Excuse Me Odisha

ଯାହା କହିବୁ ସତ କହିବୁ

ପସନ୍ଦ କରନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପସନ୍ଦ କରନ୍ତୁ ଗୋଟିଏ ନମ୍ବର ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଁଥାନ୍ତି। ନିଜ ବିଷୟରେ ଜାଣିବାକୁ ଚାହିଁଥାଏ। ନିଜ ଜୀବନରେ ଆମେ କାହା ସହିତ ରହୁଛୁ ଏବଂ କେମିତି ଲୋକଙ୍କ ସହ ରହିବା ପାଇଁ ଆମେ ପସନ୍ଦ କରୁଛୁ ଏସବୁ ଜିନିଷ ଆମର ଭାବନା ଉପରେ ନିର୍ଭର କରିଥାଏ। ଆଉ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ୧ ରୁ ୬ ନମ୍ବର ଅର୍ଥାତ ସଂଖ୍ୟାର ଆଧାରରେ କହିବୁ ଯାହା ଆପଣଙ୍କ ଜୀବନକୁ ନେଇ ଜଡିତ ଖାସ କଥା। ଆପଣଙ୍କୁ ଏହି ସ୍କ୍ରିନରେ ଦେଖାଯାଉଥିବା ୧ ରୁ ୬ ନମ୍ବର ଭିତରେ ଗୋଟିଏ ନମ୍ବର ବାଛନ୍ତୁ। ଯେଉଁ ନମ୍ବର ଆପଣ ବାଛିବେ ତାହା ଆପଣଙ୍କର ଭବିଷ୍ୟତ ଏବଂ ଆପଣଙ୍କର ସହିତ ଜଡ଼ିତ କିଛି ଖାସ କଥା କହିବ। ତ ୧ ରୁ ୬ ନମ୍ବର ଭିତରେ ଗୋଟିଏ ନମ୍ବର ବାଛନ୍ତୁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ପ୍ରଥମ। ଯଦି ଆପଣ ୧ ନମ୍ବର ବାଛିଛନ୍ତି ତ ଆପଣ ଗୋଟିଏ ସ୍ୱତନ୍ତ୍ରତା ବ୍ୟକ୍ତି ଅଟନ୍ତି। ଆପଣଙ୍କୁ କାହା ପାଇଁ ବି କାମ କରିବା ପସନ୍ଦ ନୁହେଁ। ଆପଣ ନିଜ ଅନୁସାରେ ନିଜେ ଜୀବନ ବିତେଇ ଥାନ୍ତି। ଆଉ ନିଜ ଲାଇଫର ସବୁ ନିଷ୍ପତ୍ତି ଭାବି ଚିନ୍ତି ନେଇଥାନ୍ତି। ଆପଣଙ୍କର କଥା କହିବାର ଷ୍ଟାଇଲ ଲୋକମାନଙ୍କ ଆଡ଼କୁ ଆକର୍ଷିତ କରିଥାଏ। ଆପଣ ନିଜ ବାଣୀରୁ କେଉଁ ବି ବ୍ୟକ୍ତିଙ୍କୁ ପ୍ରଥମ ନଜର ହିଁ ଇଂପ୍ରେସ କରିପାରିବେ। ନିଜ ଜୀବନରେ ସବୁ ଆରାମ ପାଇବାକୁ ଆପଣ ଚାହିଁଥାନ୍ତି। ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି।

ଦ୍ୱିତୀୟ। ଯଦି ଆପଣ ୨ ନମ୍ବର ବାଛିଛନ୍ତି ତାହେଲେ ଆପଣ ସେହି ବ୍ୟକ୍ତି ମାନଙ୍କ ଭିତରୁ ଜଣେ ଅଟନ୍ତି ଯିଏ ଅଲଗା ଦୁନିଆରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଆଉ ଆପଣ ଏକାକି ରହିବାକୁ ପସନ୍ଦ କରିଥାନ୍ତି। ଆପଣଙ୍କୁ ଲୋକମାନଙ୍କ ସହିତ ମିଶିବା ଏତେ ପସନ୍ଦ ନଥାଏ। ଆପଣ ନିଜ କାମରେ ହିଁ ବିଜି ରହିଥାନ୍ତି। ଆପଣଙ୍କ ମନ ବହୁତ ସଫା ହୋଇଥାଏ। ଆପଣ ମନରୁ ବହୁତ ଭଲ ମଧ୍ୟ ଅଟନ୍ତି।

ତୃତୀୟ। ଯଦି ଆପଣ ୩ ନମ୍ବର ପସନ୍ଦ କରିଛନ୍ତି ତ ଆପଣଙ୍କର ମନ ବହୁତ ସଫା ଅଟେ। ଆଉ ଆପଣଙ୍କୁ ଦୁଇଟି ସ୍ୱଭାବ ପସନ୍ଦ ନଥାଏ। ଅର୍ଥାତ ମନରେ ଗୋଟିଏ କଥାରେ ଆଉ ଗୋଟିଏ ଏହିସବୁ ସ୍ୱଭାବ ଆପଣଙ୍କୁ ପସନ୍ଦ ନଥାଏ। ଆପଣ ସବୁବେଳେ ସତ କହିଥାନ୍ତି। କିନ୍ତୁ କେବେ କେବେ ଆପଣଙ୍କର ଏହି ସ୍ୱଭାବ ଆପଣଙ୍କର ସାଙ୍ଗ ମାନଙ୍କୁ ଆପଣଙ୍କର ପରିବାର ଲୋକଙ୍କୁ ପସନ୍ଦ ଆସି ନଥାଏ। କିନ୍ତୁ ହେଲେ ବି ଆପଣଙ୍କର ଫ୍ରେଣ୍ଡସର୍କଲ ଅଧିକ ଥାଏ।

ଚତୁର୍ଥ। ଯଦି ଆପଣ ୪ ନମ୍ବର ପସନ୍ଦ କରିଛନ୍ତି ତ ଆପଣ ଜଣେ ବହୁତ ଭଲ ମଣିଷ ଅଟନ୍ତି। ଆପଣ ବହୁତ ଖୁସିରେ ରହିବା ଲୋକ ହୋଇଥାନ୍ତି। ଆପଣଙ୍କୁ ବୁଲେଇ ବଙ୍କେଇ କଥା ହେବା ବିଲକୁଲ ପସନ୍ଦ ନାହିଁ। ଯାହା କଥା କହିବାର ଥିବ ଆପଣ ମୁହଁରେ କହିଦେଇଥାନ୍ତି। ଆପଣଙ୍କର ଚେହେରାରେ ଗୋଟିଏ ଖୁସି ରହିଥାଏ। ଯେଉଁଥିରେ ଲୋକମାନେ ଆକର୍ଷିତ ହୋଇଥାନ୍ତି। ଏହି ଆକର୍ଷଣ ଦ୍ୱାରା ଆପଣ ନିଜ ଜୀବନରେ ସବୁକିଛି ହାସଲ କରିଥାନ୍ତି।

ପଞ୍ଚମ। ଯଦି ଆପଣ ୫ ନମ୍ବର ପସନ୍ଦ କରିଛନ୍ତି ତ ଆପଣ ନିଜର ସବୁ କାମ ଜୋରସୋରରେ କରିଥାନ୍ତି। ସେଥିପାଇଁ ଆପଣ ନିଜ ଲାଇଫରେ କେବେବି ବର ହୁଅନ୍ତି ନାହିଁ। ଆପଣ ସବୁବେଳେ ଖୁସିରେ ରହିଥାନ୍ତି। ସବୁବେଳେ ଆପଣ କିଛି ନାଁ କିଛି ନୂଆ କରିବାର ଆଶାରେ ରହିଥାନ୍ତି। ଆପଣଙ୍କୁ ଲକଜରି ଲାଇଫ ପସନ୍ଦ କରିଥାନ୍ତି। ଆପଣଙ୍କୁ କମ ବୟସରେ ହିଁ ପରିଶ୍ରମ କରିବା ଆରମ୍ଭ କରିଦେଇଥାନ୍ତି। ଆପଣଙ୍କୁ ଏହି ସ୍ୱଭାବ ଲୋକମାନଙ୍କୁ ବହୁତ ପସନ୍ଦ ହୋଇଥାଏ।

ଷଷ୍ଠ। ଯଦି ଆପଣ ୬ ନମ୍ବର ପସନ୍ଦ କରିଛନ୍ତି ତ ତେବେ ଆପଣ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏହି ବ୍ୟକ୍ତି ସବୁ ପରିସ୍ଥିତିର ସାମ୍ନା କରିଦିଅନ୍ତି। ସେମାନେ ବହୁତ ହାସ୍ୟ ସ୍ଵଭାବରେ ହୋଇଥାନ୍ତି। ଏମାନେ ନିଜ ପରିବାରକୁ ସବୁବେଳେ ଖୁସି ଦେବାକୁ ଚାହିଁଥାଆନ୍ତି। ଏହି କାରଣରୁ ଏହି ଲୋକମାନେ ନିଜ ଜୀବନରେ ବହୁତ ଅଧିକ ଉନ୍ନତି କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *