Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ନିଶ୍ଚୟ କରନ୍ତୁ ଏହି ଗୋଟିଏ କାମ,ଖରାପ ହୋଇପାରେ କାମ କିନ୍ତୁ ଜରୁରୀ ଅଟେ ,ଭାଗ୍ୟ ପୁରା ଚମକି ଉଠିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୋଷେଇ ଘରେ ନିଶ୍ଚିତ କରନ୍ତୁ ଏହି ଗୋଟିଏ କାମ ଅଭଦ୍ର ଅଟେ କିନ୍ତୁ ଜରୁରୀ ଅଟେ।

ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣ ରୋଷେଇ ଘର ବିଷୟରେ କିଛି ଖାସ କଥା କହିଥିଲେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ରୋଷେଇ ଘରକୁ ଏହି ସବୁ ଜିନିଷ ନେଇ କେବେବି ପ୍ରବେଶ କରିବା କଥା ନୁହେଁ। ଆସିଥାଏ ଭୟଙ୍କର ବର୍ବାଦି। ଯେମିତି ଅନ୍ନ ସେମିତି ମନ। ଏହି କଥା ପଦୁଟିଏ ତ ଆପଣମାନେ ଶୁଣି ହିଁ ଥିବେ। କୁହନ୍ତି କି ରୋଷେଇ ଘର ଏକ ଏମିତି ଜାଗା ହୋଇଥାଏ ଯାହା ଭଲ ସ୍ୱାସ୍ଥ୍ୟ ଛଡା ଘରର ସୁଖ ସମୃଦ୍ଧିର ବି ଯୋଡ଼ା ହୋଇ ରହିଅଛି। ଠିକ ସେମିତି ରୋଷେଇ ଘରେ ବି ପାଦ ରଖୁ ରଖୁ ହିଁ ଘରର ଗୃହିଣୀ ମାନେ ମା ଅନ୍ନପୂର୍ଣ୍ଣା ଏବଂ ଭଜନକର୍ତା ବନିଯାଇଥାନ୍ତି। କାହିଁକିନା ଏଥିରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ବୋଲି ମାନି ନିଆଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଗବାନ ଶ୍ରୀକୃଷ୍ଣ କୁହନ୍ତି ରୋଷେଇ ଘରକୁ ଏହିସବୁ ଜିନିଷ ନେଇକି କେବେବି ପ୍ରବେଶ କରିବା କଥା ନୁହେଁ। ପୁରା ପରିବାର ଆରୋଗ୍ୟ ଓ ବିମାରର ସାମ୍ନା କରିଥାଏ। ଏହାବି କେବଳ ନୁହେଁ ଏହା ଦ୍ୱାରା ବି ଘରେ କେତେ ପ୍ରକାର ଅସୁବିଧା ବି ଉତ୍ପନ୍ନ ହୋଇଥାଏ। ତ ବନ୍ଧୁଗଣ ଆସନ୍ତୁ ଏବେ ଆମେ ଜାଣିବା କି ଆପଣଙ୍କୁ କେଉଁ କେଉଁ କଥାର ଧ୍ୟାନ ରଖିବା ଉଚିତ।

ପ୍ରଥମ କଥା। ଭଗବାନ ଶ୍ରୀକୃଷ୍ଣ ସ୍ପଷ୍ଟ ଭାବରେ କୁହନ୍ତି କି ରୋଷେଇ ଘରକୁ ସବୁବେଳେ ସଫା ସୁତରା ରଖିବା ଉଚିତ। ସଫା ରଖିଲେ ହିଁ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ। ରୋଷେଇ ଘରେ ଯେବେବି ଆପଣ ଖାଇବା ବନେଇଥାନ୍ତି ତ ଆପଣଙ୍କର ମୁହଁ ଦକ୍ଷିଣ କିମ୍ବା ପୂର୍ବ ଦିଗ ଆଡ଼କୁ ହେବା ଉଚିତ। ଦକ୍ଷିଣ ଓ ପୂର୍ବ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିଲେ ସେହି ଖାଦ୍ୟକୁ ଖାଉଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ସବୁବେଳେ ସୁସ୍ଥ ରହିଥାଏ ଓ ସେହି ବ୍ୟକ୍ତି ସଫଳତା ପ୍ରାପ୍ତ କରିଥାଏ ଓ ଖାଇବା ବି ମଧ୍ୟ ସ୍ୱାଦିଷ୍ଟ ବନିଥାଏ।

ଦ୍ୱିତୀୟ କଥା। ଖାସ କରି ମଙ୍ଗଳବାର ଓ ଶନିବାର ଦିନ କୌଣସି ବି ଲୁହା ଜିନିଷକୁ କିଣି ରୋଷେଇ ଘରକୁ ଆଣିବା କଥା ନୁହେଁ। ଏଥିରେ ବ୍ୟକ୍ତିକୁ ଦୋଷ ଲାଗିଥାଏ। ଓ ଏହା ସହ ସହ ରୋଷେଇ ଘରେ କୌଣସି ଛୁରୀ ପନିଖି କିମ୍ବା ଧାରୁଆ ଜିନିଷ ଏହିସବୁ ଜିନିଷକୁ ଏତେ ପରିମାଣରେ ବି ରଖିବା ଉଚିତ ନୁହେଁ। ଗୋଟେ କି ଦୁଇଟା ରଖିବା ଉଚିତ। ଅଧିକ ରଖିବା ଠିକ କଥା ନୁହେଁ। ଏହା ନକରାତ୍ମକ ଉର୍ଜାକୁ ଦର୍ଶାଇଥାଏ ଓ ଘରେ ସବୁବେଳେ ପାଟି ତୁଣ୍ଡ ଝଗଡା ଲାଗିରହିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ରୋଷେଇ ଘରେ କୌଣସି ବି ଭଙ୍ଗା ବାସନ ଭାଙ୍ଗି ଯାଇଥିବା କାଚ ଏହିସବୁ ଜିନିଷକୁ ରଖିବା ବି ଉଚିତ ନୁହେଁ। ଏହା ଦ୍ୱାରା ପରିବାର ଉପରେ ଦୋଷ ଲାଗିରହିଥାଏ।

ତୃତୀୟ କଥା। ବନ୍ଧୁଗଣ ରୋଷେଇ ଘରେ କେବେବି ଜୋତା ଚପଲ ଏହିସବୁ ପିନ୍ଧିକି ବା ଏହାକୁ ନେଇକି କେବେବି ପ୍ରବେଶ କରିବା କଥା ନୁହେଁ। ଏମିତି କରିବାରେ ପାପ ଲାଗିଥାଏ ବୋଲି ମାନିନିଆଯାଇଥାଏ ଓ ଆପଣଙ୍କର ସବୁ ପୁଣ୍ୟ ବି ନଷ୍ଟ ହୋଇପାରେ ଓ ମା ଅନ୍ନପୂର୍ଣ୍ଣା ବି ଆପଣଙ୍କ ଉପରେ ରାଗି ଯାଇଥାନ୍ତି। ଯଦି ଆପଣଙ୍କୁ ପାଦରେ ଚପଲ ପିଦ୍ଧିବାର ଅଭ୍ୟାସ ଥାଏ ବା ଆପଣଙ୍କୁ ଚପଲ ପିନ୍ଧିବାର ହିଁ ଆବଶ୍ୟକ ଅଛି ତ ଆପଣ କୌଣସି ଲୁଗାର ତିଆରି ଚପଲ ବା କାଠର ତିଆରି ଚପଲ ପିନ୍ଧି ପାରିବେ। ଏହି ଚପଲ ପିନ୍ଧିକି ଆପଣ ରୋଷେଇ ଘରେ ପ୍ରବେଶ କରିପାରିବେ। ଏମିତି କରିବା ଦ୍ୱାରା ଆପଣଙ୍କର ଉପରେ ଆଉ କୌଣସି ଦୋଷ ଲାଗିବ ନାହିଁ।

ଚତୁର୍ଥ କଥା। ବନ୍ଧୁଗଣ ରୋଷେଇ ଘରେ ଖାଇବା ବନେଇବା ସମୟରେ ଖାଇବାର ସ୍ୱାଦ ଆପଣ ବାରମ୍ବାର ଚାଖିବା ଆଦୌ ଠିକ କଥା ନୁହେଁ। ବନ୍ଧୁଗଣ ଆମେ ରୋଷେଇ କରିବା ସମୟରେ ଖାଇବାଟା କେମିତି ବନିଛି ତାର ସ୍ୱାଦ ଚାଖିବା ପାଇଁ ଆମେ ଟିକେ ଟିକେ ଖାଇଥାଉ କିନ୍ତୁ ଆପଣ ଏହାକୁ ବାରମ୍ବାର କେବେବି କରିବେ ନାହିଁ। କାହିଁକିନା ଏମିତି କଲେ ମା ଅନ୍ନପୂର୍ଣ୍ଣା ରାଗିକି ରୋଷେଇ ଘରୁ ଚାଲି ଯାଇଥାନ୍ତି। ଆଉ ତାପରେ ଘରକୁ ଆସିଯାଇଥାଏ ଗରିବତା। ତେଣୁ ଖାଇବାକୁ ବାରମ୍ବାର ଚାଖିବା କଥା ନୁହେଁ। ଖାଦ୍ୟ ବନେଇ ସାରିବା ପରେ ପ୍ରଥମେ ଆପଣ ଗ୍ୟାସ ଚୁଲା ଯେଉଁଥିରେ ଆପଣ ଖାଦ୍ୟ ବନଉଥିବେ ସେଥିରେ ଆପଣ ଖାଇବା ଜିନିଷକୁ ମାଙ୍କୁ ଡାକିକି ଭୋଗ ଭାବରେ ଚଢେଇ ଦେବେ। ଆଉ ତାପରେ ଆପଣ ଚାଖି ନେବେ ଖାଇବାଟା କେମିତି ହୋଇଛି। ଆପଣ ଅଲଗା ଆଣିକି ଚାଖି ନେବେ ତାପରେ ଘର ପରିବାର ଲୋକଙ୍କୁ ଖାଇବାକୁ ଦେବେ। ଏମିତି କରିବାରେ ଘରେ ସୁଖ ଶାନ୍ତି ବନିକି ରହେ।

ପଞ୍ଚମ କଥା। ବାସ୍ତୁଶାସ୍ତ୍ର ଅନୁସାରେ ପୁରା ତାତିକି ରହିଥିବା କଢେଇ ବା ତାବା ବେ ହେଉ ଏହିସବୁ ତାତିକି ରହିଥିବା ତାବା ବା କଢେଇ ଉପରେ ଆପଣ ହଠାତ ଏକାଥରେ ପାଣିକୁ ଛିଟକାଇବେ ନାହିଁ। ମାନେ ଧର ଆପଣ କୌଣସି ଜିନିଷକୁ ଗରମ କରୁଛନ୍ତି ବା ରୋଷେଇ କଲେ ତାକୁ ଅନ୍ୟ ପାତ୍ରଟିକୁ ଢାଳି ଦେଲେ। ଆପଣ ସେହି କଢେଇ ବା ତାବା ଟିକୁ ନେଇ ସଙ୍ଗେ ସଙ୍ଗେ ପାଣି ଟ୍ୟାପ ତଳେ ରଖିବେ ନାହିଁ। ଏମିତି କରିବା କଥା ନୁହେଁ ଏମିତି କରିବାରେ ଆପଣଙ୍କ ଉପରେ ଦୋଷ ଲାଗିଥାଏ ଓ ଘରର ସୁଖ ଶାନ୍ତିବି ଧୀରେ ଧୀରେ ବନ୍ଦ ହୋଇଯାଇଥାଏ। ଆପଣ ପ୍ରଥମେ ରୋଷେଇ କରି ସାରିବା ପରେ ତାବା କିମ୍ବା କଢେଇକୁ ଥଣ୍ଡା କରି ସାରିବା ପରେ ପାଣିରେ ଧୋଇବେ।

ଷଷ୍ଠ କଥା। ରୋଷେଇ ଘରେ ସବୁବେଳେ ମହୁ ଦେଶୀ ଘିଅ ଓ ଜଳ ଭରା ପାତ୍ର ଓ ଚାଉଳକୁ ସବୁବେଳେ ଭରପୁର କରି ରଖିବେ। ଏହିସବୁ ଜିନିଷକୁ କେବେବି ରୋଷେଇ ଘରେ ଖାଲି ରଖିବା ଉଚିତ ନୁହେଁ। ଏହିସବୁ ଜିନିଷର ଅଭାବ ରଖିବେ ନାହିଁ। ଏମିତି କରିବା ଦ୍ୱାରା ଘରେ ଧନ ଧାନ୍ୟର କେବେବି ଅଭାବ ରହିନଥାଏ। ମା ଅନ୍ନପୂର୍ଣ୍ଣା ସବୁବେଳେ ନିଜର ବାସ ଏମିତି ଘରେ ହିଁ କରିଥାନ୍ତି। ତେଣୁ ଆପଣ ମହୁ ଦେଶୀ ଘିଅ ଓ ପାତ୍ରରେ ଜଳ ଓ ଚାଉଳକୁ ସବୁବେଳେ ଭରପୁର ରଖିଥିବେ।ଏହିସବୁ ଜିନିଷର ଅଭାବ ରଖିବେ ନାହିଁ।

ବନ୍ଧୁଗଣ ମା ଅନ୍ନପୂର୍ଣ୍ଣା ଯେଉଁ ଘରେ ନିଜର ବାସ ବନେଇନେବେ ଯେଉଁ ଘର ତାଙ୍କର ପସନ୍ଦ ଆସିବ ତ ସେ ସେହି ଘରେ ରହିବେ ଓ ସେହି ଘରର ଲୋକେ କେବେବି ଅଭାବରେ ରହିବେ ନାହିଁ। ସେହି ଘରର ଲୋକମାନେ ବି ଭୋକରେ କିମ୍ବା ଅନ୍ନର ଅଭାବରେ ରହିବେ ନାହିଁ। କାରଣ ତାଙ୍କ ଘରେ ସ୍ୱୟଂ ମା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି।

ଆପଣ ପ୍ରଥମେ ରୋଷେଇ ଘରକୁ ସବୁବେଳେ ସଫା କରିକି ହିଁ ରଖନ୍ତୁ। ଆପଣଙ୍କୁ ଆମେ ଯେଉଁ ସବୁ ନିୟମ ବିଷୟରେ କହିଲୁ ସେସବୁ ଆପଣ ପାଳନ କରନ୍ତୁ ମା ଅନ୍ନପୂର୍ଣ୍ଣା ଦେବୀ ଆପଣଙ୍କ ଘରେ ବାସ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *