Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି ୭ ଟି ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହାର ଅର୍ଥ କଣ ହୋଇଥାଏ ଯେବେ ପୂଜା କରିବା ସମୟରେ ଦୀପର ଜ୍ୟୋତି ନିଜେ ନିଜେ ଜଳିବାକୁ ଲାଗିଥାଏ। ଯେବେ ଭଗବାନଙ୍କୁ ଚଢା ଯାଇଥିବା ଫୁଲ ଆମ ଉପରେ ପଡେ। ଧୂପର ଧୂଆଁ ଓଁମ ଯେପରି ଆକୃତି ବନାଏ। ପୂଜା ମାଧ୍ୟମରେ ଆମେ ଆମର ମନକାମନା କିମ୍ବା ମନର ବେଦନା ଭଗବାନଙ୍କୁ ଜଣାଇଥାଉ। ନିଜ ପାଇଁ କିଛି ନମାଗିଲେ ମଧ୍ୟ କେବଳ ଭଗବାନଙ୍କ ସେବା ପାଇଁ ମଧ୍ୟ କିଛି ମହାନ ଭାବ ରଖି ପୂଜା କରନ୍ତି। ଏମିତିରେ ବନ୍ଧୁଗଣ ଆମ ଭିତରୁ କିଛି ଲୋକ ଭଗବାନଙ୍କର ଚମ-ତ୍କାରକୁ ଦେଖିଛନ୍ତି। କିମ୍ବା ତାଙ୍କୁ ଅନୁଭବ କରିଛନ୍ତି। ଆମେ ଭଗବାନଙ୍କୁ ଆମର ପ୍ରାର୍ଥନା ମାଧ୍ୟମରେ ହୃଦୟର କଥାକୁ ଶୁଣାଇଥାଉ। କିନ୍ତୁ ଆମେ ତାଙ୍କୁ କେମିତି ଶୁଣିବା। ସଂକେତ ମାଧ୍ୟମରେ ଆମେ ଭଗବାନଙ୍କର ଭାଷାକୁ ବୁଝିପାରିବା। ଆଜ୍ଞା ବନ୍ଧୁଗଣ ଆମକୁ ଏପରି କିଛି ଶୁଭ ସଂକେତ ମିଳିଥାଏ ଯେଉଁଥିରେ ଆମକୁ ପୂର୍ବ ଆଭାଷ ହୋଇଥାଏ। ଯାହା ଆସିବାକୁ ଥିବା ସମୟରେ ଭଲ ହେବାକୁ ଯାଉଛି। ଏହି ପୋଷ୍ଟରେ ଆମେ ଜାଣିବା କି ପୂଜା କରିବା ସମୟରେ କେଉଁ ସଂକେତ ମିଳିଥାଏ ଯାହା କହିଥାଏ କି ଆମେ କରିଥିବା ପୂଜା ଭଗବାନ ସ୍ୱୀକାର କଲେ। ଆଜ୍ଞା ବନ୍ଧୁଗଣ ଆମକୁ ଭଗବାନ କିଛି ସଂକେତ ଦେଇଥାନ୍ତି। କିନ୍ତୁ ଆମ ଭିତରୁ କିଛି ଲୋକ ତାହାକୁ ବୁଝି ପାରନ୍ତି ନାହିଁ। ତ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ କିଛି ଏପରି ସଂକେତ ବିଷୟରେ ଜାଣିବା ଯାହାକୁ କି ବହୁତ ଶୁଭ ମାନାଯାଏ। ଆସନ୍ତୁ ଜାଣିବା।

ଯଦି ପୂଜାର୍ଚ୍ଚନା କରିବା ସମୟରେ ଆପଣଙ୍କ ଦ୍ୱାରା ଲଗାଯାଇଥିବା ଦ୍ୱୀପ ହଠାତ ତେଜ ହେବାକୁ ଲାଗେ କିମ୍ବା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଜଳିବାକୁ ଉଠେ ତ ବୁଝିବାକୁ ହେବ ଯେ ବିଲକୁଲ ବି ଡେରି କରନ୍ତୁ ନାହିଁ କି ଆପଣଙ୍କ ପ୍ରାର୍ଥନା ଭଗବାନ ଶୁଣିଛନ୍ତି।

ଯେବେ ଆପଣ ଭଗବାନଙ୍କର ପୂଜା କରୁଛନ୍ତି ଏବଂ ଆପଣଙ୍କ ଦ୍ଵାରା ଜଳାଯାଇଥିବା ଧୂପର ଧୂଆଁ ପୁରା କୋଠରୀରେ ଖେଳେଇ ହୋଇଯାଏ କିମ୍ବା ସେହି ଧୂଆଁ ସୁର୍ଯ୍ୟଙ୍କର କିରଣ ଆଡ଼କୁ ଯାଏ କିମ୍ବା ସେହି ଧୂଆଁ ଓଁମ ର ଆକାର ହୁଏ ତ ଏହାକୁ ବହୁତ ଶୁଭ ମାନାଯାଏ। ତ ଆପଣ ଏହି କଥାକୁ ବୁଝିଯାଅନ୍ତୁ କି ଆପଣଙ୍କର ଆସିବାକୁ ଥିବା ସମୟ ଚମକିବାକୁ ଯାଉଛି।

ଯଦି ଆପଣଙ୍କ ଘରେ ବାସ୍ନା ହେଉଥିବା ଧୂପ ଜଳେଇବା ପୂର୍ବରୁ ହିଁ ଆପଣଙ୍କର ଘର ମହକି ଉଠେ କିମ୍ବା ଆଳତୀ ସମୟରେ ଆପଣଙ୍କୁ ଘଣ୍ଟି ବାଜିବାର ଶୁଭେ ତ ଏହାକୁ ମଧ୍ୟ ଶୁଭ ମାନାଯାଏ।

ଆମର ଘରେ ବନ୍ଧୁଙ୍କୁ ଭଗବାନଙ୍କର ଆସନ ଦିଆଯାଇଥାଏ। ଅତିଥି ଦେବ ଭବ। ଘରକୁ ଆସିଥିବା ସବୁ ବନ୍ଧୁ ଭଗବାନଙ୍କର ରୂପ ଦେଇଥାନ୍ତି। କିନ୍ତୁ ଯଦି କୌଣସି ବନ୍ଧୁ ଆପଣଙ୍କ ଘରକୁ ପୂଜା କିମ୍ଵା ଆଳତୀ ସମୟରେ ଆସନ୍ତି ତ ଏହାକୁ ପରମାତ୍ମାଙ୍କ ରୂପ ବୋଲି ମାନାଯାଏ।

ପୂଜାପାଠ କରୁଥିବା ସମୟରେ ଯଦି କୌଣସି ଏପରି ବ୍ୟକ୍ତି ଆସନ୍ତି ଯିଏ ଆପଣଙ୍କ ପାଇଁ ଉପହାର ଆଣିଥାନ୍ତି ତ ଆପଣଙ୍କୁ ବୁଝିଯିବା ଉଚିତ କି ଏଥିରେ ପରମାତ୍ମାଙ୍କର କୃପା ଅଛି। ଯାହା ଆପଣଙ୍କ ଉପରେ ବିଶେଷ କୃପା ବନେଇଥାଏ।

ଯେବେବି ଆପଣ ଭଗବାନଙ୍କର ମୂର୍ତ୍ତିର ଫୁଲ ଚଢ଼େଇଥାନ୍ତି ଏବଂ ଆପଣଙ୍କ ଦ୍ୱାରା ଚଢା ଯାଇଥିବା ଫୁଲ ପୂଜା କରିବା ସମୟରେ ଆପଣଙ୍କ ଆଡ଼କୁ ପଡିଥାଏ ତ ଏହାର ଅର୍ଥ ଆପଣଙ୍କର ଆସିବାକୁ ଥିବା ସମୟରେ ଆପଣଙ୍କର କୌଣସି କାମ ପୂରଣ ହେବ। ଏହା ସହିତ ଆପଣଙ୍କ ଉପରେ ଭଗବାନଙ୍କର କୃପା ମଧ୍ୟ ଅଛି। କିମ୍ବା ଆପଣ ଯାହାବି କରୁଛନ୍ତି ତାହା ଆପଣଙ୍କର ଭବିଷ୍ୟତ ପାଇଁ ପୁରା ପୁରି ଠିକ ଅଟେ। ଏବଂ ଆପଣଙ୍କୁ ନିଜ ତରଫରୁ ପ୍ରୟାସ କରିବା ଉଚିତ।

ଭଗବାନ ଭଲରେ ହିଁ ଦୁନିଆର ପ୍ରତ୍ୟକ କୋଣରେ ଅଛନ୍ତି। ଏବଂ ତାଙ୍କର ଛାୟା କିଛି ଲୋକଙ୍କୁ ଦେଖିବାକୁ ମିଳିଥାଏ। ଯଦି ପୂଜା କରିବା ସମୟରେ ଆପଣଙ୍କ ଘର ଦ୍ଵାରକୁ କୌଣସି ବ୍ରାହ୍ମଣ କିମ୍ବା ଭିକାରୀ ଆସିଯାଏ ତ ଏହାକୁ ପରମାତ୍ମାଙ୍କର ସଂକେତ ବୋଲି ମାନାଯାଏ। ଏବଂ ଏମିତିରେ ତାଙ୍କୁ କେବେବି ଖାଲି ହାତରେ ଯିବାକୁ ଦେବା ଉଚିତ ନୁହେଁ। ଦାନରେ କିଛି ନାଁ କିଛି ଦେବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *