Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ହାତରେ ଏପରି X ଚିହ୍ନ ଅଛି କି? ତେବେ ଏହାକୁ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ହାତରେ ରେଖାରେ ଅଛି ଏହି X ଚିହ୍ନ ତାହେଲେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। କୁହାଯାଏ କର କପାଳ ଏବଂ କୋଷ୍ଠୀରୁ ମନୁଷ୍ୟର ଭାଗ୍ୟ ଏବଂ ଭବିଷ୍ୟତକୁ ନି-ୟନ୍ତ୍ର-ଣ କରିଥାନ୍ତି। କର ଅର୍ଥାତ ମନୁଷ୍ୟର ପାପୁଲିରେ ଥିବା ରେଖାମାନ କହିଥାଏ ମନୁଷ୍ୟର ଭାଗ୍ୟ ଏବଂ ଭବିଷ୍ୟତ। ମନୁଷ୍ୟ ହାତରେ ବିଭିନ୍ନ ରେଖା ମାନ ରହିଅଛି।ଏହି ରେଖା ଗୁଡିକ ମଧ୍ୟରୁ କିଛି ଶୁଭଫଳ ଦେଇଥାଏ ତ ଆଉ କିଛି ଅଶୁଭ ଫଳ ମଧ୍ୟ ଦେଇଥାଏ। ହାତ ଦେଖି ଜ୍ୟୋତିଷ ମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି। ଯେମିତିକି ନାରୀ ମାନଙ୍କ କ୍ଷେତ୍ରରେ ବାମ ହସ୍ତ ଏବଂ ପୁରୁଷ ମାନଙ୍କ କ୍ଷେତ୍ରରେ ଦକ୍ଷିଣ ହସ୍ତ। ତେବେ ବିଶ୍ୱାସ ରହିଛି ଯେ ଯେଉଁ ବ୍ୟକ୍ତି ମାନଙ୍କ ପାପୁଲିରେ ଇଂରାଜୀ ଅକ୍ଷର X ସଦୃ-ଶ ରେଖା ରହିଛି ସେମାନଙ୍କର ଜୀବନ ପଥକୁ ଗୋଟିଏ ଅଦୃ-ଶ୍ୟ ଶକ୍ତି ସଦାସର୍ଵଦା ମାର୍ଗ ଦର୍ଶନ ଦେଇଥାଏ। ସବୁପ୍ରକାର ବାଧା ବି-ଘ୍ନରୁ ର-କ୍ଷା କରିଥାଏ। ସବୁ ଅସୁବିଧା ମଧ୍ୟ ଦୂର କରିଥାଏ। ଏହି ରେଖାଟି ଜୀବନ ରେଖା ସହିତ ଯୋଡି ହୋଇ ରହିଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ହାତ ପାପୁଲିରେ ଇଂରାଜୀ ଅକ୍ଷର X ସଦୃଶ ରେଖା ରହିଥିବା ବ୍ୟକ୍ତିମାନଙ୍କର ସ୍ଵଭାବ ଏବଂ ଭବିଷ୍ୟତ ବିଷୟରେ।

ଏହି ରେଖା ଥିବା ବ୍ୟକ୍ତି ସାରାଜୀବନ ଖୁସିରେ ରହିଥାନ୍ତି ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ସମସ୍ତ ପ୍ରକାରର ଦୁଃ-ଖ ଏବଂ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ। ଏହି ଲୋକମାନେ ନିଜ ଜୀବନକୁ ଖୁବ ଆନନ୍ଦର ସହିତ ଉପଭୋଗ କରିଥାନ୍ତି। ତେବେ ଏହି ରେଖା ସମସ୍ତଙ୍କ ହାତରେ ରହିନଥାଏ। ଉଚିତ ଲୋକମାନଙ୍କ ହାତରେ ଏହି ରେଖା ମାନ ଦେଖାଦେଇଥାଏ। କିଛି ଲୋକମାନଙ୍କ ହାତରେ ଏହି ରେଖା ସମ୍ପୂର୍ଣ ମଧ୍ୟ ହୋଇନଥାଏ।

ଯେଉଁ ବ୍ୟକ୍ତିମାନଙ୍କ ହାତରେ ଏହି ଚିହ୍ନ ରହିଥାଏ ସେହି ବ୍ୟକ୍ତିମାନେ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି। ଏହି କାରଣରୁ ସେମାନଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ଅଧିକ ରହିଥାଏ।

ଏହି ବ୍ୟକ୍ତିମାନେ ସବୁବେଳେ ଉଚ୍ଚ ଆଶାବାଦୀ ହୋଇଥାନ୍ତି।ଏବଂ ଏମାନେ କୌଣସି ବଡ଼ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି।

ଏହି ଚିହ୍ନ ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ମଧ୍ୟ ବହୁତ ଭଲ ହୋଇଥାଏ। ଏହି ବ୍ୟକ୍ତିମାନେ ବିଶେଷ ସ୍ତରରେ ସୁନାମ ଅର୍ଜନ କରିଥାନ୍ତି। ଭବିଷ୍ୟତରେ ଏହି ବ୍ୟକ୍ତିମାନଙ୍କ ପାଖରେ ଟଙ୍କା ପଇସାର ଅ-ଭାବ ନଥାଏ।

ପାପୁଲିରେ ଏହି ଚିହ୍ନ ଥିବା ବ୍ୟକ୍ତିମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ଥାଏ ଏବଂ ପରସ୍ପରଙ୍କ ମଧ୍ୟରେ ଭଲ ସମ୍ବଦ୍ଧ ମଧ୍ୟ ରହିଥାଏ। ଏଥି ସହିତ ବୈବାହିକ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ।

ଏହି ବ୍ୟକ୍ତିମାନେ କୌଣସି ପ୍ରକାରର ପରିବର୍ତ୍ତନରେ ବିଚଳିତ ହୋଇନଥାନ୍ତି।ଏହି ବ୍ୟକ୍ତିମାନେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ସହଜରେ ସ୍ୟୁ-କାର କରିଥାନ୍ତି ଏବଂ ଏହାକୁ ସାମ୍ନା କରିବାରେ ମଧ୍ୟ ସ-ଫ-ଳ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *