Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୫୧ ବର୍ଷ ପରେ ଏହି ୬ଟି ରାଶିର ଖୋଲିଲା ଭାଗ୍ୟ, ବର୍ତ୍ତମାନ ହେବ ଖାଲି ଟଙ୍କା ବର୍ଷା,ସବୁ ଦୁଃଖ ଦୂର କରିବେ ମହାଦେବ

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଭଗବାନ ଶିବଙ୍କୁ ସୃଷ୍ଟିର ଅଧିପତି ମାନା ଯାଇଛି। ଭଗବାନ ଶିବଙ୍କୁ ବିନାଶକ ମଧ୍ୟ କୁହାଯାଏ। ଯେଉଁ ବ୍ୟକ୍ତି ଉପରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି, ସେ ନିଜର ଅପାର କୃପା ସେହି ବ୍ୟକ୍ତି ଉପରେ ଅଜାଡି ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଦେବ ଏବେ କିଛି ରାଶିର ଲୋକଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିଛନ୍ତି। ସେହି ଲୋକଙ୍କ ଉପରେ ମହାଦେବ ପ୍ରସନ୍ନ ହୋଇଥିବାରୁ ଆଜି ରାତି ଠାରୁ ସେହି ଲୋକମାନେ ଧନବାନ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଗୁଡ଼ିକ ସେହି ରାଶି।

ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଶେଷ ହୋଇ ଆପଣଙ୍କ ପାଇଁ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ଆଉ ଟଙ୍କାର ଅଭାବ ରହିବ ନାହିଁ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁ ଆପଣଙ୍କୁ ଭୟ କରିବେ। ସମାଜରେ ଲୋକମାନେ ଆପଣଙ୍କୁ ମାନସମ୍ମାନ ଦେବେ। ଆପଣଙ୍କ ବ୍ୟାପାର ଏବଂ ବାଣିଜ୍ୟରେ ଦୁଇ ଗୁଣ ଅଧିକ ବୃଦ୍ଧି ହେବ। ଯେଉଁ ଲୋକମାନଙ୍କର ରୋଜଗାର ନାହିଁ , ସେମାନଙ୍କୁ ଭଲ ଚାକିରି ମିଳିଯିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି। ଲୋକମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ପଚାରି ବୁଝି କାମ କରିବେ। ପରିବାରରେ ଦିନକୁଦିନ ଆପଣଙ୍କ ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚ କମ୍ ହେବ।

ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ମନରେ ଦୃଢ ଆତ୍ମବିଶ୍ବାସ ଏବଂ ଉତ୍ସାହ ମଧ୍ୟ ବୃଦ୍ଧି ପାଇବ। ସମାଜ ପାଇଁ ଆପଣଙ୍କୁ ଉନ୍ନତ କାର୍ଯ୍ୟ କରିବାର ଅବସର ପ୍ରାପ୍ତ ହୋଇପାରେ। ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ। ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଲଟେରୀ ଜିତିବାର ଲାଭ ପାଇ ପାରନ୍ତି।

ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସମସ୍ତ ସଙ୍କଟ ଦୂର ହୋଇଯିବ। ଆପଣଙ୍କ ଘରକୁ ନୂଆ ବାହନ ବା ବସ୍ତୁ ଆସିପାରେ। ଭଗବାନ ମହାଦେବଙ୍କ କୃପାର ଏବେ ଆପଣଙ୍କର ସମସ୍ତଙ୍କ ଚିନ୍ତା ଓ ସଙ୍କଟ ଦୂର ହୋଇଯିବ। ଆପଣଙ୍କର କାନ୍ଦିବାର ଦିନ ଶେଷ ହେବାକୁ ଯାଉଛି।

ତେବେ ଭଗବାନ ଶିବଙ୍କ କୃପାରୁ ଯେଉଁ ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ସେହି ରାଶି ଗୁଡ଼ିକ ହେଲା କୁମ୍ଭ, ମିଥୁନ, କର୍କଟ, ସିଂହ, ବୃଷ, ତୁଳା ରାଶି। ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଏପରି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *