Excuse Me Odisha

ଯାହା କହିବୁ ସତ କହିବୁ

ଦେଖନ୍ତୁ ଭିଡିଓ : ମହିଳାଙ୍କ ଆଗରେ ଥା-ନା ବାବୁ କଲେ ହ-ସ୍ତମୈ-ଥୁନ, ସତ ସାମ୍ନାକୁ ଆସିଲା ପରେ ବାବୁଙ୍କର ଏହି ଅବସ୍ଥା

ସେୟାର୍ କରନ୍ତୁ

ଯୁଗ ଏବେ ବଦଳିଲାଣି, କହିବାକୁ ଗଲେ କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କର ଆଖି ପିଛୁଳାକେ ହେଇଯାଉଛି।

ଆପଣ ମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଏବେବି ସୋସିଆଲ୍ ମିଡିଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ ଅନେକ ଜିନିଷ ଶିଖିବାକୁ ମଧ୍ୟ ପାଉଛନ୍ତି।ସୋସିଆଲ ମିଡ଼ିଆରେ ଏପରି କିଛି ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେକି କିଛି ଲୋକମାନେ ନିଜର ପଦବୀ ଏବଂ କ୍ଷମତା ଦ୍ୱାରା ଏପରି କିଛି କାର୍ଯ୍ୟ କରି ଯାଆନ୍ତି ଯେ, ତାହା ଠିକ୍ କି ଭୁଲ୍ ତାହା ମଧ୍ୟ ସେମାନେ ବି-ଚାର କରିପାରନ୍ତି ନାହିଁ। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଉତ୍ତରପ୍ରଦେଶର ଦେଓରିଆ ଅଞ୍ଚଳରେ କାର୍ଯ୍ୟରତ ଥିବା ପୋ-ଲିସ ଅଧିକାରୀ ଜଣେ ମହିଳାଙ୍କ ସହ ହ-ସ୍ତମୈ-ଥୁନ କରି ନିଲ-ମ୍ବିତ ହୋଇଛନ୍ତି।

ମହିଳା ଜଣକ କରିଥିବା ଅଭି-ଯୋଗ ଅନୁଯାଇ ସେ ଗତ ଜୁନ ୨୨ ତାରିଖରେ ନିଜ ଝିଅ ସହ ଭଟନୀ ଥା-ନାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା SHO ଭୀଷ୍ମପାଳ ସିଂ ଯାଦବ ମହିଳାଙ୍କ ସାମ୍ନାରେ ହ-ସ୍ତମୈ-ଥୁନ କରିଥିଲେ। କେବଳ ଏତିକି ନୁହେଁ ବରଂ ଭୀଷ୍ମପାଳ ତାଙ୍କୁ ଏବଂ ତାଙ୍କ ଝିଅକୁ ଅ-ଶ୍ଲୀଳ ଇ-ଙ୍ଗିତ କରିବା ସହିତ ଅଭ-ଦ୍ର ଭାବରେ କଥା ହୋଇଥିବା ମହିଳା ଜଣକ କହିଛନ୍ତି।ନିଜ ଅଫିସ ଭିତରେ ଥା-ନା ଅଧିକାରୀଙ୍କର ଏଭଳି ଆଶା-ଳୀନ ବ୍ୟବହାରରେ ବ୍ୟତିବ୍ୟସ୍ତ ହୋଇ ମହିଳା ଜଣକ ଏଥିନେଇ ଦେଓରିଆ ଏସ.ପି ଙ୍କ ଦ୍ୱାରାସ୍ତ ହୋଇଥିଲେ। ତେବେ, ଘଟ-ଣାର ଭିଡ଼ିଓ ଭାଇରାଲ ହେବାପରେ ଅଭି-ଯୁକ୍ତ ଥା-ନାଧିକାରୀଙ୍କୁ ଗତ ଜୁନ ୨୬ ତାରିଖରେ ଚାକିରୀରୁ ନିଲ-ମ୍ବିତ କରାଯାଇଥିବା ସୂଚନା ମିଳିଛି। ତେବେ, ଭିଡ଼ିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଏଥିନେଇ ଉତ୍ତେଜନା ଦେଖା ଦେଇଥିଲା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *