Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ଚିହ୍ନରୁ ଜାଣନ୍ତୁ ସ୍ତ୍ରୀ ମାନଙ୍କର ଗୁପ୍ତ ଚରିତ୍ର ବିଷୟରେ

ସେୟାର୍ କରନ୍ତୁ

ଆପଣମାନଙ୍କୁ ଆମର ପୋର୍ଟାଲକୁ ସ୍ବାଗତ। ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନଙ୍କର ଏପରି କିଛି ସଂକେତ ବିଷୟରେ କହିବୁ ଯାହାଦ୍ଵାରା ଆପଣମାନେ ଖୁବ୍ ସହଜରେ ସୌଭାଗ୍ୟଶାଳୀ ମହିଳା ମାନଙ୍କୁ ଜାଣି ପାଇବେ। ଆମର ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ବିବେଚନା କରାଯାଏ। ଯଦି କୌଣସି ଗୋଟିଏ ହିନ୍ଦୁ ପରିବାରରେ ଶିଶୁ କନ୍ୟା ଜନ୍ମ ହୋଇଛି ତାହେଲେ ସେହି ଘରକୁ ଦେବୀ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଛି ବୋଲି କୁହାଯାଇଥାଏ।

କହିବାକୁ ଗଲେ ଆଉକିଛି ମହିଳା ମାନେ ରହିଥାନ୍ତି, ଯେଉଁମାନେ ଅଶୁଭ ଓ ସୌଭାଗ୍ୟଶାଳୀ ହୋଇ ନଥାନ୍ତି। କିନ୍ତୁ ଏପରି ମହିଳା ମାନେ ରହିଥାନ୍ତି ଯେଉଁମାନେ ନିଜ ପରିବାର ପାଇଁ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ହୋଇଥାନ୍ତି। ଶାସ୍ତ୍ରରେ କୁହାଯାଇଛି ମହିଳା ମାନଙ୍କର ଶରୀରର କୌଣସି ଅଙ୍ଗ ବଡ଼ ହୋଇଥିଲେ, ସେମାନେ ନିଜର ପରିବାର ପାଇଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି।

କହିବାକୁ ଗଲେ ମହିଳା ମାନଙ୍କର ବଡ଼ ନଖ ଆପଣମାନେ ଦେଖିଥିବେ। କିନ୍ତୁ ଯେଉଁ ମହିଳା ମାନଙ୍କର ଗୋଲାପି ଓ ଚିକ୍କଣ ନଖ ରହିଥାଏ, ଆପଣ ଜାଣି ଯିବେ ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳା ମାନଙ୍କର ବାମ ଗାଲରେ ତିଳ ଚିହ୍ନ ଥାଏ , ସେହି ମହିଳା ମାନେ ନିଜ ପରିବାର ଅଧିକ ସେବା କରିଥାନ୍ତି ଓ ଏମାନେ ବହୁତ ଖାଦ୍ୟ ପ୍ରେମୀ ହୋଇଥାନ୍ତି। ସେହିପରି ଭାବରେ ଲମ୍ବା ନାକ ଥିବା ମହିଳା ମାନେ ସର୍ବଦା କୌଣସି ପରିସ୍ଥିତିକୁ ମଧ୍ୟ ସାମ୍ନା କରି ପ୍ରଥମେ ନିଜ ପରିବାରକୁ ବଞ୍ଚାଇ ଥାଆନ୍ତି। ଏମାନଙ୍କୁ ଟଙ୍କା ଖର୍ଚ୍ଚ କରିବାର ଅଧିକ ସଉକ ଥାଏ।

କିନ୍ତୁ ଏହି ମହିଳା ମାନେ କେବେବି ଅଯଥା କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ। ଏମାନେ ସର୍ବଦା ଗୋଟିଏ ଟଙ୍କାକୁ ଦୁଇ ଟଙ୍କାରେ ପରିଣତ କରିବା ପାଇଁ ପ୍ରୟାସ କରିଥାନ୍ତି। ଯେଉଁ ମହିଳା ମାନଙ୍କର ପାଦ ଗୋଲାପି ରଙ୍ଗ ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ମହିଳା ମାନେ ପ୍ରେମ ମାମଲାରେ ନିଜର ପ୍ରେମିକ ବା ସ୍ବାମୀଙ୍କୁ ବହୁତ ସ୍ନେହ ଓ ଭଲପାଇବା ଦେଇଥାନ୍ତି।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ପାଦ କଠଉ ଭଳି ଦେଖା ଯାଉଥିବ, ସେହି ମହିଳା ମାନେ ବହୁତ ଚତୁର ଓ ବୁଦ୍ଧିମତୀ ହୋଇଥାନ୍ତି।ଏଭଳି ମହିଳା ମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର ବିମର୍ଶ କରନ୍ତି।ଏଭଳି ମହିଳା ମାନଙ୍କୁ ବିବାହ କରୁଥିବା ପୁରୁଷଙ୍କୁ କେବେବି ହତାଶ ହେବାକୁ ପଡ଼ି ନଥାଏ।

ଏଭଳି ପେଜକୁ ପଢ଼ିବା ପାଇଁ ଲାଇକ କରନ୍ତୁ ଆମର ଫେସବୁକ ପେଜକୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *