Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ପୂଜା କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ କଣ ସ୍ତ୍ରୀ ମାନଙ୍କୁ ଭଗବାନ ହନୁମାନଙ୍କୁ ପୂଜା ଆରାଧନା ଉଚିତ ନୁହେଁ, କଣ ହନୁମାନଙ୍କୁ ମାନି ପୂଜା ଆରୋଧନା କରିପାରିବା। ସ୍ତ୍ରୀ ମାନେ ବି ମଧ୍ୟ ହନୁମାନ ପୂଜା ଏବଂ ହନୁମାନ ଚାଳିସା ପଢିପାରିବେ ଏବଂ ଭଗବାନ ହନୁମାନଙ୍କର ଆରାଧନା ମଧ୍ୟ ସ୍ତ୍ରୀ ମାନେ କରିପାରିବେ। ପରନ୍ତୁ ସ୍ତ୍ରୀ ମାନଙ୍କୁ ସେ ସ୍ତ୍ରୀ ହେଉନ୍ତି ଅବା ପୁରୁଷ ମୂର୍ତି ମାନଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ। ଲୋକମାନେ ଆଜିକାଲି ବଡ଼ ନବୁଝିଲା ପରିକା ହେଉଛନ୍ତି। କିଛି ବି ତାଙ୍କୁ କୁହ ସେମାନେ ଶୁଣନ୍ତି ନାହିଁ। କିନ୍ତୁ ଭଗବାନଙ୍କୁ ଛୁଇଁବା ଠିକ ନୁହେଁ। ତଥାପି ତାଙ୍କୁ ଯଦି ମୌକା ମିଳେ ତ ସେମାନେ ଭଗବାନଙ୍କ ପାଦ ତଳେ ପଡିଯାନ୍ତି। ଯାହାକୁ କି ଶାସ୍ତ୍ର ବୋଲି ମାନିଥାଏ। ଭଗବାନଙ୍କ ସ୍ପର୍ଶ ହିଁ କେବଳ ପୂଜାରେ ହିଁ କରିପାରିବେ। ସେମାନଙ୍କୁ ଲାଗେ କି ସ୍ପର୍ଶ କଲେ ଭଗବାନ ଖୁସି ହୋଇଯିବେ। ଯାହାକି ପୁରା ପୁରି ଭୁଲ ଅଟେ। ଭଗବାନଙ୍କୁ ଦେଖାକର। ଭଗବାନ ହନୁମାନଙ୍କୁ ମଧ୍ୟ ଦେଖାକର। ଛୁଅନ୍ତୁ ନାହିଁ। କିଏ ପବିତ୍ର କିଏ ଅପବିତ୍ର କାହାର କେଉଁ ଅବସ୍ଥା ଏହିପରି ଭାବରେ ଆମେ ଯାଇକି ଭଗବାନଙ୍କୁ ଛୁଇଁଦେଉ। ଛୁଇଁବାରେ କଣ ଅଛି ଦର୍ଶନ କରନ୍ତୁ। ମନ ଲଗେଇକି ଧ୍ୟାନ କରନ୍ତୁ, ଜପ କରନ୍ତୁ, ତପ କରନ୍ତୁ ଏସବୁ ଠିକ ଅଛି କିନ୍ତୁ କେବଳ ସ୍ପର୍ଶ କରନ୍ତୁ ନାହିଁ। ମୂର୍ତ୍ତିର ସ୍ପର୍ଶ କାହାକୁ ବି କରିବା ଠିକ ନୁହେଁ କେବଳ ପୂଜାରୀ ବ୍ୟତୀତ କାରଣ ସେ ଗାଧୋଇ ସବୁ କର୍ମ ସାରି କେବଳ ଭଗବାନଙ୍କର ସେବା କରେ। କିନ୍ତୁ ଆମେ ଗାଧୋଇଲେ ମଧ୍ୟ ଚପଲ ପିନ୍ଧିକି ମନ୍ଦିରକୁ ଯାଇଥାଉ ପୁଣି ଆସିବା ବାଟରେ ମଧ୍ୟ କୁକୁର ହେଉ ବିଲେଇ ହେଉ ଆମକୁ ଛୁଇଁ ଦେଇଥାନ୍ତି। ଏହାପରେ ଆମେ ଯାଇ ଭଗବାନଙ୍କୁ ଛୁଇଁଦେଉ କଣ ଏହା ଠିକ ଅଟେ। ଦେଖନ୍ତୁ ଭଗବାନ ତାଙ୍କ ଜାଗାରେ କେତେ ପବିତ୍ର ଆଉ ସୁନ୍ଦର ଦେଖାଯାଉଛନ୍ତି କିନ୍ତୁ ଆପଣ ଓଲଟା ଭାବୁଛନ୍ତି ଛୁଇଁଲେ କଣ ଭଗବାନ ରାଗିଯିବେ, ଆପଣ ନିଜକୁ ନିଜେ ଦେଖନ୍ତୁ ଭଗବାନ ତାଙ୍କ ଜାଗାରେ କେତେ ସୁନ୍ଦର ଦେଖାଯାଉଛନ୍ତି।

ଭଗବାନ ହନୁମାନଙ୍କୁ ମଧ୍ୟ ସ୍ପର୍ଶ କରନ୍ତୁ ନାହିଁ। କୌଣସି ବି ମନ୍ଦିରରେ ଦୂରରେ ଚାହିଁ ପ୍ରଣାମ କରନ୍ତୁ। କଥା ଏଠାରେ ପୁରୁଷ ସ୍ତ୍ରୀ କିମ୍ବା ଉଚ୍ଚ ନୀଚ୍ଚ ଧନୀ ଗରିବର ନୁହେଁ ସେ ବ୍ରାହ୍ମଣ ହେଲେ ମଧ୍ୟ ଭଗବାନଙ୍କୁ ସ୍ପର୍ଶ କରିପାରିବ ନାହିଁ। ଭଗବାନ ତ ଆମର ସେଥିପାଇଁ ତାଙ୍କର ଧ୍ୟାନ ଆମକୁ ହିଁ ରଖିବା ଉଚିତ। ଦେଖନ୍ତୁ ଭଗବାନ କେତେ ସୁନ୍ଦର ଲାଗୁଛନ୍ତି। ଯଦି ମା ମାନଙ୍କୁ ଛୁଇଁବାର ସୁଯୋଗ ମିଳିଯାଏ ତାହେଲେ ସେମାନେ ମୂର୍ତ୍ତିରେ ସିନ୍ଦୁର ଚୁଡ଼ି ଲଗେଇ ମଥାକୁ ପୁରାପୁରି ଖରାପ କରିଦିଅନ୍ତି। ଦୂରରେ ରହି ମଧ୍ୟ ସେମାନେ ମୂର୍ତି ଉପରକୁ ଚାଉଳ ଫୁଲ ଫୋପାଡ଼ି ମୂର୍ତ୍ତିରେ ପିନ୍ଧା ଯାଇଥିବା କପଡାକୁ ମଧ୍ୟ ଖରାପ କରି ଦେଇଥାନ୍ତି। ଦେଖନ୍ତୁ ମୂର୍ତ୍ତିର କପଡା କେତେ ସୁନ୍ଦର ଦେଖାଯାଉଛି। ଏଥିପାଇଁ କୁହାଯାଏ କି ସମସ୍ତେ ଦୂରରେ ରୁହ। ଦୂରରେ ରହି ପ୍ରଣାମ କରନ୍ତୁ ମୂର୍ତ୍ତିକୁ ଛୁଅନ୍ତୁ ନାହିଁ। କିନ୍ତୁ ଲୋକେ ବୁଝନ୍ତି ନାହିଁ। ଭଗବାନଙ୍କର ଆଙ୍ଗୁଠି ପତଳା ହୋଇଥାଏ। ଯଦି ଧକା ଲାଗେ ତାହେଲେ ଆଙ୍ଗୁଠି ଭାଙ୍ଗି ଯାଇପାରେ ବା ମୂର୍ତ୍ତି ଖଣ୍ଡିତ ହୋଇଯାଇପାରେ। କେତେ ବଡ଼ ପାପ ଲାହିବ। କିନ୍ତୁ ଏହା ଲୋକେ ବୁଝନ୍ତୁ ନାହିଁ। ଯଦି କୌଣସି ଭଗବାନଙ୍କର ଭକ୍ତଙ୍କର ମୃତ୍ୟୁ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତ ହୁଏ ତ ସେ କଣ ଯମ ଲୋକ ସ୍ଵଇଛାରେ ଭ୍ରମଣ କରିପାରିବ ଦେଖନ୍ତୁ ଯିଏ ମୁକ୍ତ ହୋଇଯାଏ ସେ ଭଗବାନଙ୍କ ଧାମକୁ ଚାଲିଯାଏ ଯେଉଁମାନେ ସାଙ୍କିତ ବୈକୁଣ୍ଠ ଏବଂ ଗୋଲକ ଏହି ତିନି ଧାମକୁ ଯିଏ ଚାଲିଯାଏ ସେ ଭଗବାନଙ୍କ ଆଜ୍ଞାରେ କୁଆଡେ ବି ଯାଇପାରିବ। ସ୍ୱତନ୍ତ୍ର ରୂପେ ଭ୍ରମଣ କରିପାରିବ। ଯେଉଁ ଲୋକଙ୍କୁ ମୁକ୍ତି ମିଳିନଥାଏ ତାକୁ ଯେଉଁ ଲୋକଙ୍କୁ ପଠାଯାଏ ସେହି ଲୋକଙ୍କୁ ଚାଲିଯାଏ। କିଛି ଲୋକଥାନ୍ତି ଯେଉଁମାନେ ଜୀବନରେ ବହୁତ ଖୁସିରେ ଥାଆନ୍ତି ତାଙ୍କ ଜୀବନ ଛଡା ତାଙ୍କୁ କାହା ସହିତ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ। କି ତାଙ୍କର ଭଗବାନଙ୍କର ମଧ୍ୟ କୌଣସି ପ୍ରୟୋଜନ ମଧ୍ୟ ନଥାଏ ତ ଏପରି ଲୋକଙ୍କୁ କଣ ତ୍ୟାଗ କରିଦେବା ଉଚିତ ନାଁ ଆମକୁ ରାଗ କରିବା ଉଚିତ। ନାହିଁ କାହା ସହ ବନ୍ଧୁତା ନାହିଁ ଶତ୍ରୁତା। ଦେଖନ୍ତୁ ଆମର ପଡୋଶୀ ବହୁତ ଭଲ ତ ବହୁତ ଭଲ ଆମ ପାଇଁ। ବହୁତ ଖରାପ ହେଲେ ମଧ୍ୟ ଆମ ପାଇଁ କିଛି ଅର୍ଥ ନାହିଁ। ସେ ଯଦି ଆମକୁ ରାଧେ ରାଧେ କହେ ତ ଆମେ ମଧ୍ୟ ରାଧେ ରାଧେ କହିବା ଉଚିତ। ଯଦି ଦେଖିକି ହସେ ତ ଆମେ ମଧ୍ୟ ହସି ଦେବା ଉଚିତ। ବାକି ଅଛି ଆମକୁ କିଛି ଦେବାର ଅଛି ନାଁ ନେବାର ଅଛି। ପୁଣି ଆମକୁ କାହାର ତ୍ୟାଗ କରିବା କଣ ଦରକାର। ଯଦି ଆମେ ସ୍ୟୁକାର କରିନାହୁଁ। ତ୍ୟାଗ ତାକୁ କରାଯାଏ ଯାହାକୁ ଆପଣ ଗ୍ରହଣ କରିଛନ୍ତି ଗ୍ରହଣ କରନ୍ତି ନାହିଁ ।

ଏଥିପାଇଁ ଆପଣ ନିଜକୁ ନିଜେ ବ୍ୟସ୍ତ ରଖନ୍ତୁ ଭଲ ରୁହନ୍ତୁ। ଯଦି ଆପଣ ଆପଣଙ୍କର କାମରେ ଭଲ ତ ପୁଣି କାହାର ଚୁଗୁଲି କରିବା କାହାର ନିନ୍ଦା କରିବା ଏସବୁରୁ ଆପଣ ବଞ୍ଚିଯିବେ। ଯଦି ସମୟ ବଞ୍ଚୁଛି ଭାଗବତ କିମ୍ବା ରାମାୟଣ ପାଠ କରନ୍ତୁ। ପିଲାଙ୍କୁ ଭଲ କଥା ଶିଖାନ୍ତୁ। ଯଦି ଆହୁରି ସମୟ ବଞ୍ଚୁଛି ତ ଶୋଇ ପଡ଼ନ୍ତୁ। କିନ୍ତୁ ନିନ୍ଦା ଚୁଗୁଲିକୁ ଆସନ୍ତୁ ନାହିଁ। କିଛି ଲୋକ ପଡୋଶୀଙ୍କ ସହ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗପିଥାନ୍ତି। କାରଣ ସେମାନଙ୍କର କିଛି କାମ ନଥାଏ। ଏମିତି ସମୟ ବ୍ୟର୍ଥ କରିଲେ କିଛି ଲାଭ ନାହିଁ। ଯଦି ଆପଣଙ୍କୁ କିଏ ଭଲ ଲାଗୁନି ତ ତାକୁ କୁହନ୍ତୁ ନାହିଁ କି ତୁ ଖରାପ ବୋଲି କାରଣ ତାକୁ ଖରାପ ଲାଗିବ। ତେଣୁ ତାକୁ ମନରୁ ହିଁ ଛାଡି ଦିଅନ୍ତୁ। ଏହା ଠିକ କାରଣ ତାକୁ କହିଲେ ମନ ଖରାପ କରିବ। କାହାକୁ ଭଲ ଖରାପ କହିବା ଆମର ଧର୍ମ ନୁହଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *