାରେ କେତେ ପରିମାଣରେ ସତ ଲୁଚିକି ରହିଛି ଏହା ତ ଆପଣ ପୁରା ପୋଷ୍ଟ ପଢିଲା ପରେ ହିଁ ଜାଣିବେ। ତେବେ ଆସନ୍ତୁ ଜାଣିନେବା ଆଜିର ଏହି ପୋଷ୍ଟ ପଛରେ ଥିବା କଥାର ରହସ୍ୟ। ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ବିସ୍ତାରର ଜଣାଇବୁ।

ବନ୍ଧୁଗଣ କେତେ ଥର ଏମିତି ହୋଇଥାଏ କି ରାତିକୁ ବହୁତ ଜୋରରେ ନିଘଡ଼ ନିଦରେ ଶୋଇଲା ପରେ ବି ଜଣେ ବ୍ୟକ୍ତିର ନିଦ ହଠାତ ରାତି ମଝିରେ ଭାଙ୍ଗି ଯାଇଥାଏ। ହଁ ପରେ ଲୋକେ ଏହାକୁ ସାଧାରଣ କଥା ଭାବି ଅଣଦେଖା କରିଦେଇ ତା ପରେ ଶୋଇଯାଇଥାନ୍ତି। କିନ୍ତୁ ଆମେ ଆପଣଙ୍କୁ ଏହା ଜଣାଇ ଦେଉଛୁ କି ଯଦି ଆପଣଙ୍କ ନିଦ ଏମିତି ହଠାତ ଭାଙ୍ଗିଯାଉଅଛି ତ ଏହା ବାସ୍ତବରେ ଜମାବି ସାଧାରଣ କଥା ନୁହେଁ। ଏଥିପାଇଁ ଭୁଲରେ ବି ଏହାକୁ ଅଣଦେଖା କରିବେ ନାହିଁ। ମାନେ ଆମେ ସିଧା ଶବ୍ଦରେ କହିବା ତ ଏହାର ପଛରେ ବହୁତ ସାରା ସଂକେତ ଲୁଚି ରହିଥାଏ। ବନ୍ଧୁଗଣ ଏବେ ଏଥିରେ କିଛି ବି ସନ୍ଦେହ ନାହିଁ କି ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିର ଜୀବନରେ କୌଣସି ବି ଜିନିଷ ବା ଘଟଣା ବିନା କାରଣରେ ହୋଇ ନଥିବ। ଏମିତିକି ମଣିଷ ଯେବେ ନିଦରେ ସ୍ୱପ୍ନ ଦେଖିଥାଏ ତ ସେହି ସ୍ୱପ୍ନର ବି କୌଣସି ନାଁ କୌଣସି ଅର୍ଥ ନିଶ୍ଚୟ ରହିଥାଏ। ଏଥିଲାଗି ଆମେ ଆପଣଙ୍କୁ ଜଣାଇବାକୁ କି ସକାଳ ୩ ରୁ ୫ ଟା ସମୟ ଭିତରେ ଯଦି ଆପଣଙ୍କର ନିଦ ଭାଙ୍ଗି ଯାଇଥାଏ ତ ନିଦ ଭାଙ୍ଗିଯିବାର ଅର୍ଥ କଣ ହୋଇଥାଏ।

ପ୍ରଥମ କଥା। ମାନ୍ୟତା ଅଛି କି ସକାଳ ୩ ରୁ ୫ ଟା ସମୟ ଭିତରେ ଏହି ସମୟକୁ ବ୍ରହ୍ମମୁହୂର୍ତ୍ତର ସମୟ ବୋଲି କୁହାଯାଏ। ଏହି କାରଣ ଅଛି କି ଏହା ଦ୍ୱାରା ବହୁତ ସାରା ଅଲୌକିକ ଶକ୍ତି ଗୁଡିକର ପ୍ରଭାବ ବି ହୋଇଥାଏ। ବନ୍ଧୁଗଣ ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଶକ୍ତି ଗୁଡିକ ଆପଣଙ୍କୁ କେତେ ପ୍ରକାରର ସଂକେତ ସବୁ ମଧ୍ୟ ଦେଇଥାଏ ଏବଂ ଆପଣଙ୍କୁ ଏହି ସଂକେତ ସବୁକୁ କେବଳ ବୁଝିବା ପାଇଁ ଆବଶ୍ୟକତା ପଡିବ। ଏହା ସହ ହିଁ ଆପଣଙ୍କୁ ଏହା ଜାଣିକି ଖୁସି ଲାଗିବ କି ଏହି ଆଲୌକିକଶକ୍ତି ସବୁ ୩ ରୁ ୫ ଟା ସମୟ ଭିତରେ କେବଳ ସେହି ଲୋକମାନଙ୍କୁ ନିଦରୁ ଉଠାଇ ଦେଇଥାଏ। ଯେଉଁମାନଙ୍କୁ ଏମାନେ ଖୁସି ଦେଖିବାକୁ ଚାହିଁଥାନ୍ତି। ଆଜ୍ଞା ହଁ ଏହାର ମାନେ ଏହା ଅଟେ କି ଯଦି ଆପଣଙ୍କର ନିଦ ୩ ରୁ ୫ ଟା ସମୟ ଭିତରେ ଭାଙ୍ଗି ଯାଇଥାଏ ତ ଏ ଶକ୍ତି ସବୁ ଆପଣଙ୍କୁ ଖୁସି ଦେଖିବା ପାଇଁ ବା ଖୁସି ଦେବା ପାଇଁ ଏହା ଭାର ଦେଇଥାଆନ୍ତି।

ଦ୍ୱିତୀୟ କଥା। ଆପଣଙ୍କୁ ଜଣାଇ ଦେଉଛୁ ଯେ ୩ ରୁ ୫ ଟା ସମୟ ଭିତରେ ନିଦରୁ ଆଖି ଖୋଲିଯିବାର ମାନେ ଏହା ଅଟେ କି ଆପଣ ନିଜ ଘରେ ଧନ ସମ୍ପତ୍ତି ସବୁ ବୃଦ୍ଧି ହେବାର ଅଛି। ଆପଣଙ୍କ ଜୀବନରେ ଆଗକୁ ଆପଣଙ୍କୁ ସଫଳତା ମିଳିବାର ଅଛି ଏବଂ ଆପଣଙ୍କ ଘରେ ଖୁସି ସବୁ ଆସିବାର ଅଛି। ଓ ଏମିତିରେ ସକାଳ ଭୋରରୁ ଉଠିବା କେବଳ ଆପଣଙ୍କ ମନ ପାଇଁ ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବି ବହୁତ ଭଲ କଥା ଅଟେ। କିନ୍ତୁ ସକାଳୁ ଉଠିବା ବି କିଛି ଧାର୍ମିକ ଲାଭ ହୋଇଥାଏ। ପ୍ରକୃତରେ ଯେଉଁ ଲୋକମାନେ ସକାଳୁ ଉଠି ଥାନ୍ତି ସେମାନେ ସବୁବେଳେ ନିଜ ଭିତରେ ଏକ ଫେସନେସ ବା ଏକ ତାଜା ରିହିବାର ଅନୁଭବ କରିଥାନ୍ତି। ଏହା ସହ ହିଁ ବନ୍ଧୁଗଣ ସକାଳ ଭୋରରୁ ଜଲଦି ଉଠୁଥିବା ଲୋକେ ପ୍ରକୃତିର ଭରପୁର ଆନନ୍ଦ ବି ନେଇଥାନ୍ତି। ଏଥିପାଇଁ ଯଦି ଆପଣଙ୍କ ନିଦ ୩ ରୁ ୫ ଟା ସମୟ ଭିତରେ ଭାଙ୍ଗି ଯାଇଥାଏ ତ ଆପଣ ବାସ୍ତବରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଦୁନିଆରେ ଏମିତି କିଛି ବହୁତ ସାରା ଲୋକେ ଅଛନ୍ତି ଯିଏ ଶାସ୍ତ୍ରରେ କୁହାଯାଇଥିବା କଥା ଉପରେ ଆଦୌ ବିଶ୍ୱାସ କରନ୍ତି ନାହିଁ ବା ଯିଏ ତାଙ୍କୁ କୁହେ କି ଶାସ୍ତ୍ରରେ ଏମିତି ଲେଖାଅଛି ବା ଯେଉଁଠି ସେମାନେ ଶୁଣନ୍ତି ସେମାନେ କେବେବି ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଆମେ ଆପଣଙ୍କୁ ଆପଣଙ୍କ ଜାଣତର ପାଇଁ ଆପଣଙ୍କୁ ଜଣାଇ ଦେଉଛୁ କି ଶାସ୍ତ୍ରରେ କୌଣସି ବି କଥା ବିନା କାରଣରେ କି ବିନା ଉଦ୍ଧେଶ୍ୟରେ କୁହାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ୩ ରୁ ୫ ଟା ସମୟ ଭିତରେ ଉଠି ଯାଇଥାନ୍ତି ବା ଯାହାଙ୍କର ନିଦ ଏହି ୩ ରୁ ୫ ଟା ସମୟ ଭିତରେ ହଠାତ ଭାଙ୍ଗି ଯାଇଥାଏ ତ ସେହି ଲୋକମାନେ ବାସ୍ତବରେ ଭାଗ୍ୟଶାଳୀ ହୋଇଥାନ୍ତି। ଏବଂ ଯେଉଁମାନେ କଲେଜ ବା ସ୍କୁଲରେ ପାଠ ପଢୁଛନ୍ତି ମାନେ ଆମେ ବିଦ୍ୟାର୍ଥୀ ମାନଙ୍କ କଥା କହୁଛୁ। ଯଦି ବନ୍ଧୁଗଣ ବିଦ୍ୟାର୍ଥୀମାନେ ଏହି ୩ ରୁ ୫ ଟା ସମୟ ଭିତରେ ନିଦରୁ ଉଠି ଯଦି ଏହି ସମୟ ଭିତରେ ନିଜର ପାଠ ପଢ଼ନ୍ତି ତ ଏହି ସମୟଟି ତାଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। କାହିଁକିନା ଏହି ସମୟରେ ଉଠି ଯଦି ସେମାନେ ପାଠ ପଢିବେ ତ ସେମାନେ ଯାହାବି ପଢିବେ ସେହି ପାଠ ପଢ଼ାଟି ତାଙ୍କ ମୁଣ୍ଡରେ ବହୁତ ଭଲ ଭାବରେ ମନେ ରହିଯିବ। ସେମାନେ ଏହି ପାଠକୁ କେବେବି ଭୁଲି ପାରିବେ ନାହିଁ। ତେଣୁ ଆମେତ କହିବୁ ବିଦ୍ୟାର୍ଥୀ ମାନେ ଯଦି ଏହି ସମୟରେ ଉଠିକି ନିଜର ପାଠ ପଢିବେ ତ ତାଙ୍କ ପାଇଁ ଏହା ବହୁତ ଭଲ ସମୟ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *