Excuse Me Odisha

ଯାହା କହିବୁ ସତ କହିବୁ

ରାସ୍ତା ମଝିରେ ଦୁଇ ମହିଳା ଲାଗି ଗଲେ ଝଗ-ଡା ଝା-ଡୁରେ ଲାଗିଗଲେ ମା-ରପିଟ, ୩ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।

ସେୟାର୍ କରନ୍ତୁ

ସୋସି-ଆଲ ମିଡ଼ିଆରେ ଏବେ ଦୁଇ ମହିଳାଙ୍କର ଲ-ଢ଼େଇର ଭିଡିଓ ଭାଇ-ରାଲ୍ ହେଉଛି। ଯେଉଁଥିରେ ସେ ଦୁଇଜଣ ପରସ୍ପର ମଧ୍ୟରେ ଲ-ଢୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ବଡ କଥା ଏହାକି ଯେତେବେଳେ ସେହିଠାରେ ଦୁହିଁ ମହିଳାଙ୍କ ମଧ୍ୟରେ ହେଉଥିଲା ସେତେବେଳେ ସେଠାରେ ବହୁତ ଲୋକ ମହଜୁଦ ଥିଲେ।

ଆଜି ପର୍ଯ୍ୟନ୍ତ ଆପଣମାନେ ଅନେକ ଲଢେଇ ଦେଖିଥିବେ କିମ୍ବା ସେହି ସବୁ ବିଷୟରେ ଶୁଣିଥିବେ। ଅନେକ ଝଗ-ଡା କୁ ଦେଖି ଆପଣ ମାନଙ୍କୁ ଆ-ଶ୍ଚର୍ଯ୍ୟ ମଧ୍ୟ ଲାଗିଥିବ, ଆଉ କିଛି ଲ-ଢେଇ ଦେଖି ଆପଣ ମାନଙ୍କୁ ଅନେକ ମଜା ଲାଗିଥିବ ଆପଣ ମାନେ ବହୁତ ହସି ମଧ୍ୟ ଥିବେ। ହେଲେ ସୋସି-ଆଲ ମିଡିଆରେ ଭାଇ-ରାଲ୍ ହେଉଥିବା ଦୁଇ ମହିଳାଙ୍କ ଲଢେ-ଇ କୁ ଦେଖି ବିଶ୍ୱାସ କରନ୍ତୁ ଆପଣମାନେ ପୁରା ଚିନ୍ତାରେ ପଡିଯିବେ କି ଏହା ଲ-ଢେଇ କି କେଉଁ ଫିଲ୍ମର ସୁଟିଂ।

ଏମିତି ତ ଆପଣମାନେ ହଷ୍ଟେଲ୍ ଏବଂ ପିଜିରେ ରୁମ୍ ସେୟାର୍ କରି ରହୁଥିବା ଝିଅ ମାନଙ୍କର କେଟ୍ ଫା-ଇଟ୍ ର ଭିଡିଓ ତ ବହୁତ ଥର ଦେଖିଥିବେ, ହେଲେ କଣ ଆପଣମାନେ ମହିଳା ମାନେ ରାସ୍ତା ମଝିରେ ଝା-ଡୁରେ ଝ-ଗଡା ଲାଗିଥିବା ଦେଖିଛନ୍ତି କି। ଯଦି ଦେଖିନାହାଁନ୍ତି ତେବେ ଏବେ ସୋସି-ଆଲ୍ ମିଡିଆରେ ଦୁଇ ମହିଳାଙ୍କ ମଧ୍ୟରେ ହେଉଥିବା ଝା-ଡୁ ଫା-ଇଟ୍ ର ଭିଡିଓ କୁ ଦେଖିନିଅନ୍ତୁ। ଏଠାରେ ବୃଦ୍ଧ ବୟସର ଦୁଇ ମହିଳା ପରସ୍ପର ସହ ଝ-ଗଡା ଲାଗୁଥିବାର ଦେଖିବାକୁ ମିଳିଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Young Landlord (@younglandlord01)

ଭିଡିଓରେ ଆପଣମାନେ ଦେଖିପାରିବେ କି ଦୁଇ ମହିଳା ପରସ୍ପର ସହ ଝଗ-ଡା କରୁଛନ୍ତି। ଜଣଙ୍କ ହାତରେ ଝା-ଡୁ ଅଛି ଆଉ ସିଏ ସେଥିରେ ଅନ୍ୟ ଜଣେ ମହିଳାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି, ଆଉ ଅନ୍ୟ ଜଣେ ମହିଳା କେବଳ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସରେ ଅଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକ ମାନେ କେବଳ ଏହି ଦୃଶ୍ୟକୁ ଦେଖିବାରେ ବ୍ୟସ୍ତ ଅଛନ୍ତି। ଆଉ ସେତେବେଳେ ଆଉ ଜଣେ ତୃତୀୟ ମହିଳା ଏହି ଦୁହିଁଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି ଏବଂ ସେହି ଦୁଇ ମହିଳାଙ୍କୁ ଅଲଗା କରୁଛନ୍ତି।

ସୋସି-ଆଲ ମିଡ଼ିଆରେ ଲୋକ ମାନେ ଏହି ଦୁଇ ମହିଳାଙ୍କ ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତଗ। ଏହି କାରଣରୁ ଅନେକ ୟୁଜର୍ସ ମାନେ ଏହା ଉପରେ ବହୁତ ମଜାଳିଆ କମେଣ୍ଟ୍ସ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି କି ଦ୍ୱିତୀୟ ମହିଳାଙ୍କର ବଞ୍ଚିବାର ଷ୍ଟାଇଲ୍ ବହୁତ ହିଁ ଫନି ଥିଲା, ଆଉ ଜଣେ ୟୁଜର୍ସ ସେଠାରେ ଲେଖିଛନ୍ତି କି ମୋତେ ଏହି ଲ-ଢେଇ ଏକ ସୁଟିଂ ପରି ଲାଗୁଛି। ଏହାଛଡା ଆହୁରି ଅନେକ ୟୁଜର୍ସ ଏହା ଉପରେ ବହୁତ ହିଁ ମଜାଳିଆ କମେଣ୍ଟ୍ସ ଦେଇଛନ୍ତି। ଆପଣଙ୍କ ଜାଣିବା ପାଇଁ ଆମେ କହିଦେଉଛୁ କି ଏହି ଭିଡିଓ ଇନ୍ଷ୍ଟାଗ୍ରାମ୍ ରେ younglandlord01 ନାମକ ଏକ ୟୁଜର୍ ଏହାକୁ ସେୟାର୍ କରିଛନ୍ତି।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *