Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ନିଜ ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟଜନକ ଫାଇଦା,ଏସବୁ ବିଷୟରେ ନିଶ୍ଚିତ ଜାଣି ରଖନ୍ତୁ

ସେୟାର୍ କରନ୍ତୁ

କୁହାଯାଏ କି ହାତରେଖାରେ ରହିଥାଏ ଆମ ଜୀବନର ମୂଳ ରହସ୍ୟ। ଏହି ହାତରେଖା ଦ୍ଵାରା ଆମ ଜୀବନରେ କଣ ଘଟିବ ଏବଂ କିପରି ଜୀବନ ଅତିବାହିତ ହେବ ତାହା ଅନୁମାନ କରାଯାଇ ଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ହାତର ରେଖା ବିଷୟରେ ଅନେକ ତଥ୍ୟ ରହିଛି, ଯେଉଁଥିରେ ଲୋକମାନଙ୍କୁ ସକାଳୁ ଉଠି ନିଜର ହାତ ପାପୁଲିକୁ ଦେଖିବାକୁ କୁହାଯାଇଛି।ସକାଳୁ ଉଠି ହାତର ପାପୁଲି ଦେଖିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଉଜ୍ବଳ ହୋଇଥାଏ। ଆପଣ ଯେଉଁ କାର୍ଯ୍ୟରେ ପ୍ରୟାସ କରିବେ ଆପଣଙ୍କୁ ଏଥିରେ ସଫଳତା ନିଶ୍ଚିତ ମିଳିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ।

ହାତରେଖାରେ ଆମ ଜୀବନର ମୂଳ ରହସ୍ୟ ରହିଛି ବୋଲି ମାନା ଯାଇଛି। ଏହି ହାତରେଖା ଦ୍ଵାରା ଆମ ଜୀବନରେ କଣ ଘଟିବ ଏବଂ କିପରି ରହିବ ତାହା ଅନୁମାନ କରାଯାଇ ଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ହାତର ରେଖା ବିଷୟରେ ଅନେକ ତଥ୍ୟ ରହିଛି, ଯେଉଁଥିରେ ଲୋକମାନଙ୍କୁ ସକାଳୁ ଉଠି ନିଜର ହାତ ପାପୁଲିକୁ ଦେଖିବାକୁ କୁହାଯାଇଛି।ସକାଳୁ ଉଠି ହାତର ପାପୁଲି ଦେଖିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଉଜ୍ବଳ ହୋଇଥାଏ। ଆପଣ ଯେଉଁ କାର୍ଯ୍ୟରେ ପ୍ରୟାସ କରିବେ ଆପଣଙ୍କୁ ଏଥିରେ ସଫଳତା ନିଶ୍ଚିତ ମିଳିବ ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଏହାସହିତ ଆପଣଙ୍କ ଶରୀରରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ।

ଯେତେବେଳେ କୌଣସି ବ୍ୟକ୍ତି ବିଶ୍ଵାସର ସହିତ ନିଜ ହାତ ପାପୁଲିକୁ ଦେଖିଥାନ୍ତି, ସେତେବେଳେ ତାଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ। ଶାସ୍ତ୍ରରେ କୁହାଯାଇଛି କି ସକାଳୁ ହାତ ପାପୁଲି ଦର୍ଶନ କଲେ ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ ମନୁଷ୍ୟ ହାତରେ ତୀର୍ଥ ଯାତ୍ରାର ସୌଭାଗ୍ୟ ରହିଛି ଏବଂ ଚାରି ଆଙ୍ଗୁଳିର ଅଗ୍ରଭାଗରେ ଦେବତୀର୍ଥ ଦର୍ଶନ ରହିଛି।

ଶାସ୍ତ୍ରରେ ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଅନ୍ୟ କିଛି କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ ହାତ ପାପୁଲିରେ ଦେବୀ ଲକ୍ଷ୍ମୀ, ଦେବୀ ସରସ୍ଵତୀ ଏବଂ ପ୍ରଜାପତି ବ୍ରହ୍ମା ବାସ କରିଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ପାପୁଲିର ଅଗ୍ରଭାଗରେ ଦେବୀ ଲକ୍ଷ୍ମୀ, ମଝିରେ ସରସ୍ଵତୀ ଏବଂ ଶେଷରେ ବ୍ରହ୍ମା ଅବସ୍ଥାନ କରିଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *