Excuse Me Odisha

ଯାହା କହିବୁ ସତ କହିବୁ

ତୁଳା ରାଶିର ଲୋକଙ୍କ ପାଇଁ କେମିତି ରହିବ ଅକ୍ଟୋବର ମାସ,କଣ ରହିଛି ରାଶିଚକ୍ର,ଜାଣନ୍ତୁ ସବୁକିଛି

ସେୟାର୍ କରନ୍ତୁ

ତୁଳା ରାଶିରେ ୩ ଟି ନକ୍ଷତ୍ର ଭୋଗ ହୋଇଥାଏ। ଚିତ୍ରା ନକ୍ଷତ୍ର ନକ୍ଷତ୍ର, ସ୍ୱାତି ନକ୍ଷତ୍ର ନକ୍ଷତ୍ର ଏବଂ ବିଶାଖା ନକ୍ଷତ୍ର । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ର କିମ୍ବା ରି ହୋଇଥିବ ସେହି ବ୍ୟକ୍ତି ମାନଙ୍କର ଚିତ୍ରା ନକ୍ଷତ୍ର ତୁଳା ରାଶି ହେବ। ଅର୍ଥାତ ୧୪/୭ । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ରୁ ରେ ର ଏବଂ ତ ଅକ୍ଷର ହୋଇଥିବ ସେମାନଙ୍କର ସ୍ୱାତି ନକ୍ଷତ୍ର ତୁଳା ରାଶି ହେବ। ଅର୍ଥାତ ୧୫/୭ । ଯେଉଁ ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଟି ଟୁ ଏବଂ ତେ ଅକ୍ଷର ହୋଇଥିବ ସେମାନଙ୍କର ବିଶାଖା ନକ୍ଷତ୍ର ତୁଳା ରାଶି ହେବ। ଅର୍ଥାତ ୧୬/ ୭। ତୁଳା ରାଶି ଚୋର ରାଶି। ବାୟୁ ତ-ତ୍ତ୍ୱ। ଦିଗ ମାନଙ୍କ ମଧ୍ୟରେ ପଶ୍ଚିମ ଦିଗ ଏବଂ ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର। ତୁଳା ରାଶିର ଘା-ତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୧ ତାରିଖ ମଧ୍ୟାନ୍ହରୁ ଆରମ୍ଭ ହୋଇ ଅକ୍ଟୋବର ୧୨ ଏବଂ ଅକ୍ଟୋବର ୧୩ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ତୁଳା ରାଶିର ଘାତ ବାର ହେଉଛି ଗୁରୁବାର। ଯାହାକି ଅକ୍ଟୋବର ମାସର ୭,୧୪,୨୧ ଏବଂ ୨୮ ତାରିଖରେ ପଡିବ।

ତୁଳା ରାଶିର ଘା-ତ ତିଥି ହେଉଛି ଦ୍ଵାଦଶୀ ତିଥି। ଯାହାକି ଅକ୍ଟୋବର ମାସର ୩ ଏବଂ ୧୭ ତାରିଖରେ ଭୋଗ ହେବ। ତୁଳା ରାଶିର ଘା-ତ ନକ୍ଷତ୍ର ହେଉଛି ସତବିଛା ନକ୍ଷତ୍ର। ଯାହାକି ଅକ୍ଟୋବର ମାସ ୧୭ ତାରିଖରେ ଭୋଗ ହେବ। ଏବଂ ବିଶେଷ ଭାବରେ ସତ-ର୍କତାର ଦିବସ ହେଉଛି ଅଷ୍ଟମ ଚନ୍ଦ୍ର ଭୋଗ ସମୟରେ। ତୁଳା ରାଶିର ଅଷ୍ଟମ ଚନ୍ଦ୍ର ବୃଷ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୨୩,୨୪ ଏବଂ ୨୫ ତାରିଖ ଅପାରାହ୍ନ ପର୍ଯ୍ୟନ୍ତ ଭୋଗ ହେବ। ଏହି ଘା-ତ ବାର, ଘା-ତ ତିଥି, ଘା-ତ ନକ୍ଷତ୍ର, ଘା-ତ ଚନ୍ଦ୍ର ଏବଂ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ ବା କୌଣସି ଦୂର ଯାତ୍ରାକୁ ଯାଆନ୍ତୁ ନାହିଁ ନୂତନ ଗୃହାରମ୍ଭ କରନ୍ତୁ ନାହିଁ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଆଦି ଆରମ୍ଭ କରନ୍ତୁ ନାହିଁ,ନୂତନ ଯାନବାହନ କ୍ର-ୟ କରିବେ ନାହିଁ ଏବଂ ସଦା ସର୍ବଦା ସତ-ର୍କତାର ସହିତ କ-ର୍ମ କରିବେ। ତୁଳା ରାଶିର ଶୁଭ ଶୁଭ ରଙ୍ଗକୁ ଯଦି ଆମେ ବି-ଚାର କରିବା ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ, ଶୁଭ ବାର ଶୁକ୍ରବାର, ଶୁଭ ରତ୍ନ ହେଉଛି ଶ୍ୱେତ ପ୍ରବାଳ, ଶୁଭ ଅଙ୍କ ୬ ଏବଂ ଶୁଭ ମ-ନ୍ତ୍ର ହେଉଛି ଓଁ ସୋମ ଶୁ-କ୍ରାୟ ନମଃ। ଆମେ ଯଦି ମାସଟିର ଶୁଭ ଦିବସକୁ ଦେଖିବା ବା ଚନ୍ଦ୍ର ଶୁଦ୍ଧି ଦିବସକୁ ଦେଖିବା ତେବେ ତୁଳା ରାଶିର ତୃତୀୟ ଚନ୍ଦ୍ର,ଷଷ୍ଠ ଚନ୍ଦ୍ର ଏବଂ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟକୁ ଚନ୍ଦ୍ର ଶୁ-ଦ୍ଧି କୁହାଯାଏ। ଏହି ସମୟରେ ଶୁଭ ଫଳ ମିଳିଥାଏ। ତୁଳା ରାଶିର ତୃତୀୟ ଚନ୍ଦ୍ର ଧନୁ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୧୧ତାରିଖ ମଧ୍ୟନ୍ହ ରୁ ଆରମ୍ଭ ହୋଇ ୧୨ ଏବଂ ୧୩ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ। ତୁଳା ରାଶିର ଷଷ୍ଠ ଚନ୍ଦ୍ର ହେଉଛି ମୀନ ଚନ୍ଦ୍ର। ଯାହାକି ଅକ୍ଟୋବର ମାସର ୧୮,୧୯ ଏବଂ ୨୦ ତାରିଖ ମଧ୍ୟନ୍ହ ପର୍ଯ୍ୟନ୍ତ ଭୋଗ ହେବ ଏବଂ ତୁଳା ରାଶିର ଏକାଦଶ ଚନ୍ଦ୍ର ସିଂହ ଚନ୍ଦ୍ର। ଯାହାକି ଅକ୍ଟୋବର ମାସ ୩ ତାରିଖ, ୪ ତାରିଖ ଏବଂ ୫ ତାରିଖ ପୁରାନ୍ହ ପର୍ଯ୍ୟନ୍ତ ଭୋଗ ହେବ।

ତେଣୁ ଏହି ତୃତୀୟ ଚନ୍ଦ୍ର ଷଷ୍ଠ ଚନ୍ଦ୍ର ଆଉ ଏକାଦଶ ଚନ୍ଦ୍ର ଭୋଗ ହେଉଥିବା ସମୟରେ ଆପଣ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ। ନୂତନ ଗୃହାରମ୍ଭ କରିପାରିବେ,ନୂତନ ଯାନ ବାହନ କ୍ର-ୟ କରିପାରିବେ,ଦୂର ଯାତ୍ରା କରିପାରିବେ ବା ଆପଣ ସମସ୍ତ ପ୍ରକାରର ଶୁଭ କର୍ମ ଆରମ୍ଭ କରିପାରିବେ। ଦୂର ଯାତ୍ରାକୁ ଗଲେ ଆପଣ ଶୁଭ ଫଳ ପ୍ରା-ପ୍ତି କରିବେ।ଏବେ ଆସନ୍ତୁ ଜାଣିବା ତୁଳା ରାଶିର ଜନ୍ମିତ ବ୍ୟକ୍ତି ମାନଙ୍କର ମାସଟି କେମିତି କ-ଟିବ। ଅକ୍ଟୋବର ମାସର ମହିଳା ପୁରୁଷ ମାନଙ୍କର ଆୟ ଉପାର୍ଜନ ମଧ୍ୟମ ଧରଣର ହେବ। ଏକ ବିରାଟ କାର୍ଯ୍ୟ ସଂକ-ଳ୍ପ ନେଇ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ଟଣାଟଣି ପରିସ୍ଥିତି ଦେଖାଦେବ। ପ୍ରତିଯୋଗିତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତି-ର୍ଣ୍ଣତା ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉନ୍ନତି ଓ ଶାନ୍ତି ପାଇବା ସହ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରିବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରି ପାରିବେ। ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ମନ ଯୋଗ ଦେବେ। ବ୍ୟବସାୟ କ୍ଷେତ୍ରରେ ଅପ୍ର-ତ୍ୟାସିତ ଘ-ଟଣା ଘ-ଟି ଲୋକ ସମ୍ପର୍କ ଆ-ତ୍ମସ-ନ୍ତୋଷ ବଢ଼ାଇବ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ। ସନ୍ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘ-ଟିବ। ସବୁକିଛି ସୁନ୍ଦର ହିଁ ସୁନ୍ଦର ଦେଖାଦେବ। ପ୍ରତି-କାର ସ୍ୱରୂପ:- ତୁଳା ରାଶିର ଜନ୍ମିତ ବ୍ୟକ୍ତି ବିଶେଷ ଶୁକ୍ରବାର ଦିନ ବ୍ରତ ରଖନ୍ତୁ। ଏବଂ ପ୍ରତି ଶୁକ୍ରବାର ଭଗବତୀ ମା ଲକ୍ଷ୍ମୀଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *