Excuse Me Odisha

ଯାହା କହିବୁ ସତ କହିବୁ

ଭିଡ଼ିଓ : ୫୦ ଫୁଟ ଗଭୀର କୁଅଁରେ ଖସିଲେ ମହିଳା ,ବଞ୍ଚାଇବା ପାଇଁ କରା ଗଲା ଏହୂ କାମ, ଦେଖନ୍ତୁ ଏହି ଭିଡ଼ିଓ ।

ସେୟାର୍ କରନ୍ତୁ

କେରଳରେ ୱୟାନନ୍ଦରେ ମଙ୍ଗଳବାର ଦିନ ୫୦ ଫୁଟ ଗଭୀର କୂଅରେ ଜଣେ ମହିଳା ଖସି ପଡିଲେ । ଯାହା ପରେ ତାଙ୍କୁ ବଞ୍ଚାଇବାର ଏକ ଭିଡ଼ିଓ କ୍ୟାମେରାରେ କଏଦ କରା ଯାଇଛି । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଲୋକ ଦମକଳ ବିଭାଗକୁ ଫୋନ୍ କରି ସୂଚନା ଦିଆ ଯାଇଥିଲା । ଏହି ସମୟରେ ସେଠାରେ ପହଞ୍ଚିବା ପରେ ଦମକଳ ବିଭାଗ ଓ ସ୍ଥାନୀୟ ଲୋକ ମିଶି ବଞ୍ଚେଇବା ଅଭିଯାନ ଆରମ୍ଭ କରିଥିଲେ । ଶେଷରେ ମହିଳାଙ୍କୁ ସୁରକ୍ଷିତରେ ବାହାର କରା ଗଲା ।

ବଞ୍ଚେଇବା ଅଭିଯାନର ଏକ ଭିଡ଼ିଓ ନ୍ୟୁଜ ଏଜେନସି ଏନାଇ ଦ୍ଵାରା ଜାରି କରାଯାଇଛି । ଏହି ଭିଡ଼ିଓରେ ଅଧିକାରୀ ଓ ସ୍ଥାନୀୟ ଲୋକ ଦ୍ଵାରା ମହିଳାକୁ କୂଅରୁ ବାହାର କରିବା ପାଇଁ ଦୌଡ଼ି ଓ ଜାଲର ବ୍ୟବହାର କରୁଥିବା ଦେଖା ଯାଇଛି । ଯେତେବେଳେ ସେ ସୁରକ୍ଷିତ ରୂପରେ କୂଅର ମୁଁହରେ ପହଞ୍ଚିଲେ ସଙ୍ଗେ ସଙ୍ଗେ ଜାଲକୁ ଧରି ନେଉଥିଲେ । ଲୋକ ମାନେ ଆ-ଶ୍ଚର୍ଯ୍ୟ ହେଉଛନ୍ତି ଯେ ବିନା ସାହାଯ୍ୟରେ ସେ ନିଜ ଗୋଡ଼ରେ ଠିଆ ହୋଇ ଗଲେ । ଭିଡ଼ିଓରେ ମହିଳାଙ୍କୁ କୌଣସି ଆ-ଘାତ ଲାଗିଛି କି ନାହି ଜଣା ପଡୁ ନଥିଲା । ଏଏନଆଇ ଭିଡ଼ିଓର କ୍ୟପ୍ସନରେ ଲେଖିଥିଲେ କେରଳର ବ୍ୟାନନ୍ଦ୍ ରେ ୫୦ ଫୁଟ ଗଭୀରରେ ଖସିବା ପରେ ଦମକଳ ବିଭାଗର ଅଧିକାରୀ ଓ ସ୍ଥାନୀୟ ଲୋକ ଜଣେ ମହିଳାଙ୍କୁ ବଞ୍ଚାଇଲେ । ସେୟାର କରିବା ପରେ ଏହି ଭିଡ଼ିଓ ବହୁତ୍ ଭାଇ-ରାଲ ହୋଇ ଯାଇଛି । ୟୁଜର ମାନେ ଦମକଳ ବିଭାଗଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରୁଛନ୍ତି । କେତେ ୟୁଜର ମହିଳାଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଅଧିକାରୀ ଓ ସ୍ଥାନୀୟ ଲୋକ ମାନେ ବହୁତ୍ ବଡ଼ କାମର କରିଛନ୍ତି । କିଛି ସମୟରେ ମହିଳ ଙ୍କୁ କୂଅରୁ ବଞ୍ଚାଇ ତାଙ୍କ ଜୀବନ ରକ୍ଷା କରିଛନ୍ତି , ଗ୍ରେଟ୍ ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *