Excuse Me Odisha

ଯାହା କହିବୁ ସତ କହିବୁ

ଆଙ୍ଗୁଳି ଫୁଟାଇବାର ମଜା କେଉଁଠି ନା କେଉଁଠି ହୋଇଯିବ ଆପଣଙ୍କ ପାଇଁ ଦ-ଣ୍ଡ, ହୋଇପାରେ ଏହି କ୍ଷତି

ସେୟାର୍ କରନ୍ତୁ

କଣ ଆପଣ ମଧ୍ୟ ନିଜର ଆଙ୍ଗୁଳିକୁ ଫୁଟାନ୍ତି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ। କାରଣ କଥା କଥାରେ ଆଙ୍ଗୁଳିକୁ ଟାଣିବା କିମ୍ବା ଫୁଟାଇବାରେ ମଜା ଆସିବା ଆପଣଙ୍କୁ ଗମ୍ଭୀର ରୋଗର ଶି-କାର କରିପାରେ। ଆପଣଙ୍କର ଏହି ଅଭ୍ଯାସ ଆଙ୍ଗୁଳିର ଆକାରରେ ପରିବର୍ତ୍ତନ କରିପାରେ ଓ ଗଣ୍ଠିର ବଥା ପାଇଁ କାରଣ ମଧ୍ୟ ହୋଇପାରେ।

ଗଣ୍ଠିର ବଥାର କାରଣ:-

ଏକ ସନ୍ଧାନ ମୁତାବିକ, ଦୁଇଟି ହାଡର ମଝିରେ ଏକ ଲିକ୍ବିଡ ଥାଏ ଯାହା ହାଡର ଭଲ ମୁଭମେଣ୍ଟ ପାଇଁ ଜରୁରୀ ଅଟେ। ଏହି ଲିଗାମେଣ୍ଟ ସାଇନୋବାୟଲ ଫ୍ଲୁଇଡ କହିଥାଏକି ଯାହା ହାଡରେ ଏକ ପ୍ରକାର ଗ୍ରୀସିଙ୍ଗ ଭଳି କାମ କରିଥାଏ। କିନ୍ତୁ ବାରମ୍ବାର ବାରମ୍ବାର ଆଙ୍ଗୁଳି ଟାଣିବା ଦ୍ଵାରା ହାଡ ମଝିରେ ଥିବା ଲିକ୍ବିଡ କମ ହୋଇଯାଏ। ଯଦି ଏହା ସମ୍ପୂର୍ଣ ଶେଷ ହୋଇଯାଏ ଧୀରେ ଧୀରେ ଗଣ୍ଠିରେ ବଥା ହେବା ଆରମ୍ଭ ହୋଇଯାଏ ଓ ଏହା ଗଣ୍ଠି ବାତ କାରଣ ହେବାକୁ ଲାଗେ।

ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଏ:-

ଅନେକ ଧାର୍ମିକ ମାନ୍ୟତା ଅନୁସାରେ, ଆଙ୍ଗୁଳି ଫୁଟାଇବାକୁ ଅଶୁଭ ବୋଲି ମନାଯାଏ। କାରଣ ଲୋକ ଏମିତି ମାନନ୍ତିକି ଏହି କାରଣରୁ ଧନର ଦେବୀ ମା ଲକ୍ଷ୍ମୀ ରାଗି ଯାନ୍ତି। କିଛି ଲୋକ ଏହା ମଧ୍ୟ ମାନନ୍ତିକି ଆଙ୍ଗୁଳି ଫୁଟାଇବା ଦ୍ଵାରା କୁଣ୍ଡଳୀରେ ଉପସ୍ଥିତ ଥିବା ୯ଟି ଗ୍ରହ ବିଗାଡିଯାଏ, ଯାହାକୁ ଅଶୁଭ ସମୟ ଆରମ୍ଭ ହେଲା ବୋଲି କୁହାଯାଏ।

କେମିତି ଛାଡିବେ ଏହି ଅଭ୍ଯାସ:-

୧। ନିଜକୁ ବ୍ୟସ୍ତ ରଖିବା ଆରମ୍ଭ କରନ୍ତୁ। ଯେତେବେଳେ ହାତକୁ ଫାଙ୍କା ଅନୁଭବ କରୁଛନ୍ତି ଆପଣଙ୍କୁ ହାତର ଆଙ୍ଗୁଳିକୁ ଫୁଟାଇବାକୁ ଇଛା ହେବ। କିନ୍ତୁ ବ୍ୟସ୍ତ ରହିବା କାରଣରୁ ଆପଣ ଏପରି କରିବେ ନାହିଁ।

୨। ଯେତେବେଳେ ହାତର ଆଙ୍ଗୁଳିକୁ ଫୁଟାଇବାକୁ ବଢୁଛନ୍ତି ଆପଣ ହାତରେ କୌଣସି ଜିନିଷ ନେଇନିଅନ୍ତୁ। ଯାହାଦ୍ୱାରା ଆପଣଙ୍କୁ ମନେ ରହିବକି ଆପଣଙ୍କୁ ଆଙ୍ଗୁଳି ଫୁଟାଇବା କଥା ନୁହେଁ।

୩। ଏକ ସପ୍ତାହରେ ନିଜର ଆଙ୍ଗୁଳିକୁ ଫୁଟାଇବାରୁ ନିଜକୁ ରକ୍ଷା କରିନେଲେ ଏହି ଅଭ୍ଯାସ ଛାଡିଯିବ।

୪। କେବଳ କିଛି ଉପାୟ ଓ ଇଚ୍ଛା ଶକ୍ତି ଜରିଆରେ ଆପଣ ଏହି ଆଙ୍ଗୁଳି ଫୁଟାଇବା ଭଳି ବେକାର ଅଭ୍ଯାସରୁ ଆରାମ ପାଇପାରିବେ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *