Excuse Me Odisha

ଯାହା କହିବୁ ସତ କହିବୁ

ଗରିବ ହେବାର ମୁଖ୍ୟ କାରଣ ଘରେ ଥିବା ଏହି ୯ ଟି ଜିନିଷ ପୂଜାର ବିଶେଷ ନିୟମ।

ସେୟାର୍ କରନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆପଣ ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ ଅଟେ। ଯେଉଁ କାରଣରୁ ଆପଣଙ୍କ ପାଖରେ ଧନ କେବେବି ଲୁଚି ରହେନାହିଁ। ଏମିତି କୁହାଯାଏ ମା ଲକ୍ଷ୍ମୀ କେବେବି କୌଣସି ସ୍ଥାନରେ କିମ୍ବା କୌଣସି ବ୍ୟକ୍ତି ପାଖରେ ରୁହନ୍ତିନାହିଁ। ଏଥିପାଇଁ ତାଙ୍କୁ ପ୍ରସନ୍ନ ରଖିବା ବହୁତ ଜରୁରୀ ଅଟେ। ଯେଉଁଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ ସେଠାରେ ଦରିଦ୍ରତା ରହିଥାଏ। ଯାହା ଆଜିର ସମୟର ମନୁଷ୍ୟ ଦୁଃଖର ବଡ଼ କାରଣ ଅଟେ। ତେବେ ଆସନ୍ତୁ ଜାଣିବା ଆପଣଙ୍କର ସେହି ଅଭ୍ୟାସ ଏବଂ ଭୁଲ ବିଷୟରେ ଯାହା ଜଣା ଅଜଣାରେ ହୋଇଥାଏ ଏବଂ ଆପଣଙ୍କର ଗରିବର କାରଣ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଲୋକ ଭଜନ ଅଇଁଠା ଛାଡିବାର ଅଭ୍ୟାସ ରଖିଥାଏ ଏବଂ ବଞ୍ଚି ଯାଉଥିବା ଖାଦ୍ୟକୁ ବାହାରକୁ କିମ୍ବା ଡ଼ଷ୍ଟବିନରେ ଫୋପାଡ଼ି ଦିଏ ତାହେଲେ ଅନ୍ନର ଅପମାନ ହୋଇଥାଏ। ଏହି କାରଣରୁ ମା ଲକ୍ଷ୍ମୀ ସେହି ଘରୁ ଚାଲିଯାନ୍ତି ଓ ବ୍ୟକ୍ତିକୁ ଗରିବର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଭଜନ କରିବା ବେଳେ ଅଇଁଠା ଖାଦ୍ୟ ଛାଡିବା ଉଚିତ ନୁହେଁ। ଯେତିକି ଖାଇବାର କ୍ଷମତା ରହୁଛି ସେହି ପରିମାଣରେ ଭଜନ ବାଢିବା ଉଚିତ ଅଟେ।

ସୁର୍ଯ୍ୟ ଅସ୍ତ ପରେ କେବେବି ଘର ଭିତରେ ଝାଡୁ ଲଗାଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଏ। ଯଦି ଆପଣ ସୁର୍ଯ୍ୟ ଅସ୍ତ ପରେ ଝାଡୁ ଲଗାଉଛନ୍ତି ତାହେଲେ ଘରର ମଇଳା ସଫା ହେଉନାହିଁ ଆପଣ ଆପଣଙ୍କର ଘରର ଖୁସିର ସଫା କରୁଛନ୍ତି। ଜୋତା ଚପଲ ଘରେ ଏପଟ ସେପଟ ପଡି ରହୁଛି କିମ୍ବା ଓଲଟା ପଡି ରହୁଥିଲେ ଏହା ଘରକୁ ଅଶୁଭ ସଂକେତ ଦେଇଥାଏ। ସେଥିପାଇଁ ଚପଲ ଠିକ ଜାଗାରେ ରଖନ୍ତୁ ଏବଂ ଉଚିତ ଜାଗାରେ ରଖନ୍ତୁ। ଏହାର ଧ୍ୟାନ ରଖିବେ କି ଜୋତା ଚପଲ ଘର ଭିତରେ କିମ୍ବା ବାରଣ୍ଡାରେ ଏପଟେ ସେପଟେ ଯେମିତି ନରହୁ।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଥାଏ ସେହି ଘରେ ଖରାପ ସମୟ ଆସେ। ହଁ ବନ୍ଧୁଗଣ କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ। କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡିବା ଅଶୁଭ ସଂକେତ ଦେଇଥାଏ। ଯଦି ଘରେ କ୍ଷୀର ଉତୁରି ତଳେ ପଡିଥାଏ ତାହେଲେ ଘରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଯେଉଁ ଲୋକ ପ୍ରତିଦିନ ତୁଳସୀ ଗଛରେ ପାଣି ଢାଳନ୍ତି ସେମାନେ ଏହି କଥାକୁ ଧ୍ୟାନ ରଖନ୍ତୁ କି ରବିବାର ଦିନ ତୁଳସୀ ଗଛରେ ପାଣି ଢାଳନ୍ତୁ ନାହିଁ। ତା ସହିତ ଏହି କଥାକୁ ଧ୍ୟାନ ରଖନ୍ତୁ ତୁଳସୀ ଗଛର ଆଖପାଖରେ ସଫା ରଖିବା ଉଚିତ। ଯଦି ସଫା ସୁତରା ଉପରେ ଧ୍ୟାନ ଦେବେନାହିଁ ତାହେଲେ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଏମିତିରେ ଘରର ସଦସ୍ୟମାନେ ନିଜ ନିଜ ଭିତରେ ଝଗଡା କରିଥାନ୍ତି। ଘରେ ସବୁବେଳେ କଳି ଝ-ଗଡାର ସ୍ଥିତି ବନିରହିଥାଏ। ଏମିତି ଘରେ ମା ଲକ୍ଷ୍ମୀ କେବେବି ନିବାସ କରନ୍ତି ନାହିଁ। ଏହା ଆପଣଙ୍କର ଗରିବର ବଡ଼ କାରଣ ହୋଇଥାଏ। ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମର ବାତାବରଣ ହେବା ଉଚିତ। କିଛି ଲୋକଙ୍କର ଏହା ଅଭ୍ୟାସ ହୋଇଥାଏ କି ସକାଳେ ଉଠିବା ମାତ୍ରେ ଘରେ ଝଗ-ଡାର ବାତାବରଣ ସୃଷ୍ଟି କରିଥାନ୍ତି। ତାହେଲେ ଏମିତି ଘରେ କେବେବି ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଘରର ସଦସ୍ୟ ଯଦି ପାଟି କରନ୍ତି ଝଗଡା କରନ୍ତି ଗାଳି ଗୁଲଜ କରନ୍ତି ତାହେଲେ ଏମିତି କରିବା ବନ୍ଦ କରିଦିଅନ୍ତୁ। କାରଣ ସକାଳର ସମୟ ହୋଇଥାଏ ଭଗବାନଙ୍କୁ ଭକ୍ତି କରିବାର ସମୟ। ଏମିତିରେ ଘରେ ଝ-ଗଡା କରିଲେ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏମିତିରେ ଭଗବାନ ଆପଣଙ୍କ ଉପରେ ରାଗିଥାନ୍ତି। ଆପଣଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ରହିନଥାଏ। ଏଥିପାଇଁ ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ।

ଏମିତିରେ ଆପଣ ଦେଖିଥିବେ କିଛି ଲୋକ ସକାଳେ ଉଠିବା ପରେ ବିନା ବ୍ରସରେ ଚା ପିଅନ୍ତି କିମ୍ବା ଜଳଖିଆ ଖାଇଥାନ୍ତି। କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏମିତି କରିବା ଉଚିତ ମାନାଯାଇ ନଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏବଂ ଆପଣଙ୍କ ଘରେ ନକ-ରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଏଥିପାଇଁ ଆପଣ ବର୍ଷ ବ୍ରସ କରିବା ପରେ ହିଁ କିଛି ବି ଖାଇବା ଉଚିତ।

ଆପଣ ଏହା ବି ଦେଖିଥିବେ ଅନେକ ଲୋକ ବାଥରୁମରେ ଗାଧୋଇବା ପରେ ବାଥରୁମକୁ ଗନ୍ଧିଆ ରଖିଥାନ୍ତି। କେବେବି ସଫା ରଖନ୍ତି ନାହିଁ। ଆମର ଏହି ଅଭ୍ୟାସକୁ ଶାସ୍ତ୍ରରେ କ୍ଷତିକାରକ କୁହାଯାଇଛି। ବାଥରୁମକୁ ଗନ୍ଧିଆ ରଖିଲେ ଚନ୍ଦ୍ରମାଙ୍କ ସ୍ଥିତି ଖରାପ ହୋଇଯାଇଥାଏ। ଯେଉଁ କାରଣରୁ ଆମକୁ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ।

ମହିଳା ମାନଙ୍କ ଅଳସୁଆମି କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ। କୁହାଯାଏ କି ଭଜନ କରିବା ପରେ ଅଇଁଠା ବାସନକୁ ସଫା କରି ନରଖିଲେ ଶନି ମାଦେବଙ୍କ ପ୍ରଭାବ ପଡିଥାଏ। ସେଥିପାଇଁ ଖାଇବା ପରେ ଅଇଁଠା ବାସନକୁ ସଫା କରିଦେବା ଉଚିତ। ଯଦି ଏମିତି ସମ୍ଭବ ନହୁଏ ତାହେଲେ ଧ୍ୟାନ ରଖନ୍ତୁ କି ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନକୁ ନିଶ୍ଚୟ ସଫା କରିବେ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନିରହିଥାଏ।

ସବୁବେଳେ ଆପଣଙ୍କୁ ଏହି କଥା ମନେ ରଖିବାକୁ ହେବ କି ନିଜ ଘର ସହିତ ନିଜ ଶେଜର ବି ସଫା କରିବା ଉଚିତ। ଯଦି ପ୍ରତ୍ୟକ ଦିନ ସଫା ହୋଇପାରୁନାହିଁ ତାହେଲେ ଘରେ ଦରିଦ୍ରତା ବଢିଥାଏ। ଯଦି ଆପଣ ବି ନିଜ ପାଖ ପଡିଶା ଯାତ୍ରାରେ ଥପୁ ଛନ୍ତି ତାହେଲେ ବି ଏହି ଅଭ୍ୟାସକୁ ଚେଞ୍ଜ କରିଦିଅନ୍ତୁ। କାରଣ ଘର ପାଖରେ ଥପିଲେ ବି ଦରିଦ୍ରତା ଆସିଥାଏ।

ଆପଣ ଦେଖିଥିବେ ପ୍ରାୟତଃ ଲୋକେ ଘରେ କିମ୍ବା ଘର ବାରଣ୍ଡାରେ ବସି ପାନ ଗୁଟୁକା ଖାଇ ଘର ଆଗରେ ଥପୁ ଥାନ୍ତି। ଏମିତି କରିବା ଠିକ ହୋଇନଥାଏ। ଶାସ୍ତ୍ରରେ କୁହାଯାଇଛି ପାଖ ପଡିଶା ଜାଗାରେ ଥପିଲେ ମା ଲକ୍ଷ୍ମୀ ରାଗିଥାନ୍ତି। ସେଥିପାଇଁ ଏହି କାମ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ। ଯେବେବି ବ୍ୟକ୍ତିର ଖରାପ ସମୟ ଆସିଥାଏ। ସେତେବେଳେ ତାଙ୍କ ସହିତ ସବୁକିଛି ଖରାପ ହୋଇଥାଏ। ତା ସହିତ ତାଙ୍କର ପ୍ରତ୍ୟକ କାମ ବିଗିଡି ଯାଇଥାଏ।

ଯଦି ଆପଣଙ୍କ ଘରେ ନେଗେଟିଭିଟି ବାତାବରଣ ରହୁଛି। ଆଉ ଆପଣଙ୍କୁ ବି ପ୍ରତ୍ୟକ କାମରେ ବାଧା ଆସିଥାଏ ତାହେଲେ ଆପଣ ଏହି ଉପାୟକୁ କରିପାରିବେ। ଆପଣ ନିଜ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଏହି ଫଟିକର ଉପାୟ କରିପାରିବେ। ଯାହା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ସମାପ୍ତ ହୋଇଯିବ। ଏବଂ ଘରେ ଧନର ଆଗମନ ହେବ। ଯାହା ଦ୍ୱାରା ଆପଣଙ୍କର ସବୁ ଆର୍ଥିକ ଅସୁବିଧା ଦୂର ହୋଇଯିବ। ପ୍ରଥମେ ଆପଣ ଫଟିକର ଗୋଟେ ଛୋଟ ଖଣ୍ଡ କିଣି ଆଣିବେ। ତା ପରେ ଏହାକୁ ପେଷି ଗୋଟେ ଧଳା କପଡ଼ାରେ ରଖିଦିଅନ୍ତୁ। ସେହି ଧଳା କପଡ଼ାରେ ୮ ଟି ଗଣ୍ଠି ବାନ୍ଧନ୍ତୁ। ୮ ଟି ହିଁ ଗଣ୍ଠି ହେବା ଦରକାର। ଏହି ପୋଟଳିଟିକୁ ଆପଣ ଆପଣଙ୍କର ଘରର ମୁଖ୍ୟ ଦ୍ୱାରରେ ଝୁଲେଇ ରଖନ୍ତୁ। ଯାହା ଦ୍ୱାରା ଅନ୍ୟ କାହାର ନଜର ତା ଉପରେ ନପଡ଼େ। ଏବେ ଆପଣଙ୍କୁ ପ୍ରତ୍ୟକ ସପ୍ତାହରେ ପୋଟଳିରେ ଯେଉଁ ଫଟିକ ରଖିଛନ୍ତି ତାହାକୁ ଚେଞ୍ଜ କରିନେବେ। ପୁରୁଣା ଫଟିକକୁ ଘରୁ ବାହାରକୁ ଫିଙ୍ଗି ଦେବେ। ଏହି ଫଟିକର ମୁଖ୍ୟ କାମ ଘରକୁ ଆସୁଥିବା ନକରାତ୍ମକ ଶକ୍ତିକୁ ନିଜ ଆଡକୁ ଟାଣି ନେଇଥାଏ। ଯାହା ଫଳରେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ପ୍ରତ୍ୟକ ସପ୍ତାହରେ ଆପଣ ଏହି ଫଟିକକୁ ନିଶ୍ଚିତ ରୂପରେ ଚେଞ୍ଜ କରିନେବେ। ଆପଣ ଚାହିଁଲେ ସେହି କପଡାକୁ ବି ଚେଞ୍ଜ କରିପାରିବେ କିମ୍ବା ଆପଣ ଚାହିଁଲେ ପୁଣି ସେହି କପଡ଼ାକୁ ବ୍ୟବହାର କରିପାରିବେ। ଏମିତି କରିବା ଦ୍ୱାରା ଆପଣଙ୍କ ଘରକୁ ଧନ ଆସିବାର ରାସ୍ତା ବନିଥାଏ।

ବନ୍ଧୁଗଣ ଆମେ ସବୁବେଳେ ଘରେ ପୂଜା କରିଥାଉ କିନ୍ତୁ କିଛି ନିୟମ ଏମିତି ଅଛି ଯାହାର ଆମର ଜ୍ଞାନ ନଥାଏ। ଆଉ ଆମେ ତାହା ଭୁଲରେ କରିଦେଉ। ଆଜି ଆମେ ଆପଣଙ୍କୁ କିଛି ନିୟମ କହିବୁ ଯାହା ଆପଣଙ୍କୁ ସବୁବେଳେ ପୂଜା ସମୟରେ ଧ୍ୟାନ ରଖିବାର ଅଛି। ଆସନ୍ତୁ ଜାଣିବା ସେହି ନିୟମ ସବୁ କଣ କଣ।

ପୂଜାରେ ଭାଙ୍ଗି ଯାଇଥିବା ଚାଉଳ ଚଢାଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନନ୍ତି। ଘରର ମନ୍ଦିରରେ ଯଦି ଭାଙ୍ଗିଥିବା ମୂର୍ତି ଅଛି ତାହେଲେ ସେହି ମୂର୍ତ୍ତିକୁ ଜଲଦି ଘରୁ ବାହାର କରି ଦିଅନ୍ତୁ। ଆଉ ପୋଖରୀ କିମ୍ବା ନଦୀରେ ପ୍ରଭାହିତ କରିଦିଅନ୍ତି।

ଘରର ମନ୍ଦିରରେ ଦୁଇଟି ଶିବଲିଙ୍ଗର ପୂଜା କରନ୍ତୁ ନାହିଁ। ପୂଜା ସମୟରେ ଯେବେବି ପାଣି କ୍ଷୀର ଦହି ଏବଂ ଘିଅର ବ୍ୟବହାର କରୁଛନ୍ତି ତ ଏହାକୁ ଧ୍ୟାନରେ ରଖିବେ ସେଥିରେ ଆଙ୍ଗୁଠି ବିଲକୁଲ ବି ଲଗେଇବେ ନାହିଁ। କାରଣ ଶାସ୍ତ୍ରରେ କୁହାଯାଇଛି କି ନଖର ସ୍ପର୍ଶରେ ଏହିସବୁ ଅପବିତ୍ର ହୋଇଯାଏ। ଏହା କୁ ଧ୍ୟାନରେ ରଖିବେ ତମ୍ବାର କୌଣସି ଜିନିଷରେ କ୍ଷୀର ଦହି କିମ୍ବା ପଞ୍ଚାମୃତ ରଖିବା ଉଚିତ ନୁହେଁ। କାରଣ ତମ୍ବାର ଜିନିଷରେ ଏହିସବୁ ଜିନିଷ ରଖିବା ଦ୍ୱାରା ଏହା ମଦ ସହିତ ସମାନ ହୋଇଯାଇଥାଏ। କିଛି ଲୋକ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସମୟରେ ଫୁଲକୁ ପାତ୍ର କିମ୍ବା ଜଳରେ ପକାଇ ଦେଉଛନ୍ତି ତା ପରେ ସେହି ଫୁଲକୁ ବାହାର କରି ପୁଣି ଭଗବାନଙ୍କୁ ଅର୍ପଣ କରୁଛନ୍ତି ଏମିତି କରିବା ବିଲକୁଲ ଭୁଲ ଅଟେ। ଯେବେବି ଆପଣ ଘରେ ହୋମ କରୁଛନ୍ତି ଏହାକୁ ଧ୍ୟାନରେ ରଖିବେ ହୋମ ପାଇଁ ଯେଉଁ କାଠ ଆଣୁଛନ୍ତି ତାହା ଛାଲ ସହିତ ଥିବା କାଠ କିମ୍ବା ପୋକ ଲାଗିଥିବା କାଠ ବ୍ୟବହାର କରିବେ ନାହିଁ। ଏହା ସହିତ ଆମେ ହୋମ କରିବା ସମୟରେ ଫ୍ୟାନର ବ୍ୟବହାର କରିଥାଉ। ଏହା ବିଲକୁଲ ଭୁଲ ଅଟେ। ଦୀପ ଲଗାଇବା ସମୟରେ ଗୋଟେ ଦୀପରୁ ଆଉ ଗୋଟେ ଦୀପ ଲଗାଇଥାଉ ଏମିତି କରିବା ମଧ୍ୟ ଭୁଲ ଅଟେ। ଏମିତି ଭୁଲରେ ବି ମଧ୍ୟ କରନ୍ତୁ ନାହିଁ। ବନ୍ଧୁଗଣ ପୂଜାରେ ତୁଳସୀ ପତ୍ରର ବିଶେଷ ଭୂମିକା ରହିଥାଏ। ସେଥିପାଇଁ ତୁଳସୀ ପତ୍ରକୁ ତୋଳିବା ସମୟରେ ଏହାକୁ ଧ୍ୟାନରେ ରଖିଥିବେ ସେହି ଦିନ ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା, ଏକାଦଶୀ, ଦ୍ଵାଦଶୀ, ରବିବାର ଆଉ ସନ୍ଧ୍ୟା ସମୟ ନ ହୋଇଥିବା ଦରକାର।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *