Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ଦିଗରେ ବାନ୍ଧି ଦିଅନ୍ତୁ ଗୋଟେ ଛୋଟ ଜିନିଷ। ଏହାର ୨୪ ଘଣ୍ଟା ପରେ ଦେଖନ୍ତୁ ଚମ-ତ୍କାର। ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରାୟ ସମସ୍ତ ଘରେ ତୁଳସୀ ଗଛ ଏବଂ ମନୀପ୍ଲାଣ୍ଟ ଗଛ ଥାଏ। ଏହି ଦୁଇ ଗଛ ଘରର ସୌଭାଗ୍ୟ ବଢାଇଥାନ୍ତି। ତା ସହିତ ଘରର ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି। ବା-ସ୍ତୁଶା-ସ୍ତ୍ର ଅନୁସାରେ ମନୀପ୍ଲାଣ୍ଟ ଏବଂ ତୁଳସୀ ଗଛ ଘର ପାଇଁ ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନାଯାଏ। ବାସ୍ତୁଶା-ସ୍ତ୍ରରେ ଏହି ଦୁଇ ଗଛକୁ ବହୁତ ହିଁ ମହ-ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଗଛବି ଆପଣଙ୍କୁ ଧନବାନ ବନେଇ ପାରିବ। ହଁ ବନ୍ଧୁଗଣ ଏହା ସମ୍ପୂର୍ଣ ସତ୍ୟ ଅଟେ। ଆପଣ ବି କଣ ଧନବାନ ବନିବାକୁ ଚାହୁଁଛନ୍ତି ତ ଏହି ରଙ୍ଗର ସୂତା ମନୀପ୍ଲାଣ୍ଟ କିମ୍ବା ତୁଳସୀ ଗଛରେ ବାନ୍ଧନ୍ତୁ ଏବଂ ଦେଖନ୍ତୁ ଏହାର ଚମତ୍କାର। ଧୀରେ ଧୀରେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ। ତା ସହିତ ଧନ ସମ୍ପତ୍ତିର ବୃଦ୍ଧି ହେବ। ଆପଣ ଏହି ଉପାୟକୁ ମନୀପ୍ଲାଣ୍ଟ ଗଛ ସହିତ କରନ୍ତୁ। ଯଦି ଘରେ ମନୀପ୍ଲାଣ୍ଟ ଗଛ ନାହିଁ ତ ତୁଳସୀ ଗଛରେ କରିପାରିବେ।

ବନ୍ଧୁଗଣ ଲାଲ ରଙ୍ଗର ଗୋଟେ ରିବନ କିମ୍ବା ସୂତା ନିଅନ୍ତୁ। ଆଉ ଏହାକୁ ତୁଳସୀ ଗଛ କିମ୍ବା ମନୀପ୍ଲାଣ୍ଟ ଗଛରେ ବାନ୍ଧି ଦିଅନ୍ତୁ। ଯଦି ଆପଣ ମନୀପ୍ଲାଣ୍ଟକୁ ବତଲରେ ରଖିଛନ୍ତି ତ ବୋତଲରେ ବାନ୍ଧି ଦିଅନ୍ତୁ ଆଉ ଯଦି ଗମ୍ବଲାରେ ରଖିଛନ୍ତି ତ ସେହି ଲାଲ ସୁତାକୁ ଗମ୍ବଲା ଉପରେ ବାନ୍ଧି ଦିଅନ୍ତୁ। ଏହି ରିବନ ବାନ୍ଧିବାରେ ଆପଣଙ୍କୁ ତୁରନ୍ତ ଲାଭ ହେବ। ଏହାର ସକା-ରାତ୍ମକ ପ୍ର-ଭାବ ବହୁତ ସ୍ପି-ଡ଼ରେ ନିଜ କାମ କରିଥାଏ। କୋଉ ରିବନ ବି ଚଳିବ କିନ୍ତୁ ଲାଲ ରଙ୍ଗର ହୋଇଥିବା ଦରକାର।

ଏବେ ଏହି ଲାଲ ରଙ୍ଗର ରିବନର ଚମ-ତ୍କାର ଜାଣି ନିଅନ୍ତୁ।

ବନ୍ଧୁଗଣ ପେଙ୍ଗସୁଇଙ୍ଗ ଅନୁସାରେ ଯେତେବି ଗୁଡ଼ଲକ ଗଛ ଥାଏ ସେହି ଗଛର ତଳେ ଲାଲ ରଙ୍ଗର ରିବନ ହିଁ ବନ୍ଧାଯାଏ। ଯାହା ଫଳରେ ସେମାନଙ୍କ ପ୍ରଭା-ବ ଆହୁରି ଅଧିକ ହୋଇପାରିବ। ଲାଲ ରଙ୍ଗର ରିବନ ଛାୟାର ପ୍ରତିନିଧିତ୍ୱ ବି ମଧ୍ୟ କରିଥାଏ। ଏହି ପ୍ରକାରରେ ଏହି ଗଛ ଘରେ ବେଲେ-ନ୍ସ ଓ ସୁର-କ୍ଷା ବନେଇ ରଖିବାରେ ବହୁତ ସାହାର୍ଯ୍ୟ କରିଥାଏ। ଏହାଜ ରିବନ ଆମ ଭିତରେ ଗୋଟେ ଗଜବର ଶ-କ୍ତି ସୃଷ୍ଟି କରିଥାଏ। ଲାଲ ରଙ୍ଗ ଆମ ଭିତରେ ଉତେଜନା ସୃଷ୍ଟି କରିଥାଏ। ଆମ ଜୀବନକୁ ସୁଧାରି ଥାଏ। ଲାଲ ରଙ୍ଗ ଆତ୍ମବିଶ୍ୱାସକୁ ବି ମଧ୍ୟ ବଢାଇଥାଏ ଆଉ ଏହି କାରଣରୁ ସବୁ ଗୁଡ଼ଲକ ଗଛରେ ଲାଲ ରଙ୍ଗର ରିବନ ବନ୍ଧା ଯାଇଥାଏ। ତ ବନ୍ଧୁଗଣ ଆପଣ ଜାଣିଲେ କି ମନୀପ୍ଲାଣ୍ଟ ଗଛରେ କିମ୍ବା କୌଣସି ଗୁଡ଼ଲକ ଗଛରେ ଲାଲ ରଙ୍ଗର ରିବନ ବାନ୍ଧିବା ଦ୍ୱାରା ଘରରେ ଧନର ବର୍ଷା ହୋଇଥାଏ। ସେଥିପାଇଁ ଡେରି ନକରି ଆଜି ହିଁ ବାନ୍ଧି ଦିଅନ୍ତୁ ଏବଂ ଏହାର ୨୪ ଘଣ୍ଟା ପରେ ଚମ-ତ୍କାର ଦେଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *