Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭଗବାନ ଭୋଳାନାଥ ଏହି ୫ଟି ରାଶିରେ କରିବେ ଚମ-ତ୍କାର। ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସର ଆରମ୍ଭ ହୋଇସାରିଛି। ଏହି ଶ୍ରାବଣ ମାସରେ ଭଗବାନ ଶିବ ଏହି ୫ ଗୋଟି ରାଶିରେ କରିବେ ଅଦଦ୍ଭୁତ ଚମତ୍କାର। ବନ୍ଧୁଗଣ ଆମ ଜୀବନରେ କେତେସବୁ ପରିବର୍ତ୍ତନ ଆସିଥାଏ। ଏହିସବୁ ପରିବର୍ତନର ମୁଖ୍ୟ କାରଣ ଗ୍ରହର ଚଳନ ହୋଇଥାଏ। ଜ୍ୟୋତିଷମାନେ କହୁଛନ୍ତି କି ଗ୍ରହର ଚଳନ ଦ୍ୱାରା ଏମିତି ମହାସଂଯୋଗ ବନୁଅଛି ଯେଉଁ ଦ୍ୱାରା ଏମାନଙ୍କର ପ୍ରଭାବ କିଛି ରାଶି ଉପରେ ହେବ। ଯେଉଁ ଦ୍ୱାରା ଏହି ରାଶି ମାନଙ୍କ ଜୀବନରେ କେତେସବୁ ପରିବର୍ତ୍ତନ ଦେଖିବାକୁ ମିଳିବ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ବିଶିଷ୍ଟ ଲୋକମାନଙ୍କ ବିଷୟରେ। ଯେଉଁ ମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବନ୍ଧୁଗଣ ଏହି ରାଶି ମାନଙ୍କ ଜୀବନ ଚମକିପାରେ। ଏମାନଙ୍କର ଭାଗ୍ୟ ଏମାନଙ୍କର ସାଥ ପୁରାଦେବ। ଯେଉଁ ଦ୍ୱାରା ଆପଣଙ୍କର ଧନ ଜନିତ ସମସ୍ତ ସମସ୍ୟା ଦୂର ହେବାକୁ ଲାଗିବ। ଆଉ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣ ନିଜର କୌଣସି ସାଙ୍ଗ ଠାରୁ ଲାଭ ପ୍ରାପ୍ତ ହୋଇପାରନ୍ତି। ଭାଇ ଭଉଣି ଠାରୁ ଖୁବ ସାହାର୍ଯ୍ୟ ମିଳିବ। ଏବଂ ସେମାନଙ୍କର ପୁରା ସାଥ ମିଳିବ। ଯେଉଁ ବ୍ୟକ୍ତିମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ନିଜ ପ୍ରେମରେ ସଫଳତା ପ୍ରାପ୍ତ ହେବ। ଜୀବନସାଥୀଙ୍କ ସାହାର୍ଯ୍ୟ ସବୁ ପରିସ୍ଥିତିରେ ମିଳିବ। ଆପଣଙ୍କର ଜୀବନର ସବୁ ସମସ୍ୟା ଦୂର ହେବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ମେଷ ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମାନଙ୍କ ଭାଗ୍ୟ ଖୋଲିଯିବ। ଆକସ୍ମିକ ଧନଲାଭ ହେବାର ଯୋଗ ବି ବନୁଅଛି। ଯେଉଁ ଦ୍ୱାରା ଏମାନଙ୍କୁ ବଡ଼ ଖୁସିର ଖବର ମିଳିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଆପଣଙ୍କୁ ନିଶ୍ଚିତ ମିଳିବ। ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ। ଆପଣ କରିଥିବା ସବୁ କାମର ପରିଣାମ ମିଳିବ। ତାହା ସହିତ ଅଟକି ରହିଥିବା କାମ ମଧ୍ୟ ଶୀଘ୍ର ପୂରଣ ହୋଇଯିବ। ଆପଣଙ୍କୁ ସମ୍ପର୍କୀୟ ମାମଲାରେ ଲାଭ ପ୍ରାପ୍ତି ହେବ। ପିତାମାତାଙ୍କ ଠାରୁ ବଡ଼ ଲାଭ ହୋଇପାରେ। ଯେଉଁ ଦ୍ୱାରା ଖୁସିର ମାହଲ ବନି ରହିବ। ଆପଣଙ୍କର ମନ ପ୍ରସନ୍ନ ରହିବ।

ବୃଷ ରାଶି:-

ଏହି ରାଶି ମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ। ଆପଣଙ୍କୁ ଚାକିରୀରେ ପ୍ରମସନ ମିଳିପାରେ। ଘରେ ଖୁସିର ବାତାବରଣ ରହିବ। ନୂତନ କାମ ଆରମ୍ଭ କରିବା ପୂର୍ବରୁ ପରିବାରର ପରାମର୍ଶ ନିଶ୍ଚୟ ନିଅନ୍ତୁ। ଅପାର ସମ୍ପତି ମିଳିବାର ଯୋଗ ବି ବନୁଅଛି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

ତୁଳା ରାଶି:-

ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଆଜି ଠାରୁ ଏହି ଶ୍ରାବଣ ମାସରେ ବଦଳିବାକୁ ଯାଉଛି। ଏହି ରାଶିର ଲୋକମାନଙ୍କୁ ଏତେ ବଡ଼ ଖୁସିର ଖବର ମିଳିବ କି ଯାହା ଏମାନେ କେବେବି ଭାବି ନଥିବେ। ସମାଜରେ ଏବଂ ପରିବାରର ସଦସ୍ୟଙ୍କ ସାମ୍ନାରେ ମାନ ସମ୍ମାନର ବୃଦ୍ଧି ହେବ। କୌଣସି ମିତ୍ର ଠାରୁ ଆପଣଙ୍କୁ ଲାଭ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ

Google

ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଏହି ଶ୍ରାବଣ ମାସରେ ଚମକିବାକୁ ଯାଉଛି। ଏମାନଙ୍କର ଉପରେ ଭଗବାନ ଶିବଙ୍କର ବିଶେଷ କୃପାଦୃଷ୍ଟି ରହିବ। ଆପଣଙ୍କୁ କୌଣସି ପୁରୁଣା ସମ୍ପତ୍ତି ମିଳିପାରେ। ଚାକିରୀ କରୁଥିବା ଲୋକମାନଙ୍କ କାର୍ଯ୍ୟ କ୍ଷେତ୍ରଟି ଭଲରେ ବ୍ୟତୀତ ହେବ। ଘର ପରିବାରରେ ସୁଖ ଶାନ୍ତି ବନିରହିବ। ଏବଂ ଶତ୍ରୁ ମାନଙ୍କୁ ପରାଜିତ କରି ଆପଣ ଆଗକୁ ବଢ଼ିବେ।

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ମହାଦେବଙ୍କ କୃପାଦୃଷ୍ଟି ସବୁବେଳେ ବନିରହିବ। ତାହାର କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଜୀବନରେ କେବେବି କେଉଁଠି ସମସ୍ୟା ଆସେ ନାହିଁ। ଏବଂ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବ। ଦୁନିଆରେ ଏହି ବ୍ୟକ୍ତି ବିଶେଷ ମାନଙ୍କୁ ଶକ୍ତିଶାଳୀ ମାନାଯାଇଥାଏ।ଆଜିଠାରୁ ଭଗବାନ ମହାଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ଆଗାମୀ ସମୟ ଆପଣଙ୍କ ପାଇଁ ଖୁସିପୁର୍ଣ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *