Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସର ସୋମବାର ଦିନ ଶୋଇବା ବେଳେ କୁହନ୍ତୁ ଏହି ଦୁଇଟି ଶବ୍ଦ ଦରିଦ୍ରତା ଦୂର ହେବ ।

ସେୟାର୍ କରନ୍ତୁ

ସାଙ୍ଗମାନେ ଭଗବାନ ଶିବ ଏହି ସମସ୍ତ ସଂସାରର ସ୍ବାମୀ ଅଟନ୍ତି। ଶିବ ହିଁ ଆଦି ଏବଂ ଶିବ ହିଁ ଅନନ୍ତ। ପୃଥିବୀର କୋଣ ଅନୁକୋଣରେ ଭଗବାନ ଶିବ ବିରାଜମାନ କରିଛନ୍ତି। ସେଥିପାଇଁ ଯିଏ ବି ଭଗବାନ ଶିବଙ୍କୁ ସମ୍ପୂର୍ଣ୍ଣ ଶ୍ରଦ୍ଧାରେ ଆରାଧନା କରିଥାଏ, ତାଙ୍କୁ ଶିବଙ୍କ କୃପା ନିଶ୍ଚିତ ମିଳିଥାଏ। ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥାଏ, ତାଙ୍କ ଜୀବନରୁ ଦୁଃଖ, ଶୋକ ଆଦି ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ଶିବଙ୍କ ପୂଜା ପ୍ରତ୍ୟେକଦିନ କରାଯାଇ ପାରିବ, କିନ୍ତୁ ସୋମବାର ଭଗବାନ ଶିବଙ୍କ ପ୍ରିୟ ବାର ଅଟେ। ଶ୍ରାବଣ ମାସ ସୋମବାର ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା ଓ ଆରାଧନା କରିବାର ସୌଭାଗ୍ୟ ହରାନ୍ତୁ ନାହିଁ। ଭଗବାନ ଶିବ କହିଛନ୍ତି ଶ୍ରାବଣ ମାସ ସୋମବାର ଦିନ ଯିଏ ଏହି ମନ୍ତ୍ର ଉଚ୍ଚାରଣ କରି ରାତିରେ ଶୋଇଥାନ୍ତି, ସେ ଶିବ କୃପାର ପ୍ରଥମ ଅଧିକାରୀ ହୋଇଥାନ୍ତି। ଏଥିପାଇଁ ଶିବ ଭକ୍ତ ମାନଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କିଛି କାର୍ଯ୍ୟ କରିବାକୁ ପଡ଼ିଥାଏ। ସେଥିପାଇଁ ଆପଣମାନେ ଏହି ଶ୍ରାବଣ ମାସରେ ଶିବ ଆରାଧନା କରିବା ପାଇଁ ଜମାରୁ ଭୁଲିବେ ନାହିଁ। କିନ୍ତୁ ଗୋଟେ କଥା ଧ୍ୟାନରେ ଦେବେ କି ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ମନରେ କେବଳ ଭକ୍ତି ଭାବ ଥିବା ଦରକାର। ମନରେ କୌଣସି ଖରାପ ଭାବନା ବା ଲୋଭ ରଖନ୍ତୁ ନାହିଁ। ଏବେ ଆମେ ସେହି ମନ୍ତ୍ର ବିଷୟରେ ଜାଣିବା ଯାହାକୁ ଆମେ ଶ୍ରାବଣ ମାସରେ ରାତିରେ ଶୋଇବା ପୁର୍ବରୁ ଜପ କରିବା ଉଚିତ। ଆପଣ ଏହି ମନ୍ତ୍ରର ଚମତ୍କାର ସ୍ଵୟଂ ଅନୁଭବ କରି ପାରିବେ। ଏହି ମନ୍ତ୍ର ଆପଣଙ୍କର ସମସ୍ତ ଅସୁବିଧା ଦୂର କରିଦେବ। ଶ୍ରାବଣ ସୋମବାର ଦିନ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି , ବିଛଣାରେ ଶୋଇ ଭଗବାନ ଶିବଙ୍କୁ ମନେ ପକାଇ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଶୋଇବା ପୁର୍ବରୁ ଭଗବାନ ଶିବଙ୍କ ମୂଳ ମନ୍ତ୍ର ‘ ଓମ୍ ନମଃ ଶିବାୟ ‘ ଜପ କରନ୍ତୁ। ଏହାସହିତ ଶିବଙ୍କର ମହାମୃ-ତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *