Excuse Me Odisha

ଯାହା କହିବୁ ସତ କହିବୁ

ପୁରା ଦୁନିଆ ଜାଣିଛି ତକିଆ ତଳେ ଏହି ଗୋଟିଏ ଜିନିଷ ରଖି କି ଶୋଇଲେ,ପୁଳାପୁଳା ଟଙ୍କା ଘରକୁ ଆସିଥାଏ,ଆଜି ହିଁ ଆପଣ ରଖନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିକି ଶୋଇବାରେ ପଳା ପଳା ଟଙ୍କା ଘରକୁ ଆସିଥାଏ।

ବନ୍ଧୁଗଣ ମୁଣ୍ଡ ପାଖରେ ରଖିବା ବାଲା ତକିଆ ଆପଣଙ୍କୁ ରାତାରାତି ମା-ଲାମା-ଲ କରିପାରେ। ଶୋଇବା ସମୟରେ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିଦିଅନ୍ତୁ ଏବଂ ଦେଖନ୍ତୁ ଗୋଟିଏ ଚମ-ତ୍କାର। ରାତାରାତି ଆପଣଙ୍କ ଭାଗ୍ୟ ଚମକିଯିବ। ଧନ ସବୁ ବଢି କି ହେବ ଦଶଗୁଣା। ବନ୍ଧୁଗଣ ରାତିରେ ଶୋଇବା ସମୟରେ ପ୍ରତ୍ୟକ ବ୍ୟକ୍ତିକୁ ତକିଆର ଆବଶ୍ୟକତା ହୋଇଥାଏ। ବନ୍ଧୁଗଣ ଏହି ତକିଆ ଦେଖିବାରେ ମାମୁଲି ତକିଆ ହେଇଥିଲେ ବି ସବୁ ମାମୁଲି ଜିନିଷ ମାମୁଲି କେବେ ହୋଇନଥାଏ। ପ୍ରାୟତଃ ଆପଣ ଏହି କଥାଟିଏ ଶୁଣିଥିବେ କି ମଣିଷ କେତେବି ଧନୀ ହୋଇଯାଉ ନାଁ କାହିଁକି ଶୋଇବା ପାଇଁ ତାକୁ ସୁନାର ତକିଆ ନୁହେଁ ବରଂ ଏହି ମାମୁଲି ତକିଆର ଆବଶ୍ୟକତା ପଡିଥାଏ। ଆପଣଙ୍କର ଜାଣତର ପାଇଁ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏହି ତକିଆ ଦେଖିବାରେ ମାମୁଲି ହେଉ ପଛେ କିନ୍ତୁ ତାର ଠିକ ଉପଯୋଗ କରି ଆପଣ ରାତାରାତି ଆପଣଙ୍କ ଭାଗ୍ୟ ଚମ-କାଇ ପାରିବେ। ଏମିତିରେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣେଇବୁକି ତାହା ଏମିତି କେଉଁ ଜିନିଷ ଅଛି ଯାହାକୁ ତକିଆ ତଳେ ରଖିକି ଶୋଇବାରେ ବ୍ୟକ୍ତିର ଭାଗ୍ୟ ଚମକି ଯାଇପାରେ। ଏହାର ପ୍ରଭାବ ସକା-ରାତ୍ମକ ଉର୍ଜାରେ ଭରି ହୋଇ ରହିଥାଏ। ଯାହା ବ୍ୟକ୍ତିକୁ ସଫଳତା ବା କାମିୟାବୀ ମଣିଷ ବନେଇ ଥାଏ। ତ ବନ୍ଧୁଗଣ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ କଥା ବିଷୟରେ।

ପ୍ରଥମଟି। ପଜିଟିଭିଟି ଏନର୍ଜୀଭରା ମୟୁରପଙ୍ଖ। ସକା-ରାତ୍ମକ ଶକ୍ତିର ପ୍ରାପ୍ତି ପାଇଁ ସଫଳତା ମଣିଷ ହେବା ପାଇଁ ଆପଣ ଆପଣଙ୍କ ତକିଆ ତଳେ ଗୋଟିଏ ମୟୁର ପଙ୍ଖ ଅବଶ୍ୟ ରଖିବେ। ଏହାର ପ୍ରଭାବ ବହୁତ ଲାଭକାରୀ ସିଦ୍ଧ ହୋଇଥାଏ। ତକିଆ ତଳେ ମୟୁର ପଙ୍ଖ ରଖିକି ଶୋଇବାରେ ବ୍ୟକ୍ତିର କୁଣ୍ଡଳୀରେ ଲାଗି ରହିଥିବା ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ। ଏମିତିରେ ବ୍ୟକ୍ତିର ଭାଗ୍ୟ ବି ପୁରାପୁରି ସାଥ ଦେଇଥାଏ। ଦୁର୍ଘ-ଟଣା ବା ବଡ଼ ବଡ଼ ଘାଟିରୁ ବି ଏହି ମୟୁର ପଙ୍ଖ ଆପଣଙ୍କୁ ବଞ୍ଚାଇପାରେ। ଯେବେ ଆପଣ ସକାଳୁ ଉଠିବେ ତ ସେତେବେଳେ ତକିଆ ତଳୁ ଏହି ମୟୁର ପଙ୍ଖଟିକୁ ଉଠାଇକି ତାର ଦର୍ଶନ ଅବଶ୍ୟ କରିନେବେ। ପରିଣାମ ଭଲ ମିଳିଥାଏ ଏହାର।

ଦ୍ୱିତୀୟ । ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର। ରାତିକୁ ଶୋଇବା ସମୟରେ ୪ ରୁ ୫ ଟି ତୁଳସୀ ପତ୍ର ରଖିଦିଅନ୍ତୁ। ଏବଂ ବନ୍ଧୁଗଣ ସକାଳୁ ଯେବେ ଆପଣ ଉଠିବେ ତ ଗାଧୋଇ ସାରି ତୁଳସୀ ଗଛରୁ ୩ ରୁ ୪ ଟି ତୁଳସୀ ପତ୍ର ଛିଣ୍ଡାଇକି ଦୁଇଟି ଚୋବାଇ ନେବେ। ତୁଳସୀ ପତ୍ର କିଛି ଖାଇବା ଦ୍ୱାରା ଚୋବାଇବା ଦ୍ୱାରା ଆପଣଙ୍କ ଭିତରୁ ନକ-ରାତ୍ମକ ଉ-ର୍ଜା ସବୁ ଶେଷ ହୋଇଯାଇଥାଏ ଏବଂ କୌଣସି ବି ରୋଗ ଆପଣଙ୍କୁ ଛୁଇଁପାରି ନଥାଏ ତେଣୁ ଆପଣ ଏହି ଉପାୟ ବି ନିଶ୍ଚୟ କରି ନେବେ। ବନ୍ଧୁଗଣ ମନେ ରଖିବେ କେବେବି ସନ୍ଧ୍ୟା ସମୟରେ କି ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ। ସକାଳୁ ଆପଣ ଏହି ତୁଳସୀ ପତ୍ରକୁ ଛିଣ୍ଡାଇକି ରଖିଦେବେ। ଏବଂ ରାତିକୁ ତକିଆ ତଳେ ରଖିନେବେ କିନ୍ତୁ ମନେରଖିବେ ବନ୍ଧୁଗଣ ସନ୍ଧ୍ୟା ସମୟରେ କି ରାତି ସମୟରେ ଭୁଲରେବି ତୁଳସୀ ଗଛରୁ ତୁଳସୀ ପତ୍ର ତୋଳିବେ ନାହିଁ। ଆପଣ ଏହି କାମ ଭୁଲରେବି କରିବେ ନାହିଁ ଏବଂ ସେହିଦିନରୁ ତୋଳିକି ରଖିଥିବା ତୁଳସୀ ପତ୍ରଟିକୁ ତକିଆ ତଳେ ରଖିଦେବେ। ଏମିତି କରିବା ଦ୍ୱାରା ଆପଣଙ୍କୁ ପଜି-ଟିଭ ଏନ-ର୍ଜିର ପ୍ରାପ୍ତି ହୋଇଥାଏ।

ତୃତୀୟ। ତକିଆ ତଳେ ରଖନ୍ତୁ ରୁପାର ଏକ ପଇସା। ବନ୍ଧୁଗଣ ଶୋଇବା ସମୟରେ ତକିଆ ତଳେ ରଖିଦିଅନ୍ତୁ ଗୋଟେ ୧ ଟଙ୍କାର ରୁପା କଏନ। ଏବଂ ରାତିରେ ରଖି ସାରିବା ପରେ ସକାଳୁ ଏହି ରୁପାର କଏନ ଟିକୁ ନେଇ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରିଦେବେ। ଏପରି କରିବା ଦ୍ୱାରା ଆପଣଙ୍କର ସବୁ ଚିନ୍ତା ଟେନ-ସନ ସମାପ୍ତ ହୋଇଯାଇଥାଏ। ଆପଣଙ୍କର ପୁରା ଭାଗ୍ୟ ଚମକି ଯାଇପାରେ। ଏବଂ ଏହି ଉପାୟଟିକୁ ଲଗାତାର ଗୋଟେ ମାସ କରିବାରେ ଆପଣଙ୍କର ସବୁ ଦୋ-ଷ ଧୀରେ ଧୀରେ ଶେଷ ହୋଇଯାଇଥାଏ। କାହିଁକିନା ଏହା ଉପରେ ପଜି-ଟିଭ ଏନର୍ଜିର ଶକ୍ତିର ସଞ୍ଚାର ବହୁତ ଜୋରରେ ହୋଇଥାଏ।

ଚତୁର୍ଥ। ବନ୍ଧୁଗଣ ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମାର ସ୍ଥିତି ନଥିବ ତ ଏମିତିରେ ଆପଣଙ୍କୁ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ଗୋଟେ ଚାନ୍ଦିର ପଇସା ବା ଚାନ୍ଦିର କଏନ ରଖିବା ଉଚିତ ହୋଇଥାଏ। ଏବଂ ଯଦି ଆପଣଙ୍କ ଜୀବନରେ ଯଦି ମଙ୍ଗଳ ଗ୍ରହ ଏବଂ ବୁଧ ଗ୍ରହର ଦୋ-ଷ ଲାଗି ଥିବ ଏବଂ ଏହା ଆପଣଙ୍କୁ ବହୁତ ହଇ-ରାଣ କରୁଥିବ ତ ଆପଣଙ୍କୁ କଣ କରିବା ଉଚିତ ହୋଇଥାଏ ନାଁ ଆପଣ ଶୋଇବା ସମୟରେ ତକିଆ ତଳେ ସୁନା ଏବଂ ଚାନ୍ଦି ଦ୍ୱାରା ମିଶ୍ରିତ ଗୋଟେ ଜିନିଷକୁ ଆପଣଙ୍କୁ ତକିଆ ତଳେ ରଖିଦେବା ଟା ଉଚିତ ହୋଇଥାଏ। ବନ୍ଧୁଗଣ ପ୍ରତ୍ୟକ ମଣିଷକୁ ବିଭିନ୍ନ ପ୍ରକାରର ଗ୍ରହର ବିଭିନ୍ନ ପ୍ରକାର ଦୋ-ଷ ଲାଗି ରହିଥାଏ। ତେଣୁ ତାକୁ ବି ଜାଣି ରଖିବା ଉଚିତ ହୋଇଥାଏ କି ଆପଣଙ୍କୁ କେଉଁ ଗ୍ରହର କେଉଁ ଦୋ-ଷ ଲାଗିଛି। ଯଦି ଏହି ଦୋ-ଷ ଲାଗିଥିବ ତ ଆମେ ଯେଉଁ ଉପାୟ କହିଲୁ ତାହା କରିନେବେ। ଏପରି କଲେ ଆପଣଙ୍କର ସବୁ ଗ୍ରହ ଦୋ-ଷ ଦୂର ହୋଇଯିବ ଏବଂ ରାତାରାତି ଆପଣ ବନିଯିବେ ମାଲାମାଲ।

ପଞ୍ଚମ। ତକିଆ ତଳେ ରଖନ୍ତୁ କିଛି ଧାର୍ମିକ ବସ୍ତୁ। ତକିଆ ତଳେ ଧାର୍ମିକ ବସ୍ତୁ ରଖିବାରେ ବ୍ୟକ୍ତିଙ୍କର ଭାଗ୍ୟ ପୁରା ବଦଳିଯାଇଥାଏ ଏବଂ ତାକୁ କୌଣସି ବି କାମ କୌଣସି ବି କଥାର ଭୟ ଟିକେ ବି ରହିନଥାଏ। ବରଂ ସେହି ବ୍ୟକ୍ତି ଗୋଟେ ସଫଳତା ମଣିଷ ଭବିଷ୍ୟତରେ ବନିଥାଏ। କାହିଁକିନା ତାଉପରେ ସବୁବେଳେ ଗୋଟେ ପଜିଟିଭ ଏନ-ର୍ଜୀର ଶକ୍ତି ବଢିଥାଏ। ସକାରାତ୍ମକ ଉର୍ଜା ସବୁବେଳେ ପଡିଥାଏ ଓ ତା ଜୀବନରେ ତା ଭାଗ୍ୟ ଯେବେ ବଦଳି ଯାଇଥାଏ। ଏହି ଉପାୟଟି କଲେ ସେ ତା ଜୀବନରେ ଗୋଟେ ବଡ଼ ଧନୀ ଲୋକ ବନିଥାଏ ଏବଂ ଏହି ଉପାୟଟିର ପରିଣାମ ବହୁତ ସୁଖଦାୟକ ହୋଇଥାଏ। ତେଣୁ ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ଉପାୟଟି କହିଲୁ ଆପଣ ସେହି ଉପାୟଟି ନିଶ୍ଚୟ କରିବେ। ମାନେ କୌଣସି ଧାର୍ମିକ ବସ୍ତୁକୁ ଶୋଇବା ସମୟରେ ତକିଆ ତଳେ ମନେରଖି ନିଶ୍ଚୟ ରଖି ଦେବେ। କିନ୍ତୁ ବନ୍ଧୁଗଣ ଆପଣ ଦ୍ଵନ୍ଦରେ ପଡିଯିବେନି ଯେ କେଉଁ ପ୍ରକାରର କେଉଁ ଠାକୁରଙ୍କର ବା କେଉଁ ପ୍ରକାରର ଧାର୍ମିକ ଜିନିଷ ଆପଣ ରଖିବେ। ବିଭିନ୍ନ ପ୍ରକାରର ଧାର୍ମିକ ଜିନିଷ ଅଛି ଆପଣଙ୍କୁ ଯେଉଁଟା ପସନ୍ଦ ହୋଇଥିବ ଯେଉଁ ଠାକୁର ପସନ୍ଦ ହୋଇଥିବେ ତାଙ୍କର କିଛି ଜିନିଷ ଆପଣଙ୍କୁ ଯେଉଁ ଠାକୁର ପସନ୍ଦ ଥିବ ଆପଣ ତାର ଧାର୍ମିକ ବସ୍ତୁଟିକୁ ତକିଆ ତଳେ ରଖିଦେବେ।

ବନ୍ଧୁଗଣ ଏବେ ଯେଉଁ କଥା ଆପଣଙ୍କୁ ଜଣେଇବୁ ତାହା ଆପଣ ନିଶ୍ଚୟ କେବେ ନାଁ କେବେ ଅନୁଭବ କରିଥିବେ। ପ୍ରାୟ ମଣିଷ ଏହି କଥାଟି ଅନୁଭବ କରିଥିବେ କି ଆପଣଙ୍କ ମଧ୍ୟରୁ ପ୍ରାୟ ଲୋକଙ୍କ ସହିତ ରାତି ଅଧରୁ ନିଦ ଭା-ଙ୍ଗିଯିବା ବା ରାତିରେ କିଛି ଖରାପ ସ୍ୱପ୍ନ ଦେଖି କାନ୍ଦିବା ଏହିସବୁ ଘଟଣା ଆପଣଙ୍କ ସହିତ ନିଶ୍ଚୟ ହୋଇଥିବ। ତ ଆପଣ ଉଠି କି ହଠାତ ଜୋରସେ କା-ନ୍ଦନ୍ତି। ଆପଣଙ୍କ ମୁଣ୍ଡ ବିନ୍ଧିଥାଏ ଆଉ ଆପଣଙ୍କୁ ତା ପରେ ନିଦ ବି ହୋଇନଥାଏ। ତ ଏମିତିରେ ଆପଣ କଣ କରିବେ କାହିଁକିନା ନି-ଦ ସମ୍ପୂର୍ଣ୍ଣ ନହେବା ଦ୍ୱାରା ଆପଣଙ୍କୁ ଅଫିସରେ ବା ସ୍କୁଲ ବା କଲେଜରେ ବା କେଉଁଠିବି ସେଠି ଆପଣଙ୍କୁ ନିଦ ଲାଗିବା ଆରମ୍ଭ ହୋଇଯାଏ ତ ଏହା ଠାରୁ ବଡ଼ କଥା ହେଉଛି ଯେ ଆପଣ ଯେବେ ସ୍ଵପ୍ନ ଦେଖିବେ ନାଁ ବହୁତ ଖରାପ ସ୍ୱପ୍ନ ତ ଆପଣଙ୍କୁ ସେତେବେଳେ ବହୁତ ଡର ଲାଗିଥାଏ ତ ଆପଣ ଏଇ ସମୟରେ କଣ କରିବେ ରାତିରେ ଶୋଇବା ସମୟରେ ଯେବେ ବେଡ଼କୁ ଶୋଇବାକୁ ଯିବେ ତ ସବୁ କାମ ସାରି ଆପଣ ଗୋଡ଼ହାତ ଓ ମୁହଁ ଭଲରେ ଧୋଇ ଆସିବେ ଓ ବେଡ଼କୁ ଆସି ଏରାମରେ ହାଲକା ମନରେ ନି-ଶ୍ୱାସ ନେଇ ଏବଂ ଛାଡିକି ଭଗବାନଙ୍କୁ ମନେ ପକେଇବେ ବା ପ୍ରାର୍ଥନା କରିବେ। ଆପଣଙ୍କୁ ଯେଉଁ ଭଗବାନ ପସନ୍ଦ ଆପଣ ସେହି ଭଗବାନଙ୍କୁ ଟିକେ ଡାକିଦେବେ। ଓ ତାପରେ ଆଉ କିଛି ନଭାବି ଆପଣ ଶୋଇ ପଡିବେ ଏବଂ ସକାଳୁ ଯେବେ ଉଠିବେ ତ ଉଠୁ ଉଠୁ ଆପଣ ଯାହାକୁ ମାନନ୍ତି ଆପଣ ଚାହିଁଲେ ଆପଣଙ୍କର ପିତା ମାତା ବା ଯେକୌଣସି ଭଗବାନ ଆପଣ ଯାହାକୁ ମାନୁଥିବେ ତାଙ୍କ ଫୋଟ ଦେଖିକି ଆପଣ ନି-ଶ୍ଚୟ ପ୍ରଣାମ କରିବେ। ବିଶ୍ୱାସ କରନ୍ତୁ ଏହି ଉପାୟଟି ଥରେ କରି ନିଅନ୍ତୁ ଆପଣଙ୍କୁ କୌଣସି ବି ଖରାପ ସ୍ୱ-ପ୍ନ ଆସିବନି ଆପଣ ରାତିରେ ଭଲରେ ଶୋଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *