Excuse Me Odisha

ଯାହା କହିବୁ ସତ କହିବୁ

ମୟୁର ପଙ୍ଖ ଅଚନାକ ଘରକୁ ଧନ ଆଣେ, ୨୦ ଟି ଚମ-ତ୍କାରି ଫାଇଦା।

ସେୟାର୍ କରନ୍ତୁ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ମୟୁର ପଙ୍ଖର ୨୦ଟି ଚମତ୍କାରୀ ବିଷୟରେ ଯଦି ଜାଣିବେ ତ ନ ଆଣି ରହିପାରିବେ ନାହିଁ। ପୌରାଣିକ କଥା ଅନୁସାରେ ମୟୁର ପଙ୍ଖର ବିଶେଷ ମହତ୍ତ୍ୱ ରହିଥାଏ। ମୟୁର ପଙ୍ଖକୁ ଭଗବାନ ଶ୍ରୀକୃଷ୍ଣ ମୁକୁଟରେ ସ୍ଥାନ ମିଳିଛି। ସେମିତି ଇନ୍ଦ୍ରଦେବ ବି ମୟୁର ପଙ୍ଖର ସିଂହାସନ ଉପରେ ବସୁଥିଲେ। ସେହି ସମୟରେ ମହା ଋଷିଙ୍କ ଦ୍ଵାରା ଲେଖା ଲେଖି କରିବା ପାଇଁ ବି ମୟୂର ପଙ୍ଖର ବ୍ୟବହାର କରାଯାଉଥିଲା। ଏବଂ ଏହି କାରଣରୁ ସମସ୍ତ ଶାସ୍ତ୍ର ଗ୍ରନ୍ଥ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ବି ମୟୁର ପଙ୍ଖକୁ ପ୍ରମୁଖ ସ୍ଥାନ ଦିଆଯାଇଅଛି। ତ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହାର ୨୦ ଟି ଅଦଦ୍ଭୁତ ଚମତ୍କାରୀ ଲାଭ ବିଷୟରେ ଜଣେଇବାକୁ ଯାଉଛୁ।

ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୁର ପଙ୍ଖ ରଖିଥାଏ ତ ସେହି ବ୍ୟକ୍ତିଙ୍କ ଘରେ କେହିବି ଅଲଗା ହୁଅନ୍ତି ନାହିଁ। ଦୁଇଟି ମୟୁର ପଙ୍ଖ ଘରେ ରହିବା ଦ୍ୱାରା ଘର ପରିବାର ଏକତ୍ର ରହିଥାଏ।

ଯେଉଁ ବ୍ୟକ୍ତି ସର୍ବଦା ନିଜ ପାଖରେ ମୟୁର ପଙ୍ଖ ରଖିଥାଏ ସେହି ବ୍ୟକ୍ତିର କେବେବି କୌଣସି ଅମଙ୍ଗଳ ହୋଇନଥାଏ। ସେ ସର୍ବଦା କୌଣସି ବଡ଼ ଦୁର୍ଘ-ଟଣାରୁ ବଞ୍ଚି ଯାଇଥାଏ।

ମୟୁର ପଙ୍ଖକୁ ନିଜର ଘରେ ସର୍ବଦା ରଖିବା ଦ୍ୱାରା ନକା-ରାତ୍ମକ ଉର୍ଜାର ବିନାଶ ହୋଇଥାଏ ଏବଂ ସକା-ରାତ୍ମକର ବାସ ହୋଇଥାଏ।

ଯଦି ଆପଣଙ୍କର ପିଲା ଠିକରେ ପଢୁ ନଥାଏ ଏବଂ ତାର ପଢ଼ା ପଢିରେ ମନ ଲାଗୁ ନଥିବ ତ ଆପଣ ଆପଣଙ୍କର ପିଲାର ସ୍କୁଲ ବ୍ୟାଗରେ ଗୋଟେ ମୟୁର ପଙ୍ଖ ରଖି ଦିଅନ୍ତୁ। ଆପଣଙ୍କର ପିଲା ବୁଦ୍ଧିମାନ ହୋଇଯିବ।

ଆପଣଙ୍କର ପର୍ସ କିମ୍ବା ଡାଇରୀରେ ମୟୁର ପଙ୍ଖ ରଖିବା ଦ୍ୱାରା ରାହୁ ଦୋଷ ବି ପ୍ରଭାବିତ କରି ପାରିନଥାଏ।

ମୟୂରର ସବୁଠାରୁ ପ୍ରିୟ ଆହାର ସାପ ଅଟେ। ଏଥିପାଇଁ ସାପ ମୟୁରକୁ ଡରି ଥାଏ। ଏବଂ ଏମିତି ଜାଗାକୁ ସାପ ଯାଇନଥାଏ ଯେଉଁଠାରେ ମୟୁର ପଙ୍ଖ ଥିବ। ଯଦି ଆପଣଙ୍କୁ ବି ସାପକୁ ଡର ଲାଗିଥାଏ ତ ନିଜ ପାଖରେ ଏକ ମୟୁର ପଙ୍ଖ ସର୍ବଦା ରଖନ୍ତୁ।

କେବେ କେବେ ମୟୁର ପଙ୍ଖକୁ ମୁଣ୍ଡରେ ଧାରଣ କରିବା ଦ୍ୱାରା ବିଦ୍ୟାଲାଭ ହୋଇଥାଏ।

ଘରର ମୁଖ୍ୟ ଦ୍ୱାର ଯଦି ବାସ୍ତୁର ବରୋଧ ଅଟେ ତ ଦ୍ୱାରରେ ୩ ଟି ମୟୁର ପଙ୍ଖ ସ୍ଥାପିତ କରନ୍ତୁ। ଏବଂ ମୟୁର ପଙ୍ଖର ତଳେ ଭଗବାନ ଗଣେଶଙ୍କର ଚିତ୍ର କିମ୍ବା ପ୍ରତିମା ସ୍ଥାପିତ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଯାଇଥାଏ।

ଯଦି ଜୀବନରେ ଅଚାନକ ବହୁତ ସାରା କଷ୍ଟ କିମ୍ବା ବିପତି ଆସି ଯାଇଥାଏ ତ ଘର କିମ୍ବା ବେଡ଼ ରୁମର ଅଗ୍ନି କୋଣରେ ମୟୁର ପଙ୍ଖ ଲଗାଇବା ଉଚିତ। ସବୁକିଛି ଠିକ ହୋଇଯାଇଥାଏ।

ପତି ପତ୍ନୀଙ୍କ ମଧ୍ୟରେ ପ୍ରାୟ ଲଢେଇ ଝଗଡା ହୋଇଥାଏ। ଯଦି ଏମିତି ହେଉଛି ତ ଆପଣଙ୍କର ଘରକୁ ଦୁଇଟି ମୟୁର ପଙ୍ଖ ଆଣନ୍ତୁ ଏବଂ ତାକୁ ନିଜର ବିବାହ ଆଲବମରେ ଲୁଚେଇ କି ରଖିଦିଅନ୍ତୁ। ଲ-ଢେଇ ଝ-ଗଡା ହେବା ବନ୍ଦ ହୋଇଯିବ। ଏବଂ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ।

ମୟୁର ପଙ୍ଖକୁ ରାତି ସମୟରେ ବାହାର ଅଗଣାରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ନକା-ରାତ୍ମକ ଉର୍ଜାର ନାଶ ହୋଇଥାଏ।

ମୟୁର ପଙ୍ଖକୁ ସର୍ବଦା ନିଜ ପାଖରେ ରଖିବା ଦ୍ୱାରା ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ। ।

ମୟୁର ପଙ୍ଖକୁ ମୁଣ୍ଡ ପାଖରେ ରଖିକି ଶୋଇଲେ କେବେବି ଭୟଙ୍କର ସ୍ୱପ୍ନ ଆସିନଥାଏ।

ମୟୁର ପଙ୍ଖକୁ କେବେବି ତଳେ ପକାନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କର ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ମୟୁର ପଙ୍ଖକୁ ତଳେ ପକାଇବାର ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଅପ-ମାନ ଅଟେ।

କେହି ଆପଣଙ୍କୁ ଯଦି ଅଜାଣତରେ ଅଚାନକ ଗୋଟେ ମୟୁର ପଙ୍ଖ ଦେଇଥାଏ ତ ଆପଣଙ୍କର ଜୀବନର ସବୁ ସଫଳତାର ରାସ୍ତା ଖୋଲି ଯାଇଥାଏ।

ମୟୁର ପଙ୍ଖ ଭାଙ୍ଗିବା ପରେ ବି ଜୀବିତ ରହିଥାଏ। ଏହା ଆମେ ନୁହେଁ ପୁରାଣ ମାନ୍ୟତାରେ କୁହାଯାଇଅଛି। ତେବେତ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

ମୟୁର ପଙ୍ଖକୁ ଆପଣ କୌଣସି ଶୁଭ ମୁହୂର୍ତ୍ତରେ ହିଁ କିଣନ୍ତୁ। ଏମିତି କରିବା ଦ୍ୱାରା ଆପଣ ଆପଣଙ୍କର ଜୀବନକୁ ସଫଳ ବନେଇ ପାରିବେ।

ଘରର ଦକ୍ଷିଣ ପୂର୍ବ କୋଣରେ ମୟୁର ପଙ୍ଖ ଲଗେଇବା ଦ୍ୱାରା ବି ଘରର ଉନ୍ନତି ହୋଇଥାଏ। ଘରେ ଧନର କମି ବିଲକୁଲ ବି ହୋଇନଥାଏ।

ମୟୁର ପଙ୍ଖକୁ କିଣିବା ସମୟରେ ଧ୍ୟାନ ରଖନ୍ତୁ କି ମୟୁର ପଙ୍ଖ ଯେମିତି ଭାଙ୍ଗି ଯାଇନଥିବ। ଏମିତି କିଣିବା ଅଶୁଭ ମାନାଯାଇଥାଏ।

ମୟୁର ପଙ୍ଖକୁ ଘରକୁ ଆଣିବା ସମୟରେ ଗୋଟେ ଥର ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନିଅନ୍ତୁ। ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ଏବଂ ସବୁ କାମବି ଠିକ ସମୟରେ ପୁରା ହୋଇଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *