Excuse Me Odisha

ଯାହା କହିବୁ ସତ କହିବୁ

ଗଣେଶ ପୂଜା ଦିନ କରନ୍ତୁ ଏହି ୭ ଟି ଉପାୟ ହୋଇଯିବେ ଧନବାନ।

ସେୟାର୍ କରନ୍ତୁ

ଆସନ୍ତୁ ଜାଣିବା ଗଣେଶ ଚତୁର୍ଥୀ କେବେ ଓ କେଉଁ ଶୁଭ ମୁହୂର୍ତ୍ତରେ ମନାଇବା ଏବଂ ସୁଖ ସମୃଦ୍ଧି ପାଇବା ପାଇଁ ଏହି ଦିନରେ ଆମକୁ କେଉଁ କାମ କରିବା ଆବଶ୍ୟକ। ବନ୍ଧୁଗଣ ଆମ ଧର୍ମ ଅର୍ଥାତ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ ପର୍ବ ହେଉଛି ଗଣେଶ ପୂଜା। ତାହାକୁ ଗଣେଶ ବିନାୟକ ଚତୁର୍ଥୀ ରୂପରେ ମଧ୍ୟ ଆମେ ଜାଣିଥାଉ। ବିଘ୍ନ ହର୍ତା ଭଗବାନ ଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଓଡ଼ିଥାଏ। ସମସ୍ତ ଦେବତାଙ୍କ ପୂଜା ପୂର୍ବରୁ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କ ଉପାସନା କରାଯାଇଥାଏ। ସେ ହେଉଛନ୍ତି ଅଗ୍ରପୂଜ୍ୟ। ଚଳିତ ମାସ ସେପ୍ଟେମ୍ବର ମାସ ୧୦ ତାରିଖରୁ ଶ୍ରୀ ଗଣେଶ ଚତୁର୍ଥୀ ପଡୁଥିବା ବେଳେ ୧୯ ତାରିଖରେ ବିଘ୍ନ ହରତାଙ୍କୁ ବିଦାୟ ଦିଆଯିବ। ୯ ସେପ୍ଟେମ୍ବର ରାତି ୧୨.୧୭ ମିନିଟରେ ଗଣେଶ ଚତୁର୍ଥୀ ଆରମ୍ଭ ହେବ। ଏହା ୧୦ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ରହିବ। ଆମେ ପୂର୍ବ ଦେଢ଼ ବର୍ଷ ହେଲା କରୋନା ମହାମାରୀ ସହ ଲଢୁଥିଲେ। ବହୁତ କଷ୍ଟରେ ରହିଥିଲେ। ଏହିଥର ଭଗବାନ ଗଣେଶ ଆମ ଉପରେ ଏମିତି କୃପା କରନ୍ତୁ କି କରୋନା ଯେମିତି ଆମ ଜୀବନକୁ ହଇରାଣ ନକରୁ। ୧୦ ସେପ୍ଟେମ୍ବର ଗଣେଶ ଚତୁର୍ଥୀ ୧୦ ଦିନ ଅର୍ଥାତ ପୁଣି ସେ ସେହି ସେପ୍ଟେମ୍ବରରେ ଏହା ସମାପନ ହେବ। ଏହା ଦଶ ଦିନ ଚାଲିବାକୁଥିବା ଗଣେଶ ପୂଜା ଆପଣଙ୍କ ଜୀବନ ପାଇଁ ବହୁତ ଉପଯୋଗୀ ଅଟେ। ଏହି ସମୟରେ ବିଘ୍ନ ହର୍ତା ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୁଏ। ଏବଂ ସମସ୍ତ କଷ୍ଟର ନିବାରଣ ହୋଇଥାଏ। ବନ୍ଧୁଗଣ ଏବେ ଗଣେଶ ଚତୁର୍ଥୀର ବିଶେଷ ମୁହୂର୍ତ୍ତ ଜାଣି ନିଅନ୍ତୁ। ସକାଳ ୧୧.୩୦ ମିନିଟରୁ ନେଇ ଦି-ପ୍ରହରର ୧୧.୪୮ ମିନିଟ ପର୍ଯ୍ୟନ୍ତ ରହିବ। ଏବଂ ଦି-ପ୍ରହରର ୧୨. ୧୦ ମିନିଟରୁ ଦି-ପ୍ରହରର ୧ ପର୍ଯ୍ୟନ୍ତ ଭଲ ମୁହୂର୍ତ୍ତ ରହିବ। ଆପଣ ଦୁଇଟି ଯାକ ମୁହୂର୍ତ୍ତ ମଧ୍ୟରୁ ଗଣେଶ ଚତୁର୍ଥୀର ପ୍ରାରମ୍ଭ କରିପାରିବେ। ଏବେ ଆସନ୍ତୁ ଜାଣିବା ବିଶେଷ ଶୁଭ ମୁହୂର୍ତ୍ତ। ବନ୍ଧୁଗଣ ଲୋକମାନେ ଯେମିତି ସବୁବର୍ଷ ଭଗବାନ ଶ୍ରୀ ଗଣେଶଙ୍କ ସ୍ୱାଗତ କରିବାକୁ ପସନ୍ଦ କରିଥାନ୍ତି ସେତିକି ହିଁ ବିସର୍ଜନ ପରେ ଦୁଃଖ ପ୍ରକାଶ କରିଥାନ୍ତି। କିନ୍ତୁ ଭଗବାନ ଗଣେଶଙ୍କ ସ୍ୱାଗତ ଏବଂ ବିଦାୟ ଦୁଇଟି ଯାକ ବହୁତ ଜୋରସୋରରେ ଏବଂ ଧୁମଧାମରେ କରିବା ଉଚିତ। ଆପଣ ଯେତିକି ହୃଦୟରୁ ଭକ୍ତି ଭାବ ସହିତ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିଥାନ୍ତି ଗଣପୋତି ବାବା ସେତିକି ଶୀଘ୍ର ହିଁ ଆପଣଙ୍କୁ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦେଇଥାନ୍ତି। କାହିଁକିନା ସେ ହେଉଛନ୍ତି ବିଘ୍ନ ହର୍ତା। ଯାହାର ଅର୍ଥ ହେଉଛି ସମସ୍ତ ବାଧାକୁ ଦୂର କରିବା। ଏହିଦିନ ମାନଙ୍କରେ କୌଣସି ବି ନେଗେଟିଭ କଥା ହେବାରୁ ବଞ୍ଚନ୍ତୁ। ଯଦି ଆପଣ ଏଥିରେ ସଫଳ ହେଉଛନ୍ତି ତାହେଲେ ଆପଣଙ୍କ ସମସ୍ତ କନ୍ସେଣ୍ଟେନ୍ସ ମାଇଣ୍ଡରେ ବହୁତ ଭଲ ମେସେଜ ପ୍ରିଣ୍ଟ ହୋଇଯିବ। ପୋଜିଟିଭ ଭାବନା ସହିତ କନ୍ସେଣ୍ଟେନ୍ସ ପାୱାର ବଢିବା ସହିତ ଆତ୍ମସମ୍ମାନ ଏବଂ ବିଶ୍ୱାସ ମଧ୍ୟ ବଢିଯିବ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଦୁଇଟି ଗ୍ରହର ଅଶୁଭ ଦୂର ହେବ କେମିତି।

ଗଣେଶ ଚତୁର୍ଥୀରେ ୧୦ ଦିନ ଗଣେଶ ଚତୁର୍ଥୀ ପୂଜା କରିବା ପରେ ପାପ ଗ୍ରହ ବୁଧ ଏବଂ କେତୁଙ୍କର ଅଶୁଭତା ଦୂର ହେବ ଏବଂ ଦୁଇଟି ଗ୍ରହ ମିଶିଲେ ଦୋଷ ଲାଗିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବେଙ୍କିଙ୍ଗ ଫାଇନାନ୍ସ ଏକାଉଣ୍ଟିଙ୍ଗ ଲେଖନୀ କାନୁନି ଏବଂ କେତୁ ଜନିତ କାରକ ଅଟେ। ଏହି ଗ୍ରହ ଅଶୁଭ ହେବା କାରଣରୁ ଧନ,ବ୍ୟାପାର,ଶିକ୍ଷା କ୍ଷେତ୍ର ଏବଂ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏହି ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କୁ କିଛି ବିଶେଷ ଉପାୟ ନିଶ୍ଚିତ କରିବା ଉଚିତ। ଯଦି ବନ୍ଧୁଗଣ ଆପଣ କିଛି ଉପାୟ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚୟ କରିପାରିବେ। ତା ସହିତ ଏହି ଗୋଟିଏ ଉପାୟ ମଧ୍ୟ କରିପାରିବେ। ଆପଣ ଏହି ୧୦ ଦିନରେ ତେଲ, ଲେମ୍ବୁ ଓ କଦଳିର ଯେତେ ଦାନ କରିପାରିବେ ସେତେ ଭଲ ହେବ। ଛୋଟ ପିଲା ମାନଙ୍କୁ ଖଟା ମିଠା ଉପହାର ଦେବା ଦ୍ୱାରା କେତୁ ଖୁସି ହୋଇଥାନ୍ତି। କଳା ତେଲ ବହି ଯାଉଥିବା ଜଳରେ ପ୍ରବାହିତ କରିବା ଦ୍ୱାରା କେତୁଙ୍କ ଖରାପ ପ୍ରଭାବ କମ ହୋଇଥାଏ। ଏବଂ ଭଲ କୃପା ପଡିଥାଏ। କିନ୍ତୁ ଖରାପ ପ୍ରଭାବକୁ କମ କରିବା ପାଇଁ ଗାଈ ମାନଙ୍କୁ ହରାଭରା ଖାଇବାକୁ ଦିଅନ୍ତୁ। ଛୋଟ କନିଆ ମାନଙ୍କୁ ନୀଳ ରଙ୍ଗର ଚୁଡ଼ି ବସ୍ତ୍ର ଖାଦ୍ୟ ଭେଜିଟେବୁଲ ଫଳ ଆଦି ଦାନ କରିବା ଉଚିତ। ଏବଂ ବୁଧଙ୍କ ପାଇଁ ଶ୍ରୀ ଗଣେଶଙ୍କର ସ୍ତୁତି ପାଠ କରିବା ଆବଶ୍ୟକ। ଏହା ଦ୍ୱାରା ବୁଧ ଖୁସି ହେବେ। ଏବଂ ଆପଣଙ୍କ ଜୀବନ ଶ୍ରେଷ୍ଠ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *