Excuse Me Odisha

ଯାହା କହିବୁ ସତ କହିବୁ

ହାତରୁ ଏହିସବୁ ଜିନିଷ ଖସି ପଡିବା ଶୁଭ ନାଁ ଅଶୁଭ ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ କାମ କରିବା ସମୟରେ ଜଣାତରେ ହେଉ କିମ୍ବା ଅଜଣାତରେ ହେଉ ଆମ ହାତରେ କିଛି ନାଁ କିଛି ଜିନିଷ ଖସି ଯାଇଥାଏ। ଖସି ଯାଉଥିବା ଜିନିଷ ପ୍ରତି ଆମେ ସାଧାରଣତଃ ଧ୍ୟାନ ଦେଇନଥାଉ। କିନ୍ତୁ ଏହି ଛୋଟ ଛୋଟ ଘଟଣା ଭବିଷ୍ୟତରେ ହେବାକୁ ଥିବା ଦୁର୍ଘ-ଟଣାର ସଂକେତ ଦେଇଥାଏ। ତେବେ ଏହିସବୁ ସଂକେତକୁ ଭୁଲରେ ବି ଅଣଦେଖା କରିବା ଉଚିତ ନୁହେଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଏମିତି କେତାଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ହଠାତ ଆମ ହାତରୁ ଖସିପଡିବାର ଅର୍ଥ ଅଶୁଭ ବା ଭ-ୟଙ୍କର ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ଖୁଚୁରା ପଇସା। ଯଦି ହଠାତ କାହା ହାତରୁ ଖୁଚୁରା ପଇସା ଖସି ଯାଇଥାଏ ତେବେ ତାହାକୁ ଅଶୁଭ ବୋଲି କୁହାଯାଇଥାଏ। ଏପରି ହେବା ଦ୍ୱାରା ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ଅପ୍ର-ସନ୍ନ ହୋଇଥାନ୍ତି। ତେଣୁ ଯଦି ଏହିପରି ଘ-ଟଣା ଆପଣଙ୍କ ସହିତ ବାରମ୍ବାର ଘ-ଟୁଛି ତାହାଲେ ଆପମ ମାନେ ସଙ୍ଗେ ସଙ୍ଗେ ପଡିଯାଇଥିବା ପଇସାକୁ ଉଠାଇ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଏବଂ ସେହି ପଇସାକୁ ନିଜ ମୁଣ୍ଡରେ ମା-ରି ଦିଅନ୍ତୁ।

ପୂଜା ଥାଳି ବା ଦୀପ। ଅନେକ ସମୟରେ ପୂଜା କରୁଥିବା ସମୟରେ ପୂଜା କରୁ କରୁ ପୂଜା ଥାଳି ଖସିଯାଇଥାଏ ଅଥବା ଦୀପ ଲି-ଭି ଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ହେବା ଭବିଷ୍ୟତରେ ହେବାକୁ ଥିବା କିଛି ଦୁର୍ଘ-ଟଣାର ସଂ-କେତ ଦେଇଥାଏ। ଏହି ଘ-ଟ-ଣାକୁ ଅଣଦେଖା ନକରି ଭଗବାନଙ୍କୁ ସ୍ମରଣ କରନ୍ତୁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ।

ଯଦି ଆପଣଙ୍କ ହାତରୁ ପାଣି ଭର୍ତି ଥିବା ଗ୍ଲାସ ବା ପାତ୍ର ଖସି ପଡିଯାଉଛି ତେବେ ସ-ତ-ର୍କ ହୋଇଯାନ୍ତୁ କାରଣ ଏପରି ହେବା କିଛି ଭବିଷ୍ୟତରେ ରୋଗ ବ୍ୟାଧି ହେବାର ସଂକେତ ଦେଇଥାଏ।

ସିନ୍ଦୁର। କୌଣସି ବିବାହିତ ମହିଳା ସିନ୍ଦୁର ଲଗାଉଥିବା ସମୟରେ ଯଦି ତାଙ୍କ ହାତରୁ ସିନ୍ଦୁରର ଫରୁଆ ଖସି ପଡି ଯାଇଥାଏ ତେବେ ତାଙ୍କ ସ୍ୱାମୀଙ୍କ ଉପରେ କୌଣସି ମହା ବି-ପତ୍ତି ଆସିବାର ସମ୍ଭାବନା ରହିଥାଏ। ସେଥିପାଇଁ ସିନ୍ଦୁର ଲଗାଇବା ସମୟରେ ସାବଧାନତା ହୋଇ ସିନ୍ଦୁର ଲଗାନ୍ତୁ।

ତେଲ। ଯଦି ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ହାତରୁ ତେଲର ପାତ୍ର ଖସି ପଡିଥାଏ ତେବେ ଘରେ ଅନ୍ନ ଏବଂ ଧନର ଅ-ଭା-ବ ଦେଖାଦେଇପାରେ। ଏପରି ହେବା ଦ୍ୱାରା ମା ଲକ୍ଷ୍ମୀ କ୍ରୋ-ଧି-ତ ହୋଇଯାନ୍ତି।

ଲୁଣ। ରୋଷେଇ କରିଥିବା ସମୟରେ ଯଦି ହାତରୁ ଲୁଣ ଖସି ପଡିଯାଇଥାଏ ତେବେ ଘର ମଧ୍ୟରେ ଝ-ଗଡା ହେବାର ସମ୍ଭାବନା ରହିଥାଏ ଏବଂ ଘରେ ଋଣ ଭାର ବଢିବାର ମଧ୍ୟ ସମ୍ଭାବନା ରହିଥାଏ।

ସୁନା ଗହଣା। ଗହଣା ପିନ୍ଧୁଥିବା ସମୟରେ ଯଦି ସୁନା ଗହଣା ହାତରୁ ଖସି ତଳେ ପଡ଼ିଯାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ। ଏପରି ହେବା ଦ୍ୱାରା ପତି ଏବଂ ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ତେଣୁ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେତ ଏହିସବୁ ଜିନିଷ ହାତରୁ ପଡିବାର ଅର୍ଥ କଣ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *