Excuse Me Odisha

ଯାହା କହିବୁ ସତ କହିବୁ

ପୁଅ ନିହାତି ହବ ଯଦି ଏହି ଲକ୍ଷଣ ଅଛି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ପୁଅ ନିହାତି ହେବ ଯଦି ଏହି ଲକ୍ଷଣ ଅଛି।

ବନ୍ଧୁଗଣ କଣ ଆପଣ ବି ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ପେଟରେ ବଢୁଥିବା ଶିଶୁ ପୁଅ ହେବ ନାଁ ଝିଅ। ଏହି କଥାଟି ପ୍ରାୟ ସମସ୍ତେ ଭାବିଥାନ୍ତି ଯେଉଁମାନେ ପ୍ରେଗନେଟ ଥାନ୍ତି। ସେମାନେ ଉପରୁ କୁହନ୍ତୁ କି ନକୁହନ୍ତୁ ସେମାନେ ଜାଣିବାକୁ ଚାହିଁଥାନ୍ତି ସେମାନଙ୍କ ଗର୍ଭରେ ପୁତ୍ର ସନ୍ତାନ ଅଛି କିମ୍ବା କନ୍ୟା ସନ୍ତାନ ଅଛି ବୋଲି। ତ ସେଥିପାଇଁ ଆପଣ ଜାଣି ରଖନ୍ତୁ ଯେ ଯଦି ଆପଣଙ୍କର ଏହି ୩ ଟି ଲକ୍ଷଣ ଦେଖାଯାଉଛି ତାହେଲେ ଆପଣଙ୍କର ନିହାତି ଭାବରେ ପୁତ୍ର ସନ୍ତାନ ହେବ। ତେବେ ଏହି ୩ ଟି ଲକ୍ଷଣ କଣ କଣ ଆମେ ସେ କଥା ଜାଣିବା।

ପ୍ରଥମ ଲକ୍ଷଣ। ଆପଣ ପ୍ରେଗନେନ୍ସି ସମୟରେ ଯଦି ବାମ ଗୋଡ଼ ମାରିକି ଅଧିକ ସମୟ ଶୋଉଛନ୍ତି ବା ଏମିତି ଅଧିକ ଆରାମ ଲାଗୁଛି ତାହେଲେ ଆପଣଙ୍କର ପୁତ୍ର ସନ୍ତାନ ହେବ। ଆଉ ହଁ ଯଦି ତାର ଓଲଟା ହେଉଛି ଯଦି ଆପଣଙ୍କୁ ଡାହାଣ ସାଇଟ ମାଡିକି ଶୋଇବାକୁ ଅଧିକ ଇଛା ହେଉଛି ଏବଂ ଆପଣଙ୍କୁ ଆରାମ ଲାଗୁଛି ତାହେଲେ ଆପଣଙ୍କର କନ୍ୟା ସନ୍ତାନ ହେବ।

ଦ୍ୱିତୀୟ ଲକ୍ଷଣ। ଯଦି ଆପଣଙ୍କର ପ୍ରେଗନେନ୍ସି ସମୟରେ ଆପଣଙ୍କ ମୁହଁରୁ ବହୁତ ଗ୍ଲୋ ବାହାରୁଚି ଆପଣ ବହୁତ ସୁନ୍ଦର ଲାଗୁଛନ୍ତି ମାନେ ପ୍ରେଗନେନ୍ସି ପୂର୍ବ ଅପେକ୍ଷା ଆପଣ ପ୍ରେଗନେନ୍ସି ସମୟରେ ଅଧିକ ସୁନ୍ଦର ଦେଖାଯାଉଛନ୍ତି ତାହେଲେ ଆପଣଙ୍କର ନିହାତି ଭାବରେ ପୁତ୍ର ସନ୍ତାନ ହେବ। ଏବଂ ଯଦି ଆପଣଙ୍କ ମୁହଁ ବହୁତ ଡ଼ଲ ଦେଖାଯାଉଛି ଆପଣ ବହୁତ ଅସୁନ୍ଦର ଦେଖାଯାଉଛନ୍ତି ତ ଆପଣଙ୍କର ମୁହଁର ଯେଉଁ ଗଠନ ଯେଉଁ ଚେଞ୍ଚ ହୋଇଯାଇଛ ତାହେଲେ ଆପଣଙ୍କର କନ୍ୟା ସନ୍ତାନ ହେବ।

ତୃତୀୟ ଲକ୍ଷଣ। ଯଦି ଆପଣ ପ୍ରେଗନେଟ ଅଛନ୍ତି ଯଦି ଆପଣଙ୍କ ପେଟକୁ ଦେଖିକି କେମିତି ଜାଣିବେ ଆପଣଙ୍କର ପୁଅ ହେବ କି ଝିଅ ହେବ ବୋଲି ଯଦି ଆପଣ ପ୍ରେଗନେଟ ଅଛନ୍ତି ଏବଂ ଆପଣଙ୍କର ପେଟ ଯଦି ଭଲ ଭାବରେ ବାହାରକୁ ବାହାରି ସାରିଲାଣି ତାହେଲେ ଆପଣ ଲକ୍ଷ କରିକି ଦେଖନ୍ତୁ ଯଦି ଆପଣଙ୍କର ପେଟ ଉପର ଆଡୁ ତଳ ପର୍ଯ୍ୟନ୍ତ ଯଦି ଆପଣଙ୍କର ଗୋଲ ସେଟରେ ଅଛି ମାନେ ଯଦି ରାଉଣ୍ଡ ସେଭରେ ଯଦି ସେଇଟା ଅଛି ଆଉ ଯଦି ପୁରା ଗୋଲ ଦେଖାଯାଉଛି ତାହେଲେ ଆପଣଙ୍କର ଝିଅ ହେବାର ଚାନନ୍ସେସ ବହୁତ ଅଧିକ ଅଛି। ଏବଂ ଯଦି ଆପଣଙ୍କର ପେଟ ଉପରୁ ଆଡୁ ବେଶି ନ ବାହାରି ତଳ ଆଡୁ ବେଶି ବଢିକି ରହିଛି ତାହେଲେ ତାଙ୍କର ପୁଅ ହେବାର ଚାନନ୍ସେସ ଅଧିକ ଅଛି। ଯଦି ଆପଣଙ୍କ ପାଖରେ ଏହି ୩ ଟି ଲକ୍ଷଣ ଦେଖା ଦେଉଛି ତାହେଲେ ଆପଣ ଅନୁମାନ କରିପାରିବେ ଆପଣଙ୍କ ପେଟରେ ପୁଅ ଅଛି ନାଁ ଝିଅ ଅଛି ବୋଲି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *