Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ଟି ନାମର ଝିଅମାନେ ହୋଇଥାନ୍ତି ବହୁତ ଖତରନାକ,ଜାଣନ୍ତୁ ସେମାନେ କିଏ କିଏ ?

ସେୟାର୍ କରନ୍ତୁ

କୁହାଯାଏ କି ଝିଅ ଓ ବହୂ ଘରର ଲକ୍ଷ୍ମୀ ହୋଇଥାନ୍ତି, ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। କୌଣସି ଘରେ ଝିଅ ଜନ୍ମ ହେଲେ କିମ୍ବା ବହୂ ଘରକୁ ପ୍ରବେଶ କରୁଥିଲେ, ଘରକୁ ଦେବୀ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ହୋଇ କୁହାଯାଏ। ଝିଅମାନେ ପୁଅ ମାନଙ୍କ ଠାରୁ ଘରକୁ ଅଧିକ ସୁଖ ସମୃଦ୍ଧି ଆଣିଥାନ୍ତି। ଯେଉଁଠି ପ୍ରତ୍ୟେକ ଘରେ ଝିଅ ବିବାହ ପରେ ତାର ପିତାଙ୍କ ଘର ଛାଡ଼ି ଚାଲି ଯାଏ। ଅନ୍ୟପଟେ ଅନ୍ୟ କାହାର ଝିଅ ଆମ ଘରର ବହୂ ହୋଇ ଘରକୁ ପ୍ରବେଶ କରିଥାଏ।

ଏଭଳି ଭାବରେ ଆମ ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଅନେକ ଥର ଘରର ଝିଅ, ବହୂ, ମା ବା ଅନ୍ୟ ମହିଳା ମାନେ ଏଭଳି ଖରାପ କାର୍ଯ୍ୟରେ ଲିପ୍ତ ହୋଇ ଯାଇଥାନ୍ତି, ଯାହାଦ୍ଵାରା ସେହି ଘର ଉପରେ ଦେବୀ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ଏବଂ ସେହି ଘର ଭିତରେ କେବେବି ପ୍ରବେଶ କରନ୍ତି ନାହିଁ। ତେବେ ଚାଲନ୍ତୁ ଜାଣିବା ସେହି ତିନୋଟି ନାମର ଝିଅ ମାନଙ୍କ ବିଷୟରେ। ଏହି ଝିଅମାନେ ବହୁତ ଭୟଙ୍କର ଓ କ୍ରୂର ହୋଇଥାନ୍ତି।

ବି ନାମ ଥିବା ଝିଅ –

ଯେଉଁ ଝିଅ ମାନଙ୍କର ନାମ ବି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କର ସ୍ଵଭାବ, ଚାଲିଚଳନ ସଫା ହୃଦୟର ହୋଇଥାଏ। କିନ୍ତୁ ଏମାନେ ସାମାନ୍ୟ କଥାରେ ରାଗି ଯାଇଥାନ୍ତି, ଏହା ଏମାନଙ୍କର ସବୁଠୁ ବଡ଼ ସମସ୍ୟା ଅଟେ। ଏହି ନାମ ବିଶିଷ୍ଟ ଝିଅ ମାନେ ଅନ୍ୟ ମାନଙ୍କୁ ନିଜର କ୍ରୋଧ ପ୍ରଦର୍ଶନ କରିଥାନ୍ତି ଏବଂ କାହା କଥା ଶୁଣନ୍ତି ନାହିଁ। କିନ୍ତୁ ଏଭଳି ଝିଅମାନେ ଅଧିକ କ୍ରୋଧୀ ସ୍ୱଭାବର ହୋଇଥିଲେ ମଧ୍ୟ ଭଲ ମଣିଷ ମାନଙ୍କ ମଧ୍ୟରେ ଗଣା ହୁଅନ୍ତି।

ଏଲ ନାମ ଥିବା ଝିଅ –

ଏହି ନାମର ଝିଅମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରି ନଥାନ୍ତି, ଯେଉଁଥିରେ ଏମାନଙ୍କର ସମ୍ମାନ ହାନୀ ହେଉଥିବ। ଏହି ନାମର ଝିଅ ମାନଙ୍କୁ ଜୀବନରେ ନୂଆ ନୂଆ କାମ କରିବାକୁ ଭଲ ଲାଗି ଥାଏ। ଏହି ଝିଅମାନେ ସବୁ କାର୍ଯ୍ୟରେ ଆଗଧାଡିରେ ରହିଥାନ୍ତି। ଏମାନଙ୍କୁ ନୂଆ ନୂଆ ସ୍ଥାନ ଭ୍ରମଣରେ ଯିବା ପାଇଁ ଭଲ ଲାଗିଥାଏ। କିନ୍ତୁ ଏହି ଝିଅ ମାନେ ଅଧିକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଏବଂ ଏମାନଙ୍କ କ୍ରୋଧ ଏମାନଙ୍କୁ ସର୍ବଦା ଦୁର୍ବଳ କରି ଦିଏ। ଏମାନେ ହୃଦୟରୁ ଭଲ ହୋଇଥିଲେ ମଧ୍ୟ ଏମାନେ କେତେବେଳେ କାହା ଉପରେ ରାଗି ଯାଇଥାନ୍ତି।

ଆର ନାମ ଥିବା ଝିଅ –

ଏହି ନାମର ଝିଅମାନେ ଦେଖିବାକୁ ଅଧିକ ସୁନ୍ଦର ଏବଂ ବୁଦ୍ଧିମତୀ ହୋଇଥାନ୍ତି। ଏହି କାରଣରେ ଲୋକମାନେ ଏମାନଙ୍କ ଆଡକୁ ଖୁବ୍ ଶୀଘ୍ର ଆକର୍ଷିତ ହୋଇ ଯାଆନ୍ତି। ଏଭଳି ଝିଅମାନେ ସମାଜ ସେବା ସାରିବା ସହିତ ସମାଜ ପାଇଁ ଅନେକ କାର୍ଯ୍ୟ କରି ନିଜର ପ୍ରତିଷ୍ଠା ସ୍ଥାପନ କରନ୍ତି। କିନ୍ତୁ ଏହି ଝିଅ ମାନଙ୍କର କ୍ରୋଧ ସ୍ଵଭାବ ଏମାନଙ୍କ ଦୁର୍ବଳତା ଅଟେ।ଏମାନେ କ୍ରୋଧ କରିବା ଏବଂ ପ୍ରେମ କରିବା ଭଲଭାବରେ ଜାଣିଛନ୍ତି। ଏମାନେ ନିଜର ଅନ୍ତରର ଦୁଃଖ ଲୁଚାଇ ପାରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *