Excuse Me Odisha

ଯାହା କହିବୁ ସତ କହିବୁ

ରାକ୍ଷୀ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ କୃପାରୁ ଏହି ୮ ଟି ରାଶିଙ୍କ ଉପରେ ହେବ ଧନର ବର୍ଷା। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଅନୁସାରେ ରାକ୍ଷୀ ବନ୍ଧନର ପର୍ବ ମାନାଯାଇଥାଏ। ରାକ୍ଷୀ ବନ୍ଧନର ଠିକ ସାତ ଦିନ ପରେ ଅଷ୍ଟମୀ ତିଥି ଅଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମର ସବୁ ପର୍ବ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ ହୋଇଥାଏ। ଆଜି ଆମେ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟ ରାକ୍ଷୀ ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି। ଏହି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆମେ ଆପଣ ମାନଙ୍କ ପାଇଁ ବଡ଼ ଖୁସି ଖବର ନେଇ ଆସିଛୁ। ଏହି ରାକ୍ଷୀ ପୂର୍ଣ୍ଣିମା ୮ ଗୋଟି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣି କରି ଆସୁଅଛି। ଜୀବନ ସମ୍ପୂର୍ଣ ରୂପରେ ବଦଳିବାକୁ ଯାଉଛି। ଯାହା ଆସନ୍ତା କିଛି ବର୍ଷ ଯାଏଁ ଲାଗିରହିବ। ଏମାନଙ୍କର ଜୀବନରେ ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କର ଆମ ମାନଙ୍କ ଜୀବନରେ ବହୁତ ଅଧିକ ପ୍ରଭାବ ପଡିଥାଏ। ଗ୍ରହ ଏବଂ ନକ୍ଷତ୍ରରେ ଘଟୁଥିବା ପରିବର୍ତ୍ତନର କାରଣରୁ ଜୀବନରେ ମଧ୍ୟ ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ମାନଙ୍କର ସ୍ଥିତି ଏକ ରହିଥାଏ ତେବେ ତାହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ଯଦି ଗ୍ରହ ମାନଙ୍କର ସ୍ଥିତି ଠିକ ରହିନଥାଏ ତେବେ ସେହି ବ୍ୟକ୍ତି ମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସେଥିପାଇଁ ବ୍ୟକ୍ତି ମାନଙ୍କ ଜୀବନରେ ରାଶି ଏବଂ ନକ୍ଷତ୍ର ମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜୀବନରେ ସଫଳ ହେବା ପାଇଁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ଏବଂ ସେମାନେ ବହୁତ କଷ୍ଟ ଏବଂ ପରିଶ୍ରମ ମଧ୍ୟ କରିଥାନ୍ତି। କିନ୍ତୁ ଏହା ଜରୁରୀ ନୁହେଁ ଯେ ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ସେହି ବ୍ୟକ୍ତିଙ୍କୁ ସଫଳତା ମିଳିପାରିବ।ବହୁତ ଲୋକ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ମନ ପସନ୍ଦର ସ୍ଥାନରେ ପହଁଚି ପାରିନଥାନ୍ତି। କିନ୍ତୁ କିଛି ଲୋକ କମ ପରିଶ୍ରମରେ ଉଚ୍ଚ ସ୍ଥାନରେ ପହଁଚି ପାରନ୍ତି। ଏହିଭଳି ସବୁ ସମୟରେ ହୋଇନଥାଏ। ଏହା କେବଳ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପ୍ରଭାବରେ ହିଁ ସମ୍ଭବ ହୋଇଥାଏ। ତେଣୁ ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପର ଠାରୁ ଏହି ୮ ଗୋଟି ରାଶି ମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ବର୍ଷିବାର ଅଛି। ଯାହା ଦ୍ୱାରା ଏହି ୮ ଗୋଟି ରାଶି ବିଶିଷ୍ଟ ବ୍ୟକ୍ତି ମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି। ଏବଂ ଏମାନଙ୍କୁ ପ୍ରଚୁର ଧନ ଉପାର୍ଜନର ଉତ୍ତମ ସୁଯୋଗ ପ୍ରାପ୍ତ ହେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କଣ ସବୁ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ବନୁଅଛି। ଏବଂ ଏହା ଦ୍ୱାରା ଆପଣ ବିଶେଷ ଲାଭଦାୟକ ହେବେ। ନିଜର ବୁଦ୍ଧିମତା କାରଣରୁ ଆପଣ ପ୍ରଚୁର ଧନ ଉପାର୍ଜନ କରିପାରିବେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଏବଂ ନିର୍ମାଣ କ୍ଷେତ୍ରରେ ଉନ୍ନତ ମାନର ଫଳ ପାଇବେ। ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ଉନ୍ନତିର ନୂତନ ମାର୍ଗ ଖୋଲିବାକୁ ଯାଉଛି। ବ୍ୟବସାୟ କ୍ଷେତ୍ରରେ ସନ୍ତୁଷ୍ଟ ଲାଭ କରିବେ। ଅଫିସର ଏବଂ ସହକର୍ମୀମାନେ ଆପଣଙ୍କର କାମରେ ପ୍ରଶଂସା କରିବେ। ପ୍ରିୟ ଲୋକମାନଙ୍କ ସହିତ ସମ୍ବଦ୍ଧ ଏବଂ ସମ୍ପର୍କ ସ୍ଥାପନ ଭଲ ରହିବ। ଅଧିକ ପରିଶ୍ରମ କରିବା ଦ୍ୱାରା ଆପଣ ଅର୍ଥଲାଭ କରିପାରିବେ। ବହୁତ ଦିନରୁ ଲାଗି ରହିଥିବା ଚିନ୍ତା ଏବଂ ବିବାଦରୁ ଆପଣଙ୍କୁ ମୁକ୍ତି ମିଳିବ। ଏହି ରାଶିର ଲୋକମାନଙ୍କୁ ମା ଲକ୍ଷ୍ମୀଙ୍କ କୃପାରୁ ସଫଳତା ପ୍ରାପ୍ତି ହେବ। ସାମାଜିକ ପ୍ରତିଷ୍ଠା ଏବଂ ମାନ ସମ୍ମାନରେ ବୃଦ୍ଧି ହେବ। ପ୍ରେମୀ ଏବଂ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ରହିବେ। ଦାମ୍ପତ୍ୟ ଜୀବନରେ ସୁଖର ନୂତନ ମାର୍ଗ ମିଳିବ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଏବଂ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରିବ। ଏହି ରାଶିର ଲୋକମାନେ ମା ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟରେ ଉଚିତ ଲାଭ ପ୍ରାପ୍ତ କରିବେ। କୌଣସି ନୂଆ ପ୍ରଜେକ୍ଟ ଆରମ୍ଭ କରିପାରନ୍ତି। ଯାତ୍ରା କରିବା ସମୟରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ। ଗୃହରେ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପ୍ରେମ ସମ୍ବଦ୍ଧରେ ଅଧିକ ଘନିଷ୍ଠତା ଆସିବ। ତେବେ ବନ୍ଧୁଗଣ ଏହିସବୁ ଭାଗ୍ୟଶାଳୀ ରାଶି ମାନେ ହେଉଛନ୍ତି ବୃଷ ରାଶି, ଧନୁ ରାଶି, ମୀନ ରାଶି, ସିଂହ ରାଶି, ମକର ରାଶି, ବିଛା ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *