Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଅନୁଚିନ୍ତା। ଘରେ କ-ଳି ଝ-ଗଡା ଦୂର କରିବେ କିପରି, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବାକୁ ହେଲେ ଘରେ ସକାଳୁ ଭକ୍ତି ଗୀତ ବା ଭଜନ କିଛି ସମୟ ବଜେଇବା ଉଚିତ।

ଘରେ କେବେ ଝାଡୁକୁ ଠିଆ କରି ରଖନ୍ତୁ ନାହିଁ କିମ୍ବା ଝାଡୁରେ ଗୋଡ଼ ମା-ରନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ।

ବାସ୍ତୁବିଦ୍ୟା ଅନୁସାରେ ଶୋଇବା ଘର କେବେବି ଆଇନା ରଖନ୍ତୁ ନାହିଁ। ଯଦି ରଖୁଛନ୍ତି ତେବେ କପଡା ଗୋଡେଇ ରଖନ୍ତୁ।

ଘରର ଶୋଇବା ଖଟ ଉପରେ କେବେବି ବସିକି ଖାଆନ୍ତୁ ନାହିଁ। ଏହା ଦ୍ୱାରା ଖରାପ ସ୍ୱପ୍ନ ଆସିଥାଏ।ଏବଂ ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେବେବି ଚପଲ,ଜୋତା ପକାନ୍ତୁ ନାହିଁ କିମ୍ବା ଜୋତାକୁ କେବେବି ଓଲଟା ପକାନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ଉତ୍ପନ ହୋଇଥାଏ।

ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ ଟାରୁ ୮ଟା ଭିତରେ କରିବା ଉଚିତ। ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ପୂଜା କରନ୍ତୁ।

ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ରୁଟିକୁ ପ୍ରଥମେ ଗାଈକୁ ଖାଇବକୁ ଦିଅନ୍ତୁ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧ ହୋଇଥାଏ।

ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କଳସ ରଖିବା ଉଚିତ।

ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରଖିବା ପାଇଁ ହେଲେ ଘରର ମୁଖ୍ୟ ଦ୍ୱାରର ଡାହାଣ ପାଖରେ ସ୍ୱସ୍ତିକ ଚିହ୍ନ ଆଙ୍କିବା ଉଚିତ।

ଯଦି ଘରେ ଔଷଧ ରଖୁଛନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ। ଏହା ଦ୍ବାରା ଔଷଧର ପ୍ରଭାବ ଭଲ ହୋଇଥାଏ।

ଘରର ଦକ୍ଷିଣ ପୂର୍ବ ଦିଗକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ। ଏହା ଦ୍ୱାରା ବ୍ୟର୍ଥ ଖର୍ଚ୍ଚ କମ ହୁଏ।

ଘରେ କେବେବି ବୁଢ଼ିଆଣି ବସା ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ହୋଇଥାଏ।

ଘରେ କେବେବି ଶୁଖି ଯାଇଥିବା ଗଛ ରଖିବା ଉଚିତ ନୁହେଁ ଏବଂ ଘରେ ଲଗେଇଥିବା ଗଛକୁ ସବୁଦିନ ପାଣି ଦିଅନ୍ତୁ।

ଘରେ କବାଟ ଖୋଲିବା ବେଳେ କିମ୍ବା ବନ୍ଦ କଲାବେଳେ ଯେପରି କର୍କଶ ଶବ୍ଦ ନଶୁଭେ ସେଥିପାଇଁ ଧ୍ୟାନଦେବା ଉଚିତ।ଏପରି ହେଲେ ଅଶାନ୍ତି ସୃଷ୍ଟି ହୋଇଥାଏ।

ଘରେ କେବେ ଦକ୍ଷିଣକୁ ଗୋଡ଼ରଖି ଶୁଅନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ।

ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ଼ ରଖି ଶୋଇଲେ ଆଧ୍ୟାତ୍ମିକତା ବୃଦ୍ଧି ପାଇଥାଏ। ଏବଂ ମନ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇଥାଏ।

ଘର କେବେବି ଧୂପ ଦୀପ ଆଳତି ମୁହଁରେ ଇ-ଭାଇ-ବା ଉଚିତ ନୁହେଁ। ଏହା ଦ୍ୱାରା ଅଶୁଭ ହୋଇଥାଏ।

ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ହେଲେ ଏବଂ ବାସ୍ତୁଦୋ-ଷ ଦୂର କରିବାକୁ ହେଲେ ଘରେ ତୁଳସୀ ଗଛ ଲଗେଇବା ଉଚିତ।ଏବଂ ପ୍ରତ୍ୟକ ଦିନ ଏହି ଗଛରେ ପାଣି ଦେବା ଉଚିତ।

ପ୍ରତ୍ୟକ ଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ଏବଂ ଆଦିତ୍ୟ ନମଃ ଏହି ମ-ନ୍ତ୍ର ଜ-ପ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।

ଗୃହରେ କେବେବି ଠାକୁର ପୂଜା ଫୁଲକୁ ରଖନ୍ତୁ ନାହିଁ ଏହାକୁ ପ୍ରବାହିତ ପାଣି କିମ୍ବା ନଦୀରେ ପ୍ରଭାହିତ କରନ୍ତୁ। ଏହା ଦ୍ୱାରା ମଙ୍ଗଳ ହୋଇଥାଏ।

ଘରେ ପାଣିରେ ଲୁଣ ପକାଇ ପୋଛା ମା-ରି-ବା ଦ୍ୱାରା ଏବଂ ପୂଜା ସ୍ଥଳକୁ ସଫାସୁତରା ରଖିଲେ ଘରେ ଶାନ୍ତି ବଜାୟ ରହିଥାଏ।

ପାଣିରେ ରୋଷେଇ ଘର କଳା ପଡିଯାଇଥାଏ କିମ୍ବା କାନ୍ଥ ଫା-ଟି ଯାଇଥାଏ ତ ତୁରନ୍ତ ଠିକ କରିଦେବା ଉଚିତ। ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ହୋଇଥାଏ।

ଘରେ ଧଳା ରଙ୍ଗର ଗଣେଶ ମୂର୍ତି କିମ୍ବା ଚିତ୍ର ରଖିଲେ ସୁଖ ଶାନ୍ତି ବଜାୟ ରହିଥାଏ। ଏବଂ ଘର ଲୋକଙ୍କ ମଧ୍ୟରେ ଯେଉଁ ସବୁ କ-ଳ-ହ ଚାଲୁଥାଏ ତାହା ମଧ୍ୟ ଦୂର ହୁଏ।

ପ୍ରତ୍ୟକ ଦିନ ଘରର ମୁଖ୍ୟ ଦ୍ୱାରରେ କିଛି କ୍ଷୀର ଛିଞ୍ଚିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ଘରର ମୁଖ୍ୟ ଦ୍ଵାରର ପରଦାରେ ଘୁଙ୍ଗୁର ବାନ୍ଧିଲେ ତାର ଶବ୍ଦରେ ଘରେ ସବୁବେଳେ ପ୍ରସ-ନ୍ନତାର ବାତାବରଣ ବଜାୟ ରହିଥାଏ।

ଘରେ ରୋଷେଇ କଲାବେଳେ ପ୍ରଥମେ ଗରମ କଢେଏଇ କିମ୍ବା ହାଣ୍ଡିରେ କ୍ଷୀର ଛିଟା ମା-ରି-ଲେ ବୈରାଗ୍ୟ କମ ହୁଏ।

ଘରର ଅଗଣାରେ ଅଁଳା ଗଛ,କଦଳୀ ଗଛ, ବେଲ ଗଛ ଲଗାଇଲେ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ଏବଂ ଘରର ସୁଖଶାନ୍ତିର ବୃଦ୍ଧି ନିମନ୍ତେ ୧୧ ଟି ଅ-ଭିମ-ନ୍ତ୍ରିତ ଗୋଲମରିଚ ରଖିବା ଉଚିତ।

ପ୍ରତ୍ୟକ ନବମୀ ତିଥିରେ ଘରେ ଅଁଳା ଗଛକୁ ପୂଜା କରିବା ଦ୍ୱାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ଘରେ ଶ୍ରୀମଦ ଭଗବତ ଗୀତାର ୧୫ ତମ ଅଧ୍ୟାୟ ପଢିବା ଦ୍ୱାରା ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ହୋଇଥାଏ।

ବାସ୍ତୁବିଦ୍ୟା ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଅଳିଆ ଗଦା ରଖିବା ଉଚିତ ନୁହେଁ। ଏହା ଦ୍ବାରା ପୋଡ଼ଶୀଙ୍କ ସହ ଶ-ତ୍ରୁ-ତା ବୃଦ୍ଧି ହୋଇଥାଏ।

ସୂର୍ଯ୍ୟାସ୍ତ ହେବା ପରେ କାହାକୁ କେବେବି କ୍ଷୀର,ଦହି,ପିଆଜ ମ-ରିଗ-ଲେବି ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଶୁଭ ହୋଇଥାଏ।

ଘରର ଛାତ ଉପରେ କେବେବି ଚାଉଳ କିମ୍ବା ଅନ୍ୟ ଶସ୍ୟ ବା ବିଛଣା ଧୋଇବା ଉଚିତ ନୁହେଁ କାରଣ ଏହା ଦ୍ୱାରା ଶଶୁର ଘରର ଲୋକଙ୍କ ସହ ଖରାପ ସମ୍ପର୍କ ହୋଇଥାଏ।

ଘରେ ପରିବା କା-ଟିବା ସାରିବା ପରେ ତୁରନ୍ତ ପରିବା ଚୋପା ବାହାରେ ପକାଇ ଦିଅନ୍ତୁ। ଏହାକୁ କେବେବି ଘରେ ରଖନ୍ତୁ ନାହିଁ ନଚେତ ଅମଙ୍ଗଳ ହେବ।

ଘର ମାସକୁ ଥରୁଟିଏ ମିଶ୍ରି ମିଶା କ୍ଷୀରି ସମସ୍ତେ ମିଶି ଏକା ସାଙ୍ଗରେ ଖାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ।ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ।

ଘରେ ଶୋଇବା ପୂର୍ବରୁ ରୋଷେଇ ଘରେ କିମ୍ବା ଗାଧୁଆ ଘରେ ପାଣି ଭର୍ତ୍ତି କରି ରଖିଲେ ଉନ୍ନତି ହୋଇଥାଏ। ଏବଂ ବାଧା ବି-ଘ୍ନ ମଧ୍ୟ ଦୂର ହୋଇଥାଏ।

ଯଦି ପରିବାରରେ ସମସ୍ତ ଲୋକ ଏକା ସାଙ୍ଗରେ ବାହାରକୁ ଯାଇଛନ୍ତି ତେବେ ଏକା ସହ ଘରୁ ବାହାରନ୍ତୁ ନାହିଁ। ଆଗପଛ ହୋଇ ଘରୁ ବାହାରନ୍ତୁ।

ଗାଧୋଇ ସାରିବା ପରେ କେବେବି ଓଦା ତଉଲିଆ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡେ।

ଘରର ଉତ୍ତର ଦିଗ କିମ୍ବା ଦକ୍ଷିଣ ଦିଗରେ ତମ୍ବା କିମ୍ବା ପିତଳ ପଇସା ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ।

ପ୍ରତ୍ୟକ ଅମାବାସ୍ୟା ଦିନ ଘର ସଫା କରି ଅଦରକାରୀ ଜିନିଷ ବାହାରେ ଫୋ-ପା-ଡ଼ି ଦିଅନ୍ତୁ। ଏହା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ।

ଘର ପରିବାରର କ-ଳ-ହ ଦୂର କରିବାକୁ ହେଲେ ଏବଂ ଘରେ ସ୍ନେହ ଶ୍ରଦ୍ଧା ଭଲପାଇବା ବୃଦ୍ଧି କରିବାକୁ ହେଲେ ଦୁଇଟି ବଂଶୀକୁ ଘରେ ରଖିବା ଉଚିତ।

ଶିବରାତ୍ରି ଦିନ କିମ୍ବା ଅନ୍ୟ ଶୁଭ ଦିନ ମାନଙ୍କରେ ବ୍ରହ୍ମ ମୁହୂର୍ତ୍ତରେ ଉଠି ଭଲ ଭାବରେ ପବିତ୍ର ହୋଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ସବୁ ପ୍ରକାରର ଦୁଃଖ ଦୂର ହୋଇଥାଏ।

ଘରେ କୌଣସି ଅଶୁଭ ନହେବା ପାଇଁ ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କର ଫୋଟ ଲଗାଇବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *