Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ନାମର ଝିଅ ଗଙ୍ଗା ଭଳି ପବିତ୍

ସେୟାର୍ କରନ୍ତୁ

ଏହି ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଠିନ ହୋଇଥାଏ। କାହିଁକି ନା ଜଣେ ଝିଅର ମନରେ କେତେବେଳେ କଣ ଚାଲି ଥାଏ, ତାହା କେହିବି କହି ପାରିବେ ନାହିଁ। ଆପଣ ଜାଣିଥିବେ ଯେବେ ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ, ତାହେଲେ ସାଧାରଣ ମଣିଷ ଏହି ନାରୀ ମାନଙ୍କୁ କିପରି ବୁଝି ପାରିବ। ପ୍ରକୃତରେ କଥାଟି ହେଉଛି ଝିଅ ମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି ଓ ସେମାନେ କୌଣସି ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ତାହା କହି ହେବ ନାହିଁ। ଏହି ଦୁନିଆରେ ବହୁତ ଝିଅ ରହିଛନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଅଟନ୍ତି ଓ ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି। ଏହି ନାରୀ ମାନେ ଅଧିକ ଶାନ୍ତ ସ୍ୱଭାବର ହୋଇଥାନ୍ତି। ସେମିତି କହିବାକୁ ଗଲେ ଆଉ କିଛି ଝିଅ ମାନେ ବହୁତ ଚତୁର ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ହୋଇ ନଥାନ୍ତି। ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପବିତ୍ର ହୋଇଥାନ୍ତି।

ଆପଣଙ୍କୁ ଜାଣିବା ପାଇଁ କହି ଦେଉଛୁ ଯେ ଯେଉଁ ଝିଅଙ୍କ ନାମ ସେହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ବହୁତ ପବିତ୍ର ବୋଲି ମାନା ଯାଇଥାଏ। ସେଥିପାଇଁ ଆପଣମାନେ ଧ୍ୟାନର ସହିତ ଦେଖନ୍ତୁ , ହୋଇପାରେ ଆପଣଙ୍କର ନାମ ମଧ୍ୟ ଥାଇ ପାରେ ଆସନ୍ତୁ ଜାଣିବା।

୧/ ବି ଅକ୍ଷର ଥିବା ଝିଅ – ବି ନାମ ଥିବା ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ନିଜର ଜୀବନସାଥୀଙ୍କର ବହୁତ ବିଶ୍ଵସ୍ତ ହୋଇଥାନ୍ତି। ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ଜୀବନସାଥୀଙ୍କ ଏକା ଛାଡ଼ି ନଥାନ୍ତି ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଇଥାଏ।

୨/ ଏନ ଅକ୍ଷର ଥିବା ଝିଅ – ଯେଉଁ ଝିଅ ମାନଙ୍କର ନାମ ଏନ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ତେଜ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର ପରିବାରର ଧ୍ୟାନ ରଖିବା ସହିତ ନିଜ ଜୀବନସାଥୀଙ୍କୁ ବହୁତ ସ୍ନେହ ଦେଇଥାନ୍ତି। ଆଜ୍ଞା ହଁ ଏମାନେ ଏପରି କିଛି କାର୍ଯ୍ୟ କରନ୍ତି ନାହିଁ, ଯେଉଁଥିପାଇଁ ଏମାନଙ୍କ ପରିବାରର ନାମ ଖରାପ ହେବ ଏବଂ ଜୀବନସାଥୀଙ୍କୁ କଷ୍ଟ ହେବ। କହି ରଖୁଛୁ ଯେ ଏଭଳି ଝିଅ ମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମାନା ଯାଇଥାଏ।

୩/ ପି ନାମ ଥିବା ଝିଅ – ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର ପି ହୋଇଥାଏ, ସେମାନଙ୍କୁ ସମ୍ପର୍କ ବାନ୍ଧି ରଖିବା ବହୁତ ଭଲ ଭାବରେ ଜଣା ଥାଏ। କହି ରଖୁଛୁ ଯେ ଏଭଳି ଝିଅମାନେ ପ୍ରତ୍ୟେକ ମଣିଷର ଭାବନାକୁ ଧ୍ୟାନ ସହକାରେ ବୁଝି ପାରନ୍ତି। ହୋଇପାରେ ଏମାନେ ତାଙ୍କ ଠାରୁ ବଡ଼ ହୋଇ ଥାଆନ୍ତୁ ବା ସାନ। ଏମାନେ କେବେବି କାହାକୁ ଦୁଃଖ ଦିଅନ୍ତି ନାହିଁ। ଏମାନେ ସମସ୍ତଙ୍କୁ ସର୍ବଦା ମଧୁର କଥା କୁହନ୍ତି। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଇଥାଏ।

୪/ ଏସ ନାମ ଥିବା ଝିଅ – ଯେଉଁ ଝିଅ ମାନଙ୍କ ନାମ ଏସ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମାନା ଯାଇଥାଏ। ଏମାନେ ବହୁତ ଲାଜକୁଳୀ ହୋଇଥାନ୍ତି , କିନ୍ତୁ ଏମାନେ ନିଜର ପରିବାରର ସମ୍ମାନ ରଖିଥାନ୍ତି। ସିଧାସଳଖ କହିବାକୁ ଗଲେ ଏଭଳି ଝିଅମାନେ କୌଣସି ପରିସ୍ଥିତିରେ ନିଜର ପରିବାରକୁ ଖୁସିରେ ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି।

୫/ ଏମ ନାମ ଥିବା ଝିଅ – ଯେଉଁ ଝିଅମାନଙ୍କ ନାମ ଏମ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ସ୍ଵଭାବ ସମସ୍ତଙ୍କ ଠାରୁ ବହୁତ ଭଲ ହୋଇଥାଏ। ଏହି ନାମର ଝିଅମାନେ ବହୁତ ଜୋରରେ କଥା କହିଥାନ୍ତି। ଏମାନେ କାହାକୁ ଅପମାନ କରନ୍ତି ନାହିଁ। ଏପରିକି ଏମାନେ ନିଜର ଜୀବନସାଥୀଙ୍କୁ ସର୍ବଦା ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *