Excuse Me Odisha

ଯାହା କହିବୁ ସତ କହିବୁ

ପେଟରେ ଥିବା ଶିଶୁ ପୁଅ ନା ଝିଅ କେମିତି ଜାଣିବେ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ପେଟରେ ଥିବା ଶିଶୁ ପୁଅ ନାଁ ଝିଅ କିପରି ଜାଣିବେ। ତେବେ ଆସନ୍ତୁ ଜାଣିବା।

ଆଜି ଆମେ ଆପଣଙ୍କୁ ପୁଅ କି ଝିଅ ଜନ୍ମ ହେବାର ଲକ୍ଷଣ ଗୁଡିକ ବିଷୟରେ ଜଣେଇବୁ। ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ସର୍ବପ୍ରଥମେ ତାଙ୍କର ଏହା ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନାଁ ଝିଅ। ଯଦିଓ ଆମ ଦେଶରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ କିନ୍ତୁ ପ୍ରତ୍ୟକ ମାଙ୍କର ଇଚ୍ଛା ହୋଇଥାଏ ଯେ ସେ ଜାଣିପାରନ୍ତି ଯେ ପେଟରେ ଥିବା ଛୁଆ ପୁଅ ଅଛି ବା ଝିଅ। କାରଣ ସେ ଆସିବାକୁ ଥିବା ଛୋଟିଆ ଶିଶୁର ସ୍ୱାଗତ ସେହି ହିସାବରେ କରିପାରିବେ। ଆମ ଦେଶରେ ଓ ବିଦେଶରେ ଏମିତି ବହୁତ ମୁରବି ଅଛନ୍ତି ଯେଉଁମାନେ ଫେସ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନକୁ ଦେଖି ବତେଇ ଦିଅନ୍ତି କି ଗର୍ଭରେ ଥିବା ଶିଶୁ ପୁଅ ହେବ ନାଁ ଝିଅ। ଏହି ଅନୁମାନ ସବୁବେଳେ ସଠିକ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ବେଳେବେଳେ ଏହା ସଠିକ ହୁଏ ତ କେତେବେଳେ ଭୁଲ ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବତେଇବୁ ଯାହା ଦ୍ୱାରା ଆପଣ ଜାଣି ପାରିବେ ଯେ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ନାଁ ଝିଅ। କିନ୍ତୁ ଆପଣଙ୍କୁ ଅନୁରୋଧ ଯେ ଏହି ସବୁ ଲକ୍ଷଣକୁ ଆଧାର କରି କେବେବି ଭୃଣ ନଷ୍ଟ କରିବାର ଭୁଲ କରିବେ ନାହିଁ। ନଚେତ ବହୁତ ଅସୁବିଧାରେ ପଡିପାରନ୍ତି। ଆମେ ଯେଉଁ ଲକ୍ଷଣ ଗୁଡିକ ବିଷୟରେ ଜଣେଇବୁ ତାହା ଅନୁଭବୀ ମୁରବି ସାଇକଲୋଜିକାଲ ଷ୍ଟଡ଼ିକୁ ଆଧାର କରି ଅନୁମାନ କରାଯାଇଛି। ତେଣୁ ଏହା ଭୁଲ କିମ୍ବା ଠିକ ହୋଇପାରେ। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ପେଟର ଆକାର ପେଟରେ ପୁଅ ଅଛି କି ଝିଅ ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ। ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ। ସେହିପରି ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ।

ଦ୍ୱିତୀୟ କଥା। ମିଞ୍ଜାଜରେ ପରିବର୍ତ୍ତନ। ଜେନେରାଲ ସାଇକୋଲୋଜିରେ ଛାପା ହୋଇଥିବା ଏକ ଗବେଷଣାକୁ ଆଧାର କରି ଏହା କୁହାଯାଇପାରେ ଯେ ଯେଉଁ ମହିଳାଙ୍କର ପ୍ରେଗନେନ୍ସିର ପ୍ରଥମ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ ୩ ମାସରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ଛୁଆ ପୁଅ ହୋଇଥାଏ। ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମିଲା ମିଶା ଭାବନା ପ୍ରକାଶ କରିଥାନ୍ତି।

ଖାଦ୍ୟରୁ ଘୃଣା ହେବା। ପ୍ରେଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି। ଆଉ କେତେକ ମହିଳାଙ୍କୁ ଖାଦ୍ୟରୁ ଘୃଣା ହୋଇଯାଏ। ସାଧାରଣତଃ ଏହି ପରିବର୍ତ୍ତନ ପେଟର ଥିବା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ। ଏକ ଗବେଷଣାରୁ ଜଣା ଯାଇଛି ଯେ ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣା ଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେସି ହୋଇଥାଏ ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ। କାରଣ ଗବେଷଣାରୁ ଜଣାଯାଇଛି ଯେ ଗୋଟେ ଝିଅର ଭୃଣ ଅପେକ୍ଷା ପୁଅର ଭୃଣ ଅଧିକ ସୁରକ୍ଷିତ ହୋଇଥାଏ। ତେଣୁ ତାକୁ ଅଧିକ ସୁରକ୍ଷା ଦେବାର ଆବଶ୍ୟକତା ଥାଏ

ବେକିଂ ସଢା ବା ଖାଇବା ସଢା ଟେଷ୍ଟ। ଖାଇବା ସଢାର ବ୍ୟବହାର କରି ମଧ୍ୟ ଆପଣ ଗର୍ଭରେ ଥିବା ଛୁଆର ଲିଙ୍ଗର ଅନୁଭବ କରିପାରିବେ। ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିଶ୍ରା ନେବେ ଏଥିରେ ଗୋଟିଏ ଚାମଚ ବେକିଂ ସଢା ପକାଇବେ। କୁହାଯାଏ ଯେ ଯଦି ବେକିଂ ସଢା ପକେଇଲା ପରେ ପରିଶ୍ରାରେ ଫେଣ କିମ୍ବା ଫୁଟ ଫୁଟକା ହୋଇଥାଏ ତେବେ ଗର୍ଭରେ ଝିଅ ଅଛି। ଯଦି ସଢା ପକାଇଲା ପରେ କୌଣସି ପରିବର୍ତ୍ତନ ନଆସେ ତେବେ ଗର୍ଭରେ ପୁଅ ଥାଇପାରେ।

ଚଟପଟା କିମ୍ବା ମିଠା ଖାଇବାର ଇଛା ହେବା। ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଛା ହୋଇଥାଏ ତେବେ ତାଙ୍କ ପେଟରେ ଝିଅ ହୋଇଥାଏ। ଅନ୍ୟପକ୍ଷେ ଯଦି ତାଙ୍କୁ ଅଧିକ ଖଟା ଚଟପଟା ମସଲା ଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ।

ତ୍ୱଚା ସମ୍ବଦ୍ଧିୟ ସମସ୍ୟା ହେବା। ଏକ୍ସପଟ ଲୋକମାନେ କୁହନ୍ତି ଯେ ଯଦି ମହିଳାଙ୍କର ପେଟରେ ପୁଅ ଥାଏ ତେବେ ତାଙ୍କର ଫେସରେ ବ୍ରଣ ଆଦି ସମସ୍ୟା ଅଧିକ ଦେଖା ଯାଇଥାଏ। ଅନ୍ୟପକ୍ଷେ ଯଦି ମହିଳାଙ୍କ ରଙ୍ଗରେ ନିଖାର ଆସିଥାଏ ତ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *