Excuse Me Odisha

ଯାହା କହିବୁ ସତ କହିବୁ

ହ-ସ୍ତ ମୈ-ଥୁନଙ୍କୁ ରୋକିବାର ୬ଟି ବ୍ର-ହ୍ମସ୍ତ୍ର ଉପାୟ, ଆଜି ହିଁ ଜାଣି ନିଅନ୍ତୁ ନହେଲେ ଜୀବନ ବ-ର୍ବାଦ ହେଇ ଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ସମସ୍ତେ ଚାହିଁ ଥାଆନ୍ତି ତାଙ୍କର ପ୍ରତିଦିନ ସମୟ ଉତ୍ସାହରେ ଏବଂ ସକାରାତ୍ମକ ହୋଇ ଅତିବାହିତ ହେଉ । କିନ୍ତୁ ଦିନଟି ନିରାଶାରେ ଅତିବାହିତ ହୋଇଯାଏ। ଲାଗେ ଯେପରି ଜୀବନଟା ଫମ୍ପା ହୋଇଗଲା। ଏହାର କାରଣ ଗୋଟିଏ ଆପଣଙ୍କ ଜୀବନର କୁଅଭ୍ୟାସ, ଯାହାକୁ ସହଜରେ ପରିତ୍ୟାଗ କରି ହୁଏ ନାହିଁ। ତାହା ହେଉଛି ହ-ସ୍ତମୈ-ଥୁନର ଅଭ୍ୟାସ। ଯାହା ଆପଣଙ୍କ ଜୀବନକୁ ଶୂନ୍ୟ କରି ଦିଏ ଏବଂ ସବୁ କ୍ଷେତ୍ରରେ ଅଯୋଗ୍ୟ କରି ଦେଇଥାଏ। ହ-ସ୍ତମୈ-ଥୁନକୁ ରୋକିବାରେ ୬ଟି ଉପାୟ। ହୋଇପାରେ ଏହି ଉପାୟ ଗୁଡ଼ିକ ପାଳନ କରିବା ଦ୍ୱାରା ଆପଣ ନିଜର କୁଅଭ୍ୟାସ ବା ହ-ସ୍ତମୈ-ଥୁନକୁ ରୋକି ପାରିବେ ଏବଂ ନିଜକୁ ଶକ୍ତିଶାଳୀ ଏବଂ ସକାରାତ୍ମକ ରଖି ପାରିବେ। ଆପଣ ମଧ୍ୟ ଆନନ୍ଦରେ ବଞ୍ଚି ପାରିବେ। ଏହା ହେଉଛି ସେହି ଉପାୟ ଗୁଡ଼ିକ –

୧/ ଅ-ଶ୍ଳୀଳ ଚିତ୍ର ଓ ଭିଡିଓ ଠାରୁ ଦୃଢ଼ ଭାବରେ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କୁ ହ-ସ୍ତମୈ-ଥୁନ କରିବାର ଇଛାକୁ କମ୍ କରିଦେବ। ଯେପରି ଆପଣ ଏଭଳି ଦୃଶ୍ୟ ଠାରୁ ଦୂରେଇ ରହିବେ, ସେତେ ଆପଣଙ୍କୁ ଅଧିକ ଲାଭ ମିଳିବ। ଆପଣ ଅଳ୍ପ ସମୟର ମଜା ପାଇଁ ପରବର୍ତ୍ତୀ ସମୟରେ ପଶ୍ଚା-ତାପ କରୁଥିବେ। କିନ୍ତୁ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଚିନ୍ତା ସ୍ବଭାବତଃ କମ୍ ହୋଇଯିବ।

୨/ ସବୁବେଳେ ଏକ୍ଟିଭ ରୁହନ୍ତୁ। ସବୁବେଳେ ମୋବାଇଲ ଭିତରେ ଘାଣ୍ଟି ହେଲେ ଆପଣଙ୍କ ମନ ଆପଣଙ୍କୁ ଧୋ-କା ଦେଇପାରେ। ଏଣୁ ଆପଣ ସବୁବେଳେ ଏକ୍ଟିଭ ରୁହନ୍ତୁ। ନିଜ କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରୁହନ୍ତୁ।

୩/ ନିଜର ବିବେକର କଥା ମାନନ୍ତୁ। ଆପଣ ଏକ ସଂକଳ୍ପ ନେଇ ସାରିବା ପରେ କିଛି କାର୍ଯ୍ୟ ପାରିବେ ନାହିଁ ବୋଲି ମନୋଭାବ ଆସିପାରେ। କୁ-ଅ-ଭ୍ୟାସ କେବେବି ପିଛା ଛାଡ଼ି ନଥାଏ, ଆପଣଙ୍କ ମନ କ୍ଷଣିକ ମଜା ପାଇଁ ଆପଣଙ୍କୁ ଧୋ-କା ଦେଇପାରେ। ତେଣୁ ମନର କଥା ନଶୁଣି ନିଜର ବିବେକ କଥା ଶୁଣନ୍ତୁ। ମହାପୁରୁଷଙ୍କ ଜୀବନୀ ପଢନ୍ତୁ। ବିବେକର ସାହାରା ନେଇ ନିଜର ସହାୟତା ନିଜେ କରନ୍ତୁ।

୪/ ଅନ୍ୟମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ ଏବଂ ବ୍ୟସ୍ତ ରୁହନ୍ତୁ। କୁହାଯାଏ କି ଖାଲି ମନ ସୈ-ତାନର ଘର। ତେଣୁ ସର୍ବଦା ନିଜକୁ ବ୍ୟସ୍ତ ରଖନ୍ତୁ। ଅନ୍ୟମାନଙ୍କ ସହିତ ମିଳାମିଶା କରନ୍ତୁ। କିନ୍ତୁ କୁ-ସଙ୍ଗ କରନ୍ତୁ ନାହିଁ। କୁ-ସଂଗ କଲେ ସ-ର୍ବନା-ଶ ହୁଏ। ପରିବାର ସଦସ୍ୟଙ୍କ ସହିତ ସର୍ବଦା ହସଖୁସିରେ ସମୟ ଅତିବାହିତ କରନ୍ତୁ।

୫/ ବ୍ୟାୟାମ କରନ୍ତୁ। ଦୈନଦିନ କିଛି ସମୟ ପାଇଁ ନିହାତି ବ୍ୟାୟାମ କରିବା ଆବଶ୍ୟକ। ସୂର୍ଯ୍ୟନମସ୍କାର, ଏବଂ ଅନ୍ୟ କିଛି ପ୍ରାଣାୟାମ ପ୍ରତ୍ୟେକଦିନ ଅଭ୍ୟାସ କରନ୍ତୁ। ଏହାଦ୍ବାରା ମନକୁ ଶାନ୍ତି ଏବଂ ତୃପ୍ତି ପ୍ରାପ୍ତ ହୋଇଥାଏ।

୬/ ଆଧ୍ୟାତ୍ମିକ ପୁସ୍ତକ ପାଠ କରନ୍ତୁ। କୁଚଳଚିତ୍ର ଦେଖିବା ଅପେକ୍ଷା ଆଧ୍ୟାତ୍ମିକ ଏବଂ ସାହିତ୍ୟ ଆଦି ପାଠ କରନ୍ତୁ। ଯାହା ଆପଣଙ୍କ ମନକୁ ନିର୍ମଳ କରିଥାଏ ଏବଂ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ।

ବନ୍ଧୁଗଣ ଏହି ଉପାୟ ଗୁଡ଼ିକ ଆପଣ ନିଜ ଜୀବନରେ ପ୍ରୟୋଗ କରନ୍ତୁ ଏବଂ ଧୀରେ ଧୀରେ ସବୁ ସମସ୍ୟାର ସମାଧାନ ହେବାକୁ ଲାଗିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *