Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୨୫ ଟି ସଂକେତ। ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କୁ ମିଳୁଛି ଏହି ୨୫ ଟି ସଂକେତ ତେବେ ଆପଣମାନେ ବହୁତ ଶୀଘ୍ର କୋଟିପତି ହେବାକୁ ଯାଉଛନ୍ତି ଏବଂ ଆପଣଙ୍କର ସମୟ ଭଲ ହେବାକୁ ଯାଉଛି। କିଛି ଲୋକ ମାନିଥାନ୍ତି ପରିଶ୍ରମ କରିବା ଦ୍ୱାରା ହିଁ ମିଳିଥାଏ। କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହା ଜୀବନରେ ଭାଗ୍ୟର ବଳବାନ ହିସାବରେ ମିଳିଥାଏ। ଭାରତୀୟ ହେବା ଦ୍ୱାରା ଆମେ ଅଧିକ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାଉ। ଆଜି ଆମେ ଅପଣାଙ୍କୁ ଶାସ୍ତ୍ରରେ ବର୍ଣିତ କିଛି ସଂକେତ ବିଷୟରେ ଏହି ପୋଷ୍ଟରେ ଜଣେଇବୁ। ଯଦି ଏହି ସଂକେତ ଆପଣଙ୍କୁ ମିଳୁଛି ତେଣେ ଆପଣ ନିକଟ ଭବିଷ୍ୟତରେ ଆପଣ ଧନବାନ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା

ଶୁଭ ଦିନରେ ପଇସା ଆସିବା। ଆମ ସମସ୍ତଙ୍କ ଜୀବନରେ କେବେ ନାଁ କେବେ ଶୁଭ ଦିନ ହୋଇଥାଏ। ଯଦି ଆପଣଙ୍କୁ ସେହି ସମୟରେ ଯଦି କେଉଁଠି ଧନର ପ୍ରାପ୍ତି ହୋଇଥାଏ ତାହାଲେ ଜାଣି ନିଅନ୍ତୁ ଆପଣଙ୍କର ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଛନ୍ତି ଏବଂ ଆପଣଙ୍କ ଜୀବନରେ ଆହୁରି ଧନ ଆସିବ।

ମଧୁର ସଙ୍ଗୀତ। ଯଦି ସକାଳୁ ଉଠିବା ସମୟରେ ଆପଣଙ୍କ ଆଖପାଖରେ ଯଦି ମନ୍ଦିରର ଶବ୍ଦ ଯେପରି ଶଙ୍ଖ କିମ୍ବା ଘଣ୍ଟିର ଶବ୍ଦ କିମ୍ବା କିଛି ମଧୁର ଭଜନ ଶୁଣନ୍ତି ତାହାଲେ ଏହା ଶାସ୍ତ୍ରର ଭଲ ମାର୍ଗର ସଂକେତ ବୋଲି କୁହାଯାଇଥାଏ।

ଝିଣ୍ଟିକା। ଏହି ନାଁ ଶୁଣିଲେ ହସ ଲାଗୁଥିବ। ଟିକେ ରହିଯାନ୍ତୁ। ଝିଣ୍ଟିକାର ଶବ୍ଦ ଶୁଣିବା ଆଉ ତାକୁ ଦେଖିବା ମାନେ ଆପଣଙ୍କର ଖରାପ ଦିନ ଶେଷ ହେବାର ସଂକେତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି।

ଘୁଷୁରୀ। ଘୁଷୁରୀକୁ ଦୁନିଆସାରା ଭଲ ଭାଗ୍ୟ ଆଣିଥାଏ ବୋଲି ମାନ୍ୟତା ରହିଥାଏ। ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ଶୁଭ ବିଚାର କରାଯାଇଥାଏ।

ଡ଼ଲଫିନ। ଏହାକୁ ମଣିଷର ଭଲ ବନ୍ଧୁ ବୋଲି ବିଚାର କରାଯାଇଥାଏ। ଏହା ବି ଜାଣି ନିଅନ୍ତୁ ଏହି ବନ୍ଧୁ ସତରେ ଭଲ ହୋଇଥାଏ। ଏହାକୁ ମଧ୍ୟ ଦେଖିବା ଭଲ ଭାଗ୍ୟ ଆସିବାର ସ୍ୱାସ୍ତ୍ରରର ବର୍ଣ୍ଣିତ ରହିଛି।

କଇଁଛ। ଏହାକୁ ମଧ୍ୟ ଦୁନିଆର ଭଲ ଭାଗ୍ୟର ପ୍ରତୀକ ମାନାଯାଇଥାଏ। ଏହାକୁ କିଛିବି ରୂପରେ ଦେଖିବା ଅତ୍ୟନ୍ତ ଶୁଭ ଏବଂ ଭଲ ଖବର ଆସିବାର ସଂକେତ ହୋଇଥାଏ।

ହାତ କୁଣ୍ଡାଇ ହେବା। ଏହା ତ ଆପଣ ଜାଣିଥିବେ ଯଦି ଆପଣଙ୍କର ହାତ କୁଣ୍ଡାଇ ହେଉଛି ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଏବଂ ଧନ କିଛି ଦିନ ମଧ୍ୟରେ ମିଳିଯିବ ବୋଲି ମାନ୍ୟତା ରହିଥାଏ।

ବର୍ଷାରେ ସୂର୍ଯ୍ୟ ଚମକିବା। ଏମିତି ବହୁତ କମ ଦେଖିବାକୁ ମିଳେ। ଆପଣ ବର୍ଷାରେ ଓଦା ହେବା ସମୟରେ ଆକାଶରେ ଚମକୁଥିବା ସୂର୍ଯ୍ୟ ଦେଖନ୍ତି ତାହେଲେ ଜାଣିନିଅନ୍ତୁ ଆପଣ ବହୁତ ଜଲଦି ମାଲାମାଲ ହେବାକୁ ଯାଉଛନ୍ତି।

ମୋତି। ସମୁଦ୍ରର ପାଣି କୂଳରେ ହୋଇଥାନ୍ତି। କିଛି ସମୟରେ ଏହାକୁ ଆଭୂଷଣ ଭାବେ ଏହାର ଉପଯୋଗ କରିଥାନ୍ତି। ମୋତି ଗୁଡିକୁ ଭଲ ଭାଗ୍ୟର ପ୍ରତୀକ ବୋଲି ମାନ୍ୟତା ରହିଛି।

ବଗିଚାରେ ପ୍ରାକୃତିକ ଦୃଶ୍ୟ ଦେଖିବା। ବର୍ଷା ପରେ ଯଦି ଆପଣ ନିଜ ବଗିଚାରେ ବେଙ୍ଗ ଶବ୍ଦ ଶୁଣୁଛନ୍ତି ତାହେଲେ ଏହା ଏକ ଭଲ ସଂକେତ ଅଟେ। ପୁନର୍ବାର ଏହି ଶବ୍ଦକୁ ନ ରାଗି ଶୁଣନ୍ତୁ। ଆପଣଙ୍କର ଆର୍ଥିକ ସ୍ଥିତି ନିଶ୍ଚିତ ସୁଧାରି ଯିବ।

କୁକୁର ଘରକୁ ଆସିବା। ଯଦି କେହି କୁକୁର ଆପଣଙ୍କ ଘରକୁ ଆସେ ତାହେଲେ ଆପଣଙ୍କର ଭବିଷ୍ୟତରେ ଆସୁଥିବା ଧନର ସଂକେତ ଅଟେ।

କିଛି ଜିନିଷ ମିଳିବା। ଆପଣଙ୍କୁ ରାସ୍ତାରେ କିମ୍ବା କେଉଁଠିକି ବି ଆପଣ ଯିବା ବେଳେ ଚାରି ପତ୍ରିୟା ଘାସ କିମ୍ବା ଗୋଟିଏ ଶିକା ମିଳିଲେ ତାକୁ ସମ୍ଭାଳି କି ରଖନ୍ତୁ ଯାହା ଆସୁଥିବା ଭଲ ଭାଗ୍ୟରେ ନିର୍ଦେଶ ହୋଇଥିବ।

ଭୁଲରେ ପୋଷାକ ଓଲଟା ପିନ୍ଧିବା। ଯେବେ ଆପଣ କେଉଁଠି କି ଯିବା ପାଇଁ ଜଲ୍ଦିରେ ଥାନ୍ତି ତ ଆପଣ କପଡା ଓଲଟା ପିନ୍ଧିଥାନ୍ତି ଯେତେବେଳେ ଦେଖିଥାନ୍ତି ରାଗ ଲାହିଥାଏ। କିନ୍ତୁ ଭବିଷ୍ୟତରେ ଯଦି ପୁଣି ଥରେ ଏପରି ହୋଇଥାଏ ତାହେଲେ ବୁଝି ନିଅନ୍ତୁ ଆପଣଙ୍କୁ ଆସିଥିବା ସୁଖ ସମୃଦ୍ଧିର ସୂଚନା ମିଳୁଛି।

ଭାଙ୍ଗିଥିବା ତାରା ଦେଖିବା। ଏହି ସଂକେତ ପୁରା ଦୁନିଆରେ ମାନ୍ୟତା ପ୍ରାପ୍ତ। ପୂର୍ବଜ ମାନେ କହିଛନ୍ତି ଭାଙ୍ଗି ଥିବା ତାରା ଦେଖିବା ମାନେ ଆପଣଙ୍କର ଆସୁଥିବା ୩୦ ଦିନରେ ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ। ସେଥିପାଇଁ ସେହି ସମୟରେ ଯାହାବି କିଛି ମାଗିବେ ତାହା ପୁର୍ଣ ହେବ।

ବୁଢିଆଣି ଜାଲ। ବୁଢିଆଣି ଜାଲ ଘରେ ପାଇବା ଅଶୁଭ ମାନନ୍ତି। ଯଦି ଆପଣ ଜାଲ ଦେଖିଲେ ଆଉ ସେଥିରେ ନିଜର ପ୍ରଥମ ଅକ୍ଷର ତିଆରି ହେବାର ଦେଖିବେ ତାହେଲେ ଏହା ଏକ ଶୁଭ ସଂକେତ ବୋଲି ମାନାଯାଇଥାଏ।

ଚଢ଼େଇଙ୍କ ଝାଡା କରିବା। ବହୁତ କମ ଲୋକ ଥିବେ ଯାହାଙ୍କ ଉପରେ ଚଢେଇ ମାନେ ଝାଡା କରିଥିବେ କିନ୍ତୁ ଆପଣଙ୍କୁ ଏହା କହିଦେଉଛୁ ଯେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ।

ବାଦୁଡିର ଘର କରିବା। ଦୁନିଆରେ ଅଧିକ ମାନ୍ୟତା ଦିଆଯାଇଥାଏ। ଏହା ଅନୁସାରେ ଯଦି ଆପଣଙ୍କ ଘରେ ବାଦୁଡି ଆସେ ତାହେଲେ ଏହା ଅଶୁଭର ସଂକେତ ମାନିଥାନ୍ତି। କିନ୍ତୁ ଏହା ଆମେ ଆପଣଙ୍କୁ କହୁଛୁ ସେହି ବାଦୁଡି ସେଠାରେ ଯଦି ନିଜ ଘର କରେ ତାହାଲେ ଏହା ଏକ ଶୁଭ ସଂକେତ ବୋଲି ମାନାଯାଇଥାଏ।

ନୂଆ ବିବାହିତାଙ୍କୁ ଦେଖିବା। ଆପଣ ରାସ୍ତାରେ ଯଦି ଷୋଳ ସିଙ୍ଗାର କରିଥିବା କିଛି ନବବିହାତି ଝିଅ ମାନଙ୍କୁ ଦେଖୁଛନ୍ତି ତାହେଲେ ଜାଣି ନିଅନ୍ତୁ ଆସୁଥିବା ଭଲ ଭାଗ୍ୟର ଏହା ଏକ ସଂକେତ ଅଟେ।

ଆଖୁ । ସକାଳୁ ଘରୁ ନିଜ କାମରେ ବାହାରକୁ ଯିବା ସମୟରେ ଆଖୁ ଦେଖନ୍ତି ତାହେଲେ ଜାଣିନିଅନ୍ତୁ ଏହି ସଂକେତ ଆପଣଙ୍କୁ କେଉଁଠୁ ପଇସା ମିଳିପାରେ।

କ୍ଷୀର। ସକାଳୁ ସକାଳୁ ଉଠିବା ପରେ ଦହି ଆଉ କ୍ଷୀର ଭଳି ଜିନିଷ ଦେଖିଲେ ଜାଣି ଯିବେକି କିଛି ଆସୁଥିବା ଭଲ ସମୟର ଏହା ସଂକେତ ଅଟେ।

ସବୁଜମୟ। ଯଦି ଆପଣ ସ୍ୱପ୍ନରେ ହର ହର ସବୁଜ ପ୍ରାକୃତିକ ଦୃଶ୍ୟ ଦେଖନ୍ତି ତାହେଲେ ଏହାକୁ ଶୁଭ ବିଚାର କରାଯାଇଥାଏ।

ସୁନାର ସାପ। ଯଦି ଆପଣଙ୍କୁ ଶୋଇବା ସମୟରେ ଧଳା କିମ୍ବା ସୁନା ରଙ୍ଗର ସାପ ଦେଖନ୍ତି ତାହେଲେ ଏହା ଆସୁଥିବା ଭଲ ସମୟରେ ସଂକେତ ହୋଇଥାଏ।

ଯାତ୍ରା କରିବା ସମୟରେ ମିଳିଥିବା କିଛି ସଂକେତ। କେବେବି ଯାତ୍ରା କରିବା ସମୟରେ ଆପଣଙ୍କୁ ନିଜର ଡାହାଣ ପଟେ ମାଙ୍କଡ଼ କୁକୁର ଏବଂ ସାପ ଦେଖନ୍ତି ତ ବୁଝିଯାଅନ୍ତୁ ଆପଣଙ୍କ ପାଖକୁ ଆସୁଥିବା ଧନର ସଂକେତ ଅଟେ।

ନଡ଼ିଆ। ନଡ଼ିଆକୁ ଭାରତୀୟ ସାମାଜିକ ପରମ୍ପରାର ଶୁଭ ମାନିଥାନ୍ତି। ତେବେ ଏହା ଜାଣନ୍ତୁ ଆଗକୁ ଯଦି ଆପଣ ସକାଳୁ ଉଠିବା ସମୟରେ ଏହି ଶ୍ରୀ ଫଳର ଦର୍ଶନ ହେବ ତାହେଲେ ଆପଣଙ୍କୁ କିଛି ଶୁଭ ଖବର ନିଶ୍ଚୟ ମିଳିବ।

ଧଳା ଗାଈ । ଯଦି କେବେ ଆପଣଙ୍କର ଜମି କିମ୍ବା ବଗିଚାରେ ଗାଈ ଆସି ଚରନ୍ତି ତାହେଲେ ବୁଝିଯାଅନ୍ତୁ କି ସ୍ୱୟଂ ମା ଲକ୍ଷ୍ମୀ ସନ୍ଦେଶ ପଠେଇଛନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *