Excuse Me Odisha

ଯାହା କହିବୁ ସତ କହିବୁ

ବିବାହିତ ମହିଳା ମାନେ କରନ୍ତୁ ନାହିଁ ଏଭଳି ପାପ କାମ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସରେ ଖାସ କରି ସପ୍ତାହର ଏହି ଦିନରେ ସଧବା ମହିଳା ମାନଙ୍କୁ ଏହିପରି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ସ୍ବାମୀ ଓ ସନ୍ତାନଙ୍କ ଉପରେ ଏପରି ଖରାପ ପ୍ରଭାବ ପଡିଥାଏ ଏବଂ ବହୁତ ବଡ଼ ଦୁର୍ଘ-ଟଣା ମଧ୍ୟ ହୋଇପାରେ। ଯେପରି ବର୍ଷର ବାର ମାସ ମଧ୍ୟରୁ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଇଛି, ସେହିପରି ଶ୍ରାବଣ ମାସକୁ ମଧ୍ୟ ବହୁତ ପବିତ୍ର ମାସ ବୋଲି ମାନା ଯାଇଥାଏ। ସେଥିପାଇଁ କୁହାଯାଇଛି ଶ୍ରାବଣ ମାସରେ ସଧବା ନାରୀ ମାନଙ୍କୁ ସପ୍ତାହର ଏହି ଦିନରେ କୌଣସି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ। ତେବେ ସପ୍ତାହର କେଉଁ ଦିନରେ ଏହିସବୁ କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ବିଷୟରେ ଜାଣିବା ପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ।

ବନ୍ଧୁଗଣ ହିନ୍ଦୁଧର୍ମର ଶାସ୍ତ୍ର ଅନୁସାରେ ସଧବା ମହିଳା ମାନଙ୍କୁ ଗୁରୁବାର ଦିନ କେଶ ଧୋଇବା ଉଚିତ ନୁହେଁ। କାରଣ ଗୁରୁବାର ଦିନ ମହିଳା ମାନଙ୍କ କୁଣ୍ଡଳୀରେ ବୃହସ୍ପତି ସ୍ବାମୀ ଓ ସନ୍ତାନଙ୍କ କାରକ ହୋଇଥାନ୍ତି। ଏହାସହିତ ଗୁରୁ ସ୍ବାମୀ ଓ ସନ୍ତାନଙ୍କୁ ପ୍ରଭାବିତ କରିଥାନ୍ତି। ଶ୍ରାବଣ ମାସରେ ମହିଳା ମାନଙ୍କୁ କେଶ ଧୋଇବା ବା କେଶ କାଟିବା ଉଚିତ ନୁହେଁ। କାରଣ ଗୁରୁବାର ଦିନ ଏଭଳି ଭୁଲ କରିବା ଦ୍ଵାରା ସ୍ବାମୀ ଓ ସନ୍ତାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ବନ୍ଧୁଗଣ ଅନ୍ୟଦିନ ମାନଙ୍କ ଅପେକ୍ଷା ଶ୍ରାବଣ ମାସରେ ଏଭଳି ଭୁଲ କରିବା ଉଚିତ ନୁହେଁ। କାରଣ ଶ୍ରାବଣ ମାସ ଗୁରୁବାର ଦିନ ନଖ କାଟିବା, ଚୁଟି କାଟିବା ଦ୍ଵାରା ଗୁରୁ ଗ୍ରହ ଦୁର୍ବଳ ହୋଇ ଯାଇଥାନ୍ତି। ଶାସ୍ତ୍ରରେ କୁହାଯାଇଛି ଗୁରୁ ଗ୍ରହକୁ ଜୀ ମଧ୍ୟ କୁହାଯାଏ। ଏଠାରେ ଜୀ ର ଅର୍ଥ ଏବଂ ଜୀବନର ତାତ୍ପର୍ଯ୍ୟ ଆୟୁଷ ହୋଇଥାଏ। ସେଥିପାଇଁ ଶ୍ରାବଣ ମାସ ଗୁରୁବାର ଦିନ ନଖ କାଟିବା, ଚୁଟି କାଟିବାକୁ ବାରଣ କରାଯାଇଥାଏ। କାରଣ ଏପରି କରିବା ଦ୍ୱାରା ଜୀବନରେ ମହା ବିପ-ଦ ମାଡି ଆସିଥାଏ ଏବଂ ଆୟୁଷ କମ୍ ହୋଇଥାଏ। ବନ୍ଧୁଗଣ ଏହାଥିଲା ଆଜିର ବିଷୟ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *