Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୩ ସେପ୍ଟେମ୍ବର ୨୦୨୧,ଶୁକ୍ରବାର : ଆଜି ୬ରାଶିର ଭାଗ୍ୟ ଦେଖାଇବ ନିଜର ଜୋର, ଜାଣନ୍ତୁ କେମିତି ରହିବ ଆପଣଙ୍କ ଶୁକ୍ରବାର?

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୦୩ ସେପ୍ଟେମ୍ବର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘ-ଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୦୩ ସେପ୍ଟେମ୍ବର ୨୦୨୧

ମେଷ ରାଶି:-

ନିଜର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ। କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ସହ ବିବାଦ ହୋଇପାରେ। ଆଜୀବକାଙ୍କ ନୂଆ ସ୍ରୋତ ସ୍ଥାପିତ ହେବ। ଅନେକ ବଡ ପ୍ରଜେକ୍ଟ ମିଳିପାରେ। ମାନ କୀର୍ତ୍ତିରେ ବୃଦ୍ଧି ହେବ।

ବୃଷ ରାଶି:-

ବ୍ଯବସାୟରେ ନୂଆ ଅନୁବନ୍ଧ ହୋଇପାରେ। ପାରିବାରିକ ଯାତ୍ରାର ଯୋଗ ଅଛି। ଧର୍ମ କର୍ମରେ ରୁଚି ବଢିବ। ଆର୍ଥିକ ପକ୍ଷ ମଜବୁତ ହେବ। ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ନୂଆ କୌଶଳ ପ୍ରୟୋଗରେ ଲାଭ ହେବ।

ମିଥୁନ ରାଶି:-

ଆତ୍ମବିଶ୍ଵାସ ଓ ଇଷ୍ଟ ବଳ ସଫଳତାରେ ସାହାଯ୍ୟ କରିବ। ପାର୍ଟନରସିପରୁ ଲାଭ ହେବ। ମାନସିକତାରେ ପରିବର୍ତ୍ତନ ଓ ଭଲ ଚିନ୍ତା କରିବେ। ବୃଦ୍ଧଙ୍କ ସହିତ ଚିନ୍ତା ରହିବ। ନିଜର ସ୍ଵପ୍ନକୁ ସାକାର କରିବାର ସମୟ ଅଛି ଓ ସମ୍ପୂର୍ଣ ପରିଶ୍ରମ ଓ ଲଗନରେ ନିଜର କାର୍ଯ୍ୟକୁ କରିବେ।

କର୍କଟ ରାଶି:-

ବିଦେଶ ଯାତ୍ରାର ଯୋଗ ରହିବ। ପୂର୍ବରୁ ନିବେଶ ହୋଇଥିବା ଟଙ୍କାରେ ଲାଭ ହେବ। ଶତ୍ରୁ ସକ୍ରିୟ ହେବେ। ମନ ମନରେ କୌଣସି କଥା ଚିନ୍ତା କରିପାରେ, ପୂର୍ଣ ବିଚାର ଓ ନିଜର ବିଶ୍ଵସନୀୟ ବିଚାରର ନିର୍ଣ୍ଣୟ ନିଅନ୍ତୁ।

ସିଂହ ରାଶି:-

ନିଜର କାର୍ଯ୍ୟକ୍ଷେତ୍ର ପ୍ରତି ଦାୟିତ୍ଵକୁ ବୁଝନ୍ତୁ। ରାଗରେ କୌଣସି ଜିନିଷ ହାସିଲ ହେବ ନାହିଁ। ବଡମାନଙ୍କର ଅନୁଭବ ଆପଣଙ୍କ ପାଇଁ ଲାଭପ୍ରଦ ରହିବ। ନିଜର ମନ କଥା ଓ ବ୍ଯବସାୟିକ ଯୋଜନା ପ୍ରତ୍ଯେକଙ୍କୁ କୁହନ୍ତୁ ନାହିଁ କ୍ଷତି ହୋଇପାରେ।

କନ୍ୟା ରାଶି:-

ଆଘାତପୂର୍ଣ କାର୍ଯ୍ୟ ଠାରୁ ଦୂରରେ ରୁହନ୍ତୁ। ଅଜଣାଙ୍କ ଉପରେ ଭରସା କରନ୍ତୁ ନାହିଁ। ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ଆପଣଙ୍କ ବିରୋଧୀ ଆପଣଙ୍କୁ ଫସାଇବାକୁ ଚେଷ୍ଟା କରିବେ। ସତର୍କ ରୁହନ୍ତୁ। ଧନ ସଞ୍ଚୟରେ ସଫଳ ହେବ। ସନ୍ତାନ ସୁଖ ପ୍ରାପ୍ତ ହେବ।

ତୁଳା ରାଶି:-

ବ୍ୟବସାୟରେ ଉନ୍ନତିର ଯୋଗ ଅଛି। କର୍ମଚାରୀଙ୍କୁ ସହଯୋଗ ମିଳିବ। ନ୍ୟାୟ ପକ୍ଷ ମଜବୁତ ହେବ। ଜୀବନରେ ଅନେକ ଉତ୍ଥାନ-ପତନ ଆସିବ। ଆପଣ ଏହିପରି ହତାଶ ହୋଇ ବସିଗଲେ କ୍ଷତି ଆପଣଙ୍କ ସହିତ ଅନେକ ଲୋକଙ୍କର ହେବ।

ବିଛା ରାଶି:-

ଭାଗ୍ୟ ଉଦୟର ସମୟ ଅଛି। ନିଜର ସମ୍ପୂର୍ଣ ପରିଶ୍ରମ ନିଜର କାର୍ଯ୍ୟରେ ଲଗାନ୍ତୁ। ସଫଳ ହେବେ। କାର୍ଯ୍ୟସ୍ଥଳରେ ବାରମ୍ବାର ବାରମ୍ବାର ହେଉଥିବା ମେସିନ ଖରାପ ଯୋଗୁଁ ଚିନ୍ତିତ ହୋଇପାରନ୍ତି ତେଣୁ ସମୟ ପୂର୍ବରୁ ଏହାକୁ ପରିବର୍ତ୍ତନ କରି ସମାଧାନ ହୋଇଯିବ।

ଧନୁ ରାଶି:-

ପରିଣୟ ଚର୍ଚ୍ଚାରେ ସଫଳତା ମିଳିବ। ଖାଦ୍ୟପେୟରେ ଧ୍ୟାନ ଦେବା ଉଚିତ। ଧନ ଲାଭ ହୋଇପାରେ। ଅନେକ ଦିନରୁ ଆପଣଙ୍କ ମନରେ କୌଣସି କଥାକୁ ନେଇ ଅସୁବିଧା ହେବ। ମିଛ କହି ଆପଣ ନିଜେ ଫସିଯିବେ।

ମକର ରାଶି:-

କାମକୁ ଅବହେଳା କରନ୍ତୁ ନାହିଁ ଓ ସମୟ ପୂର୍ବରୁ କାର୍ଯ୍ୟକୁ କରିଦିଅନ୍ତୁ। ତରବରରେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟକୁ ବଢାଇବା ପାଇଁ ଋଣ ନେବାକୁ ପଡିପାରେ। ସନ୍ଥଙ୍କର ସାନିଧ୍ୟ ପ୍ରାପ୍ତି ହେବ।

କୁମ୍ଭ ରାଶି:-

ଭଲ ସଫଳତା ପାଇଁ କୋଣସି ଯୋଜନାରେ ପରିବର୍ତ୍ତନ ଆଣନ୍ତୁ। ନିଜର ଉପାୟକୁ ପରିବର୍ତ୍ତନ କରନ୍ତୁ। ପରିବାରରେ ଭଉଣୀଙ୍କ ବିବାହ ଚିନ୍ତା ରହିବ। କପାଳ ତେଲ ଓ ଲୌହ ବ୍ୟବସାୟରେ ଜଡିତ ଲୋକ କ୍ଷତି ହୋଇପାରେ।

ମୀନ ରାଶି:-

କେବଳ ପଇସା ଆୟରେ ମନ ରହିବ, ବରଂ ନିଜର ଦାୟିତ୍ଵକୁ ସମ୍ପୂର୍ଣ କରନ୍ତୁ। ଆର୍ଥିକ ଲାଭ ହେବ। ବ୍ୟସ୍ତତା ଯୋଗୁଁ ଜରୁରୀ କାର୍ଯ୍ୟ ଆଜି ମଧ୍ୟ ସମ୍ପୂର୍ଣ ହୋଇପାରିବ ନାହିଁ। ଚାକିରିରେ ଉନ୍ନତିର ଯୋଗ ସୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *