Excuse Me Odisha

ଯାହା କହିବୁ ସତ କହିବୁ

ଦେଖନ୍ତୁ ଭିଡିଓ : ରୋ-ମାନ୍ସ କରୁଥିବା ସମୟରେ ଧ-ରାପଡିଗଲେ ପ୍ରେମୀଯୁଗଳ,ଆଉ ତା ପରେ ଗାଁ ଲୋକ କଲେ ଏମିତି ଅବସ୍ଥା,ଭିଡିଓ ଦେଖିଲେ ଲା-ଜରେ ମୁଣ୍ଡ ନଇଁଯିବ

ସେୟାର୍ କରନ୍ତୁ

ପ୍ରେମ ତାକୁ କୁହାଯାଏ ଯାହା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମଧ୍ୟରେ ଥିଲା ଓ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମଧ୍ୟରେ ଥିଲା। ଲୋକଙ୍କ ମନରେ ଭଲ ପାଇବା ଓ ପ୍ରେମ ପ୍ରତି ସମାନ ଥିଲା ଓ ତାଙ୍କ ପ୍ରେମରେ ସାରା ଦୁନିଆଁ ହଜିଯାଉଥିଲା। ଯେଉଁଥିରେ ଥିଲା ପବିତ୍ରତା, ବିଶ୍ୱାସ ଏବଂ ନିଃ-ସ୍ୱାର୍ଥପର ଭାବରେ ଭଲପାଇବା। ଜଣେ ଅନ୍ୟ ଜଣଙ୍କ ପାଇଁ ସବୁଦିନ ପାଇଁ ତାର ଖୁସିର କାରଣ ହେଉଥିଲା ବଦନାମ କିମ୍ବା ଆଖିର ଲୁ-ହର କାରଣ ନୁହେଁ। ଏହା ହେଉଛି ପ୍ରକୃତ ପ୍ରେମ।

କିନ୍ତୁ ଯଦି ଆପଣେ ବର୍ତ୍ତମାନ ସମୟର ଯୁବ ଯୁବତୀଙ୍କର ପ୍ରେମ କଥା କହିବେ ତେବେ ସେଥିରେ ଆପଣ କେବଳ ଅଶ୍ଳୀ-ଳତା, କାମନାର ଭୋଗ, ଲୋ-ଭ, ସ୍ୱାର୍ଥପରତା ଆଦି ଦେଖିବାକୁ ପାଇବେ। ତେବେ ବର୍ତ୍ତମାନର ଯୁବ ପିଢୀଙ୍କ ମଧ୍ୟରେ ପ୍ରେମର ଅର୍ଥ ଶାରୀ-ରିକ ସମ୍ବ-ନ୍ଧ ବୋଲି ମନେକରୁଛନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ। ବର୍ତ୍ତମାନ ବିବାହ ପୂର୍ବରୁ ଶାରୀ-ରିକ ସମ୍ପ-ର୍କରେ ରହିବା ମଧ୍ୟ ଏକ ସାମାନ୍ୟ କଥା ଅଟେ। ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଆଶ୍ଚ-ର୍ଯ୍ୟକର ଘ-ଟଣା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଲ-ଜ୍ଜ୍ୟା ଅନୁଭବ କରିବେ ଓ ଆପଣ ମଧ୍ୟ ଦ୍ୱ-ନ୍ଦରେ ପଡିଯିବେ କି ବର୍ତ୍ତମାନର ଏହି ସମାଜରେ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଏହି ଆଧୁନିକ ଯୁଗର ଯୁବପୀଢ଼ି କେଉଁ ସ୍ଥାନକୁ ନେଇଯାଇଛନ୍ତି ।

ଏମାନେ ପ୍ରେମରେ ପଡି ଏତେ ଅଶ୍ଳୀ-ଳ ହୋଇଗଲେଣି ଯେ ବାପା ମା, ସମାଜକୁ ଭୁଲିଯାଇ କିଛି ସମୟର ସୁଖ ପାଇଁ ବାଛୁଛନ୍ତି ନିଛାଟିଆ ସ୍ଥାନ ଓ ସେହି ନିଛାଟିଆ ସ୍ଥାନରେ ହଜିଯାଉଛନ୍ତି ଅନୈତିକ ଶାରୀ-ରିକ ସମ୍ପ-ର୍କରେ। ଅନେକ ଥରେ ସୋସିଆଲ ମିଡ଼ିଆ ରେ ଏହିପରି ହଜାର ହଜାର ଭିଡ଼ିଓ ଭାଇରାଲ ହେଉଛି। ନିଛାଟିଆ ଜଙ୍ଗଲରେ ଅଶୀ-ଳ କାର୍ଯ୍ୟ କରୁଥିବା ସମୟରେ ପ୍ରେମୀ ଯୁଗଳଙ୍କର ଏକ ଭିଡ଼ିଓ ଭାଇରଲ ହେଉଛି। ଏହାକୁ ଜାଣିବା ପରେ ମଧ୍ୟ ସେମାନେ ଏହିପରି କାମକୁ ବାରମ୍ୱାର କରୁଛନ୍ତି।

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓଟିକୁ ଦେଖିଲେ ଏହି ଯୁବ ସମାଜଙ୍କ ପାଇଁ ଆପଣଙ୍କର ମୁଣ୍ଡ ତଳକୁ ନଇଁଯିବ। ଏହି ଭିଡ଼ିଓରେ ଏପରି ହୋଇଥିଲାକି ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀଯୁଗଳ ଶାରୀ-ରିକ ସମ୍ପ-ର୍କ ରଖୁଥିଲେ। ଏହି ସମୟରେ ତାଙ୍କୁ ଗ୍ରାମବାସୀ ଦେଖି ଦେଇଥିଲେ ଆଉ ତାଙ୍କର ଏକ ଭିଡ଼ିଓ ତିଆରି କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *