Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ମାସ ଶେଷ ହେବା ଆଗରୁ ଆସିଲା ଖୁସି ଖବର, ଏବେ ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଖିରୁ ସବୁ ଲୁ-ହ ପୋଛି ଦିଅନ୍ତୁ ଆଜି ରାତି ଠାରୁ ସବୁ କ-ଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗୀ ବାଲୀ। ଆଜିର ଏହି ପୋଷ୍ଟରେ ଆମେ ସେହି ରାଶି ମାନଙ୍କ ବିଷୟରେ କହିବୁ ଯାହାର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ ବଦଳିବାକୁ ଯାଉଛି। ଆପଣଙ୍କୁ କହିରଖୁଛୁ ଯେ ଆଜି ରାତି ଠାରୁ ଗ୍ରହ ମାନଙ୍କର ରାଜା ସୁର୍ଯ୍ୟ ଦେବ ନିଜର ରାଶି ପରିବର୍ତ୍ତନ କରିବେ। ସୁର୍ଯ୍ୟ ଦେବ କନ୍ୟା ରାଶିରୁ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ ଅଛନ୍ତି। ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ ଯେ ଏହି ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କର ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି। ଯାହାର ଫାଇଦା ଯଦି ଏବେ ଉଠାଇବାକୁ ଚାହୁଁଛନ୍ତି ତେବେ ଉଠାଇ ପାରନ୍ତି,କାରଣ ଏହି ରାଶିର ଲୋକମାନଙ୍କର ପାଇଁ ଏହି ସମୟ ସମ୍ପୂର୍ଣ ବିଶେଷ ଭାବରେ ଶୁଭ ଅଟେ। ଏହି ସମୟରେ ସବୁ କାର୍ଯ୍ୟ ଏମାନଙ୍କର ଅନୁକୂଳ ରହିବ। ଏହି ରାଶିର ଲୋକମାନଙ୍କର ଉପରେ ଭଗବାନ ହନୁମାନଙ୍କର ବିଶେଷ କୃପା ହେବାକୁ ଯାଉଛି। ଏହି ରାଶିର ଲୋକମାନଙ୍କର ଆଜି ଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ଆଜି ଆମେ ଏହି ପୋଷ୍ଟରେ ସେହି ରାଶି ମାନଙ୍କର ବିଷୟରେ କହିବୁ ଯାହାର ପାଇଁ ଏବେ ଖରାପ ସମୟ କମ ହେବାର ଅଛି। ଏହି ରାଶିର ଭାଗ୍ୟ ଉଦୟର ସମୟ ଆସିବାକୁ ଯାଉଛି। ବନ୍ଧୁଗଣ କହି ଦେଉଛୁ ଯେ ଏହି ରାଶି ମାନଙ୍କୁ ଅଚାନକ ଧନ ଲାଭର ପ୍ରବଳ ଯୋଗ ଆସିବ। ଛାତ୍ର ମାନଙ୍କୁ ପ୍ରତ୍ୟକ ପରୀକ୍ଷାରେ ସଫଳତା ହା-ସଲ ହେବ। ଚାକିରୀ କ୍ଷେତ୍ରରେ କରିଥିବା ଚେଷ୍ଟାରେ ମଧ୍ୟ ସଫଳ ହେବେ କାମକାର୍ଯ୍ୟରେ ଆପଣ କୌଣସି ଯାତ୍ରାରେ ମଧ୍ୟ ଯାଇପାରନ୍ତି। ଯାହାକି ଆପଣ ମାନଙ୍କ ପାଇଁ ଲାଭଦାୟକ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦନ୍ନତିର ଲାଭ ରହିଛି। କିଛି ଅଧିକାରୀ ମାନଙ୍କର ଆପଣଙ୍କର ପ୍ରତି ସହଯୋଗ ପ୍ରା-ପ୍ତ ହେବ। ଏହି ରାଶିର ଲୋକଙ୍କୁ ବହୁତ ଶୀଘ୍ର ରୋଜଗାର ମିଳିବାର ସଂକେତ ମିଳୁଛି। ଭଗବାନ ହନୁମାନଙ୍କର କୃପାରୁ ଆପଣଙ୍କର କୌଣସି ନୂଆ ବ୍ୟାପାର ଯଦି ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ କୌଣସି ବ୍ୟକ୍ତିକୁ ନିଜର କାର୍ଯ୍ୟରେ ଭାଗିଦାର କରିବାକୁ ଚାହୁଁଛନ୍ତି ତେବେ ଏହା କରିବା ପୂର୍ବରୁ ସମସ୍ତ ପ୍ରକାର ଦିଗରୁ ଠିକ ଭାବରେ ଯା-ଞ୍ଚ କରିନିଅନ୍ତୁ। ଏବଂ ସବୁ ଜାଗାରେ ଆପଣ ସାବଧାନ ଓ ସତ-ର୍କତା ଅବଲମ୍ବନ କରନ୍ତୁ। ଏହା ସହିତ ଆପଣ ଲମ୍ବା ଯାତ୍ରା ପାଇଁ ମଧ୍ୟ ସଜାଗ ହୋଇପାରନ୍ତି। ଯାହାକି ଆପଣଙ୍କର ପାଇଁ ମଧ୍ୟ ବହୁତ ଲାଭ ଦେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସବୁ ଆଡୁ ସଫଳତା ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ଶୁଭ ରାଶି ଗୁଡିକର ବିଷୟରେ।ଯେଉଁ ରାଶି ଗୁଡିକ ଉପରେ ଭଗବାନ ବଜରଙ୍ଗୀ ବାଲୀଙ୍କର ଶୁଭ କୃପାଦୃ-ଷ୍ଟି ପଡ଼ିବାକୁ ଯାଉଛି। ଏବଂ ଏହି ରାଶିମାନେ ଆଗକୁ ଅନେକ ଉନ୍ନତିର ମାର୍ଗ ପ୍ରାପ୍ତ କରିବେ।

ମେଷ ରାଶି:-

ଜଣେଇ ଦେଉଛୁ ଯେ ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମ-କିବାକୁ ଯାଉଛି। ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ। ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ୟତୀତ କରିବେ। ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଏମାନଙ୍କର ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି। ଏହାର ଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ହେବ। ଏମାନଙ୍କର ଜୀବନର ସବୁ ସମସ୍ୟା ପ୍ରଭୁ ବଜରଙ୍ଗୀ ବାଲୀ ସମାପ୍ତ କରିଦେବେ। ଏହି ରାଶିର ଲୋକ ଗୋଟିଏ ସଫଳ ଜୀବନ ବଞ୍ଚି ପାରିବେ। ଏବେ ହନୁମାନଙ୍କର ଆରାଧନା କରନ୍ତୁ। ଏହା ଆପଣଙ୍କର ପାଇଁ ବହୁତ ଭଲ ହେବ।

ମିଥୁନ ରାଶି:-

ଜଣେଇ ଦେଉଛୁ ଯେ ବହୁତ ଦିନ ପରେ ମିଥୁନ ରାଶିର ଲୋକଙ୍କର ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇଯାଉଛି। ଯାହାର ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରା-ପ୍ତ ହେବ। ଏମାନଙ୍କର ଭାଗ୍ୟ ଅଚାନକ ଭାବରେ ଚମକିବ। ପାଠ ପଢ଼ୁଥିବା ପିଲାଙ୍କର ରେଜଲ୍ଟ ବହୁତ ଭଲ ଏବେ ଆସିବାକୁ ଯାଉଛି। ଏମାନଙ୍କର ପରିଶ୍ରମ ଏବେ ଭଲ ଫଳ ଦେବ। ତଥା ବ୍ୟାପାର ବାଣିଜ୍ୟରେ ଏମାନଙ୍କୁ ବଡ଼ ସଫଳତା ମିଳିବାର ସୁଯୋଗ ବନୁଅଛି। ଏହି ସମୟ ଏମାନଙ୍କର ପାଇଁ ଅତ୍ୟନ୍ତ ଶୁଭଦାୟକ ରହିଛି। ଜଣେଇ ଦେଉଛୁ ଯେ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ହନୁମାନ ଚାଲିସାର ପାଠ ଆପଣ ନିଶ୍ଚୟ କରନ୍ତୁ। ଆପଣଙ୍କର ପାଇଁ ଅତ୍ୟନ୍ତ ଭଲ ରହିବ।

ସିଂହ ରାଶି:-

ଜାଣି ରଖନ୍ତୁ ଯେ ସମୟର ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କର ପାଇଁ ବହୁତ ଖୁସି ନେଇ ଆସିବ। ଆପଣଙ୍କର ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ବହୁତ ସଫଳ ହେବ। ବ୍ୟାପାରରେ ଆପଣଙ୍କୁ ଶୁଭ ପରିଣାମ ମିଳିବାର ଯୋଗ ବନୁଅଛି। ଆପଣଙ୍କର ମନରେ ଅଧିକ ଯୋଜନା ଆସିପାରେ। ଆପଣ ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଭାବରେ ପୂରଣ କରିବେ। ଯାହାକି ଆପଣଙ୍କର ପାଇଁ ଅତ୍ୟଧିକ ଲା-ଭକାରୀ ସିଦ୍ଧ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିଯିବ। ଆପଣଙ୍କୁ ସଫଳତା ନିଶ୍ଚୟ ପ୍ରାପ୍ତ ହେବ। ଆପଣଙ୍କର ଜୀବନର ସବୁ ବି-ନାଶ କାରୀ ଶକ୍ତି ଗୁଡିକ ଏବେ ଅନ୍ତ ହୋଇଯିବ।

ଧନୁ ରାଶି:-

ଜଣେଇ ଦେଉଛୁ ଯେ ଆପଣଙ୍କୁ ପରିବାରର ସହଯୋଗ ମିଳିବ। ଘରକୁ କୁଣିଆ ମାନଙ୍କର ଆଗମନ ହେବ। ଦାମ୍ଫତ୍ୟ ଜୀବନ ଆପଣଙ୍କର ଅନୁକୂଳ ରହିବ। ଛାତ୍ରଛାତ୍ରୀ ମାନଙ୍କର ପାଠ ପଢା ପ୍ରତି ଧ୍ୟାନ ବଢିବ। ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ। ଯାହା ଆପଣଙ୍କର ପାଇଁ ଅନୁକୂଳ ରହିବ। ଧନ କମାଇବାର ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବାକୁ ଯାଉଛି। ଆପଣଙ୍କର ଜୀବନରେ ଅପାର ଖୁସି ଆସିବ। ପୁରୁଣା ଉଧାର ଦେଇଥିବା ଧନ ଆପଣଙ୍କର ପାଖକୁ ଫେରି ଆସିବ। ଏହା ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଯାଉଛି। କାରବାରରେ ଆପଣଙ୍କୁ ଉନ୍ନତି ମିଳିବ। ଆପଣଙ୍କର ପୁରୁଣା ଧାର ଉଧାର ବା କରଜରୁ ଆପଣଙ୍କୁ ଅତି ଶୀଘ୍ର ମୁକ୍ତି ମିଳିବ। ଆପଣଙ୍କୁ ଆପଣଙ୍କର ମନ ଚାହୁଁଥିବା ପ୍ରେମ ଏହି ସମୟରେ ଆପଣଙ୍କୁ ମିଳିବାକୁ ଯାଉଛି। ଯାହାର ଫଳରେ ଆପଣଙ୍କ ଜୀବନ ଖୁସିପୂର୍ଣ୍ଣ ହୋଇଉଠିବ।

ତୁଳା ରାଶି:-

ଜଣେଇ ଦେଉଛୁ ଯେ ଆପଣଙ୍କୁ ଜୀବନରେ ସଫଳତା ହାସଲ କରିବା ଠାରୁ ଆପଣଙ୍କୁ ଏବେ ଆଉ କେହି ବି ଅଟକାଇ ପାରିବେ ନାହିଁ। କାରଣ ଆପଣଙ୍କର ଉପରେ ପ୍ରଭୁ ବଜରଙ୍ଗୀ ବାଲୀଙ୍କର କୃପାଦୃ-ଷ୍ଟି ଅଧିକ ରହିବ। ସଚା ମନରେ ଭଗବାନ ହନୁମାନଙ୍କର ଆରାଧନା କରି ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ପ୍ରଦାନ କରିବ। ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କ ପାଇଁ ଭାଗ୍ୟ ବଦଳାଇ ଦେବା ଭଳି ସାବ୍ୟସ୍ତ ହେବ। ଆପଣ କାହାର ବି କଥାରେ ପରିଚାଳିତ ହୋଇ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ର ଏବଂ ଅଫିସରେ ନିଜର ଭବିଷ୍ୟତ ପ୍ରତି ନିଜକୁ ବହୁତ ଉତ୍ସାହିତ ଅନୁଭବ କରିବେ। ନୂଆ ନୂଆ ଆଇଡ଼ିଆ ଶିଖିବାର ଆପଣଙ୍କୁ ମୌକା ମିଳିବ। ଅଚାନକ ନିବେଶ କରିଥିବା ପଇସାରେ ବି ଅଚାନକ ଭାବରେ ବଡ଼ ମାତ୍ରାରେ ପଇସା ଆପଣଙ୍କୁ ପ୍ରାପ୍ତ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କୁ ନିଜର ପରିଶ୍ରମରେ ଏବେ ସମ୍ପୂର୍ଣ୍ଣ ଲାଭ ମିଳିବାକୁ ଯାଉଛି। ଆପଣଙ୍କର ଲଭ ଲାଇଫ ରୋମାଣ୍ଟିକ ରହିବ। ଅବିବାହିତ ଲୋକଙ୍କୁ ବିଦେଶରୁ ବିବିବାହର ପ୍ରସ୍ତାବ ଆସିପାରେ। ଆପଣଙ୍କର ଲଭ ପାର୍ଟନର କୌଣସି କଥାକୁ ନେଇ ଆପଣଙ୍କର ପ୍ରତି ବହୁତ ମନ ଖରାପ କରିପାରନ୍ତି। ଆପଣଙ୍କର ନୂଆ ଲଭ ଷ୍ଟୋରି ମଧ୍ୟ ଆରମ୍ଭ ହେବାକୁ ଯାଉଛି। କ୍ୟାରୀୟରରେ ଆଗକୁ ବଢିବାକୁ ଆପଣଙ୍କୁ ଅନେକ ମୌକା ମିଳିବ। ଭାବ-ନାତ୍ମକ ଅସୁବିଧା ସବୁ ଆପଣଙ୍କର ଶେଷ ହୋଇଯିବ। ଆପଣଙ୍କର କୁଣ୍ଡ-ଳୀରେ ଅନେକ ଧନଲାଭର ସୁଯୋଗ ମଧ୍ୟ ରହିଛି। ଆପଣଙ୍କର ମନ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟର ପ୍ରଶଂସା ହେବ। ଏହିଥର ଆପଣଙ୍କର ଚାକିରୀ ସହିତ ଜ-ଡ଼ିତ ସବୁ ଅସୁବିଧା ଶେଷ ହୋଇଯିବ। ଆପଣଙ୍କୁ କ୍ୟାରୀୟରରେ ଆଗଜୁ ବଢିବାର ଅନେକ ମୌକା ମିଳିବ। ଆପଣମାନେ ଆପଣଙ୍କ ଜୀବନରେ ଅଧିକ ପ୍ରଗତି କରି ଆଗକୁ ଆଗକୁ ବଢି ଚାଲିବେ। ଏହା ସହିତ ଅନେକ ଖୁସି ମଧ୍ୟ ଆପଣଙ୍କର ଜୀବନରେ ଦେଖାଦେବ। ଆପଣଙ୍କର ବିବାହିତ ଜୀବନ ବହୁତ ଆନନ୍ଦମୟ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *