Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ସୋମବାର ଦିନ ସିଂହ ରାଶି ଜାତକ ଶିବଲିଙ୍ଗରେ ଚଢାନ୍ତୁ ଏହି ୮ ଟି ଜିନିଷ ହେବ ମନସ୍କାମନା ପୂର୍ଣ୍ଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସ ସୋମବାର ଦିନ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ। ମହାଦେବଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ସୋମବାର ଦିନକୁ ବହୁତ ଶୁଭ ବୋଲି ମାନାଯାଇଥାଏ। ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ହିଁ ଶୁଭ ମାସ ହୋଇଥାଏ। ଏହି ମାସରେ ପଡୁଥିବା ସୋମବାରକୁ ବହୁତ ବିଶେଷ ଭାବରେ ମଧ୍ୟ ମାନାଯାଇଥାଏ। ଯଦି ଶ୍ରାବଣ ମାସ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଏ ତାହେଲେ ଏହାର ଫଳ ଅନ୍ୟ ସୋମବାର ଅପେକ୍ଷା ଶହେ ଗୁଣା ବଢିଯାଇଥାଏ। ତେବେ ।ଭଗବାନ ଶିବଙ୍କର କୃପା ପାଇବା ପାଇଁ ପ୍ରସନ୍ନ କରିବା ନିହାତି ଆବଶ୍ୟକ ହୋଇଥାଏ।ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ପାଳନ କରି ଆପଣ ଶିବଙ୍କୁ ପ୍ରସନ୍ନ କରିପାରିବେ।ଯାହା ଦ୍ୱାରା ଆପଣ ମାନଙ୍କ ମନସ୍କାମନା ମଧ୍ୟ ପୂରଣ ହେବ। ଏଥିପାଇଁ ଆପଣ ମାନଙ୍କୁ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଶିବ ଲିଙ୍ଗରେ କିଛି ଜିନିଷ ଅର୍ପଣ କରିବାକୁ ହେବ। ତେବେ ସେହି ଜିନିଷ ଗୁଡିକ କଣ ହେବ ତାର ପ୍ରଭାବ କଣ ରହିଛି ଆସନ୍ତୁ ଜାଣିବା।

ଜଳ;- ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରି ଶିବ ଲିଙ୍ଗରେ ଜଳ ଅର୍ପଣ କରିବେ ତେବେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।

କ୍ଷୀର:- ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବ ଅଭିଷେକ କ୍ଷୀରରେ କରାଇବେ ତେବେ ଆପଣଙ୍କୁ ବହୁତ ହିଁ ଲାଭ ମିଳିଯିବ ଏବଂ ଶାରୀରିକ ରୋଗ ସବୁ ଦୂର ହୋଇଯିବ।

ଚିନି:- ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ ତେବେ ଆପଣଙ୍କର ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ପାଇବ ଏବଂ ଏହା ସହିତ ଭଗବାନ ଶିବଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସଦାସର୍ଵଦା ରହିବ।

ଘିଅ:- ଯଦି ଆପଣ ଶିବଲିଙ୍ଗରେ ଅଭିଷେକ ଘିଅରେ କରାଇବେ ତେବେ ଆପଣଙ୍କୁ ଶକ୍ତି ପ୍ରାପ୍ତି ହେବ ଏବଂ ଯେଉଁଲୋକମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁନାହାନ୍ତି ସେମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହେବ।

ମହୁ:- ଯଦି ଆପଣ ନିଜର ପାଣିକୁ ମଧୁର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଶିବ ଲିଙ୍ଗରେ ଏହି ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।

ଭାଙ୍ଗ:- ଯଦି ଆପଣ ଶିବ ଲିଙ୍ଗରେ ଭାଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯିବେ।କାରଣ ଭଗବାନ ଶିବଙ୍କର ଭାଙ୍ଗ ସହିତ ବହୁତ ଗମ୍ଭୀର ସମ୍ବଦ୍ଧ ରହିଛି।ତେଣୁ ଆପଣ ମାନେ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲିଙ୍କ ଉପରେ ଭାଙ୍ଗ ମଧ୍ୟ ଅର୍ପଣ କରନ୍ତୁ।

ଚନ୍ଦନ:- ଯଦି ଆପଣ ଶିବଲିଙ୍କ ଉପରେ ଚନ୍ଦନ ଅର୍ପଣ କରିବେ ତେବେ ଆପଣଙ୍କର ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ।ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରିପାରିବେ।

କେଶର:- ଯଦି ଆପଣ ଶିବଲିଙ୍କ ଉପରେ କେଶର ଅର୍ପଣ କରିବେ ତେବେ ଆପଣଙ୍କର ସମସ୍ତ ସମସ୍ୟା ସମାପ୍ତ ହୋଇଯିବ।

ତେବେ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବ ଲିଙ୍ଗ ଉପରେ ଏହିସବୁ ଜିନିଷକୁ ଅର୍ପଣ କରି ଆପଣ ମାନେ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିପାରିବେ। ଯାହା ଦ୍ୱାରା ଆପଣଙ୍କର ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *