Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନଙ୍କର ୪ ଟି ଗୋପନ କଥା, ଯାହା ସମସ୍ତଙ୍କୁ ଜାଣିବା ଜରୁରୀ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ମହିଳା ମାନଙ୍କ ବିଷୟରେ ଏପରି ଗୁପ୍ତ ରହସ୍ୟ ବିଷୟରେ କହିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହିବି ଜାଣିନାହାନ୍ତି। ତ ମହିଳା ମାନଙ୍କର କଣ ସେହି ରହସ୍ୟ ଆସନ୍ତୁ ଜାଣିବା।

ସାହସ:- ବନ୍ଧୁଗଣ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କର ଭିତରେ ସାହସ ଅଧିକ ମାତ୍ରାରେ ରହିଥାଏ। ଯାହାର କାରଣ ବେଳେବେଳେ ସେମାନେ ସାହସର ସହିତ ଏପରି କିଛି କାର୍ଯ୍ୟ କରି ବସନ୍ତି ଯାହା ପରେ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ପଶ୍ଚତାପ କରିବାକୁ ପଡିଥାଏ।

ମିଛ କହିବା:- ବନ୍ଧୁଗଣ ମହିଳାମାନଙ୍କ ପାଖରୁ କଦାପି ସତ ଆଦାୟ କରି ହୁଏନାହିଁ। ସେମାନେ କଥା କଥାରେ ମିଛ କହିଥାନ୍ତି। ଏମିତି ଦେଖିବାକୁ ଗଲେ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନେ ମିଛ କହିବାରେ ମାହୀର ହୋଇଥାନ୍ତି।

ଚଞ୍ଚଳତା:- ବନ୍ଧୁଗଣ ଏହି ଚଞ୍ଚଳତା ଭାବ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଭିତରେ ଅଧିକ ରହିଥାଏ। ଯାହା ସେମାନେ ଗୋଟିଏ ସ୍ଥାନରେ କଦାପି ସ୍ଥିର ହୋଇ ରହିପାରନ୍ତି ନାହିଁ। ଏବଂ ସମୟ ବଦଳିବା ସହିତ ମହିଳା ମାନଙ୍କର ବିଚାରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

ସ୍ୱାର୍ଥ:- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମହିଳାମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ସେମାନେ ଯେକୌଣସି ପ୍ରକାରର ଅଭିନୟ କରିଥାନ୍ତି। ମହିଳା ମାନେ ନିଜର କାମ କରିବା ପାଇଁ ପୁରୁଷ ମାନଙ୍କୁ ନିଜର ପ୍ରେମ ଜାଲରେ ଫସେଇ ମଧ୍ୟ ଦେଇଥାନ୍ତି। ପରେ ସେମାନଙ୍କ ସହିତ ଛଳନା କରି ସେମାନଙ୍କୁ ବର୍ବାଦ ମଧ୍ୟ କରି ଦେଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *