Excuse Me Odisha

ଯାହା କହିବୁ ସତ କହିବୁ

ନାଗୁଣୀ ନେଲା ପ୍ରତି-ଶୋଧ : ନାଗକୁ ମା-ରିଥିବା ଲୋକଙ୍କୁ ଏମିତି ଖୋଜିଖୋଜି ମା-ରିଲା ନାଗୁଣୀ,ଉପୁଜିଲା ଏମିତି ପରିସ୍ଥିତି,ଜାଣନ୍ତୁ ପୁରା ଘ-ଟଣା

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ନାଗୁଣୀର ବହୁତ ଗୁଡିଏ କାହାଣୀ ନିଶ୍ଚୟ ଶୁଣିଥିବେ । ପିଲା ଦିନରୁ ଆମେ ମାନେ ଶୁଣୁଥିଲୁ ଯେ, ଯଦି କୌଣସି ବ୍ୟକ୍ତି ନାଗ ନାଗୁଣୀ ମଧ୍ୟରୁ କାହାକୁ ଗୋଟେ ମା-ରିଦେବ ତା ହେଲେ ବଞ୍ଚିଥିବା ସା-ପ ନିଜର ପ୍ରତି-ଶୋଧ ନେବ । ଆପଣ ମାନେ ଜାଣିଲେ ଆ-ଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ଏହି କାହାଣୀଟି ସତ ହୋଇଛି । ସୋ-ସି-ଆ-ଲ ମିଡିଆରେ ଏକ ଘ-ଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସ୍ଥାନରେ ଏକ ନାଗୁଣୀର ପ୍ରତି-ଶୋଧ ନେବାର କାହାଣୀ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘ-ଟଣା ବିଷୟରେ ଜାଣି ସମସ୍ତ ଲୋକ ଆ-ଶ୍ଚର୍ଯ୍ୟ ହେଉଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତି-କ୍ରିୟା ଦେଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଘ-ଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟ-ଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ଏହି ଘ-ଟଣା ଟି ଜଣେ ବୃଦ୍ଧଙ୍କ ସହିତ ଘଟିଛି ଦିଲ୍ଲୀ ରେ ।

ତେବେ ସୂଚନା ଅନୁସାରେ ଜଣେ ବୟସ୍କ ବ୍ୟକ୍ତି ଦିଲ୍ଲୀରେ ଚାକିରୀ କରୁଥିବା ସମୟରେ କାର୍ଯ୍ୟରୁ ଆସି ଆରାମ କରୁଥିବା ବେଳେ ଏକ ନାଗ ସା-ପ ହଠାତ୍ ତାଙ୍କ ସାମ୍ନାକୁ ପଳାଇ ଆସିଥିଲା । ସେ ସେହି ସମୟରେ ଡ-ରି ଯାଇ ନିଜର ସମସ୍ତ ହିତା ହିତ ଜ୍ଞାନ ଭୁଲି ଯାଇ ପାଖରେ ପଡ଼ିଥିବା ବାଡିକୁ ନଗକୁ ଉଠାଇ ଜୋ-ର୍ ରେ ମା-ରିଦେବା କାରଣରୁ ତାର ମୃ-ତ୍ୟୁ ହୋଇଯାଇଥିଲା । ଏପରି କରିବାର ନଥିଲା ବୋଲି କହି ସେତେବଳକୁ ଲୋକ ମାନେ ତାଙ୍କୁ ଚେତା-ବନୀ ଦେଇଥିଲେ । ଏହା ଭିତରେ ୯ ବର୍ଷ ବିତି ଗଲା ବେଳେ ତାଙ୍କ ଉଚ୍ଚ ଅଧିକାରୀ ରୂପରେ ସେଠାରେ ହିଁ ନିଯୁକ୍ତି ହେଲା । ଭାଗ୍ୟର ବିଧାନ ବଡ଼ ବି-ଚିତ୍ର । ହେଲେ ସେ ବ୍ୟକ୍ତି ଜଣକ ପୂର୍ବ କଥା ସବୁ ଭୁଲି ଯାଇଥିଲେ । ଥରେ ଖାଇଲା ସମୟରେ ଗୋଟେ ନାଗୁଣୀ ତାଙ୍କ ସାମ୍ନାରେ ଆସି ହଠାତ୍ ଫ-ଣା ଟେକି ଆକ୍ର-ମଣ ପାଇଁ ଉ-ଦ୍ୟତ ହେଉ ହେଉ ବ୍ୟକ୍ତି ଜଣଙ୍କ ସେଠାରେ ଦଉଡ଼ିରେ ଓ-ହଳି ରହିଲେ । ସେପରି ପାଖାପାଖି ୨ ଘଣ୍ଟା ରହିବା ପରେ ସେ ସାଇକଲ ରେ ସଡକ ଆଡେ ପଳା-ଇବାକୁ ଯେତେବଳେ ଚେଷ୍ଟା କଲେ ନାଗୁଣୀ ଟି ତାଙ୍କ ପିଛା ଛାଡ଼ି ନଥିଲା । ଥ-କି ଯାଇ ବେ-ହୋସ ହୋଇ ପଡ଼ିଯିବା ପରେ ରାସ୍ତାରେ ଥିବା ଅନ୍ୟ ଲୋକ ମାନେ ଆସି ନାଗୁଣୀ ଟିକୁ ମା-ରି ଦେବାରୁ ଲୋକର ଜୀବନ ବଞ୍ଚିଗଲା । ସେଠାରେ ଉପସ୍ଥିତ ଥିବା ଆଉ ଜଣେ ବୃଦ୍ଧ ବ୍ୟକ୍ତି ଜାଣିପାରିଲେ କି କଣ ପାଇଁ ନାଗୁଣୀ ପିଛା କରୁଥିଲା । ଓ ସେଥିରୁ ସାତ ଜନ୍ମ ପାଇଁ ମୁ-କ୍ତି ପାଇବାକୁ ହେଲେ ବିଧି ବି-ଧାନ ଅନୁସାରେ ନାଗୁଣୀର ଅନ୍ତି-ମ ସଂ-ସ୍କାର କରିବାକୁ ପଡ଼ିବ ବୋଲି ଉପଦେଶ ଦେଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *