Excuse Me Odisha

ଯାହା କହିବୁ ସତ କହିବୁ

ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି ଏହି ୬ ଟି ନାମ ଧାରୀ ବ୍ୟକ୍ତି, ଆପଣ ଅଛନ୍ତି କି ?

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି କି ତାଙ୍କର ଧନ ଧାନ୍ୟର ଅଭାବ ନହେଉ ଏବଂ ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଲୋକେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ବହୁତ ଥର ଆପଣ ଏପରି ଦେଖିଥିବେ କି କିଛି ଲୋକ ଏପରି ବି ରହିଥାନ୍ତି ଯିଏକି ଖୁବ କମ ପରିଶ୍ରମ ଦ୍ୱାରା ହିଁ ବଡ଼ ଧରଣର ସଫଳତା ହାସଲ କରି ନେଇଥାନ୍ତି। ଆଜି ଆମେ ଏପରି ୬ ଟି ନାମ ଥିବା ବ୍ୟକ୍ତିଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେ ଜନ୍ମରୁ ହିଁ ରାଜଯୋଗ ନେଇ କରି ଆସିଥାନ୍ତି। ଏବଂ ସଫଳତା ଗୋଟିଏ ନାଁ ଗୋଟିଏ ଦିନ ଏମାନଙ୍କର ପାଦ ସ୍ପର୍ଶ ନିଶ୍ଚୟ କରିଥାଏ। ଏବେ ଆସନ୍ତୁ ସେହି ୬ ଟି ନାମ ବିଷୟରେ ଜାଣିବା।

C ଅକ୍ଷର ନାମ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଇଂରାଜୀ ଲେଟର “C” ରୁ ଆରମ୍ଭ ହୋଇଥାଏ ଏପରି ବିଚାର କରାଯାଏ କି ଏମାନଙ୍କ ଜୀବନରେ ରାଜଯୋଗ ଲେଖା ହୋଇ ରହିଥାଏ। ଏହି ଅକ୍ଷର ନାମ ଥିବା ବ୍ୟକ୍ତି ଖୁବ କମ ପରିଶ୍ରମରେ ହିଁ ଭଲ ସଫଳତା ପ୍ରାପ୍ତ କରିପାରିଥାନ୍ତି। ଏମାନେ ନିଜର କାମ ପ୍ରତି ବହୁତ ହିଁ ନିଷ୍ଠା ଓ ସଚଟ୍ଟାତା ରଖିଥାନ୍ତି। ପ୍ରାୟତଃ ଦେଖାଯାଏ ଯେତେ ଛୋଟିଆ କାମ ହୋଇଥାଉ ପଛେ ତାକୁ ସମ୍ମାନ ଦେଇଥାନ୍ତି। ଦେଖିବାକୁ ବହୁତ କଠିନ ହୋଇପାରନ୍ତି କିନ୍ତୁ ହୃଦୟରୁ ଏମାନେ ବହୁତ ନରମ ହୋଇଥାନ୍ତି। ସତ୍ୟର ସାଥିରେ ରହିବା କାରଣରୁ ବେଳେବେଳେ କିଛି ଅସୁବିଧାରେ ମଧ୍ୟ ପଡିପାରନ୍ତି। କିନ୍ତୁ ଏମାନେ ଖୁବ ଅଧିକ ପରିଶ୍ରମି ହୋଇଥାନ୍ତି ଓ ରାଜଯୋଗ କାରଣରୁ ଜୀବନରେ ବହୁତ ବଡ଼ ଧରଣର ସଫଳତା ପ୍ରାପ୍ତ କରିଥାନ୍ତି।

H ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କ ଅନୁସାରେ ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷର “H” ରୁ ଆରମ୍ଭ ହୋଇଥାଏ ସେମାନେ ଭିଡ଼ ଭିତରେ ବି ନିଜର ଏକ ଅଲଗା ହିଁ ପରିଚୟ ସୃଷ୍ଟି କରିଥାନ୍ତି। ସମାଜରେ ଏମାନଙ୍କର ଛବି ଅନ୍ୟ ମାନଙ୍କ ଠାରୁ ଅଲଗା ଓ ଖାସ ହୋଇଥାଏ। ଏମାନଙ୍କ ଜୀବନରେ ରାଜଯୋଗ ଲେଖା ହୋଇଥାଏ। ଯେଉଁ କାରଣରୁ ଏମାନେ ଅଧିକ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି। ଜୀବନରେ ଏମାନେ କଠିନ ପରିଶ୍ରମ କରିଥାନ୍ତି ଓ ସର୍ବଦା ଭୌତିକ ସୁଖ ସମୃଦ୍ଧି ଏବଂ ଆରାମଦାୟକ ଜୀବନ ବିତାଇଥାନ୍ତି। କିଛି ସମୟ ଲାଗିଲେ ମଧ୍ୟ ଭାଗ୍ୟର ବଳରେ ଓ ପରିଶ୍ରମରେ ଏମାନେ ଜୀବନରେ ସବୁକିଛି ପ୍ରାପ୍ତ କରିପାରିଥାନ୍ତି।

L ନାମ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମ “L” ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ବ୍ୟକ୍ତି ସରଳ ସ୍ୱଭାବର ହୋଇଥାନ୍ତି। ପଢିବା ଲେଖିବାରେ ଏମାନଙ୍କର ରୁଚି ଅଧିକ ରହିଥାଏ। ଭାଗ୍ୟର ଧନୀ ହେବା କାରଣରୁ ଓ ନିଜର ପରିଶ୍ରମ ବଳରେ ଏମାନେ ଜୀବନରେ ସଫଳତାର ଉଚ୍ଚ ପଦ ପ୍ରାପ୍ତ କରିଥାନ୍ତି। ଭାଗ୍ୟଶାଳୀ ହେବା କାରଣରୁ ଏମାନଙ୍କୁ ବହୁତ ଅଧିକ ଧନ ବୈଭବ ପ୍ରାପ୍ତ ହୋଇଥାଏ। କୁହାଯାଏ କି ଏହି ଲୋକମାନେ ଅଧିକ ଭାବୁକ ଓ ସଫା ହୃଦୟର ହୋଇଥାନ୍ତି।

M ଅକ୍ଷର ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କର ଅନୁସାରେ ଯେଉଁମାନଙ୍କର ନାମ “M” ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ହିଁ ତୀକ୍ଷ୍ଣ ବୁଦ୍ଧି ସ୍ୱଭାବର ହୋଇଥାନ୍ତି ଓ ତା ସହିତ ସାହସୀ ବି ମଧ୍ୟ ହୋଇଥାନ୍ତି। ଏମାନେ ନିଜକୁ ଅନ୍ୟ ମାନଙ୍କ ଠାରୁ କୌଣସି କ୍ଷେତ୍ରରେ କମ ବୋଲି ଭାବିବାର ଭୁଲ କରିନଥାନ୍ତି। ପ୍ରାୟତଃ ନିଜର ଏକ ବିଜନେସ କରିବାର ଇଚ୍ଛା ରଖିଥାନ୍ତି। ନିଜର ବୁଦ୍ଧି ଓ ଭାଗ୍ୟ ବଳରେ ଏମାନେ ଜୀବନରେ ସଫଳତା ଶୀଘ୍ର ହିଁ ପ୍ରାପ୍ତ କରି ପାରିଥାନ୍ତି। ଓ ତା ସହିତ ଅଧିକ ଧନ ସମ୍ପତ୍ତିର ବି ଅଧିକାରୀ ହୋଇଥାନ୍ତି।

S ନାମ ଥିବା ବ୍ୟକ୍ତି। କୁହାଯାଏ କି ଯେଉଁ ମାନଙ୍କର ନାମର “S” ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବାର ସୂଚନା ମିଳିଥାଏ। ନିଜର ଜୀବନରେ ଏମାନଙ୍କୁ ବହୁତ ଧନ ବୈଭବର ଅଧିକାରୀ ହୋଇଥାନ୍ତି। “S” ଅକ୍ଷର ନାମ ଥିବା ବ୍ୟକ୍ତି ସକାରତ୍ମକ ଚିନ୍ତା ଶକ୍ତି ହୋଇଥିବାରୁ ନିଜର ଆଖପାଖର ପରିବେଶକୁ ମଧ୍ୟ ସକାରାତ୍ମକ କରିବାର କ୍ଷମତା ରଖିଥାନ୍ତି। ଏମାନଙ୍କର ଭଲ ସ୍ୱଭାବ କାରଣରୁ ଲୋକମାନେ ଏମାନଙ୍କୁ ସର୍ବଦା ହିଁ ମନେ ରଖିଥାନ୍ତି। ରାଜଯୋଗର କାରଣରୁ ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି।

V ନାମ ଥିବା ବ୍ୟକ୍ତି। ଜ୍ୟୋତିଷଙ୍କ ଅନୁସାରେ ଯେଉଁମାନଙ୍କର ନାମ ପ୍ରଥମ ଅକ୍ଷର “V” ଅକ୍ଷରରୁ ଆରମ୍ଭ ହୋଇଥାଏ ସେପରି ବ୍ୟକ୍ତି ନିଜର ଭାଗ୍ୟ ପରିଶ୍ରମ ଓ ବୁଦ୍ଧିମତା କାରଣରୁ କମ ସମୟରେ ନିଜର ଲକ୍ଷକୁ ପ୍ରାପ୍ତ କରି ନେଇଥାନ୍ତି। ଏମାନଙ୍କ ପାଖରେ ଧନର ଅଭାବ ରହିନଥାଏ। ଏମାନେ ପ୍ରତ୍ୟକ କାର୍ଯ୍ୟଜୁ ବାଲାନ୍ସ କରି ଚାଲିଥାନ୍ତି। ଏପରି ବ୍ୟକ୍ତି ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ବ୍ୟବହାରରେ ବାକ୍ୟକୁଶଳତା ରହିଥାଏ। ଯେଉଁ କାରଣରୁ ଲୋକମାନେ ଏମାନଙ୍କ ପ୍ରତି ଅତି ସହଜରେ ଆକର୍ଷିତ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ ନିଜ ହାତକୁ ନେଇଥାନ୍ତି ତାହାକୁ ସ୍ଵଚଟ୍ଟାତା ଏବଂ ନିଷ୍ଠାର ସହିତ କରିଥାନ୍ତି। ଯେଉଁ କାରଣରୁ ଏମାନେ ଜୀବନରେ ଉଚ୍ଚ ଧରଣର ସଫଳତା ପ୍ରାପ୍ତ କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *