Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ :୨୪ ଜୁଲାଇ ୨୦୨୧ ,ଶନିବାର : ଶନିବାର ଦିନ ପୂର୍ଣ୍ଣିମା ଉପରେ ଏହି ସାତୋଟି ରାଶି ପାଇଁ ଧନର ଲାଭ ଦେଇପାରେ ସଂକେତ, ପଢନ୍ତୁ ଶନିବାର ଦିନର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୨୪ ଜୁଲାଇ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୪ ଜୁଲାଇ ୨୦୨୧।

ମେଷ ରାଶି:-

ଆଜିର ଦିନ ଆପଣଙ୍କ ପାଇଁ କିଛି ଚିନ୍ତାପୂର୍ଣ ରହିପାରେ। ଆଜି ଆପଣଙ୍କ ଉପରେ ନକା-ରାତ୍ମ-କ ଭାବନାକୁ ଆସିବାକୁ ଦିଅନ୍ତୁ ନାହିଁ। ଯଦି ଏମିତି କରିଲେ, ତେବେ ଏହା ଆପଣଙ୍କର ସକା-ରାତ୍ମ-କ ଚିନ୍ତାକୁ ପରିବର୍ତ୍ତନ କରିପାରନ୍ତି, ଯେଉଁ କାରଣରୁ ଆପଣଙ୍କୁ ଅସୁବିଧା ହେବ ଓ ଆପଣ କୌଣସି ଚିନ୍ତାରେ ଆସିପାରନ୍ତି। ଆପଣ କିଛି ଜିନିଷ ଉପରେ ବୁଝାମଣା କରିବେ ନାହିଁ। ଯଦି ଆପଣ ନିଜର ବ୍ୟବସାୟ କରୁଛନ୍ତି ତେବେ କିଛି କଥାକୁ ନେଇ ବୁଝାମଣା କରିଲେ, ତେବେ ସେ ତାହାକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ଆଜି ଆପଣଙ୍କୁ ନିଜର କଥାକୁ ଲୋକଙ୍କ ସାମ୍ନାରେ ରଖିବାକୁ ହେବ, ତେବେ ଆପଣ ନିଜର ବ୍ୟବସାୟର ଗତିକୁ ବଢାଇବାରେ ସଫଳ ରହିବେ। ସାମାଜିକ କ୍ଷେତ୍ରରେ ଆଜି ଆପଣଙ୍କୁ ଖୁସି ମିଳିବ।

ବୃଷ ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସିବ। ଆଜି ଆପଣଙ୍କୁ ନିଜର କାମ କାର୍ଯ୍ୟରେ ଆସୁଥିବା ଅସୁବିଧା ଓ ଚିନ୍ତାରୁ ମୁକ୍ତି ମିଳିବ, ଯେଉଁ କାରଣରୁ ଆପଣ ଆରାମ ନିଃ-ଶ୍ଵାସ ନେଇପାରିବେ। ଜୀବନସାଥୀଙ୍କ ସହିତ ଆଜି ଆପଣ କିଛି ପ୍ରେମ ଭରା କଥା କହିବେ, ପୁଣି ତାଙ୍କୁ କୁଆଡେ ବୁଲେଇବାକୁ ନେଇପାରନ୍ତି। ଆର୍ଥିକ ସ୍ଥିତିରେ ମଜୁବୁତ ରହିବେ। ଆଜି ଆପଣଙ୍କର ଲମ୍ବା ସମୟରୁ ଅଟକିଥିବା କାମରେ ଧନ ମିଳିବ, ଯେଉଁ କାରଣରୁ ଆପଣ ନିଜର ପରିବାରର ସଦସ୍ୟଙ୍କର ମହ-ତ୍ଵାକା-ଙ୍ଖ୍ୟକୁ ପୂରଣ କରିବାରେ ସଫଳ ରହିବେ।

ମିଥୁନ ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ କିଛି ସଂ-ଘର୍ଷପୂ-ର୍ଣ୍ଣ ରହିବ। ଆଜି ଆପଣଙ୍କୁ ନିଜର କାମ କାର୍ଯ୍ୟ ସମ୍ବନ୍ଧିତ ଯୋଜନାକୁ ଗୁ-ପ୍ତ ରଖିବାକୁ ହେବ। ଆଜି କାହାରିକୁ ନିଜର ମନର କଥାକୁ ସେୟାର କରନ୍ତୁ ନାହିଁ, ନହେଲେ ଆଜି ଆପଣଙ୍କର ମି-ତ୍ର ମଧ୍ୟ ଶ-ତ୍ରୁ ହୋଇଯିବେ। ଚାକିରି କରୁଥିବା ଲୋକମାନଙ୍କୁ ଆଜି ଅଧିକ କାର୍ଯ୍ୟଭାର ଦିଆଯାଇପାରେ, ଯେଉଁ କାରଣରୁ ସେ ସାମାନ୍ୟ ଚିନ୍ତାରେ ପଡ଼ିପାରନ୍ତି, କିନ୍ତୁ ଟିମ ୱା-ର୍କ ଜରିଆରେ କାର୍ଯ୍ୟ କରିବା ଦ୍ଵାରା ଆପଣ ସଫଳ ରହିବେ। ଅଧିକାରୀଙ୍କ ଠାରୁ ଆପଣଙ୍କୁ ସାବାସ ମିଳିବ। ରୋଜଗାର ଦିଆଗରେ କାର୍ଯ୍ୟରତ ଲୋକଙ୍କୁ ଆଜି ଉତ୍ତମ ଅବସର ମିଳିବ।

କର୍କଟ ରାଶି:-

ଆଜିର ଦିନ ମାଧ୍ୟମ ରୂପରେ ସଫଳଦାୟକ ରହିବ। ଆଜିର ଦିନ ଆପଣ କାମ କାର୍ଯ୍ୟ ସହିତ ନିଜର ଘରେ ନିଜର ପରିବାରର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଯେଉଁଥିରେ କିଛି ମାଙ୍ଗଳିକ କାର୍ଯ୍ୟ ବିଷୟରେ ଚିନ୍ତା କରାଯାଇପାରେ ଓ ପରିବାରର ବରିଷ୍ଠ ସଦସ୍ୟଙ୍କର ରାୟ ଅନୁସାରେ ଭଉଣୀର ବିବାହର ବାଧା ଆସିପାରେ। ଆଜି ଆପଣଙ୍କୁ କଡାକୁ ମିଠା କରିବାର କଳା ଶିଖିବାକୁ ହେବ, ତେବେ ଆପଣ ଅନ୍ୟ ଲୋକଙ୍କ ଠାରୁ ଲାଭ ପାଇପାରିବେ। ନଚେତ ଆପଣ ମଧ୍ୟ ଚିନ୍ତା ଘେରରେ ରହିପାରିବେ। ସନ୍ଧ୍ଯା ସମୟରେ ଆଜି ଆପଣ ନିଅଜର ମାତା-ପିତାଙ୍କ ସେବାରେ ସମୟ ଅତିବାହିତ କରିବେ। ଯେଉଁଥିରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

ସିଂହ ରାଶି:-

ଆଜିର ଦିନ ସମ୍ଭାଳି ଚାଲନ୍ତୁ। ଆଜି ଆପଣଙ୍କୁ କୌଣସି ବ୍ୟକ୍ତିଙ୍କର ଆଇ-ନଗ-ତ ବିଶୃ-ଙ୍ଖଳା-ରେ ପଡନ୍ତୁ ନାହିଁ। ଯଦି ଆଜି କାହାରି ସହ କିଛି ବି-ବା-ଦ ହେଉଛି, ତେବେ ଆପଣଙ୍କୁ ନିଜର ବାଣୀ ଉପରେ ଧ୍ୟାନ ରଖିବାକୁ ହେବ। ବିଦ୍ୟାର୍ଥୀଙ୍କୁ କୌଣସି ପ୍ରକାର ପ୍ରତିଯୋଗୀତାରେ ମନ ମୁତାବିକ ସଫଳତା ନ ମିଳିଲେ ବି-ର-କ୍ତ ହୋଇଯିବେ। ଆର୍ଥିକ ଦ୍ରୁ-ଷ୍ଟିକୋ-ଣରେ ଆଜି ଦିନଟି ଉତ୍ତମ ରହିବ। ଆଜି ଆପଣଙ୍କୁ ନିଜର ପାରିବାରିକ ବ୍ୟବସାୟ ପାଇଁ ନିଜର ଭାଇଙ୍କର ସହଯୋଗ ଆବଶ୍ୟକ ହେବ। ସନ୍ଧ୍ଯା ସମୟରେ ଆଜି ଆପଣ କିଛି ସାମାଜିକ ସମାରୋହରେ ସାମିଲ ହୋଇପାରନ୍ତି।

କନ୍ୟା ରାଶି:-

ଆଜିର ଦିଅନ୍ତି ଆପଣଙ୍କ ପାଇଁ ମାଧ୍ୟମ ରୂପରେ ଫଳପ୍ରଦ ରହିବ। ଆପଣଙ୍କୁ ସମୟର ସଦୁପଯୋଗ କରି କାର୍ଯ୍ୟ କରିବାକୁ ହେବ। ଆପଣଙ୍କୁ ସମୟ ଦେଖି ସମସ୍ତ କାର୍ଯ୍ୟକୁ ଆଗକୁ ବଢାଇବାକୁ ହେବ, ଏଥିରେ ଆପଣଙ୍କୁ ଛୋଟ-ମୋଟ ଅସୁବିଧା ଆସିବ, କିନ୍ତୁ ସେସବୁକୁ ଛାଡି ଆଗକୁ ବଢିବାକୁ ଚେ-ଷ୍ଟା କରନ୍ତୁ, ବ୍ୟବସାୟରେ ଆଜି ଆୟ ଠିକଠାକ ରହିବ। ଆଜି ଆପଣ ନିଜର ଦୈନିକ ଆବଶ୍ୟକତାର ପୂର୍ତ୍ତି ଉପରେ କିଛି ଧନ ବ୍ୟୟ କରିବେ। ପ୍ରେମ ଜୀବନରେ ଥିବା ଲୋକଙ୍କ ସମ୍ପର୍କରେ ଯଦି କିଛି ଅଶାନ୍ତି ଚାଲିଛି, ତେବେ ଆଜି ତାହା ସମାପ୍ତ ହୋଇଯିବ। ସନ୍ଧ୍ଯା ସମୟରେ ଆଜି ଆପଣ ନିଜର ମିତ୍ରଙ୍କ ସହିତ ମଜା ମସ୍ତିରେ ସମୟ ବ୍ଯତୀତ କରିବେ।

ତୁଳା ରାଶି:-

ଆଜିର ଦିନଟି ଆପଣଙ୍କ ପାଇନୁନ୍ନତିର ନୂଆ ମାର୍ଗ ନେଇ ଆସିବ। ଆଜି ଆପଣ ନିଜର ଚାକିରିରେ ଯେଉଁ କାର୍ଯ୍ୟକୁ ଭଲ ଭାବରେ କରିବେ, ତାହା ଆପଣଙ୍କୁ ଉତ୍ତମ ଲାଭ ଦେବ। ଯଦି ଆପଣଙ୍କୁ କୌଣସି ସରକାରୀ କାର୍ଯ୍ୟ ଲମ୍ବା ସମୟରୁ ଚାଲୁଅଛି, ତେବେ ଆଜି ଆପଣଙ୍କୁ ତାହାକୁ ପୂରଣ କରିବାକୁ ଚେଷ୍ଟା କରିପାରନ୍ତି। ଯଦି କୌଣସି ଯାତ୍ରାରେ ଯାଉଛନ୍ତି, ତେବେ ସାବଧାନରେ ଯାଆନ୍ତୁ। କାରଣ ବାହାନର ଖରାପ କାରଣରୁ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ସନ୍ତାନଙ୍କ ବିବାହରେ ଆସୁଥିବା ବାଧା କୌଣସି ମି-ତ୍ରଙ୍କର ସାହାଯ୍ୟରେ ଦୂର ହେବ। ପ୍ରୋପର୍ଟିର ସାମ୍ନାରେ ଜଡିତ ବ୍ୟବସାୟ ପାଇଁ ଆଜିର ଦିନଟି ଖାସ ରହିବ, କିନ୍ତୁ ଯଦି କୌଣସି ପ୍ରୋପର୍ଟିକୁ ବିକ୍ରି କରିବାକୁ ମନ କରିଛନ୍ତି, ତେବେ ସେହି ପ୍ରୋପର୍ଟିର ଚଳ ଓ ଅଚଳ ବିଷୟରେ ଯାଞ୍ଚ କରିନିଅନ୍ତୁ।

ବିଛା ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ପରିମାଣ ନେଇ ଆସିବ। ଆଜି ଆପଣଙ୍କର ସ୍ଵଭାବରେ କିଛି ଚିଡଚିଡା ରହିବ, ଯେଉଁ କରାନରୁ ଆପଣଙ୍କୁ କିଛି କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ, ସେଥିପାଇଁ ଆପଣଙ୍କର ଯଦି କିଛି ବହୁତ ଜରୁରୀ କାମ ନାହିଁ, ତେବେ ତାହାକୁ ଆଗାମୀ ଦିନ ପାଇଁ ଘୁଞ୍ଚାଇ ଦିଅନ୍ତୁ। ପରିବାରରେ ମଧ୍ୟ ଆଜି କୌଣସି ସଦସ୍ୟଙ୍କୁ ଅଶାନ୍ତି ହୋଇପାରେ। କିନ୍ତୁ ଆପଣଙ୍କୁ ନିଜର ବାଣୀର ମଧୁରତାକୁ ରଖିବାକୁ ପଡିବ। ନହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଶ୍ଵଶୁର ପକ୍ଷରୁ ଲାଭ ମିଳିପାରେ। ଆଜି ଆପଣଙ୍କୁ ନିଜର ଅସୁବିଧାକୁ ନିଜର ପିତାଙ୍କ ସହ ସେୟାର କରିବାକୁ ହେବ, ଯାହାଦ୍ୱାରା ଆପଣଙ୍କର ମାନସିକ ବୋଝ କମ ହେବ।

ଧନୁ ରାଶି:-

ଆଜିର ଦିନଟି ଧନ ସମ୍ବ-ନ୍ଧିତ ମା-ମ-ଲାରେ କିଛି ଅଶାନ୍ତି ସୃ-ଷ୍ଟି କରିପାରେ, ଯେଉଁ କାରଣରୁ ଆପଣଙ୍କୁ ଅସୁବିଧା ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷା ମାର୍ଗରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆଜି ନିଜର ପିତାଙ୍କର ପରାମର୍ଶ ନେବା ଉଚିତ। ସନ୍ତାନଙ୍କୁ ଉତ୍ତମ କାର୍ଯ୍ୟ କରୁଥିବାର ଦେଖି ମନ ପ୍ରସନ୍ନ ରହିବ। କାର୍ଯ୍ୟ କ୍ଷେତ୍ରରେ ଆଜି ଆପଣଙ୍କୁ ଶ-ତ୍ରୁ ଆପଣଙ୍କୁ ବିନା କାରଣରୁରେ ହଇ-ରାଣ କରିବାକୁ ବହୁତ ଚେଷ୍ଟା କରିବେ, କିନ୍ତୁ ଆପଣଙ୍କୁ ତାଙ୍କର ଷ-ଡଯ-ନ୍ତ୍ରରୁ ର-କ୍ଷା ପାଇବାକୁ ହେବ ଓ ନିଜର ବୁଦ୍ଧି ଓ ବିବେକରେ ନିଜର ସମସ୍ତ କାର୍ଯ୍ୟକୁ ପୂର୍ଣ କରିବାକୁ ହେବ। ବିବାହ ଯୋଗ୍ୟ ଜାତକ ପାଇଁ ଉତ୍ତମ ବିବାହର ପ୍ରସ୍ତାବ ଆସିବ, ଯାହାକୁ ପରିବାରର ସଦସ୍ୟ ମଞ୍ଜୁରୀ ଦେଇପାରନ୍ତି।

ମକର ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ କାମରେ ଚାପ ରହିବ। କାମର ଚାପ ଅଧିକ ରହିବା କାରଣରୁ ଆପଣ ନିଜର ପରିବାର ସଦସ୍ୟଙ୍କ ପାଇଁ ସମୟ ବାହାର କରିପାରିବେ ନାହିଁ, ଯେଉଁ କାରଣରୁ ଆପଣଙ୍କୁ ନିଜର ଜୀବନସାଥୀଙ୍କ ଝ-ଗ-ଡା ହୋଇପାରେ, କିନ୍ତୁ ଯଦି ଏମିତି ହୁଏ, ତେବେ ଆପଣଙ୍କୁ ନିଜର ଜୀବନସାଥୀଙ୍କୁ ମନାଇବାକୁ ଚେ-ଷ୍ଟା କରିବା ଉଚିତ। ଆପଣଙ୍କ ବ୍ୟବସାୟରେ ଆଜି ଅନେକ ଡିଲ ଆଣିପରେ, ଯେଉଁ କାରଣରୁ ଆପଣ ଚିନ୍ତାରେ ନଜର ଆସିବେ, କିନ୍ତୁ ଧନ ପ୍ରାପ୍ତି ହେବା କାରଣରୁ ଆପଣ ନିଜର ଦୈନିକ ଖର୍ଚ୍ଚକୁ ବାହାର କରିବାରେ ସଫଳ ରହିବେ। ଭବିଷ୍ୟତରେ ଆପଣଙ୍କୁ ନିଜର ଆର୍ଥିକ ସ୍ଥିତି ଚିନ୍ତାରେ ପକାଇପାରେ।

କୁମ୍ଭ ରାଶି:-

ଆଜିର ଦିନଟି ଆପଣଙ୍କ ପାଇଁ କିଛି ବିଶେଷ ଦେଖାଇବାକୁ ହେବ। ଆଜି ଆପଣଙ୍କୁ ନିଜର ସନ୍ତାନଙ୍କୁ କୌଣସି ଜରୁରୀ କାର୍ଯ୍ୟ ପାଇଁ ଅଚାନକ ଯାତ୍ରା ଉପରେ ଯିବାକୁ ପଡିପାରେ। ଆପଣଙ୍କୁ ନିଜର ଦୈନିକ କାର୍ଯ୍ୟରେ ପରିବର୍ତ୍ତନ କରିବାକୁ ପଡିପାରେ। ଆଜି କୌଣସି ଦେବାନେବା କରିବା ଚିନ୍ତା କରିପାରନ୍ତି, ତେବେ ଆଦୌ କରନ୍ତୁ ନାହିଁ କାରଣ ତାଙ୍କ ପାଇଁ ଦିନ ଉତ୍ତମ ନାହିଁ। ଆଜି ଆପଣଙ୍କୁ ଯାତ୍ରାରେ ଯିବା କାରଣରୁ ନିଜର କିଛି ପ୍ରୋଗ୍ରାମକୁ ସ୍ଥଗିତ କରିବାକୁ ପଡିବ। ସନ୍ଧ୍ଯା ସମୟରେ ଆଜି ଆପଣ ନିଜର ମାଆଙ୍କ ପାଇଁ କିଛି ସରପ୍ରାଇଜ ପ୍ଳା-ନ କରିପାରନ୍ତି, ଯେଉଁଥିରେ ପରିବାରର ସଦସ୍ୟ ଆପଣଙ୍କୁ ସହଯୋଗ କରିବେ।

ମୀନ ରାଶି:-

ଆଜିର ଦିନଟି ଆପଣଙ୍କର ଇଚ୍ଛା ପୂରଣ ହୋଇଯିବ। ଆଜି ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚୟ ସଫଳ ରହିବେ, ସେଥିପାଇଁ ଆଜି ଆପଣ ସେହି କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ଅଧିକ ପ୍ରିୟ ଅଟେ, ଆଜି ଇଚ୍ଛାକୁ ପୂରଣ କରିବା ପାଇଁ ମନ ପ୍ରସନ୍ନ ରହିବ। ଆଜି ଆପଣ ନିଅଜର ଜୀବନସାଥିଙ୍କୁ ସପିଙ୍ଗରେ ନେଇଯାଇପାରନ୍ତି। ଯେଉଁଥିରେ ଆପଣଙ୍କୁ ନିଅଜର ଆୟ ଓ ବ୍ଯୟ ଦୁଇଟି ଧ୍ୟାନ ଦେବାକୁ ପଡିବ। ନଚେତ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଆଜି ଆପଣଙ୍କୁ କୌଣସି ମି-ତ୍ରଙ୍କର ସହଯୋଗରେ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକି ରହିଥିବା କାମ ସମ୍ପୂର୍ଣ ହେବ, ଯେଉଁ କାରଣରୁ ଆପଣଙ୍କ ମନର ପ୍ରସନ୍ନତା ହେବ। ଯଦି ଆପଣ କେଉଁଠି ଧନର ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ସେଥିପାଇଁ ଦିନ ଉତ୍ତମ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *