Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନବାନ ହେବା ପୂର୍ବରୁ ରାତି ଅଧରେ ଦେଖାଦିଏ ଏହିସବୁ ସ୍ୱ-ପ୍ନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା କେଉଁ ସବୁ ସ୍ୱ-ପ୍ନ ଦେଖିଲେ କଣ ହୋଇଥାଏ। ରାତିରେ ଶୋଇଲା ପରେ ଆମେ କିଛି ନାଁ କିଛି ସ୍ୱ-ପ୍ନ ଦେଖିଥାଉ। କିଛି ସ୍ୱ-ପ୍ନ ଏମିତି ଥାଏ ଯାହାକୁ ଦେଖିବା ଦ୍ୱାରା ଆମକୁ ଆମ ଜୀବନରେ ଖୁସି ଏବଂ ଆନନ୍ଦ ମିଳିବାର ସୂଚନା ଦେଇଥାଏ। ତେବେ ଆସନ୍ତୁ ଆମେ ଏମିତି କିଛି ସ୍ୱ-ପ୍ନର ଫଳ ବିଷୟରେ ଆଲୋଚନା କରିବା।ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ସ୍ୱ-ପ୍ନରେ ଯଦି ମନ୍ଦିର କିମ୍ବା କୌଣସି ଠାକୁରଙ୍କ ମୂର୍ତ୍ତି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଗ୍ରହ ପୀ-ଡା ଦୂର ହେବାର ଏହା ସୂଚନା ଦେଇଥାଏ। ଯଦି ସ୍ୱ-ପ୍ନରେ ନିଜେ ଧଳା ବସ୍ତ୍ର ପିନ୍ଧିଥିବାର କିମ୍ବା ଅନ୍ୟ କେହି ଧଳା ବସ୍ତ୍ର ପିନ୍ଧିଥିବାର ଦେଖିବେ ତାହେଲେ ଅତି ଶୀଘ୍ର କୌଣସି ଶୁଭ ଖବର ମିଳିବାର ସୂଚନା ଦେଇଥାଏ।

ଯଦି ସ୍ୱ-ପ୍ନରେ ନିଜେ ସା-ପ ମାନଙ୍କୁ ଗଡାଉ ଥିବାର ଦେଖିବେ ତାହେଲେ ଆପଣଙ୍କର ଶ-ତ୍ରୁ ମାନଙ୍କର ବି-ନା-ଶ ହେବାର ସୂଚନା ଅଟେ।

ଯଦି ସ୍ୱ-ପ୍ନରେ ନିଜେ କୌଣସି ଭିକାରୀଙ୍କୁ ଭିକ ଦେଉଥିବାର ଦେଖିବେ ତାହେଲେ ଏହା ଦ୍ୱାରା ଆର୍ଥିକ ଲାଭ ସହିତ ସମାଜରେ ସମ୍ମାନ ମିଳିବାର ସୂଚନା ଅଟେ।

ଯଦି ସ୍ୱ-ପ୍ନରେ କୌଣସି ବୃଦ୍ଧ ବ୍ୟକ୍ତି କିମ୍ବା ସାଧୁ ସନ୍ଥଙ୍କୁ ଦେଖିବେ ତେବେ ଭବିଷ୍ୟତରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଲାଭ ଏବଂ ସମ୍ମାନ ନିଶ୍ଚିତ ମିଳିବ।

ସ୍ୱ-ପ୍ନରେ ଯଦି ନିଜେ କେଉଁଠି ଉଚ୍ଚ କୋଠା ଉପରେ ବସିଥିବାର ଦେଖିବେ ତାହାଲେ କର୍ମ କ୍ଷେତ୍ରରେ ଉଚ୍ଚ ସ୍ଥାନକୁ ଉଠିବାର ଏହା ସୂଚନା ଅଟେ।

ଯଦି ସ୍ୱ-ପ୍ନରେ ବିବାହ ମଣ୍ଡପରେ ଥିବା ବର କନ୍ୟାଙ୍କୁ ଦେଖିବେ ତାହେଲେ ସେହି ବର୍ଷ ଆପଣଙ୍କର ବହୁତ ଶୁଭ ହେବ ବୋଲି ସୂଚନା ଦେଇଥାଏ।

ଯଦି ସ୍ୱ-ପ୍ନରେ ନିଜେ ଘୋଡା ଗାଡ଼ିରେ ବସିଥିବାର ଦେଖିବେ ତେବେ ଏହା ଧନ ପ୍ରାପ୍ତିର ସୂଚନା ଅଟେ।

ଯଦି ସ୍ୱ-ପ୍ନରେ ହାତୀ ପୋଲ କିମ୍ବା ଗୋଟିଏ ହାତୀ ଦେଖିବେ ତେବେ ତାହାର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବାର ଏହା ସୂଚନା ହୋଇଥାଏ।

ସ୍ୱ-ପ୍ନରେ ଯଦି ଚନ୍ଦ୍ର ଦେଖନ୍ତି ତାହେଲେ ଏହା ଆପଣଙ୍କୁ ସମ୍ମାନ ମିଳିବାର ସୂଚନା ଅଟେ।

ଯଦି କେହି ସ୍ୱ-ପ୍ନରେ ଆକାଶରେ ତାରା ଦେଖନ୍ତି ତାହେଲେ ଏହା ଆପଣଙ୍କର ଜୀବନରେ ଥିବା ସମସ୍ତ ଦୁଃ-ଖର ବି-ନା-ଶ ହୋଇ ସୌଭାଗ୍ୟ ଫେରି ପାଇବାର ସୂଚନା ଅଟେ।

ସ୍ୱ-ପ୍ନରେ ରୁଦ୍ରାକ୍ଷ ମାଳ ବା ଗୋଟିଏ ରୁଦ୍ରାକ୍ଷ ଦେଖିଲେ ଆପଣଙ୍କୁ କିଛି ନାଁ କିଛି ଶୁଭ ସମାଚାର ମିଳିବ।

ଆପଣ ଯଦି ସ୍ୱ-ପ୍ନରେ ନଦୀ ଦେଖନ୍ତି ତାହେଲେ ଏହା ଆପଣଙ୍କର ଜୀବନରେ ଥିବା ଦୁ-ର୍ଦୋ-ଷା ନ-ଷ୍ଟ ହୋଇ ସୌଭାଗ୍ୟ ବୃଦ୍ଧି ହେବାର ସୂଚନା ଅଟେ।

ସ୍ୱ-ପ୍ନରେ ଗାଇ ଦେଖିଲେ ପରିବାରର ସୁଖ ବଢିବା ସହିତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ବୋଲି ବୁଝିବାକୁ ପଡ଼ିବ।

ଯଦି କେହି ସ୍ୱ-ପ୍ନରେ ନେଉଳ ଦେଖନ୍ତି ତାହେଲେ ଏହା ଆମ ସହିତ ଯଦି କାହାର ଶ-ତ୍ରୁ-ତା ଥାଏ ତାହେଲେ ଶୀଘ୍ର ଏହି ଶ-ତ୍ରୁ-ତା ନ-ଷ୍ଟ ହୋଇଯିବାର ସୂଚନା ହୋଇଥାଏ।

ସ୍ୱ-ପ୍ନରେ ଟଙ୍କା ଦେଖିବା ଦ୍ୱାରା ଆମ ଜୀବନରେ ଅଚାନକ ଭାବେ ଅଜଣା ଜାଗାରୁ ଧନ ମିଳିବାର ସଂକେତ ଦେଇଥାଏ।

ସ୍ୱ-ପ୍ନରେ ପାରା ଦେଖିବା ଦ୍ୱାରା ଆମକୁ ଯଦି କିଛି ରୋଗ ହୋଇଥାଏ ତାହେଲେ ସେହି ରୋଗ ଶୀଘ୍ର ଭଲ ହୋଇଯିବାର ଏହା ସୂଚନା ଅଟେ।

ସ୍ୱ-ପ୍ନରେ ଯଦି କୌଣସି ପକ୍ଷୀଙ୍କୁ ଦେଖନ୍ତି ତାହେଲେ ଏହା ଦ୍ୱାରା ଆମକୁ ଆମ କର୍ମ କ୍ଷେତ୍ରରେ ସଫଳତା ମିଳିବାର ସୂଚନା ଅଟେ।

ଯଦି କେହି ସ୍ୱ-ପ୍ନରେ ଶୁଆ ଦେଖନ୍ତି ତାହେଲେ ଏହା ଆମର ସୌଭାଗ୍ୟ ବୃଦ୍ଧିର ସୂଚନା ଦେଇଥାଏ।

ସ୍ୱ-ପ୍ନରେ ଯଦି ଆପଣ କାହା ସହିତ ଜୁଆ ଖେଳିବାର ଦେଖନ୍ତି ତାହେଲେ ବ୍ୟବସାୟରେ ଲାଭ ହେବାର ଏହା ସୂଚନା ହୋଇଥାଏ।

ସ୍ୱ-ପ୍ନରେ ଯଦି ଫଳ ଖାଉଥିବାର ଦେଖନ୍ତି ତାହେଲେ ଏହା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

ଧଳା ସା-ପ କାମୁଡ଼ିବାର ସ୍ୱ-ପ୍ନ ଦେଖିବା ଦ୍ୱାରା ଗୁ-ପ୍ତ ଧନ ମିଳିବାର ସୂଚନା ଦେଇଥାଏ।

ସ୍ୱ-ପ୍ନରେ ନଦୀରେ ପାଣି ପିଉଥିବାର ଦେଖିଲେ ରାଜକୋଷ ବା ସରକାରଙ୍କ ଠାରୁ ଧନ ମିଳିବାର ଏହା ସୂଚନା ଅଟେ।

ସ୍ୱ-ପ୍ନରେ ଯଦି ଘର ତିଆରି କରିବାର ଦେଖନ୍ତି ତାହେଲେ ଏହା ସମାଜରେ ସମ୍ମାନ ମିଳିବାର ସୂଚନା ମିଳିଥାଏ।

ସ୍ୱ-ପ୍ନରେ ଘୋଡା ଦେଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

ବହି ଯାଉଥିବା ଝରଣାକୁ ସ୍ୱ-ପ୍ନରେ ଦେଖିଲେ ଜୀବନରେ ଭୋଗୁଥିବା ଦୁଃଖ ଯ-ନ୍ତ୍ର-ଣାର ଶେଷ ହୋଇଗଲା ବୋଲି ବୁଝିବାକୁ ପଡ଼ିବ।

ସ୍ୱ-ପ୍ନରେ କୂଅ ଦେଖିଲେ ସମ୍ମାନ ବୃଦ୍ଧି ହୋଇଥାଏ।

ଜ-ଳୁ ଥିବା ଦୀପ ଯଦି ସ୍ୱପ୍ନରେ ଦେଖନ୍ତି ଆୟୁଷ ବୃଦ୍ଧି ହୋଇଥାଏ ବୋଲି ବୁଝିବାକୁ ପଡିଥାଏ।

ସ୍ୱ-ପ୍ନରେ କୂଅ ଭିତରେ ପାଣି ଥିବାର ଦେଖିଲେ ଧନଲାଭ ହୋଇଥାଏ।

ସ୍ୱ-ପ୍ନରେ ଆକାଶକୁ ଦେଖିଲେ ପୁତ୍ର ଲାଭ ହେବାର ସୂଚନା ଦେଇଥାଏ।

ସ୍ୱ-ପ୍ନରେ ଯଦି କେହି ସୁନ୍ଦର ସ୍ତ୍ରୀକୁ ଦେଖନ୍ତି ତାହେଲେ ଏହା ପ୍ରେମର ସଫଳତା ମିଳିବାର ସୂଚନା ଦେଇଥାଏ।

ସ୍ୱ-ପ୍ନରେ ଚୁଡ଼ି ଦେଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *