Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ୬ ଟି ଗୁପ୍ତ ସଂକେତ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ମଣିଷ ଜୀବନରେ ଧନର କେତେ ମହତ୍ୱ ଏହା କାହାକୁ ମଧ୍ୟ ଲୁଚି ନାହିଁ। ଧନର ଅଭାବରେ କୌଣସି ବ୍ୟକ୍ତି ଖୁସିରେ ରହିପାରେନାହିଁ। ଏହା ମାତ୍ର କହିବା କଥା। ଧନ ହିଁ ଜୀବନରେ ସବୁକିଛି ହୋଇନଥାଏ। ଧନ ଦ୍ୱାରା ଆମେ ଖୁସି ସମ୍ପର୍କ କିଣି ପାରିବା ନାହିଁ। ବାସ୍ତବରେ ଧନ ସବୁକିଛି ତ ନାହିଁ କିନ୍ତୁ ବହୁତ କିଛି ହୋଇଥାଏ। ଧନ ଦ୍ୱାରା ଖୁସି ତ କିଣି ପାରିବା ନାହିଁ। କିନ୍ତୁ ଧନ ପାଖରେ ଥିଲେ ଖୁସି ମଧ୍ୟ ଆମ ପାଖକୁ ଚାଲିଆସେ। ଯଦି ଜୀବନରେ ଧନର ମହତ୍ୱ ରହିନଥାନ୍ତା ତ ଲୋକେ କଣ ପାଇଁ ଧନ କମେଇବାକୁ ରାତି ଦିନ ଏକ କରିଦିଅନ୍ତେ। ବନ୍ଧୁଗଣ ଧନର କାମନା ପ୍ରତ୍ୟକ ବ୍ୟକ୍ତି କରିଥାନ୍ତି। ପ୍ରତ୍ୟକ ବ୍ୟକ୍ତି ଧନବାନ ବନିବ ପାଇଁ ସ୍ୱପ୍ନ ଦେଖିଥାନ୍ତି। ପ୍ରତ୍ୟକଙ୍କୁ ଗୋଟିଏ ସୁଖ ସୁବିଧା ଭରପୁର ଜୀବନର ଆକାଂକ୍ଷା ମିଳିଥାଏ। ଏହା ଜୀବନର କଟୁ ସତ୍ୟ। ଯାହା ପାଖରେ ପଇସା ଥାଏ ତାହା ହାତରେ ଦୁନିଆ ଥାଏ ଏବଂ ଗରିବ ସହିତ କେହି ନଥାନ୍ତି। ସେଥିପାଇଁ ସାରା ଦୁନିଆ ମା ଲକ୍ଷ୍ମୀଙ୍କର ଆରାଧନା କରିଥାଏ। ଏବଂ ଧନ ସମ୍ପତ୍ତିର ଆରୋଧନା କରିଥାଏ। ବନ୍ଧୁଗଣ ମା ଲକ୍ଷ୍ମୀ ପ୍ରତ୍ୟକଙ୍କୁ ସହଜରେ ପ୍ରସନ୍ନ ହୋଇନଥାନ୍ତି। ମା ଲକ୍ଷ୍ମୀଙ୍କୁ ଖୁସି କରିବା ବହୁତ ମୁସ୍କିଲ କାମ। କିନ୍ତୁ ଯାହାକୁ ମା ଲକ୍ଷ୍ମୀଙ୍କର କୃପା ହୋଇଯାଏ ସେ କେବେ ଦୁଃଖୀ ରହେ ନାହିଁ। ମା ଲକ୍ଷ୍ମୀ ନିଜର ପ୍ରତ୍ୟକ ସଚା ଭକ୍ତ ଉପରେ କୌଣସି ନାଁ କୌଣସି ଦିନ ନିଜର କୃପା ନିଶ୍ଚୟ ହିଁ କରିଥାନ୍ତି। ଆମର ଭକ୍ତିରେ ପ୍ରସନ୍ନ ହୋଇ ଆମର ଘରେ ରହିବାକୁ ଆସିଥାନ୍ତି। ମା ଲକ୍ଷ୍ମୀ ଯେବେବି ଆମ ଘରକୁ ଆସିଥାନ୍ତି ତ ଆସିବା ପୂର୍ବରୁ ଏମିତି ସଂକେତ ଦେଇଥାନ୍ତି ଯାହାକୁ ଆମେ ଆଗରୁ ବୁଝିଯାଉ। କିନ୍ତୁ ମା ଲକ୍ଷ୍ମୀ ଆମ ଘରକୁ ବାସ କରିବାକୁ ଆସିବେ। ଆମର ଦୁଃଖ ଦରିଦ୍ରତାର ଦିନ ସବୁ ସମାପ୍ତ ହେବାକୁ ଯାଉଛି। କାରଣ ଶାସ୍ତ୍ରରେ କୁହାଯାଇଥିବା ଏହି ୬ ଟି ସଂକେତକୁ ଶୁଭ ଏବଂ ଭାଗ୍ୟଶାଳୀ ମାନାଯାଇଛି। ଏହାକୁ ସାକ୍ଷତ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ବୋଲି ମାନାଯାଏ। ଆପଣଙ୍କୁ ଯଦି ଏହି ସଂକେତ ମିଳେ ତ ବୁଝିଯିବେ ଯେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି। ତ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ।

କଳା ରଙ୍ଗର ପିମ୍ପୁଡ଼ି:-

ପିମ୍ପୁଡ଼ି କଳା କିମ୍ବା ଲାଲ ରଙ୍ଗର ହୋଇଥାନ୍ତି। ଘରେ ଲାଲ ରଙ୍ଗର ପିମ୍ପୁଡ଼ି ଦେଖାଯିବା ଅଶୁଭ ମାନାଯାଇଛି। ଯଦି କଳା ରଙ୍ଗର ପିମ୍ପୁଡ଼ି ଦେଖାଯାଏ ତେବେ ତାହାକୁ ଶୁଭ ମାନାଯାଏ। ଏହା ହାନିକାରକ ମଧ୍ୟ ନୁହଁନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ିକୁ ମା ଲକ୍ଷ୍ମୀଙ୍କର ରୂପ ବୋଲି ମାନାଯାଏ। ଘରେ ଯଦି ହଠାତ କଳା ରଙ୍ଗର ପିମ୍ପୁଡ଼ି ଗୋଲାକାର ହୋଇ ବୁଲନ୍ତି ଏହା ନଜର ଆସେ ଏହାକୁ ବହୁତ ଶୁଭ ସଂକେତ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ଅଟେ। ସେଥିପାଇଁ କଳା ରଙ୍ଗର ପିମ୍ପୁଡ଼ି ଦେଖାଦେଲେ ଏହା ଉପରେ ହଳଦୀ ସିନ୍ଦୁର ଚଢେଇ ପ୍ରଣାମ କରନ୍ତୁ। ଏମାନଙ୍କୁ ଅଟା ଏବଂ ଚିନି ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିବ ଏବଂ ଘରେ ଧନର ବର୍ଷା ହେବ। କଳା ରଙ୍ଗର ପିମ୍ପୁଡ଼ିକୁ ଝାଡୁରେ ଘରୁ ବାହାରକୁ ବାହାର କରନ୍ତୁ ନାହିଁ ଏହା ଅଶୁଭ ଅଟେ।

ଝିଟିପିଟି:-

ଏହାକୁ ବି ମଧ୍ୟ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଏ। ଘରେ ଯଦି ହଠାତ ଦୁଇଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖା ଦିଅନ୍ତି ତ ଏହାକୁ ବହୁତ ଶୁଭ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ। ଯଦି ଝିଟିପିଟି ଜଣେ ଜଣଙ୍କର ପିଛା କରୁଥିବାର ଦେଖନ୍ତି ତ ଏପରି ମାନାଯାଏ ଏହା ଘରର ଉନ୍ନତିର ସଂକେତ। ଦୀପାବଳୀ ଦିନ ତୁଳସୀ ଗଛ ପାଖରେ ଝିଟିପିଟି ଦେଖାଦେବା ଅତ୍ୟନ୍ତ ଶୁଭ ମାନାଯାଏ। ଏହା ଭରପୁର ଧନ ମିଳିବାର ସଂକେତ। କିମ୍ବା କୌଣସି ଭଲ ଅବସରରେ ଝିଟିପିଟି ଦେଖାଦିଏ ଏହା ଉପରେ ସିନ୍ଦୁର ଏବଂ ଚାଉଳ ଚଢାନ୍ତୁ।

ପକ୍ଷୀ:-

ଶାସ୍ତ୍ର ଅନୁସାରେ କିଛି ପକ୍ଷୀଙ୍କର ଆମର ଘର କିମ୍ବା ଘରର ଆଖପାଖରେ ରହିଲେ ଅଶୁଭ ମାନାଯାଏ। କିନ୍ତୁ ଏହା ଭିତରେ କିଛି ପକ୍ଷୀ ଘରେ ରହିଲେ ଶୁଭ ହୋଇଥାଏ ଏବଂ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ବନ୍ଧୁଗଣ ଯଦି ଆପଣଙ୍କ ଘରେ କେଉଁ ଚଢେଇ ଆସି ବସା ବନାଏ ତ ଏହାକୁ ଶୁଭ ସଂକେତ ମାନାଯାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ ଯଦି କେଉଁ ଚଢେଇ ବସା ବନାଏ ତ ଏହାକୁ ଭୁଲରେ ବି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ଆପଣଙ୍କ ଜୀବନରେ ଆସିବାକୁ ଥିବା ଅପାର ଧନର ସଂକେତ। ଏହାର ବିପରୀତ ଯଦି କାଉ ହଠାତ ଘରକୁ ବାରମ୍ବାର ଆସେ ଏହା ଅତ୍ୟନ୍ତ ଅଶୁଭ ସଂକେତ। ମା କକ୍ଷ୍ମୀଙ୍କ ବାହନ ପେଚା ଦେଖା ଦେବା ଶୁଭ ସଂକେତ।

ଶଙ୍ଖର ଧ୍ଵନି:-

ଯଦି ଆପଣଙ୍କୁ ଦିନର କୌଣସି ବି ସମୟରେ କିମ୍ବା ମୁଖ୍ୟତଃ ସକାଳ ସନ୍ଧ୍ୟାରେ ନୀତି ଶଙ୍ଖର ଧ୍ଵନି ଶୁଣିବାକୁ ମିଳେ ତ ଏହାକୁ ଅତ୍ୟନ୍ତ ଶୁଭ ସଂକେତ ମାନାଯାଏ। ଏହାର ଅର୍ଥ ଏହା କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି। ଶୀଘ୍ର ଆପଣଙ୍କ ଘରକୁ ଏବଂ ଆପଣଙ୍କ ଜୀବନକୁ ପ୍ରବେଶ କରିବେ। ଯେପରିକି ଆପଣଙ୍କ ଆର୍ଥିକ ସଂକଟ ଦୂର ହୋଇ ଜୀବନରେ ସୁଖ ସମୃଦ୍ଧି ଆସିବ।

ଯଦି ଆପଣଙ୍କ ଡାହାଣ ହାତ ପାପୁଲିରେ ଲଗାତାର କୁଣ୍ଡେଇ ହୁଏ ତ ଏହା ଧନ ପ୍ରାପ୍ତିର ଶୁଭ ସଂକେତ ହୋଇଥାଏ। ଆଉ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି।ଆପଣଙ୍କ ସବୁ ମନସ୍କାମନା ପୂରଣ କରିବେ।

ଯେପରି ଆମେ ଜାଣିଛୁ ଆମର ସ୍ୱପ୍ନରେ ମଧ୍ୟ ଆମକୁ ଲଗାତାର କିଛି ନାଁ କିଛି ସଂକେତ ମିଳିଥାଏ। ଏହିପରି ଯଦି ଆମେ ଧନ ପ୍ରାପ୍ତି ହେବାକୁ ଯାଉଛନ୍ତି ତ ମା ଲକ୍ଷ୍ମୀ ଏହାର ସଂକେତ ଆମକୁ ସ୍ୱପ୍ନରେ ଦେଇଥାନ୍ତି। ଯଦି ଆମେ ସ୍ୱପ୍ନରେ ବାରମ୍ବାର ଝାଡୁ ସାପ ନେଉଳ ପେଚା ଦେଖନ୍ତି ତ ଏହା ଆମକୁ ନିକଟ ଭବିଷ୍ୟତରେ ଧନର ପ୍ରାପ୍ତି ହେବ। ଆମେ ଯଦି ବାସ୍ତବରେ ନେଉଳକୁ ଦେଖୁ ଘରୁ ବାହାରିବା ବେଳେ କାହାକୁ ଝାଡୁ ଲଗାଇବାର ଦେଖନ୍ତି କିମ୍ବା ସଫା ଲଗାଇବାର ଦେଖନ୍ତି ତ ଏହାବି ମଧ୍ୟ ଧନ ଆସିବାର ସଂକେତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *