Excuse Me Odisha

ଯାହା କହିବୁ ସତ କହିବୁ

ମାଆଙ୍କର ମିଳିବ ଅଶେଷ କୃପା : ଦୁର୍ଗାପୂଜାରେ ଏହି ୮ଟି ରାଶିର ଭାଗ୍ୟରେ ବିଶାଳ ଧନ ପ୍ରାପ୍ତି ହେବାର ଯୋଗ,ପୂଜା ଆଗରୁ ଏମାନଙ୍କ ଭାଗ୍ୟ ହେବ ଉଦୟ

ସେୟାର୍ କରନ୍ତୁ

ସାଙ୍ଗମାନେ ଏହି ଦୁର୍ଗାପୂଜା ଅବସରରେ ଏହି ୮ଟି ରାଶିର ଭାଗ୍ୟରେ ବିଶାଳ ଧନଲାଭ ହେବାର ସମ୍ଭାବନା ରହିଛି। ଯେତେବେଳେ ଭଗବାନ ମଣିଷ ଉପରେ ପ୍ରସନ୍ନ ହୋଇଥାନ୍ତି, ସେତେବେଳେ ମଣିଷ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ। ତେବେ ଦୀର୍ଘ ୫୦୦ ବର୍ଷ ପରେ ପାର୍ବଣର ପବିତ୍ର ଦୂର୍ଗାପୂଜା ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ଗତିବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଯେମିତି ଆପଣ ମାନେ ଜାଣିଥିବେ ଯେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନର ପ୍ରଭାବ ରାଶିଚକ୍ରର ୧୨ ଗୋଟି ରାଶିର ଲୋକଙ୍କ ଉପରେ ପକାଇ ଥାଏ। ତେଣୁ ଏହି ମହାସଂଯୋଗ ପବିତ୍ର ଦୂର୍ଗାପୂଜା ଅବସରରେ ଘଟୁଥିବାରୁ ଜଗତ ଜନନୀ ମା ଦୁର୍ଗାଙ୍କ ଆଶୀର୍ବାଦ ଏହି ୮ ଗୋଟି ରାଶିର ଲୋକଙ୍କ ଉପରେ ରହିବ।

ଏହାଦ୍ବାରା ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ପବିତ୍ର ଦଶହରା ପରଠାରୁ ହୀରା ପରି ଚମକିବାକୁ ଲାଗିବ।ଆଜି ଆମେ ଜାଣିବା ଏହି ଏହି ରାଶିର ଲୋକମାନଙ୍କ ଭାଗ୍ୟରେ ମା ଦୁର୍ଗାଙ୍କ ଆଶୀର୍ବାଦରୁ କଣ ସବୁ ଘଟିବାକୁ ଯାଉଛି। ମାଆ ଦୁର୍ଗାଙ୍କ ଆଶୀର୍ବାଦରେ ଆପଣଙ୍କର ସବୁଦିନ ହସଖୁସିରେ ଅତିବାହିତ ହେବ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ଆପଣ କାହା କଥାରେ ମୁଣ୍ଡ ପୁରାଇବା ଠିକ ନୁହେଁ।ନହେଲେ ଏହା ଆପଣଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇପାରେ।ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଲାଭ ମିଳିବ। କାରବାରରେ ବୃଦ୍ଧି ହେବାର ଯୋଗ ରହିଛି। ଆପଣଙ୍କୁ କୌଣସି ଜିନିଷରେ ଅଭାବ ହେବ ନାହିଁ।ଆପଣଙ୍କ ଆୟରେ ବୃଦ୍ଧି ହେବ। ପୁରୁଣା ବୁଡି ଯାଇଥିବା ଟଙ୍କା ଫେରସ୍ତ ମିଳିବ।

ଚାକିରୀରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ଭଲ ଜୀବନସାଥୀ ସନ୍ଧାନ କରୁଛନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ ଏବଂ ଆପଣଙ୍କୁ ଉତ୍ତମ ଜୀବନସାଥୀ ଟିଏ ମିଳିବ। ଜୀବନସାଥୀଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ ହେବ। ଆପଣଙ୍କର ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହୋଇପାରେ।

ଅଯଥା ଜିନିଷରେ ଖର୍ଚ୍ଚ ବଢିପାରେ, ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆପଣ ନିଜ ପରିବାର ପାଇଁ ନିଜର କର୍ତ୍ତବ୍ୟ ଉତ୍ତମ ରୂପରେ ପାଳନ କରିବେ। ସମସ୍ତେ ଆପଣଙ୍କୁ ନେଇ ଖୁସିରେ ରହିବେ। ଧନ ସଂପତ୍ତି ଲାଭ ହେବାର ସମ୍ଭାବନା ରହିଛି।ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ।ଅଧିକ ଭାବୁକ ସ୍ୱଭାବର ହୁଅନ୍ତୁ ନାହିଁ, ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ।

ଏହାଦ୍ବାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ। ଏଥିପାଇଁ ଆପଣ ଦୁଃଖିତ ରହି ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ କଣ ଅଟେ। ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି ଏବଂ ମୀନ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *