Excuse Me Odisha

ଯାହା କହିବୁ ସତ କହିବୁ

କୁମ୍ଭ ରାଶି ଏବଂ ମକର ରାଶି କଣ ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ,କଣ କହେ ଜ୍ୟୋତିଷ ଶାସ୍ତ୍ର,ତେବେ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ୧୨ ଗୋଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି।ପ୍ରତ୍ୟକ ରାଶିର ଗୁରୁ ଗ୍ରହ ରହିଥାନ୍ତି। ରାଶି ଉପରେ ଗୁରୁ ଗ୍ରହଙ୍କର ପୁରା ପ୍ରଭାବ ରହିଥାଏ। କୁମ୍ଭ ରାଶି ଓ ମକର ରାଶିର ଗୁରୁ ଗ୍ରହ ହେଲେ ଶନିଦେବ। ସେଥିପାଇଁ କୁମ୍ଭ ରାଶି ଓ ମକର ରାଶି ଉପରେ ଶନିଦେବଙ୍କର ବିଶେଷ କୃପା ରହିଥାଏ। ଶନିଦେବଙ୍କର କୃପାରୁ ଏହି ଦୁଇଟି ରାଶିର ବ୍ୟକ୍ତିଙ୍କୁ କମ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିଦେବଙ୍କୁ ନ୍ୟାୟର ଦେବତା ବା ନ୍ୟାୟାଧୀଶ ବୋଲି କୁହାଯାଏ।ଶନିଦେବ ବ୍ୟକ୍ତିର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଶନିଦେବଙ୍କ ଅଶୁଭ ପ୍ରଭାବରୁ ପ୍ରତ୍ୟକ ବ୍ୟକ୍ତି ସୁରକ୍ଷିତ ରହିବାକୁ ଚାହାନ୍ତି। ଯେଉଁ ଭଳି ଶନିଦେବଙ୍କର ଅଶୁଭ ପ୍ରଭାବରେ ବ୍ୟକ୍ତିଙ୍କ ଜୀବନ ପ୍ରଭାବିତ ହୋଇଥାଏ। ସେହିଭଳି ଶନିଦେବଙ୍କର ଶୁଭ ପ୍ରଭାବରୁ ବ୍ୟକ୍ତିଙ୍କ ଜୀବନ ରାଜାଙ୍କ ସହ ସମାନ ହୋଇଯାଇଥାଏ। ଶନିଦେବଙ୍କର କୃପାରୁ ଦରିଦ୍ର ମଧ୍ୟ ରାଜା ପାଲଟି ଯାଇଥାଏ। ସେହି ହିସାବରେ କୁମ୍ଭ ରାଶି ଏବଂ ମକର ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ କାରଣ ଏହି ଦୁଇଟି ରାଶିର ଗୁରୁ ଗ୍ରହ ହେଉଛନ୍ତି ଶନିଦେବ। ଆସନ୍ତୁ ଜାଣିବା ଏହି ଦୁଇଟି ରାଶିର ବ୍ୟକ୍ତି ବିଷୟରେ।

କୁମ୍ଭ ରାଶି:- ଏହି ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ। ଏହି ରାଶି ଉପରେ ଶନିଦେବଙ୍କର ବିଶେଷ କୃପା ରହିଥାଏ। ଏହି ରାଶିର ବ୍ୟକ୍ତିଙ୍କ ସ୍ଵଭାବ ବହୁତ ସରଳ ହୋଇଥାଏ। ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ରହିଥାଏ। ଏହି ରାଶିର ବ୍ୟକ୍ତି ସବୁବେଳେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାରେ ନିୟୋଜିତ ଥାଆନ୍ତି। ଯେଉଁମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରନ୍ତି ଶନିଦେବ ସେମାନଙ୍କ ଉପରେ ବହୁତ ପ୍ରସନ୍ନ ରୁହନ୍ତି।

ମକର ରାଶି:- ଏହି ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ।ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଶନିଦେବ ପ୍ରସନ୍ନ ରୁହନ୍ତି। ଶନିଦେବଙ୍କ କୃପାରି ଏହି ରାଶିର ବ୍ୟକ୍ତି ସର୍ବଦା ଦୁଃଖରୁ ଦୁରେଇ ରୁହନ୍ତି। ଏହି ରାଶିର ବ୍ୟକ୍ତି ଭାଗ୍ୟର ଧନୀ ହୋଇଥାନ୍ତି। ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *