Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ମାନଙ୍କ ଶରୀରରୁ ମିଳିଲେ ଏମିତି ସଂକେତ ଘର ପାଇଁ ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସରଳ ବନାଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ସମସ୍ତ କ୍ଷେତ୍ରରେ ବ୍ୟବହାରିକ ପ୍ରାଥମିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ତାଙ୍କ ନୀତି ବଳରେ ଚନ୍ଦ୍ରଗୁପ୍ତଙ୍କୁ ମର୍ଯ୍ୟ ଗାଦି ଉପରେ ବସାଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କର କାମରେ ଆସିବ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଶ୍ଚିତ ଦବାନ୍ତୁ ସ୍ୱାମୀଙ୍କର ଏହି ଖାସ ଅଙ୍ଗ ଘରେ ଧନର ବର୍ଷା ହେବ ଏବଂ ପୁରାପୁରି ଆପଣ ମାଲାମାଲ ହୋଇଯିବେ। କେଉଁ ପ୍ରକାରର ଆସନ୍ତୁ ଜାଣିନେବା। ଏହା ପୂର୍ବରୁ ଆସନ୍ତୁ ଜାଣିନେବା ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଅନୁସାରେ ଯଦି ସ୍ତ୍ରୀ ମାନଙ୍କର ଅଙ୍ଗରୁ ମିଳୁଛି ଏହି ସଂକେତ ତାହେଲେ ବୁଝିଯିବେ ଯେ ପୁରା ଘର ବନିବାକୁ ଯାଉଛି କୋରଣପୋତି। ଏବଂ ପୁରା ଘରେ ମା ଲକ୍ଷ୍ମୀଙ୍କର ବାସ ହେବ। ବନ୍ଧୁଗଣ ଚାଣକ୍ୟ ନୀତି ଦ୍ୱାରା ଆମକୁ କେତେ ଜିନିଷର ତଥ୍ୟ ମିଳିଥାଏ। ଯାହା ଆମ ପାଇଁ ବହୁତ ରୁଚକ ଓ ମହତ୍ୱପୂର୍ଣ୍ଣ ହୋଇଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଚାଣକ୍ୟ ନୀତି ଅନୁସାରେ କୌଣସି ବି ବ୍ୟକ୍ତିଙ୍କର ଶରୀରର ବିଭିନ୍ନ ଅଙ୍ଗକୁ ଦେଖିଲେ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବା। କୌଣସି ବ୍ୟକ୍ତିଙ୍କ ଅଙ୍ଗକୁ ଦେଖି ଆମେ ଏହା ଜାଣିପାରିବା ଯେ ସେ ଭାଗ୍ୟଶାଳୀ ହୋଇଥିବେ କିମ୍ବା ହୋଇନଥିବେ। ବନ୍ଧୁଗଣ କୁହାଯାଏ ଯେ କୌଣସି ବି ପରିବାରର ଆରମ୍ଭ ଗୋଟେ ସ୍ତ୍ରୀ ବିନା ହୋଇପାରିବ ନାହିଁ। ତେଣୁ କରି ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମାନାଯାଇଥାଏ। ଯେତେବେଳେ ମଧ୍ୟ କୌଣସି ସ୍ତ୍ରୀ ର ବିବାହ କୌଣସି ପୁରୁଷ ସହିତ ହୋଇଥାଏ ତାହେଲେ ସମସ୍ତଙ୍କର ଇଛା ହୋଇଥାଏ ଯେଉଁ ଝିଅ ମଧ୍ୟ ତାଙ୍କ ଘରକୁ ବହୁ ହୋଇ ଆସିବ ସେ ତା ସ୍ବାମୀ ଓ ତା ପରିବାର ବର୍ଗଙ୍କ ପାଇଁ ସୌଭାଗ୍ୟ ନେଇଆସିବ। ଆଜି ଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କ ଅଙ୍ଗର ଯୋଡି ହୋଇଥିବା କିଛି ଏମିତି ଶୁଭ ସଂକେତ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ସହଜରେ ବୁଝି ପାରିବେ କି ସ୍ତ୍ରୀ ତାର ସ୍ୱାମୀ ପାଇଁ କେତେ ଭାଗ୍ୟଶାଳୀ।

ପ୍ରଥମ ସଂକେତ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କର ପାଦ ଚିକଣ ତଳ ପାଦ ଗୋଟିଏ ସମାନ ନଖର ରଙ୍ଗ ଗୋଲାପୀ ଆଙ୍ଗୁଠି ସୁନ୍ଦର ଦେଖାଯାଏ ତାଙ୍କ ସ୍ୱାମୀଙ୍କୁ ଭାଗ୍ୟର ସାଥ ମିଳିଥାଏ ଏବଂ ସେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିଥାଏ।

ଦ୍ୱିତୀୟ ସଂକେତ। ଯେଉଁ ସ୍ତ୍ରୀର ଗୋଡ଼ର ତଳ ପାଦରେ ଝାଳ ହୋଇନଥାଏ। ତଳ ପାଦ ବହୁତ କମଳ ହୋଇଥାଏ ସେ କୌଣସି ରାଜ ସମାନ ସୁଖ ପ୍ରାପ୍ତ କରିଥାଏ। ଏମିତି ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନରେ ସୌଭାଗ୍ୟ ଆଣିଥାଏ।

ତୃତୀୟ ସଂକେତ। ଯେଉଁ ସ୍ତ୍ରୀର ଦାନ୍ତ ଗୋଟିଏ ସମାନ ଏବଂ ସୁନ୍ଦର ଦେଖାଯାଏ ଓ ଯାହାର କଥା କୋଇଲି ସମାନ ହୋଇଥାଏ ତାହାକୁ ଭାଗ୍ୟଶାଳୀ ମାନାଯାଏ।

ଚତୁର୍ଥ ସଂକେତ। ଯେଉଁ ସ୍ତ୍ରୀ ମାନଙ୍କର ଚୁଟି ଚିକଣ ମୋଡି ମୋଡ଼ି ସୁନ୍ଦର ଚମକଦାର ଏବଂ ସୁନ୍ଦର ଦେଖାଯାଏ। ସେ ସବୁବେଳେ ଭାଗ୍ୟର ସାଥ ପ୍ରାପ୍ତ କରିଥାଏ।

ପଞ୍ଚମ ସଂକେତ। ଯେଉଁ ସ୍ତ୍ରୀ ହାତ ପାଖରେ ମଣିବନ୍ଧ ସୁନ୍ଦର ଭରପୁର ଦେଖାଯାଏ ସେ ଭାଗ୍ୟବାନ ହୋଇଥାଏ।

ଷଷ୍ଠ ସଂକେତ। ସ୍ତ୍ରୀ ମାନଙ୍କ ହାତରେ ମଧ୍ୟ କେତେକ ରହସ୍ୟ ଲୁଚି ରହିଛି। ଯେମିତିକି କୌଣସି ସ୍ତ୍ରୀ ମାନଙ୍କ ହାତର ମଣିବନ୍ଧରୁ ବାହାରି ରେଖା ମାନେ ମିଡ଼ିଲ ଫିଙ୍ଗର ପାଖକୁ ଯାଇଥାଏ ତେବେ ଏହା ମଧ୍ୟ ଶୁଭ ସଂକେତ। ଏବଂ ଏମିତି ସ୍ତ୍ରୀ ମାନଙ୍କ ଜୀବନରେ କେବେବି ମଧ୍ୟ ଧନର କମି ହୋଇନଥାଏ। ଓ ସେମାନଙ୍କ ସ୍ୱାମୀଙ୍କ ଜୀବନରେ ମଧ୍ୟ।

ସପ୍ତମ ସଂକେତ। ଯଦି କୌଣସି ପୁରୁଷଙ୍କ ସ୍ତ୍ରୀଙ୍କ ହାତ କମଳ ପରିଥାଏ କମଳ ହାତରେ ଶୁଭ ରେଖାଥାଏ, ସେ ଭାଗ୍ୟରୁ ଧନୀ ହୋଇଥାଏ। ଏବଂ ସେ ନିଜର ଘର ପରିବାରରେ ଖୁସିରେ ଭରି ଦେଇଥାଏ।

ଏବେ ବନ୍ଧୁଗଣ ଆସନ୍ତୁ ଜାଣିବା ସ୍ତ୍ରୀଙ୍କୁ ସ୍ୱାମୀଙ୍କର କେଉଁ ଅଙ୍ଗକୁ ନିଶ୍ଚୟ ଦବାଇବା ଦରକାର।

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ପୂର୍ବ କାଳରେ ଆମ ପୂର୍ବଜମାନେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ପ୍ରେମ ରହୁଥିଲା। ସେମାନେ ଦୁଇଜଣ ଜଣେ ଜଣଙ୍କୁ ସମ୍ମାନ ଦେଉଥିଲେ। ସେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଇଶ୍ଵର ମାନି ତାଙ୍କ ସ୍ୱାମୀଙ୍କର ସେବା କରୁଥିଲେ। ଆଜିଠୁ କିଛି ବର୍ଷ ପୁବେ କିଛି ଲୋକମାନଙ୍କ ଘରେ ଅର୍ଥାତ ଗୃହିଣୀଙ୍କୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଉଥିଲା ଏବଂ ଆମ ମାନଙ୍କ ଦ୍ୱାରା ସେମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନି ସେମିତି ସମ୍ମାନ ମଧ୍ୟ ଦିଆଯାଉଥିଲା। କିନ୍ତୁ ଆଜିର ଆଧୁନିକ ଯୁଗରେ ଆମ ମଧ୍ୟରେ ଅନ୍ୟ ଜଣେ ଅନ୍ୟ ଜଣଙ୍କ ପ୍ରତି ସମ୍ମାନ କମ ହେବାକୁ ଲାଗିଛି। ବାହାଘର ହେବାର କିଛି ସମୟ ପରେ ହିଁ ଘରେ ଝ-ଗଡା ହେବାକୁ ଲାଗିଥାଏ। ଏହି କାରଣରୁ ୨୦% ଏମିତି ଘର ଅଛି ଯାହାକି ସବୁଦିନ ପାଇଁ ଭାଙ୍ଗିଯାଏ। ଆମ ପୂର୍ବ ପୁରୁଷମାନେ କହିଛନ୍ତି କି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ବଦ୍ଧ ରହିବା ଅତ୍ୟନ୍ତ ଆବଶ୍ୟକ। ଅନ୍ୟ ଜଣେ ଅନ୍ୟ ଜଣଙ୍କ ପ୍ରତି ପୁନଃ ବିଶ୍ୱାସ ସ୍ୱଚ୍ଛ ଭାବନା ଓ ସେବା ଗୋଟେ ଅଲଗା ମହତ୍ୱକୁ ଦର୍ଶାଇଥାଏ। କାହିଁକିନା ଆଜି ଆମର ପିଲାମାନେ ଯାହା ଦେଖୁଛନ୍ତି ତାହା ହିଁ ଆମ ଠାରୁ ଶିଖୁଛନ୍ତି। ଏବଂ ଏହା ହିଁ ଆମର ସଂସ୍କାର ପିଲାମାନଙ୍କୁ ଭବିଷ୍ୟତରେ ଭଲ ଗୁଣର ଫରକ ଦେଖାଇବା। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେମିତିକି ଆପଣ ସମସ୍ତେ ଜାଣିଥିବେ ମା ଲକ୍ଷ୍ମୀ ଭଗବାନ ଶ୍ରୀ ବିଷ୍ଣୁଙ୍କ ସହିତ ଶ୍ରୀ ସାଗରରେ ଶେଷ ନାଗର ଶଯ୍ୟା ଉପରେ ବିରାଜମାନ ରହିଛନ୍ତି। ଏବଂ ଶ୍ରୀ ସାଗରରେ ଶ୍ରୀ ବିଷ୍ଣୁଙ୍କ ଚରଣ କମଳାଙ୍କୁ ସ୍ପର୍ଶ କରିବାର ଦେଖାଯାଏ। ଏଥିପାଇଁ ଏହି କାରଣରୁ ମହିଳା ମାନଙ୍କୁ ଧନଦେବୀର ସ୍ଥାନ ପ୍ରାପ୍ତ ହଉଥାଏ ଅଥବା ଗୋଟିଏ ମାନ୍ୟତା ଅନୁସାରେ ଯେଉଁ ସ୍ତ୍ରୀ ତାଙ୍କର ସ୍ୱାମୀଙ୍କ ଗୋଡ଼କୁ ଦବାଇଥାନ୍ତି ସେହି ଘରେ ମା ଲକ୍ଷ୍ମୀ ସବୁବେଳେ ବିରାଜମାନ କରିଥାନ୍ତି। ଏହା ପଛରେ ଗ୍ରହମାନଙ୍କର ମଧ୍ୟ ବିଶେଷ ମହତ୍ୱ କୁହାଯାଇଛି। କୁହାଯାଇଛି ଯେ ପୁରୁଷ ମାନଙ୍କ ଗୋଡ଼ରୁ ନେଇ ଅଗ୍ରଜଙ୍ଘ ପର୍ଯ୍ୟନ୍ତ ଯେଉଁ ଭାଗ ରହିଥାଏ ତାହା ଭଗବାନ ଶନିଦେବଙ୍କର ହୋଇଥାଏ। ଏବଂ ସେହି ସ୍ତ୍ରୀ ମାନଙ୍କ କହୁଣୀରୁ ଆଙ୍ଗୁଠି ପର୍ଯ୍ୟନ୍ତ ଯେଉଁ ଭାଗ ରହିଥାଏ ତାହା ଶୁକ୍ରଦେବଙ୍କର ହୋଇଥାଏ।ନିତ୍ୟ ଅନୁସାରେ ଯେତେବେଳେ ମଧ୍ୟ ଶନିଙ୍କ ଉପରେ ଶୁକ୍ରଙ୍କ ପ୍ରଭାବ ପଡିଥାଏ ତେବେ ଧନ ପ୍ରାପ୍ତି ନିଶ୍ଚିତ ରୂପେ ହୋଇଥାଏ। ଏଥିପାଇଁ ଯେତେବେଳେ ମଧ୍ୟ ସ୍ତ୍ରୀ ତାର ସ୍ୱାମୀଙ୍କ ଗୋଡ଼ ଦବାଇଥାନ୍ତି ତ ସେହି ସମୟର ଧନର ଏମିତି ଏକ ସଂଯୋଗ ହୋଇଥାଏ ଯାହା ଫଳରେ ଆପଣ ମାଲାମାଲ ହୋଇଯାନ୍ତି। ଆପଣଙ୍କୁ କେବେବି ମଧ୍ୟ ଧନ ପାଇଁ ଚିନ୍ତା କରିବାକୁ ପଡିନଥାଏ। ସେଥିପାଇଁ ପ୍ରତ୍ୟକ ସ୍ତ୍ରୀଙ୍କୁ ଶୋଇବା ପୂର୍ବରୁ ନିଜ ସ୍ୱାମୀଙ୍କର ଏହି ଅଙ୍ଗକୁ ଦବାଇବା ନିହାତି ଦରକାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *