Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ପୁରୁଷ ସ୍ତ୍ରୀର ଏହି ଗୋଟିଏ ଜିନିଷ ଦେଖିଥାନ୍ତି ତାଙ୍କର ମୃ-ତ୍ୟୁ ବହୁତ ଶୀଘ୍ର ହୋଇଥାଏ।

ସେୟାର୍ କରନ୍ତୁ

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖା ହୋଇଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ପ୍ରତ୍ୟକ ବ୍ୟକ୍ତିକୁ ଜୀବନରେ ପ୍ରାଥମିକ ଶିକ୍ଷା ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତିର ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କେବେ ନାଁ କେବେ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ। ଯଦି ବନ୍ଧୁଗଣ ଆପଣମାନେ ମହିଳା ମାନଙ୍କ କୁପ୍ର-ଭାବରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ମହିଳାଙ୍କ ଏହି ଗୋଟିଏ ଜିନିଷ ଦେଖନ୍ତୁ ନାହିଁ। ନହେଲେ ହୋଇଯିବ ଆପଣଙ୍କର ମୃ-ତ୍ୟୁ। ସେଥିପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତୀୟ ଇତିହାସରେ ଜଣେ ପ୍ରମୁଖ ଏବଂ ମହା ଜ୍ଞାନୀ ବିଦ୍ୱାନ ମାନାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଜୀବନରେ ବହୁତ କାମରେ ଆସିଥାଏ। ଇତିହାସ ବର୍ତ୍ତମାନ ସମୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ବହୁତ ଆଦରରେ ଦୃଷ୍ଟିରେ ଦେଖାଯାଏ। ଆଚାର୍ଯ୍ୟ ଚାଣକ୍ୟ ରାଜନୈତିକ ସହିତ ଜୀବନ ସହିତ ଜଡ଼ିତ ସୁଖ ଦୁଃ-ଖକୁ ନେଇ ଅନେକ କଥା କହିଛନ୍ତି। ଯାହାକୁ ପାଳନ କରିଲେ ସଫଳତା ନିଶ୍ଚୟ ମିଳିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ପୁରୁଷ ମହିଳା ମାନଙ୍କ ଏହି ଜିନିଷ ଦେଖି ଦିଅନ୍ତି ତାହେଲେ ତାଙ୍କର ମୃ-ତ୍ୟୁ କେବେବି ହୋଇପାରେ। ଶାସ୍ତ୍ରରେ ଏମିତି ଲୋକଙ୍କୁ ମହାପାପୀ ବି ମଧ୍ୟ ମାନାଯାଏ। ଏମିତିରେ ଆମେ ଆପଣଙ୍କୁ କହିବୁ କି ମହିଳାଙ୍କ କେଉଁ ଜିନିଷ ପୁରୁଷ ମାନେ ଦେଖିବା ଦ୍ୱାରା ତୁରନ୍ତ ମହାପାପର ଭାଗିଦାର ବନିଯାଆନ୍ତି। ତେବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ କୌଣସି ମାକୁ ନିଜ ଛୁଆର ସ୍ତନ ପାନ କରିବାର ଦେଖିନିଏ ଏବଂ ନିଜ ମନରେ ଖରାପ ଚିନ୍ତା କରେ ତେବେ ତାଙ୍କୁ ମହାପାପୀ ମାନାଯାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳା ମାନଙ୍କ ପ୍ରତି ଖରାପ ଚିନ୍ତାଧାରା, ଖରାପ ବ୍ୟବହାର, ଖରାପ ନଜର ରଖୁଥିବା ବ୍ୟକ୍ତି କେବେ ନାଁ କେବେ ସ୍ୱୟଂ ନିଜ ମୃ-ତ୍ୟୁର କାରଣ ହୋଇଥାଏ। ଶାସ୍ତ୍ରରେ ଏମିତି ଲୋକଙ୍କୁ ଦ-ଣ୍ଡ ଦେବା ପାଇଁ ଅଲଗା ଅଲଗା କଥା ଲେଖାଯାଇଛି।

ଦ୍ୱିତୀୟ କଥା। ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ମହିଳାମାନେ ଗାଧୋଇବା ବେଳେ ଦେଖିବା ଉଚିତ ନୁହେଁ। ଏମିତି କରିବା ଘୋର ପା-ପ ମାନାଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଲୁଚି ଲୁଚି କୌଣସି ମହିଳାଙ୍କୁ ଗାଧୋଇବା ସମୟରେ ଦେଖିବା ସବୁଠାରୁ ବଡ଼ ପା-ପ ମାନାଯାଏ। ଏଥିପାଇଁ ଆପଣ ଏମିତି ଭୁଲ ବିଲକୁଲ କରନ୍ତୁ ନାହିଁ। ଅନ୍ୟଥା ଆପଣ ନିଜର ମୃ-ତ୍ୟୁର କାରଣ ଆପଣ ନିଜେ ହେବେ।

ତୃତୀୟ କଥା। ପର ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି। ଯଦି କୌଣସି ପୁରୁଷ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ମହିଳାଙ୍କ ପ୍ରତି ଖରାପ ନଜର ରଖେ ତେବେ ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ସେହି ପିରୁଷ ଚରି-ତ୍ରହୀନ ହୋଇଥାଏ। ସେହି ପୁରୁଷ କ୍ୟାର-କ୍ଟର ଲେସ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ଏହାକୁ ମହାପାପ ବୋଲି ମାନାଯାଇଥାଏ। ଆଜିକାଲି ଆପଣ ଦେଖୁଥିବେ ବିବାହିତ ପୁରୁଷ ହେଉ କିମ୍ବା କୌଣସି ବ୍ୟକ୍ତି ନିଜ ସ୍ତ୍ରୀ କିମ୍ବା ଗାର୍ଲଫ୍ରେଣ୍ଡ ଥାଇ ମଧ୍ୟ ସେମାନେ ଅନ୍ୟ ମହିଳାଙ୍କ ପ୍ରତି ଆକୃ-ଷ୍ଟ ହୋଇଥାନ୍ତି ଏହିସବୁ ଲକ୍ଷଣ ଥିଲେ ଚାଣକ୍ୟ ନୀତି ଅନୁସାରେ ଚରିତ୍ରହୀନ କୁହାଯାଇଥାଏ। ଯଦି ଏହିପରି ଅଭ୍ୟାସ ଅଛି ତେବେ ତୁରନ୍ତ ନିଜକୁ ଚେଞ୍ଜ କରିବା ଭଲ ହୋଇଥାଏ।

ଚତୁର୍ଥ କଥା। ମହିଳା ମାନଙ୍କର ସମ୍ମାନ ନକରିବା। ଯେଉଁ ପୁରୁଷ ମାନେ ମହିଳାମାନଙ୍କୁ ରେସପେକ୍ଟ କରନ୍ତି ନାହିଁ ସେମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ତେବେ ସେହି ପୁରୁଷ ଚରି-ତ୍ରହୀନ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳା ମାନଙ୍କୁ ସର୍ବଦା ରେସପେକ୍ଟ କରିବା ବା ଆଦର କରିବା ଉଚିତ। ସେମାନଙ୍କୁ କେବେବି ଗା-ଳି ଗୁ-ଲଜ କରନ୍ତୁ ନାହିଁ। ଏମିତି କରିବା ପୁରୁଷର ପୁରୁଷତ୍ୱ ଉପରେ ପ୍ରଶ୍ନ ଉଠିଥାଏ। ଏବଂ ସେହି ପୁରୁଷ ଜଣେ ଚରି-ତ୍ରହୀନ ହୋଇଯାଏ। ସେଥିପାଇଁ ପୁରୁଷ ମାନଙ୍କୁ ଏହି ଭୁଲ କେବେବି କରିବା ଉଚିତ ନୁହେଁ। ଏବଂ ଶାସ୍ତ୍ରରେ ବି ଏହିପରି ଭୁଲକୁ ମହାପାପ ମାନାଯାଏ। ଯଦି ପୁରୁଷ ମାନଙ୍କ ପାଖରେ ଏହିପରି ଅଭ୍ୟାସ ଅଛି ତେବେ ଆଜି ହିଁ ନିଜ ଭିତରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଯେଉଁ ପୁରୁଷ ମହିଳାଙ୍କ ସମ୍ମାନ କରନ୍ତି ସେମାନେ ସବୁବେଳେ ସୁଖ ସମୃଦ୍ଧିର ଆସନରେ ରୁହନ୍ତି। କେବେବି କିଛିବି ତାଙ୍କ ଜୀବନରେ ଅସୁବିଧା ଆସେନାହିଁ। ସେଥିପାଇଁ ସର୍ବଦା ଆପଣ ଖୁସି ରୁହନ୍ତୁ ଏବଂ ମହିଳା ମାନଙ୍କୁ ସାହାର୍ଯ୍ୟ ସହଯୋଗ ସମ୍ମାନ ଆଦର କରୁଥାନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *