Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ଏହି ୫ ଟି ରହସ୍ୟ ସ୍ୱାମୀଙ୍କୁ କରିଦିଏ ବ-ର୍ବାଦ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ। ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ ବନେଇବା ପାଇଁ ଉପଯୋଗୀ ସୂଚନା ଦିଆଯାଏ। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନର ପ୍ରତ୍ୟକ ମୋଡ଼ରେ ବ୍ୟବହାରିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ନିଜର ଜ୍ଞାନ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜ ଗାଦିରେ ବସାଇ ଦେଇଥିଲେ। ଜାଣନ୍ତୁ ଚାଣକ୍ୟଙ୍କର ଏମିତି କିଛି ନୀତି ଯାହା ଆପଣଙ୍କୁ ଜୀବନର କୌଣସି ନାଁ କୌଣସି ମୋଡ଼ରେ ଆସିପାରେ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ନୀତି ଅନୁସାରେ କହିବୁ କି ରାତିରେ ସ୍ୱାମୀଙ୍କର କେଉଁ ଅଙ୍ଗ ପତ୍ନୀଙ୍କୁ ଧରିବା ଆବଶ୍ୟକ। ଯାହା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ଏବଂ ପୁରା ଘରେ ଖୁସିର ଛାୟା ଖେଳି ଯାଏ। ଏହା ଜଣାଇବା ପୂର୍ବରୁ ଆମେ ଆପଣଙ୍କୁ ଚାଣକ୍ୟ ନୀତି ଅନୁସାରେ ଏମିତି ୪ ଟି ଗୁ-ପ୍ତ ରହସ୍ୟ ଜଣେଇବୁ ଯାହାକୁ ପ୍ରତ୍ୟକ ବିବାହିତ ମହିଳା ନିଜର ପତିକୁ ଲୁଚାଇ ଥାନ୍ତି। କଣ ସେହି କଥା ଆସନ୍ତୁ ଜାଣିନେବା।

ବନ୍ଧୁଗଣ ଜଣେ ମହିଳା କେତେ ପ୍ରକାର ସମ୍ପର୍କରେ ବନ୍ଧା ହୋଇଥାଏ। ଏଥି ମଧ୍ୟରୁ ପତି ପତ୍ନୀ ସମ୍ପର୍କ ଯାହା ଏପରି ଏକ ପବିତ୍ର ସମ୍ପର୍କ ଯାହା ଦୁହିଁଙ୍କୁ ଏକ ସାଥିରେ ଏବଂ ତାଙ୍କ ପରିବାରକୁ ବି ଯୋଡିକି ରଖିଥାଏ। ବନ୍ଧୁଗଣ କୌଣସି ବି ସମ୍ପର୍କକୁ ସେତେବେଳେ ମଜବୁତ ବନାଯାଏ ଯେତେବେଳେ ସେହି ସମ୍ପର୍କରେ ଅତୁଟ ବିଶ୍ୱାସ ଏବଂ ପ୍ରେମ ଥାଏ। ଏମିତିରେ ଯଦି ପତି ପତ୍ନୀଙ୍କ ମଧ୍ୟରେ ବିଶ୍ୱାସ କମିଯାଏ ତ ତାଙ୍କ ସମ୍ପର୍କରେ ଧୀରେ ଧୀରେ ଦୂରତା ଆସିଯାଏ। ବନ୍ଧୁଗଣ ଏମିତିରେ ତ ପତି ପତ୍ନୀ ଜଣେ ଜଣଙ୍କ ସହ ପ୍ରତ୍ୟକ ଦୁଃଖ ଏବଂ ସୁଖ ବାଣ୍ଟି ଥାନ୍ତି। କିନ୍ତୁ କେତେଥର କିଛି ଏମିତି କଥା ମଧ୍ୟ ହୋଇଯାଏ ଯାହା ଜଣେ ଜଣଙ୍କୁ କହିପାରନ୍ତି ନାହିଁ। ତ ଏହି କଥା ସମ୍ପର୍କକୁ ବଞ୍ଚେଇ ରଖିପାରେ ନାହିଁ। ଯଦି ଆପଣ ମଧ୍ୟ ବିବାହିତ ତ ଆପଣଙ୍କ ଜୀବନସାଥୀ ଠାରୁ କୌଣସି ବି କଥା ଲୁଚେଇ ରଖନ୍ତୁ ନାହିଁ ଯାହାକି କୌଣସି ଭୁଲ ଧାରଣା ଉତ୍ପନ ହେବ ନାହିଁ। ବନ୍ଧୁଗଣ ଏହି ନିୟମ ପୁରୁଷ ଏବଂ ମହିଳା ଦୁହିଁଙ୍କ ମଧ୍ୟରେ ସମାନ ରୂପରେ ଲାଗୁହୁଏ। ତ ଆସନ୍ତୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏପରି ୪ ଟି କଥା କହିବୁ ଯାହା ପ୍ରତ୍ୟକ ବିବାହିତ ମହିଳା ନିଜର ପତିକୁ ଲୁଚାଇଥାନ୍ତି।

ବିତି ଯାଇଥିବା କାଲିର କଥା। ବନ୍ଧୁଗଣ ଆମେ ଆମ ଜୀବନରେ ଭଲରେ କେତେବି ଆଗକୁ ବଢିଯାଇଥାନ୍ତି କିନ୍ତୁ ଅତୀତର କିଛି କଥା ଏମିତି ବି ହୋଇଥାଏ ଯାହାକୁ ଆମେ ଚାହିଁଲେ ମଧ୍ୟ ଭୁଲି ପାରନ୍ତି ନାହିଁ। ଆଜିର ସମୟରେ ପ୍ରତ୍ୟକଙ୍କୁ ପ୍ରେମ ହେବା ସାମାନ୍ୟ କଥା। ଏମିତିରେ ବହୁତ ମହିଳା ନିଜର ପତିଙ୍କୁ ତାଙ୍କର ପ୍ରଥମ ପ୍ରେମକୁ ଲୁଚାଇ ରଖିଥାନ୍ତି ଏବଂ ତାକୁ ନିଜ ହୃଦୟରେ ବି ଦବାଇ ରଖିଥାନ୍ତି। ବନ୍ଧୁଗଣ ଏହାର ପଛର କାରଣ ଏହା କି ସେ ନିଜର ଅତୀତର କଥାକୁ ନେଇ ଆଜିକୁ ନଷ୍ଟ କରିବାକୁ ଚାହୁଁନଥାନ୍ତି।

ନିଜ ବୀମାରର କଥା। ବନ୍ଧୁଗଣ ମହିଳାଙ୍କ ଜୀବନ ସବୁଠୁ କଠିନ ହୋଇଥାଏ କାରଣ ମାସିକ ଧର୍ମର ପୀଡା କିଛି ଦୁଃଖ ମହିଳାମାନେ ଚୁପ ଚାପ ସହିଥାନ୍ତି। ଦୁନିଆର ଅଧିକାଂଶ ମହିଳା ନିଜର ପତିକୁ ନିଜର ବୀମାର ବିଷୟରେ କୁହନ୍ତି ନାହିଁ। ସେ ଚାହାନ୍ତି ନାହିଁ କି ତାଙ୍କର ପତି ତାଙ୍କର ବୀମାରକୁ ନେଇ କୌଣସି ପ୍ରକାରର ଟେନସନ ନିଅନ୍ତୁ ବୋଲି। ସେମାନେ ସବୁବେଳେ ଏପରି ଭାବୁଥାନ୍ତି କି ଏହା ଠିକ ହୋଇଯିବ। ଏମିତିରେ ସ୍ୱାମୀଙ୍କୁ ଚିନ୍ତିତ କରି କିଛି ଫାଇଦା ମିଳିବ ନାହିଁ। ସେ ନିଜର ସ୍ୱାମୀଙ୍କୁ ଚିନ୍ତା ମୁକ୍ତ ରଖିବା ପାଇଁ ଚାହିଁଥାନ୍ତି।

ସିକ୍ରେଟ ଲଭ କ୍ରସ। ବନ୍ଧୁଗଣ ଆମେ ସମସ୍ତ ମନୁଷ୍ୟ ପ୍ରେମ ପାଗଳ ଅଟନ୍ତି। ଯେଉଁଠି ଆମକୁ ଟିକେ ପ୍ରେମର ଅନୁଭବ ହୁଏ ସେଠାକୁ ମନୁଷ୍ୟ ଚାଲିଯାନ୍ତି। ପ୍ରେମରେ କୌଣସି ଖରାପ ନଥାଏ କିନ୍ତୁ ବାହାଘର ପରେ କୌଣସି ସିକ୍ରେଟ ଲଭ କ୍ରସ ହେବା ଭାରତୀୟ ସମାଜରେ ଠିକ ମାନାଯାଏ ନାହିଁ। କୌଣସି ବି ମହିଳା ନିଜର ସ୍ୱାମୀଙ୍କୁ ନିଜର ସିକ୍ରେଟ କ୍ରସ ବିଷୟରେ କହିନଥାନ୍ତି। ତାଙ୍କୁ ସବୁବେଳେ ଏହି କଥାର ଡର ରହିଥାଏ କି ଏହି କଥା ତାଙ୍କ ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ଆଣିପାରେ।

ଟଙ୍କା ଲୁଚାଇବା। ବନ୍ଧୁଗଣ ଆପଣ କେତେଥର ଫିଲ୍ମରେ ମଧ୍ୟ ଦେଖିଥିବେ ସ୍ୱାମୀଙ୍କ ପଇସାକୁ ନେଇ ସ୍ତ୍ରୀ ଲୁଚାଇ ଥାନ୍ତି। ଏହା ସତ୍ୟ ମଧ୍ୟ। ବହୁତ ମହିଳା ନିଜର ସ୍ୱାମୀ ଠାରୁ ଚୋରି କରି ତାଙ୍କ ଠାରୁ ପଇସା ବଞ୍ଚେଇ ରଖନ୍ତି। ଏହାର ପଛରେ କାରଣ ଏହା କି ତାହା ଭବିଷ୍ୟତରେ ଆସିବାକୁ ଥିବା ଅସୁବିଧା ପ୍ରତି ନିଜକୁ ପ୍ରସ୍ତୁତ ରଖନ୍ତି। ତାକି ତାଙ୍କୁ ଆଗକୁ ଟଙ୍କାର କମି ନଆସେ।

ଏବେ ଆସନ୍ତୁ ଜାଣିବା ପତ୍ନୀ ପତିଙ୍କର କେଉଁ ଅଙ୍ଗ ଅବଶ୍ୟ ଛୁଇଁବା ଉଚିତ।

ବନ୍ଧୁଗଣ ଆମର ଭାରତୀୟ ପରମ୍ପରା ଅନୁସାରେ ସାମନ୍ୟତଃ ଘରେ ଗୁରୁଜନ ସନ୍ଥ ମାହାତ୍ମା ବୃଦ୍ଧ ଇତ୍ୟାଦିଙ୍କର ପାଦ ଛୁଇଁଥାନ୍ତି। ପାଦ ଛୁଇଁବାର ପରମ୍ପରା ପୁରୁଣା ସମୟରୁ ହୋଇ ଆସିଛି। ଏହି ପରମ୍ପରା ପଛରେ କିଛି କାରଣ ଅବଶ୍ୟ ରହିଛି। ଶାସ୍ତ୍ର ଅନୁସାରେ ଏପରି ମାନାଯାଏ କି ବଡ଼ ଲୋକଙ୍କ ପାଦ ଛୁଇଁଲେ ଆମର ପୁଣ୍ୟ ବଢିଥାଏ। ତା ସହିତ ତାଙ୍କର ଆଶୀର୍ବାଦ ସ୍ୱରୂପ ଆମର ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ। କିନ୍ତୁ ଏଠାରେ ଆମର ବଡ଼ ଗୁରୁଜନଙ୍କ ଆଶୀର୍ବାଦ ନେବା ସହିତ ସ୍ୱାମୀଙ୍କର ପାଦ ଛୁଇଁବା ପରମ୍ପରା ମଧ୍ୟ ମନାଯାଇଛି। ଏପରି ଆଜିକାଲି ଅଧିକାଂଶ ଲୋକ ଏହାକୁ ସାମାନ୍ୟ ବୋଲି ଭାବିଥାନ୍ତି। କିନ୍ତୁ ଏପରି ମାନାଯାଏ କି ପତ୍ନୀ ସକାଳୁ ଉଠି ସର୍ବ ପ୍ରଥମେ ପତିଙ୍କର ପାଦ ଛୁଇଁବା ଉଚିତ ଏବଂ ସନ୍ଧ୍ୟାକୁ ଯେତେବେଳେ ପତି ଘରକୁ ଆସନ୍ତି ସେତେବେଳେ ମଧ୍ୟ ପାଦ ଛୁଇଁବା ଉଚିତ। କାରଣ ଏଥିରେ ପତି ପତ୍ନୀଙ୍କର ପ୍ରେମ ବଢିଥାଏ। କୁହାଯାଏ କି ପତିଙ୍କର ପାଦ ଛୁଇଁବା କିମ୍ବା ତାଙ୍କ ପ୍ରତି ସମର୍ପଣ ଭାବ ଜାଗି ଉଠିଥାଏ। ଯେବେ ମନରେ ସମର୍ପଣ ଭାବ ଆସେ ତ ଅହଂକାର ନଷ୍ଟ ହୋଇଯାଏ। ଏଥିପାଇଁ ପତିର ଚରଣ ସ୍ପର୍ଶ କରିବାର ପରମ୍ପରା ରହିଆସିଛି। ବାକି ପତ୍ନୀ ମନରେ ପତିଙ୍କ ପ୍ରତି ସମ୍ମାନ ଭାବନା ରହିଥାଏ ଏବଂ ପତିର ମନରେ ନିଜର ପତ୍ନୀ ପ୍ରତି ଭଲପାଇବା ବନି ରହେ। ଦୁହିଁଙ୍କ ସମ୍ପର୍କ ମଧ୍ୟରେ ପ୍ରେମ ବନି ରହେ। ଏଥିପାଇଁ ପ୍ରଣାମ କରିବାର ପରମ୍ପରାକୁ ନିୟମ ଏବଂ ସଂସ୍କାରର ରୂପ ଦିଆଯାଇଛି। ଏବଂ ବନ୍ଧୁଗଣ ଯେଉଁଠାରେ ପତି ପତ୍ନୀଙ୍କର ପ୍ରେମ ଭାବନା ଥାଏ ସେଠାରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ସେହି ଘରେ ସବୁବେଳେ ଧନର ବର୍ଷା ହିଇଥାଏ। ଏବଂ ଖୁସି ଆସିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *